ବିଜେପୁର ଉପନିର୍ବାଚନ LIVE UPDATE: ଦ୍ୱାଦଶ ରାଉଣ୍ଡ ସୁଦ୍ଧା ବିଜେଡି ୫୯,୬୬୬ ଭୋଟରେ ଆଗୁଆ
ବରଗଡ଼ ଅଫିସ/ପଦ୍ମପୁର,୨୪।୧୦: ବରଗଡ଼ ଜିଲା ବିଜେପୁର ଉପନିର୍ବାଚନର ଭୋଟ ଗଣତି ଗୁରୁବାର ସକାଳୁ ଜାରି ରହିଛି। ଦ୍ୱାଦଶ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ରୀତା ସାହୁ ୫୯,୬୬୬ ଭୋଟରେ ଆଗୁଆ ଅଛନ୍ତି। ରୀତାଙ୍କୁ ମୋଟ ୮୨ ହଜାର ୮୯୩ ଖଣ୍ଡ ଭୋଟ…
ଉପନିର୍ବାଚନ ୧୦ମ ରାଉଣ୍ଡ UPDATE: ୫୨,୧୪୨ ଭୋଟରେ ବିଜେଡି ଆଗୁଆ
ବରଗଡ଼ ଅଫିସ,୨୪।୧୦: ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ପାଇଁ ଗୁରୁବାର ସକାଳ ୮ଟାରୁ ଭୋଟ ଗଣତି ଜାରି ରହିଛି। ପଦ୍ମପୁର ଆର୍ଏମ୍ସି ଗୋଦାମ ପରିସରରେ ଥିବା ଏକ ହଲ୍ରେ ଚାଲିଥିବା ଗଣତିର ୯ମ ରାଉଣ୍ଡ ସୁଦ୍ଧା ବିଜେଡିର ରୀତା ସାହୁ ୫୨,୧୪୨ଖଣ୍ଡ…
ବିଜେପୁର ଉପନିର୍ବାଚନ: ଚତୁର୍ଥ ରାଉଣ୍ଡ ସୁଦ୍ଧା ୨୩ହଜାର ୩୬୫ ଭୋଟରେ ବିଜେଡି ଆଗରେ
ବରଗଡ଼ ଅଫିସ/ପଦ୍ମପୁର,୨୪।୧୦: ବରଗଡ଼ ଜିଲା ବିଜେପୁର ଉପନିର୍ବାଚନର ଭୋଟ ଗଣତି ଚାଲିଥିବା ବେଳେ ଚତୁର୍ଥ ରାଉଣ୍ଡ ସୁଦ୍ଧା ବିଜେଡିର ପ୍ରାର୍ଥୀ ରୀତା ସାହୁ ୨୩ ହଜାର ୩୬୫ ଭୋଟରେ ଆଗୁଆ ଅଛନ୍ତି। ଚତୁର୍ଥ ରାଉଣ୍ଡ ସୁଦ୍ଧା ରୀତାଙ୍କୁ ମୋଟ ୩୧ହଜାର ୨୮୬…
ବିଜେପୁର ଉପନିର୍ବାଚନ: ପ୍ରଥମ ରାଉଣ୍ଡରେ ୪୭୮୮ ଭୋଟରେ ବିଜେଡି ଆଗରେ
ବରଗଡ଼ ଅଫିସ/ପଦ୍ମପୁର,୨୪।୧୦: ବରଗଡ଼ ଜିଲା ବିଜେପୁର ଉପନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଯାଇଛି। ପଦ୍ମପୁର ଆରଏମ୍ସି ଗୋଦାମ ପରିସରରେ ଚାଲିଥିବା ଗଣତିର ପ୍ରଥମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ରୀତା ସାହୁ ୪୭୮୮ ଭୋଟରେ ଆଗୁଆ ଅଛନ୍ତି। ରୀତାଙ୍କୁ ୭୦୦୫ ଖଣ୍ଡ ଭୋଟ…
ବିଜେପୁର ଉପନିର୍ବାଚନ: ଭୋଟ ଗଣତି ଆରମ୍ଭ
ବରଗଡ଼ ଅଫିସ,୨୪।୧୦: ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ପାଇଁ ଗୁରୁବାର ପୂର୍ବାହ୍ନ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି। ପଦ୍ମପୁର ଆରଏମ୍ସି ପରିସରରେ ଏକ ଗୋଦାମ ହଲର ୧୪ଟି ଟେବୁଲରେ ଗଣତି ଚାଲିଛି। ଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି।…
ବିଜେପୁର ଉପନିର୍ବାଚନ: ୭୨% ମତଦାନ
ବରଗଡ଼ ଅଫିସ /ବିଜେପୁର, ୨୧।୧୦(ଡି.ଏନ୍.ଏ.): ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ପାଇଁ ସୋମବାର ସା ୫ଟାରେ ମତଦାନ ପ୍ରକ୍ରିୟା ଶେଷ ହୋଇଛି। ନିର୍ବାଚନ ମଣ୍ଡଳୀର ୨୮୫ ବୁଥ୍ରେ ଶେଷ ସୁଦ୍ଧା ୭୨% ମତଦାନ ହୋଇଥିବା ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ…
ବିଜେପୁର ଉପନିର୍ବାଚନ: ମତଦାନରେ ସହଯୋଗ କଲେ ଛାତ୍ର
ବରଗଡ଼ ଅଫିସ/ ବିଜେପୁର,୨୧।୧୦: ବରଗଡ଼ ଜିଲା ବିଜେପୁର ଉପନିର୍ବାଚନରେ ମତଦାନ ପ୍ରକ୍ରିୟାକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ଛାତ୍ରମାନେ ମଧ୍ୟ ଆଗେଇ ଆସିଛନ୍ତି। ସୋମବାର ବିଜେପୁର ସଂକର୍ଷଣ ଏମ୍.ଇ ସ୍କୁଲର ଭୋଟ ଗ୍ରହଣ କେନ୍ଦ୍ରରେ ଏହା ଦେଖିବାକୁ ମିଳିଛି। ଏଠାକୁ ମତଦାନ…
ଭୋଟ ଗ୍ରହଣ କେନ୍ଦ୍ର ବୁଲିଲେ ରୀତା
ବରଗଡ଼ ଅଫିସ/ବିଜେପୁର,୨୧।୧୦(ଡି.ଏନ୍.ଏ): ବରଗଡ଼ ଜିଲା ବିଜେପୁର ଉପନିର୍ବାଚନରେ ନିଜେ ମତାଧିକାର ସାବ୍ୟସ୍ତ କରି ସାରିବା ପରେ ବିଜେଡି ପ୍ରାର୍ଥିନୀ ରୀତା ସାହୁ ବିଭିନ୍ନ ଭୋଟ ଗ୍ରହଣ କେନ୍ଦ୍ର ବୁଲୁଥିବା ଦେଖିବାକୁ ମିଳିଛି। ବିଜେପୁର ବ୍ଲକ ପଡ଼ା ଗ୍ରାମର ଭୋଟ ଗ୍ରହଣ କେନ୍ଦ୍ରକୁ…
ଫୁଲ, ଚନ୍ଦନ ଦେଇ ମତଦାତାଙ୍କୁ ସ୍ବାଗତ
ବରଗଡ଼ ଅଫିସ/ବିଜେପୁର,୨୧।୧୦(ଡି.ଏନ୍.ଏ.): ବରଗଡ଼ ଜିଲା ବିଜେପୁର ଉପନିର୍ବାଚନରେ ଆଦର୍ଶ ଭୋଟଗ୍ରହଣ କେନ୍ଦ୍ରଗୁଡ଼ିକରେ ମତଦାନ ପ୍ରକ୍ରିୟା ଭିନ୍ନ ଆକର୍ଷଣ ପାଲଟିଛି । ଏହି କ୍ରମରେ ବିଜେପୁର ବାଳକ ପ୍ରାଥମିକ ବିଦ୍ୟାଳୟର ଆଦର୍ଶ ଭୋଟଗ୍ରହଣ କେନ୍ଦ୍ର ନଂ. ୧୦୫ରେ ବରିଷ୍ଠ, ଦିବ୍ୟାଙ୍ଗ, ଯୁବ ମତଦାତାଙ୍କୁ…
ବିଜେପୁର ଉପନିର୍ବାଚନ: ୩ଟା ସୁଦ୍ଧା ୫୬.୫% ମତଦାନ
ବରଗଡ଼ ଅଫିସ/ବିଜେପୁର, ୨୧।୧୦(ଡି.ଏନ୍.ଏ.): ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ପାଇଁ ସୋମବାର ମତଦାନ ଚାଲିଛି । ନିର୍ବାଚନମଣ୍ଡଳୀର ୨୮୫ ବୁଥ୍ରେ ମତଦାନ ପ୍ରକ୍ରିୟା ଚାଲିଥିବା ବେଳେ ମତଦାନ ହାର ଧୀରେ ଧୀରେ ବଢ଼ିବାରେ ଲାଗିଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା…
ବିଜେପୁର ଉପନିର୍ବାଚନ: ୩ଟା ସୁଦ୍ଧା ୫୬.୫% ମତଦାନ
ବରଗଡ଼ ଅଫିସ/ବିଜେପୁର, ୨୧।୧୦(ଡି.ଏନ୍.ଏ.): ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ପାଇଁ ସୋମବାର ମତଦାନ ଚାଲିଛି । ନିର୍ବାଚନମଣ୍ଡଳୀର ୨୮୫ ବୁଥ୍ରେ ମତଦାନ ପ୍ରକ୍ରିୟା ଚାଲିଥିବା ବେଳେ ମତଦାନ ହାର ଧୀରେ ଧୀରେ ବଢ଼ିବାରେ ଲାଗିଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା…
ବିଜେପୁର ଉପନିର୍ବାଚନ: ୧ଟା ସୁଦ୍ଧା ୩୭.୧୦% ମତଦାନ
ବରଗଡ଼ ଅଫିସ /ବିଜେପୁର, ୨୧।୧୦(ଡି.ଏନ୍.ଏ.): ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ପାଇଁ ସୋମବାର ମତଦାନ ଚାଲିଛି। ନିର୍ବାଚନମଣ୍ଡଳୀର ୨୮୫ ବୁଥ୍ରେ ମତଦାନ ପ୍ରକ୍ରିୟା ଚାଲିଥିବା ବେଳେ ମତଦାନ ହାର ଧୀରେ ଧୀରେ ବଢ଼ିବାରେ ଲାଗିଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା…
Archives


