ବରଗଡ଼ ପ୍ରଶାସନର ନିଆରା କାର୍ଯ୍ୟକ୍ରମ: ସହରରେ ଖୋଲିଲା ଗାଁ ଆମ୍ବ ପସରା
ବରଗଡ଼,୩୦।୫ ପ୍ରେମାନନ୍ଦ ଖମାରୀ): ବରଗଡ଼ ପ୍ରଶାସନ ପକ୍ଷରୁ ଏକ ନିଆରା କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଆମ୍ବ ପସରା, ଏକ ପଦକ୍ଷେପ ଯାହାର ଉଦ୍ଦେଶ୍ୟ ଗ୍ରାମାଞ୍ଚଳରେ ବସବାସ କରୁଥିବା ଆମ୍ବ ଚାଷୀ ମାନଙ୍କୁ କିପରି ଭାବରେ ପ୍ରୋତ୍ସାହନ ଦେଇ ସେମାନଙ୍କ ଆମ୍ବର ଉଚିତ…
ବିଧାୟିକାଙ୍କ ଉଦ୍ଘାଟନକୁ ଭାଜପା କାଉନ୍ସିଲରଙ୍କ ବିରୋଧ
ପଦ୍ମପୁର,୩୦।୫(ପ୍ରଦୀପ୍ତ ଦାଶ): ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ବିଜ୍ଞାପିତ ପରିଷଦ ଦ୍ୱାରା ନିର୍ମିତ ପଦ୍ମପୁରର ଆଧୁନିକ ଶ୍ମଶାନଘାଟ ଓ ଆମ୍ବେଦକର ଛକର ସୌନ୍ଦର୍ଯ୍ୟକରଣକୁ କେତେକ ଦଳୀୟ କର୍ମୀଙ୍କୁ ନେଇ ଉଦ୍ଘାଟନ କରିଥିଲେ। ଏନଏସି ନିର୍ବାହୀ ଅଧିକାରୀଙ୍କ ବିନା ଉପସ୍ଥିତିରେ ଏହି…
ମଣ୍ଡିରେ ଜୋର୍ ଧରିଲା କଟନୀଛଟନୀ: ଧାନକେଣ୍ଡା ଧରି ଜିଲାପାଳଙ୍କ ଅଫିସରେ ପହଞ୍ଚିଲେ ଚାଷୀ
ବରଗଡ଼,୩୦।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଧାନ ଅମଳ ଏବଂ ସଂଗ୍ରହ ପ୍ରକ୍ରିୟା ଜୋର୍ ଧରିଛି। ଅନ୍ୟପଟେ ଚଳିତ ସପ୍ତାହରେ ତୁହାକୁ ତୁହା ବର୍ଷା ହେଉଛି। କ୍ଷେତ, ଖଳାଠାରୁ ଆରମ୍ଭ କରି ବିଭିନ୍ନ ଖୋଲାମଣ୍ଡିରେ ରହିଥିବା ଧାନ ଏଥିରେ ପ୍ରଭାବିତ ହେଉଛି। କ୍ଷେତରେ ଧାନପେଟା…
ସ୍ବାମୀଙ୍କ ପାଇଁ ଭାତ ନେଇ ବିଲକୁ ଯାଉଥିଲେ ମହିଳା, ପଡ଼ିଲା ଘଡଘଡ଼ି: ଚାଲିଗଲା ୨ ଜୀବନ
ଅତାବିରା,୨୯।୫(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅଞ୍ଚଳରେ ବଜ୍ରପାତରେ ଗୁରୁବାର ମଧ୍ୟାହ୍ନରେ ୨ ଜଣ ମହିଳାଙ୍କ ଜୀବନ ଯାଇଛି l ଗତ ପାଞ୍ଚ ଦିନ ହେଲା ଅତାବିରା ଅଞ୍ଚଳରେ ଅଦିନିଆ ବର୍ଷା ସାଙ୍ଗକୁ ଘଡଘଡି, ବଜ୍ରପାତ ଝଡ଼ ବତାସ ଲାଗି…
ପଦ୍ମପୁର ବନ୍ଦ ଡାକରା ସ୍ଥଗିତ: ଶୀତଳଷଷ୍ଠୀ ପାଇଁ ନିଆଗଲା ନିଷ୍ପତ୍ତି, କିନ୍ତୁ…
ପଦ୍ମପୁର,୨୯।୫ (ପ୍ରଦୀପ୍ତ ଦାଶ): ସିବିଏସଇ ପରୀକ୍ଷା ଫଳ ବିବାଦ ପ୍ରତିବାଦରେ ଅଭିଭାବକ ସଂଘ ତରଫରୁ ଗତକାଲି ପଦ୍ମପୁର ଉପଖଣ୍ଡ ବନ୍ଦ ବୋଲି ନିଷ୍ପତ୍ତି ନିଆଯାଇଥିଲା। ମାତ୍ର ପଦ୍ମପୁରରେ ଚାଲୁଥିବା ଶୀତଳଷଷ୍ଠୀ ଯାତ୍ରାକୁ ଆଖି ଆଗରେ ରଖି କେତେକ ଅନୁଷ୍ଠାନ ବନ୍ଦ ପାଳନ…
ସିବିଏସ୍ଇ ପରୀକ୍ଷା ଫଳାଫଳ ବିବାଦ:୩୦ରେ ପଦ୍ମପୁର ବନ୍ଦ ଡାକରା
ପଦ୍ମପୁର, ୨୯।୫ (ପ୍ରଦୀପ୍ତ ଦାଶ): ପଦ୍ମପୁର ଉପଖଣ୍ଡର ୬ଟି ବିଦ୍ୟାଳୟର ସିବିଏସ୍ଇ ପରୀକ୍ଷା ଫଳ ନେଇ ଅଭିଭାବକ ଓ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ଏନେଇ ଅଭିଭାବକମାନେ ଏକ ବୈଠକ କରି ଆସନ୍ତା ୩୦ରେ ପଦ୍ମପୁର ଉପଖଣ୍ଡ ବନ୍ଦ…
ସିବିଏସଇ ପରୀକ୍ଷା ପରିଚାଳନାରେ ଅନିୟମିତତା: ୨ଅଧ୍ୟକ୍ଷଙ୍କ ସମେତ ୫ନିଲମ୍ବିତ, ୩୩ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ
ବରଗଡ଼,୨୯।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡର ୨ସିବିଏସଇ ପରୀକ୍ଷାକେନ୍ଦ୍ରରେ ପରୀକ୍ଷା ପରିଚାଳନାରେ ଅନିୟମିତତା ହୋଇଥିବା ଦର୍ଶାଇ ୨ଓଡିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷଙ୍କ ସମେତ ୫ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି। ଏହା ସହିତ ଅନ୍ୟ ୩୩ଶିକ୍ଷୟିତ୍ରୀ, ଶିକ୍ଷକ ମାନଙ୍କୁ କାରଣ ଦର୍ଶାଅ…
ବରଗଡ଼ରେ ତେଜିଲା ଚାଷୀ ଆନ୍ଦୋଳନ, ସମସ୍ୟା ସମାଧାନ ନହେଲେ …
ବରଗଡ଼,୨୮ା୫ (ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ନେଇ ଅସନ୍ତୋଷ ବଢି ଚାଲିଥିବାବେଳେ ଆନ୍ଦୋଳନ ମଧ୍ୟ ତେଜି ଉଠିଛି। ବୁଧବାର ବରଗଡ଼ ଜିଲାପାଳ ଅଫିସରେ ଏହା ପ୍ରତିଫଳିତ ହୋଇଥିଲା। ରେଶମ, ସିଂହେନପାଳି, ପଧାନପାଲି, ସାଲ୍ହେପାଲି, ଅରେଇଗୁଡ଼ି, ଗୁଦରାମୁଣ୍ଡା,…
ବାହାରିଲା ସିବିଏସଇ ପରୀକ୍ଷା ଫଳ: ୧୧୮୫ରୁ ୩୦୦ ଛାତ୍ରୀଛାତ୍ର କୃତକାର୍ଯ୍ୟ
ପଦ୍ମପୁର,୨୭।୫(ପ୍ରଦୀପ୍ତ ଦାଶ): ବହୁଚର୍ଚ୍ଚିତ ପଦ୍ମପୁର ଉପଖଣ୍ଡରେ ପ୍ରକାଶ ପାଇଛି ସିବିଏସଇ ରେଜଲ୍ଟ । ମୋଟ ୧୧୮୫ ଜଣଙ୍କ ମଧ୍ୟରୁ ୩୦୦ କୃତକାର୍ଯ୍ୟ ହୋଇଥିବାବେଳେ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୮୮୫ ଜଣଙ୍କ ଭବିଷ୍ୟତ ଅନ୍ଧାରରେ ରହିଛି। ଏ ନେଇ ପଦ୍ମପୁର ଆଇନଜୀବୀ ଅଜିତ ଶତପଥୀ…
ଚାଷୀଙ୍କ ଦୁଃଖ ବଢ଼ାଇଲା ଅଦିନିଆଁ ବର୍ଷା: ଉଜୁଡ଼ିଲା ଧାନ, ଆଶଙ୍କାରେ କ୍ଷତିପୂରଣ
ବରଗଡ଼,୨୭।୫(ପ୍ରେମାନନ୍ଦ ଖମାରୀ)-ବରଗଡ଼ ଜିଲା ଚାଷୀଙ୍କ ଦୁଃଖ ସରୁନି। କେତେବେଳେ ରୋଗପୋକ ତ ଆଉକେବେ ଅଦିନିଆଁ ବର୍ଷା ଚାଷୀଙ୍କ ଧାନ ଫସଲକୁ ଉଜାଡ଼ି ଦେଉଛି। ବର୍ତ୍ତମାନ ଜିଲାରେ ଏଭଳି ସ୍ଥିତି ଉପୁଜିଛି। ଚାଷୀଙ୍କ ରବିଧାନ ଅମଳ ପ୍ରକ୍ରିୟା ଜୋର୍ ଧରିଥିବାବେଳେ ଅଦିନିଆଁ ବର୍ଷା…
ସାମାନ୍ୟ ବର୍ଷାରେ ରାସ୍ତା ଶୋଚନୀୟ
ବରଗଡ଼,୨୭।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ର ପାଣିଛତ୍ରରୁ ଜମୁର୍ ରାସ୍ତା ଶୋଚନୀୟ ହୋଇ ପଡିଛି। ସାମାନ୍ୟ ବର୍ଷାରେ ରାସ୍ତାର ଦୁରାବସ୍ଥା ଆହୁରି ବଢି ଯାଉଛି। ରବିବାର ବର୍ଷା ହେବା ପରେ ଏହି ରାସ୍ତାରେ ଏଭଳି ସ୍ଥିତି ଉପୁଜିଛି। ଦୀର୍ଘଦିନ ଧରି ଏଠାରେ ଏହି ସମସ୍ୟା ଲାଗି…
ଧରିତ୍ରୀ ପୋର୍ଟାଲରେ ଖବର ପ୍ରକାଶ ପାଇବାର କିଛି ସମୟ ପରେ ମା’ କୋଳକୁ ଫେରିଲା ଶିଶୁପୁତ୍ର
ବରଗଡ଼,୨୬ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ପୋଲିସ ସୋମବାର ସକାଳେ ବରଗଡ଼-ସୋହେଲା ରାସ୍ତାର ପଥର୍ଲା ରାଇସ୍ ମିଲ୍ ଛକ ପାଖ ଏକ ଚା’ ଦୋକାନ ନିକଟରରେ ବୁଲାବୁଲି କରୁଥିବା ଏକ ଶିଶୁପୁତ୍ରଙ୍କୁ ଉଦ୍ଧାର କରିଥିଲା। ଶିଶୁ ଠିକ ଭାବେ ପରିଚୟ ଦେଇ…
Archives


