ଭଡ଼ାଘରେ ବେକରେ ଶାଢ଼ି ଲଗାଇ ଝୁଲି ପଡ଼ିଲେ ମହିଳା, ଶିକ୍ଷକ ସ୍ବାମୀଙ୍କୁ…
ପାଇକମାଳ,୧୬ା୮(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ନୃସିଂହନାଥ ମନ୍ଦିର ଯିବା ରାସ୍ତାରେ ନରସିଂହ ପଡ଼ାରେ ଭଡ଼ା ଘରେ ରହୁ ଥିବା ଜଣେ ଯୁବତୀ ଶନିବାର ନିଜ ଶାଢ଼ିରେ ବେକରେ ଫାଶ ପକାଇ ଆତ୍ମହତ୍ୟା କରିଛି। ମୃତକ ହେଲେ ନୀଲିପମା ଦୀପ (୩୪)ମୃତକଙ୍କ…
ବରଗଡ଼ରେ ଚାଞ୍ଚଲ୍ୟ: ଗାଡ଼ି ଡିକିରୁ ଲୁଟିନେଲେ ୧୧ଲକ୍ଷ ଟଙ୍କା
ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବରପାଲିରେ ଚାଷୀଙ୍କ ସ୍କୁଟି ଡ଼ିକିରୁ ୧୧ ଲକ୍ଷ ୬୩ ହଜାର ଟଙ୍କା ଲୁଟ ଘଟଣାରେ ବରଗଡ଼ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତ ହେଲେ ଗଞ୍ଜାମ ଜିଲା ଆସ୍କା ଥାନା ପକାଲାପାଲି…
ଚାଷୀ ଆନ୍ଦୋଳନ ଆଗରେ ମୁଣ୍ଡ ନୁଆଁଇଲା ପ୍ରଶାସନ: ବିଭାଗୀୟ ଅଧିକାରୀ ଦେଲେ ପ୍ରତିଶ୍ରୁତି
ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ):ଖରିଫ ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣରେ ରାଜ୍ୟ ସରକାର ଆଣିଥିବା ନୂଆନୀତିକୁ ନେଇ ଚାଷୀ ଅସନ୍ତୋଷ ଲାଗି ରହିଛି। ଅନ୍ୟପଟେ ପଞ୍ଜୀକରଣକୁ ନେଇ ବିଭାଗୀୟ ମନ୍ତ୍ରୀ ଏବଂ ଅଧିକାରୀଙ୍କ ଦୋ ମୁହାଁ ନୀତି ଚାଷୀ ଅସନ୍ତୋଷକୁ ଦ୍ୱିଗୁଣିତ କରିଛି। ଏହି…
ଅଟକ ଚାଷୀଙ୍କ ଅଭିନବ ପ୍ରତିବାଦ: ଆଗ ପଞ୍ଜୀକରଣ ଶେଷ କର, ପରେ ଆମକୁ ଛାଡ଼
ବରଗଡ଼,୧୪ା୮(ପ୍ରେମାନନ୍ଦ ଖମାରୀ): ଚଳିତ ଖରିଫ ଋତୁରେ ଧାନ ବିକ୍ରି ପାଇଁ ସରକାରଙ୍କ ନୂତନ ପଞ୍ଜୀକରଣ ନୀତିକୁ ବିରୋଧ ଗୁରୁବାର ବରଗଡ଼ ଜିଲା ସଂଯୁକ୍ତ କୃଷକ ସଂଗଠନ ରାସ୍ତାରୋକୋ ଆନ୍ଦୋଳନକୁ ଓହ୍ଲାଇଥିଲା। ତେବେ ପୋଲିସ ସେଠାକୁ ପହଞ୍ଚି ସମସ୍ତ ଚାଷୀ ଏବଂ ଚାଷୀନେତାଙ୍କୁ…
ପଞ୍ଜୀକରଣ ନୂଆ ନୀତିକୁ ବିରୋଧ, ଚାଷୀଙ୍କୁ ଉଠାଇ ନେଲା ପୋଲିସ
ବରଗଡ଼,୧୪ା୮(ପ୍ରେମାନନ୍ଦ ଖମାରୀ): ଚଳିତ ଖରିଫ୍ ଋତୁରେ ଧାନ ବିକ୍ରି ପାଇଁ ସରକାରଙ୍କ ନୂତନ ପଞ୍ଜୀକରଣ ନୀତିକୁ ନେଇ ବିରୋଧ ଜୋର୍ ଧରିଛି। ଏହି କ୍ରମରେ ଗୁରୁବାର ବରଗଡ଼ ଜିଲା ସଂଯୁକ୍ତ କୃଷକ ସଂଗଠନ ରାସ୍ତାରୋକୋ ଡାକରା ଦେଇଥିଲା। ଅନେକ ଚାଷୀ ବରଗଡ଼…
ଧାନ ବିକ୍ରି ପଞ୍ଜୀକରଣକୁ ସରଳ କରିବା ଦିଗରେ ଉପଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ
ପଦ୍ମପୁର,୧୩ା୮(ପ୍ରଦୀପ୍ତ ଦାଶ): ଧାନବିକ୍ରି କରିବାକୁ ଚାଷୀ ପଞ୍ଜୀକରଣ ଆରମ୍ଭ ହୋଇଛି। ପଞ୍ଜୀକରଣ ପାଇଁ କରାଯାଇଥିବା ନୂଆ ବ୍ୟବସ୍ଥା ଯୋଗୁ ଚାଷୀମାନେ ଚାଷ ବିଲରୁ କାମ ଛାଡ଼ି ସମବାୟ ସମିତିକୁ ଦୌଡୁଛନ୍ତି । ଦୀର୍ଘବର୍ଷ ଧରି ବନ୍ଦୋବସ୍ତ ହୋଇ ନ ଥିବାରୁ ଶତକଡ଼ା…
କେନାଲରେ ଘାଇ, ପାଣି ମାଡିଯାଇ ଫସଲ ହେଲା ବାଲିଚର, ଚିନ୍ତାରେ ଚାଷୀ
ଭବାନୀପାଟଣା,୧୩।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବଳଦିଆମାଲ ଡିଷ୍ଟିବୁଟାରୀର ମଥୁରା ଗ୍ରାମ କେନାଲରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଘାଇ ସୃଷ୍ଟି ହୋଇଛି। ଯାହାଫଳରେ କେନାଲର ପାଣି ମାଡିଯାଇ ସ୍ଥାନୀୟ ଜମି ବାଲି ଚର ହୋଇଛି। ଦୀର୍ଘ…
ବରଗଡ଼ ନାବାଳିକା ପୋଡ଼ି ଘଟଣା: ଭାଇଙ୍କୁ ଉଠାଇନେଲା ପୋଲିସ
ବରଗଡ଼,୧୩।୮: ବରଗଡ଼ ଫିରିଙ୍ଗମାଲରେ ନାବାଳିକା ପୋଡ଼ି ଘଟଣାରେ ତନାଘନା ଚଳାଇଛି ପୋଲିସ। ମୃତ ନାବାଳିକାଙ୍କ ଭାଇଙ୍କୁ ଉଠାଇ ନେଇ ପୋଲିସ ପଚରାଉଚରା କରୁଛି। ଭିନ୍ନ ଭିନ୍ନ ଦିଗକୁ ନେଇ ପୋଲିସର ପଚରାଉଚରା ଜାରି ରହିଥିବା ବେଳେ ଗତକାଲି ନାବାଳିକାଙ୍କ ମାମୁଙ୍କୁ ପଚରାଉଚରା…
ସରକାର ବଦଳିଲା, ବଦଳିନି ବ୍ୟବସ୍ଥା: ତାତିଲେ ଚାଷୀ
ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ):ରାଜ୍ୟରେ ଶାସନକୁ ଆସିବା ପରେ ଭାଜପା ସରକାର ନିର୍ବାଚନ ପ୍ରତିଶ୍ରୁତି ମୁତାବକ ଚାଷୀଙ୍କୁ ଧାନ କୁଇଣ୍ଟାଲ ପିଛା ୮୦୦ ଟଙ୍କା ଇନପୁଟ ସହାୟତା(ବୋନସ) ଦେଉଛନ୍ତି। ଏହାକୁ ନେଇ ଆରମ୍ଭରୁ ଚାଷୀ ଉଲ୍ଲସିତ ଥିଲେ। କିନ୍ତୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ…
କିଲିମାଞ୍ଜାରୋ ଶୃଙ୍ଗ ଆରୋହଣ କରି ଜନ୍ମମାଟିକୁ ଫେରିଲେ ଆର୍ଶୀବାଦ, ବରଗଡ଼ରେ ବିପୁଳ ସମ୍ବର୍ଦ୍ଧନା
ବରଗଡ଼,୧୨।୮(ପ୍ରେମାନନ୍ଦ ଖମାରୀ)- ଦକ୍ଷିଣ ଆଫ୍ରିକାରେ କିଲିମାଞ୍ଜାରୋ ପର୍ବତ(୫୮୯୫ ମିଟର) ଆରୋହଣ କରି ପର୍ବତ ଶିଖରରେ ତ୍ରିରଙ୍ଗା ଉଡ଼ାଇ ଇତିହାସ ରଚିଥିବା ବରଗଡ଼ ଜିଲା ଅତାବିରା ବ୍ଲକ କୁଲିତାଟୁକୁରା ଗ୍ରାମର ଯୁବ ପର୍ବତାରୋହୀ ଆର୍ଶୀବାଦ ମହାପାତ୍ର ମଙ୍ଗଳବାର ଜନ୍ମମାଟିକୁ ଫେରିଛନ୍ତି l ଫେରିବା…
କାଲି ନିଖୋଜ, ଆଜି ଡୁଡୁକିଝରିଆ ଜଙ୍ଗଲରେ ପୁଅଙ୍କ ଝୁଲନ୍ତା ମୃତଦେହ ଦେଖି ବାପା…
ପାଇକମାଳ,୧୨।୮(ବଡ ଶତପଥୀ):ବରଗଡ ଜିଲା ପାଇକମାଳ ବ୍ଲକ ଜାମସେଠ ପଞ୍ଚାୟତ ଡୁଡୁକିଝରିଆ ନିକଟସ୍ଥ ଜଙ୍ଗଲରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ମଙ୍ଗଳବାର ପାଇକମାଳ ପୋଲିସ ଉଦ୍ଧାର କରିଛି। ମୃତକ ହେଲେ ପାଇକମାଳ ଥାନା ଜାମସେଠ ପଞ୍ଚାୟତ ଡୁଡୁକିଝରିଆ ଗାଁର ଦୀନବନ୍ଧୁ ଭୋଇଙ୍କ ପୁଅ…
ନାବାଳିକାଙ୍କ ଆତ୍ମାହୁତି ଘଟଣା: କାମଦେଲାନି ସରକାରୀ କଟକଣା
ବରଗଡ଼,୧୨।୮(ପ୍ରେମାନନ୍ଦ ଖମାରୀ):ବାଲେଶ୍ୱର ଏଫ୍.ଏମ୍ ସ୍ବୟଂସାଶିତ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ଆତ୍ମାହୁତି ଘଟଣା ପରେ ରାଜ୍ୟ ସରକାର ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରି ଉପରେ କଟକଣା ଜାରି କରିଥିଲେ। ମାତ୍ର ସରକାରଙ୍କ ଏହି କଟକଣା ସଠିକ୍ଭାବେ କାର୍ଯ୍ୟକାରୀ ହୋଇପାରି ନାହିଁ। ସୋମବାର ବରଗଡ଼…
Archives


