ଭଦ୍ରକ

ମହିଳାଙ୍କୁ ଭଦ୍ରକରୁ ଟେକିନେଇ ଟ୍ରକ୍‌ରେ କରିଥିଲେ ବଳାତ୍କାର: କେନ୍ଦୁଝରରୁ ଧରିଲା ପୋଲିସ

ଭଦ୍ରକ,୪।୧୦(ସନାତନ ରାଉତ): ଭଦ୍ରକ ଚରମ୍ପାରୁ ଜଣେ ମହିଳାଙ୍କୁ ଅପହରଣ କରି ବଳାତ୍କାର କରିଥିବା ଅଭିଯୁକ୍ତ ଟ୍ରକ ଡ୍ରାଇଭରକୁ କେନ୍ଦୁଝର ଜିଲା ଝୁମ୍ପୁରାରୁ ଭଦ୍ରକ ପୋଲିସ ଗିରଫ କରିଛି ।କେନ୍ଦୁଝର ସଦର ପୋଲିସ ସହାୟତରେ ଅଭିଯୁକ୍ତ ଏମଡି ସୁଦାମ ହୁସେନକୁ ଗିରଫ...

ଆଇରନ୍‌ ଟ୍ରକ୍‌ ସହ ଧକ୍କା ହେଲା ବାଇକ୍‌, ଚାଲିଗଲା ଜୀବନ

ବାସୁଦେବପୁର,୨।୧୦(କାଳିପଦ ରାୟ): ବାସୁଦେବପୁର ବରଣ୍ଡୁଆ ପଞ୍ଚାୟତ ଚନ୍ଦନପୁର ଗାଁରେ ଘଟିଛି ବଡ଼ ଅଘଟଣ। ରବିନ୍ଦ୍ର ସାହୁ (୪୨) ନାମକ ଜଣେ ବ୍ୟକ୍ତିଙ୍କ ବୁଧବାର ରାତିରେ ଏକ ଆଇରନ ଟ୍ରକ ଧକ୍କାରେ ମୃତ୍ୟୁ ବରଣ କରିଛନ୍ତି। ରବୀନ୍ଦ୍ର ଜାମଝାଡିରୁ ବାଇକ ଯୋଗେ...

ଡାକ୍ତରଖାନାରୁ ପୁଅ ସହ ଫେରିବାବେଳେ ବାଟରେ ଛକିଥିଲା ଯମ, ଚାଲିଗଲା ଅତିରିକ୍ତ IICଙ୍କ ଜୀବନ

ଭଦ୍ରକ,୨୮ା୯: ସଡ଼କ ଦୁର୍ଘଟଣାରେ ପୁରୁଣା ବଜାର ଥାନା ଅତିରିକ୍ତ ଆଇଆଇସିଙ୍କ ପ୍ରାଣହାନି ଘଟିଛି। ମୃତକ ଜଣକ ହେଲେ ଅତିରିକ୍ତ ଆଇଆଇସି ବବୃବାହନ ନାୟକ। ସେ କଟକରେ ସ୍ବାସ୍ଥ୍ୟ ପରୀକ୍ଷା କରି ପୁଅ ସହ ବାଇକ୍‌ରେ ଫେରିବା ସମୟରେ କୁଆଖିଆ ନିକଟରେ...

ଭିଜିଲାନ୍ସ ଜାଲରେ RI: ୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ିବସିଲା ଭିଜିଲାନ୍ସ

ଭଦ୍ରକ,୨୪ା୯: ଧାମନଗର ତହସିଲ ଅଧୀନ ରାଧାବଲ୍ଲଭପୁର ସର୍କଲର ରେଭେନ୍ୟୁ ଇନ୍ସପେକ୍ଟର (RI) ନଗେନ୍ଦ୍ର କୁମାର ଦାସ ଲାଞ୍ଚ ନେବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ଜମି ମ୍ୟୁଟେସନ ମାମଲାରେ ରିପୋର୍ଟ ଦେବା ପାଇଁ ଜଣେ ଅଭିଯୋଗକାରୀଙ୍କଠାରୁ ୭...

ଝରକା ଗ୍ରିଲ ତାଡି ଲୁଟିନେଲେ ୭ ଲକ୍ଷ ଟଙ୍କାର ସୁନା ଗହଣା

ବାସୁଦେବପୁର,୨୪।୯ (କାଳି ପଦ ରାୟ): ବାସୁଦେବପୁର ନୟାକନିଡ଼ିହି ଥାନା ଅଧୀନ ବାଲିମେଦ ପଂଚାୟତର ଦୟାନିଧିପୁର ଗ୍ରାମର ସନ୍ତୋଷ ନାୟକଙ୍କ ଘରୁ ମଙ୍ଗଳବାର ବିଳମ୍ବିତରେ ଲୁଟ୍‌ ହୋଇଛି। ଦୁର୍ବୃତ୍ତମାନେ ଝରକା ଗ୍ରିଲ ଓ କବାଟ ଭାଙ୍ଗି, ପଲଙ୍କ ଡ୍ରରେ ଥିବା ସୁନା...

୧୩ ଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗରେ ସମବାୟ ସମିତିର ପୂର୍ବତନ ସମ୍ପାଦକ ଗିରଫ

ଭୁବନେଶ୍ୱର,୨୩।୯: ଓଡ଼ିଶା ଭିଜିଲାନ୍ସ ମଙ୍ଗଳବାର ଭଦ୍ରକ ଜିଲା ତିହିଡ଼ି ଅଞ୍ଚଳର ବାମନବିନ୍ଧା ସର୍ଭିସ ସମବାୟ ସମିତିର ପୂର୍ବତନ ସମ୍ପାଦକ ସୁଦର୍ଶନ ଖଟୁଆଙ୍କୁ ୧୩ ଲକ୍ଷ ୩୨ ହଜାର ୨୬୦ ଟଙ୍କା ଆତ୍ମସାତ ଅଭିଯୋଗରେ ଗିରଫ କରିଛି। ରିପୋର୍ଟ ଅନୁଯାୟୀ, ଖଟୁଆ...

ବୋହୂଙ୍କୁ ଟାଙ୍ଗିଆରେ ହାଣିବା ପରେ ନିଜେ ଆତ୍ମହତ୍ୟା କଲେ ଶ୍ୱଶୁର: ପଛରେ ଥିଲା ଏମିତି କାରଣ

ଧୂଷୁରୀ, ୧୯ା୯(ଦୀପ୍ତିରଞ୍ଜନ ନାୟକ): ପାରିବାରିକ କଳହକୁ ନେଇ ଜଣେ ବୃଦ୍ଧ ତାଙ୍କ ବୋହୂଙ୍କ ଟାଙ୍ଗିଆ ହାଣି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏଭଳି ଘଟଣା ଘଟିଛି ଗୁରୁବାର ଭଦ୍ରକ...

୫ ଦିନ ହେବ ନିଖୋଜ ଥିଲେ ନାବାଳିକା: ବୁଦାମୂଳରୁ ମିଳିଲା….

ବାସୁଦେବପୁର ୧୮।୯(ନାରାୟଣ ପ୍ରସାଦ ବାରିକ/କାଳିପଦ ରାୟ): ଭଦ୍ରକ ଜିଲାର ବାସୁଦେବପୁର ଅଧୀନ ରାଧାନାଥପୁର ଆଢିଆ ଗ୍ରାମରୁ ରାତ୍ରିରୁ ଅପହୃତ ହୋଇଥିବା ନାବାଳିକା ଛାତ୍ରୀ (ସୁଭଦ୍ରା)ଙ୍କର ମୃତଦେହ ୫ ଦିନ ପରେ ଇଷ୍ଟକୋଷ୍ଟ କେନାଲର ଚୂଡ଼ାମଣି ନଖ ପୋଲଠାରୁ ଉଦ୍ଧାର ହୋଇଛି।...

ଦୋକାନ ଉଚ୍ଛେଦ ବେଳେ ଉତ୍ତେଜନା: ପୋଲିସ-ଦୋକାନୀ ଧସ୍ତାଧସ୍ତି

ଭଦ୍ରକ,୧୬।୯: ଭଦକ ସହରରେ ସରକାରୀ ଜାଗାରୁ ଦୋକାନ ଉଚ୍ଛେଦ ବେଳେ ମଙ୍ଗଳବାର ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଉଚ୍ଛେଦକୁ ବିରୋଧ କରି ଦୋକାନୀ-ପୋଲିସ ମୁହାଁମୁହିଁ ହେବା ସହ ଧସ୍ତାଧସ୍ତି ହୋଇଛନ୍ତି। ସହରର ବାଇପାସ୍‌ଠାରୁ ନଗର ପର୍ଯ୍ୟନ୍ତ ଉଚ୍ଛେଦ ବେଳେ ଏଭଳି...

ଶୌଚ ହେବାକୁ ଆସିଥିଲେ ୮ବର୍ଷର ଝିଅ, ଉଠାଇନେଲେ ଦୁର୍ବୃତ୍ତ

ବାସୁଦେବପୁର,(କାଳିପଦ ରାୟ) ୧୪।୯: ବାସୁଦେବପୁର ପୌରାଞ୍ଚଳ ଅଧୀନ ରାଧାନାଥପୁର ଆଡିଆ ଗ୍ରାମରେ ସଦାନନ୍ଦ ମଳିକଙ୍କ ଆଠ ବର୍ଷର ନାବାଳିକା ଝିଅକୁ ଶନିବାର ରାତିରେ ଅଜଣା ଦୁର୍ବୃତ୍ତ ବାଇକ ସାହାଯ୍ୟରେ ଅପହରଣ କରିନେଇଛନ୍ତି। ସୂଚନା ଅନୁଯାୟୀ ନାବାଳିକା ଜଣକ ଶୌଚ ହେବା...

ଭଦ୍ରକ କଲେଜ ଗେଟ୍‌ରେ ବ୍ୟାନର ଲଗାଯିବାକୁ ନେଇ ହୋହଲ୍ଲା: ଟାୟାର ଜାଳି ଧାରଣା

ଭଦ୍ରକ, ୯।୯(ସନାତନ ରାଉତ): ଭଦ୍ରକ କଲେଜ ମୁଖ୍ୟ ଗେଟରେ ବ୍ୟାନର ଲଗାଯିବାକୁ ନେଇ ଗତକାଲି ରାତିରୁ ହୋହଲ୍ଲା ଚାଲିଛି । ମଙ୍ଗଳବାର ସକାଳୁ ଛାତ୍ର ବିଜେଡି ସମର୍ଥିତ କେରକେରା ଛାତ୍ର କଲେଜ ଗେଟ୍‌ରେ ବାଉଁଶ ବାନ୍ଧି ଟାୟାର ଜାଳି ଗେଟ୍‌...

ଗେଟ୍‌ ବନ୍ଦ କରି ବିଦ୍ୟାଳୟ ସାମ୍ନାରେ ଧାରଣାରେ ବସିଲେ ଛାତ୍ରୀଛାତ୍ରୀ-ଅଭିଭାବକ

ବାସୁଦେବପୁୀର,୬ା୯(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲାର ବାସୁଦେବପୁର ବ୍ଲକର କୃଷ୍ଣପୁର ପଞ୍ଚାୟତର ବୋହୂମା ଘେରି ବିଦ୍ୟାଳୟର ସାମ୍ନାରେ ଶନିବାର ଅଭିଭାବକ ଛାତ୍ରୀଛାତ୍ର ସ୍କୁଲ୍‌ ଗେଟ୍‌ ବନ୍ଦ କରି ସ୍କୁଲ ଆଗରେ ଧାରଣାରେ ବସିଛନ୍ତି। ବିଦ୍ୟାଳୟରେ ବିପଦସଂକୁଳ ଗୃହକୁ ଭାଙ୍ଗି ନୂତନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri