ଭଦ୍ରକ

ସୁନା ଦୋକାନୀଙ୍କୁ ଛୁରାମାଡ଼: ସୁନା-ରୁପା, ଟଙ୍କା ଲୁଟିନେଲେ

ଚାନ୍ଦବାଲି,୧୪।୨(ଅଶୋକ ପଣ୍ଡା): ଦିନକୁ ଦିନ ଭଦ୍ରକ ଜିଲା ଘଣ୍ଟେଶ୍ୱର ଅଞ୍ଚଳ ଅଶାନ୍ତ ହେବାରେ ଲାଗିଛି। ପୋଲିସ ଆଖିରେ ଧୂଳିଦେଇ ଦୁର୍ବୃତ୍ତମାନେ ଚୋରି ସାଙ୍ଗକୁ ମରଣାନ୍ତକ ଆକ୍ରମଣ ମଧ୍ୟ କରୁଛନ୍ତି। ସୂଚନା ମୁତାବକ, ଗତକାଲି ରାତି ୮ଟା ସମୟରେ ବାଂଶଡା ଥାନା...

ତେଜିଲା ବିକ୍ଷୋଭ, ଦାବି ପୂରଣ ନ ହେଲେ…

“ଯାଜପୁର ରୋଡ- ଧାମରା ରେଳପଥ ସଂଗ୍ରାମ ସମିତି” ଓ “ଭଦ୍ରକ- ଧାମରା ରେଳ ସଂଗ୍ରାମ ସମିତି” ପକ୍ଷରୁ ଧାମରାରେ ବିକ୍ଷୋଭ ଓ ସଭା : ଚାନ୍ଦବାଲି, ୧୧। ୨( ଅଶୋକ ପଣ୍ଡା ): ଯାଜପୁର ରୋଡ- ଧାମରା ରେଳପଥକୁ ସରକାରୀ...

ବିବାହ ପରେ ଜାଣିବାକୁ ପାଇଲେ ସ୍ବାମୀ କିନ୍ନର, ଏବେ ଶାଶୁଘର ଆଗରେ ଧାରଣାରେ ବସିଲେ ବୋହୂ

ତିହିଡ଼ି,୧୦ା୨(ସଞ୍ଜିତ ବଳ): ଶାଶୁଘର ସାମ୍ନାରେ ଧାରଣା ଦେଇଛନ୍ତି ବୋହୂ। ବିବାହ ଆଳରେ ତାଙ୍କୁ ଠକିଦେଇଥିବା ଅଭିଯୋଗ କରି ବୋହୂ ପୁଷ୍ପାଞ୍ଜଳି ବେହେରା ସୋମବାର ପୂର୍ବାହ୍ନ ୧୧ଟାଠାରୁ ଏହି ଧାରଣା ଦେବା ସହ ଶାଶୁଘର ବିରୋଧରେ ଦଣ୍ଡ ବିଧାନ ସ୍ବରୂପ ୧କୋଟି...

ଶିକ୍ଷା ବିଭାଗ ନିୟମକୁ ନେଇ ରାଜରାସ୍ତାରେ ଅଭିଭାବକ, ଚିନ୍ତାରରେ ଛାତ୍ରୀଛାତ୍ର

ଚାନ୍ଦବାଲି,୮।୨(ଅଶୋକ ପଣ୍ଡା): ଭଦ୍ରକ ଜିଲାର ଧାମରା ନିକଟସ୍ଥ କଇଥଖୋଲା ଠାରେ ଥିବା ବିବେକାନନ୍ଦ ଉଚ୍ଚ ବିଦ୍ୟାପୀଠ ଗେଟ ଆଗରେ ସ୍ଥାନୀୟ ଅଭିଭାବକ ମାନେ ସମ୍ପୃକ୍ତ ବିଦ୍ୟାଳୟର ପରୀକ୍ଷା କେନ୍ଦ୍ର ବଦଳି ଦାବିରେ ଧାରଣା ଦେଇଛନ୍ତି। ଚଳିତ ମାସ ୨୧ତାରିଖରେ ମାଟ୍ରିକ...

ଗଡିଲା ଶ୍ରମିକ ସଚେତନତା ରଥ

ଭଦ୍ରକ, ୭।୨(ସନାତନ ରାଉତ): ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ଓଡ଼ିଶା ସରକାରଙ୍କ ଆନୁକୁଲ୍ୟରେ ଜିଲା ପ୍ରଶାସନ ଭଦ୍ରକ ଏବଂ ଜିଲା ଶ୍ରମ କାର୍ଯ୍ୟାଳୟ ମିଳିତ ଉଦ୍ୟମରେ ପ୍ରବାସୀ ଶ୍ରମିକ, ଅଣ ସଂଗଠିତ ଶ୍ରମିକ, ନିର୍ମାଣ ଶ୍ରମିକ ସଚେତନତା...

ଅଦରକାରୀ କାଗଜ ନଦୀକୁ ପକାଇବାକୁ ଯାଇଥିଲେ, ଖସିଗଲା ଗୋଡ: ଆଉ ତା’ପରେ…

ଧୂଷୁରୀ, ୬।୨(ଦୀପ୍ତି ରଞ୍ଜନ ନାୟକ): ଧୂଷୁରୀ ଥାନା ଅଧୀନ ପଙ୍ଗଟା ଗ୍ରାମର ଶକ୍ତିମୟୀ ଦାସ(୮) କୋଚିଳା ନଦୀରେ ବୁଡି ମୃତ୍ୟୁବରଣ କରିଥିବା ଜଣାପଡିଛି। ପରିବାର ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ, ବୁଧବାର ଅପରାହ୍ନ ୫ଟାରେ କିଛି ଅଦରକାରୀ କାଗଜ ନଦୀକୁ...

ଡିଜେ ଗାଡ଼ି ଚକାତଳେ ଅପରେଟରଙ୍କ ଜୀବନ ଗଲା

ତିହିଡି଼, ୬।୧(ସଞ୍ଜିତ ବଳ): ସରସ୍ବତୀ ମେଢ଼ ଭସାଣି ବେଳେ ଡିଜେରୁ ତଳକୁ ଖସିପଡ଼ିଲେ ଅପରେଟର। ତାଙ୍କ ଉପରେ ଗାଡ଼ି ଚକା ଚଢିଯିବାରୁ ଅପରେଟରଙ୍କ ଜୀବନ ଯାଇଥିବା ଜଣାପଡିଛି। ମୃତ ଅପରେଟରଙ୍କ ନାଁ ସିଦ୍ଧାନ୍ତ କୁମାର ଗୁପ୍ତା (୨୨) ଏବଂ ତାଙ୍କ...

ଥାନାରେ ଉତ୍ତେଜନା ହୋହଲ୍ଲା କରି ଭିତରକୁ ପଶିଗଲେ ଲୋକେ, ପରେ…

ବାସୁଦେବପୁର,୫।୨(ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ କରଞ୍ଜଆଡ଼ିଆ ଗ୍ରାମରେ ଏକ ଗଣ୍ଡଗୋଳ ବେଳେ ଆକ୍ରମଣରେ ଗୁରୁତର ହୋଇ ଚିକିତ୍ସାଧୀନ ଥିବା ନବଘନ ମଳିକ(୪୫)ଙ୍କ ମୃତ୍ୟୁ ପରେ ମଙ୍ଗଳବାର ସନ୍ଧ୍ୟାରେ ଉତ୍ତେଜନା ଦେଖାଦେଇଛି। ଅଭିଯୁକ୍ତଙ୍କୁ ଗିରଫ ଦାବିରେ...

ମହିଳା ଇନ୍ସପେକ୍ଟରଙ୍କ ବେକରୁ ସୁନା ଚେନ୍‌ ଝାମ୍ପିନେଲେ ଦୁର୍ବୃତ୍ତ

ଭଦ୍ରକ,୪।୨: ରାଜ୍ୟରେ ପୋଲିସ ମଧ୍ୟ ଚୋରଙ୍କ କବଳରୁ ରକ୍ଷା ପାଇ ନାହାନ୍ତି। ମଙ୍ଗଳବାର ସନ୍ଧ୍ୟାରେ ଭଦ୍ରକରେ ଜଣେ ମହିଳା ପୋଲିସ ଇନ୍ସପେକ୍ଟରଙ୍କ ବେକରୁ ଦୁଇ ଜଣ ଦୁର୍ବୁତ୍ତ ସୁନା ଚେନ୍ ଝାମ୍ପି ନେଇଛନ୍ତି। ସୂଚନା ଅନୁଯାୟୀ, ସମ୍ପୃକ୍ତ ମହିଳା ପୋଲିସ...

ଚାଷୀ ହୋଇ ମଣ୍ଡି ବୁଲିଲେ ଜିଲାପାଳ, ଯେଉଁଠି କଟ୍‌ନି ଛଟ୍‌ନି ଧରାପଡ଼ିଲା ନେଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭଦ୍ରକ,୩ା୨(ସନାତନ ରାଉତ): ଭଦ୍ରକ ଜିଲାପାଳ ଦିଲ୍ଲୀପ ରାଉତରାୟ ଜଣେ ଚାଷୀ ଭାବରେ ଅଚାନକ ଅଞ୍ଚଳରେ ଥିବା ମଣ୍ଡିରେ ପହଞ୍ଚିଥିଲେ। ଧାମନଗର ବ୍ଲକ ଅଧୀନ କଟସାହି ମଣ୍ଡିରେ ପହଞ୍ଚିଥିଲେ। ବଜାରଠାରୁ ଦୂରରେ ଗାଡ଼ି ରଖି ଡ୍ରାଇଭର ଓ ସୁରକଷାକର୍ମୀଙ୍କୁ ସାଙ୍ଗରେ ନେଇଥିଲେ।...

ଲୋକଙ୍କୁ ସୁବିଧା ଯୋଗାଇବା ପ୍ରାଥମିକ ଲକ୍ଷ୍ୟ

ଭଦ୍ରକ ଜିଲା ବାସୁଦେବପୁର ବିଧାନସଭା ନିର୍ବାଚନମଣ୍ଡଳୀର କଂଗ୍ରେସ ବିଧାୟକ ଅଶୋକ କୁମାର ଦାସ। ୨୦୨୪ ନିର୍ବାଚନରେ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ବିଷ୍ଣୁବ୍ରତ ରାଉତରାୟଙ୍କୁ ୬୩୧ ଖଣ୍ଡ ଭୋଟରେ ପରାସ୍ତ କରି ନିର୍ବାଚିତ ହୋଇଛନ୍ତି। ଅଶୋକ ୭୭,୮୪୩ ଖଣ୍ଡ...

ପ୍ରସୂତିଙ୍କ ମୃତ୍ୟୁକୁ ନେଇ ଡାକ୍ତରଙ୍କ ଗାଡ଼ି, ନର୍ସିଂହୋମ ଭଙ୍ଗାରୁଜା

ଭଦ୍ରକ,୨୭।୧(ସନାତନ ରାଉତ): ଭଦ୍ରକ ସହର ଗାନ୍ଧୀପଡ଼ିଆରେ ଥିବା ଏକ ନର୍ସିଂହୋମରେ ଜଣେ ପ୍ରସୂତିଙ୍କ ମୃତ୍ୟୁକୁ ନେଇ ସୋମବାର ଉତ୍ତେଜନା ଦେଖାଦେଇଛି। ମୃତକଙ୍କ ସମ୍ପର୍କୀୟ ନର୍ସିଂହୋମ ଭଙ୍ଗାରୁଜା କରିବା ସହ ଡାକ୍ତରଙ୍କ ଗାଡ଼ି ଭାଙ୍ଗି ଦେଇଛନ୍ତି। ଅନ୍ୟପକ୍ଷେ ମେଡିକାଲ କର୍ତ୍ତୃପକ୍ଷ ଘଟଣାସ୍ଥଳକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri