ଆବାସ ଯୋଜନାରୁ ବଁଚିତ୍ ବୁରୁଧ୍ ଦମ୍ପତି :ବଛ୍ରେ ହେଲା ପରହର ଘରେ ମୁଡ଼ ଗୁଁଜିଛନ୍
ଅତାବିରା, ୧୦।୧୨ (ଡି.ଏନ.ଏ.)- ଉଭଏ କେନ୍ଦ୍ର ଆର ରାଏଜ୍ ସରକାର ଗରିବ୍ ଦୁଖି, ବାସହୀନ ପରିବାରକେ ଆବାସ ଯୋଜନାରେ ଘର ଯୁଗେଇ ଦେଉଛନ୍। ହେଲେ ଦାଇତିଅରେ ଥିବାର ଅଧ୍କାରୀ, କରମଚାରୀମାନକର ଖାମଖିଆଲି ମନଭାବ ଲାଗି ହକ୍ଦାର ହିତାଧିକାରୀ ଯୋଜନାରୁ ବଁଚିତ୍…
ସରକାରୀ ସୁବିଧାରୁ ବଁଚିତ୍ ଦିବ୍ୟାଙ୍ଗ ବୀଣା
ଜାମଟିକ୍ରା, ୯ା୧୨(ଡି.ଏନ୍.ଏ.)- ବରଗଡ଼ ଜିଲା ଅତାବିରା ଏନ୍ଏସି ଅଧୀନ ୧୧ ନମ୍ବର ଓ୍ବାର୍ଡ ରେଙ୍ଗାଲିପାଲି କୁଡ଼ାପଡ଼ାର ଟିକେଶ୍ୱର ସାହୁ ଆର ତିଲୋତ୍ତମାକଁର ସାନ ଝି’ ବୀଣା ସାହୁ(୨୫)। ସେ ଜନ୍ମୁ ପୋଲିଓ ରୋଗ୍ରେ ପୀଡ଼ିତ ଅଛନ୍। ଏନ୍ତାଥି ଝି’ ବଡ଼ ହେଲା…
କାମେ ନାଇଁ ଲାଗବାର ଯାତ୍ରୀ ପ୍ରତିକ୍ଷାଳୟ
ଗଣ୍ଡତୁରୁମ, ୮।୧୨ (ଡି.ଏନ.ଏ)- ରଏଜ୍ ସରକାର ଲୁକ୍କର ଯିବାର ଆଏବାର ସୁବିଧା ଲାଗି ରାସ୍ତାଘାଟ ତିଆର କରୁଛନ୍। ସେନ୍ତା ବସ୍ଷ୍ଟାଣ୍ଡ, ଭିନେ ଭିନେ ଗଁାଗଁଡ଼ାର ଛକେ ଗାଡ଼ିମଟର ଟାକ୍ବାକେ ଲୁକ୍କର ଲାଗି ଯାତ୍ରୀ ପ୍ରତିକ୍ଷାଳୟ ତିଆର କରୁଛନ୍। ହେଲେ କେନ୍ଠାନେ…
ମତ୍ସ୍ୟ ବିଭାଗ ସଚିବଙ୍କ ବରଗଡ଼ ଗସ୍ତ: ଅଧିକାରୀଙ୍କୁ କଲେ ତାଗିଦ
ଅତାବିରା,୬।୧୨(ଡି.ଏନ୍.ଏ.): ରାଜ୍ୟ ସରକାରଙ୍କ ମତ୍ସ୍ୟ ବିଭାଗର କମିଶନର ତଥା ସଚିବ ଆର୍. ରଘୁ ପ୍ରସାଦ ଶନିବାର ବରଗଡ଼ ଜିଲା ଗସ୍ତରେ ଆସି ଜିଲାର ବିଭିନ୍ନ ଅଞ୍ଚଳ ବୁଲିଛନ୍ତି। ଭେଡେନ୍ ବ୍ଲକ ଅନ୍ତର୍ଗତ ଡାଲବ ଗ୍ରାମରେ ମାଛଚାଷ ପାଇଁ ମୋ ପୋଖରୀ ଯୋଜନାରେ…
ବୁରୁଧ୍ ଦମ୍ପତିକଁର ପାସେ ପୁହୁଁଚିଲା ପରଶାସନ
ଗଣ୍ଡତୁରୁମ, ୭ା୧୨ (ଡି.ଏନ.ଏ.)- ବରଗଡ଼ ଜିଲା ଭେଡ଼େନ ବ୍ଲକ ମହୁଲପାଲି ଗଁାର ବୁରୁଧ୍ ଦମ୍ପତି ଘନ ଦେହେରୀ ଆର ସାଲିଣୀକଁର ପାସେ ଗୁରୁବାର ପରଶାସନ ପୁହୁଁଚିଛେ। ଇ ବାବ୍ଦେ ଗଲା ୫ ତାରିଖ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘ଭତାରୁ ବଁଚିତ୍ ବୁରୁଧ୍…
ପୁଣି ତେଜିଲା ଆନ୍ଦୋଳନ, ଜିଲାପାଳ ଅଫିସ ଆଗରେ ଧାରଣା ଦେଲେ ଚାଷୀ
ବରଗଡ ଅଫିସ୍, ୫।୧୨:ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାରେ ଦେଖାଯାଇଥିବା ଅଚଳାବସ୍ଥା ନେଇ ପୁଣି ଚାଷୀ ଆନ୍ଦୋଳନ ତେଜି ଉଠିଛି। ଜିଲାର ଭେଡେନ ବ୍ଲକ ଅନ୍ତର୍ଗତ ରେଶମ ଅଞ୍ଚଳର ଚାଷୀମାନେ ଗୁରୁବାର ବରଗଡ ଜିଲାପାଳ ଅଫିସ ଆଗରେ ଧାରଣା ଦେଇଛନ୍ତି। ରେଶମ ମାର୍କେଟ…
୧୦ଥର ଆବେଦେନ କରି ନିରାଶ: ଭତାରୁ ବଁଚିତ୍ ବୁରୁଧ୍ ଦମ୍ପତି
ଗଣ୍ଡତୁରୁମ, ୫ା୧୨ (ଡି.ଏନ.ଏ.)- ବରଗଡ଼ ଜିଲା ଭେଡ଼େନ ବ୍ଲକ ମହୁଲପାଲି ଗାଁର ଘନ ଦେହେରୀ(୯୦)। ସେ ଭତାର ଲାଗି ପାଖାପାଖି ୧୦ ଥର ଆବେଦନ କରି ନିରାଶ ହେଇଥିବାର ଅଭିଯୋଗ କରିଛନ୍। ସୂଚନା ହିସାବେ ମହୁଲପାଲି ଗଁାର ଘନ ଦେହେରୀକଁର ପରିବାର…
ରବିଚାଷ ଲାଗି କୃଷି ନିର୍ଦ୍ଧାରଣ ବୈଠକ: ସରକାରୀ ଯୋଜନାର ସଫଳ ରୂପାୟନକୁ ଗୁରୁତ୍ୱ
ବରଗଡ଼ ଅଫିସ, ୪।୧୨: ବରଗଡ଼ ଜିଲାପାଳ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବୁଧବାର ରବିଚାଷ ପାଇଁ କୃଷି ନିର୍ଦ୍ଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ, ଜିଲା ମୁଖ୍ୟ କୃଷି ଅଧିକାରୀ ଦୀନବନ୍ଧୁ ଗାନ୍ଧୀଙ୍କ ସମେତ କୃଷି, ସମବାୟ,…
ବାରଣ ସତ୍ତ୍ୱେ କମୁନି ପଲିଥିନ ବ୍ୟବହାର: ବିଜେପୁର ଏନ୍ଏସି ପକ୍ଷରୁ ଚଢ଼ାଉ, ୩,୯୦୦ ଟଙ୍କା ଜରିମାନା ଆଦାୟ
ବିଜେପୁର, ୩।୧୨(ଡି.ଏନ୍.ଏ.): ବରଗଡ ଜିଲା ବିଜେପୁର ଏନ୍ଏସି ପକ୍ଷରୁ ସହରରେ ପଲିଥିନ ଚଢାଉ ଅଭିଯାନ ମଙ୍ଗଳବାରରୁ ଆରମ୍ଭ ହୋଇଛି। କାର୍ଯ୍ୟନିର୍ବାହୀ ଅଧିକାରୀ ରୁକ୍ମଣ ମେହେରଙ୍କ ନେତୃତ୍ୱରେ ତଥା ସ୍ବଚ୍ଛ ଭାରତ ଅଭିଯାନର ନୋଡାଲ ଅଫିସର ଦିବ୍ୟ କିଶୋର ପୂରୋହିତଙ୍କ ତତ୍ତ୍ୱାବଧାନରେ ବିଭିନ୍ନ…
ହାଇଦ୍ରାବାଦ ବଳାତ୍କାର, ହତ୍ୟା ମାମଲା: ଅଭିଯୁକ୍ତଙ୍କ ମୃତ୍ୟୁଦଣ୍ଡ ଦାବି କଲା ମହିଳା ସମିତି
ବରଗଡ଼ ଅଫିସ,୩।୧୨: ହାଇଦ୍ରାବାଦ ବଳାତ୍କାର, ହତ୍ୟା ଘଟଣାକୁ ନେଇ ମଙ୍ଗଳବାର ବରଗଡ଼ ମହିଳା ସମିତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଏକ ସ୍ମାରକପତ୍ର ପଠାଇଛି । ସମିତିର କାର୍ଯ୍ୟକାରୀ ସଭାପତି ଗୀତା ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବରଗଡ଼ ଜିଲାପାଳ…
ଜମିପଟ୍ଟା ଦାବି, ଜିଲାପାଳ ଅଫିସରେ ଧାରଣା ଦେଲେ ଭୂମିହୀନ ମହିଳା
ବରଗଡ ଅଫିସ,୨।୧୨: ବରଗଡ ପୌର ପରିଷଦ ଅନ୍ତର୍ଗତ ୱାର୍ଡ୍ ନଂ-୧୯ ଅଧୀନ ବନ୍ଧପଡା, ତ୍ରିନାଥ ନଗର ନିବାସୀ ଭୂମିହୀନ ପରିବାରର ମହିଳାମାନେ ଜମିପଟ୍ଟା ଦାବି ନେଇ ସୋମବାର ଜିଲାପାଳ ଅଫିସ ଆଗରେ ଧାରଣାରେ ବସିଥିଲେ। ଏନେଇ ସେମାନେ ବରଗଡ ଜିଲାପାଳ ଜ୍ୟୋତିରଞ୍ଜନ…
ଜିଲାସ୍ତରୀୟ ଯୁବ ଉତ୍ସବ: ଉଦ୍ଘାଟନ କଲେ ଅତିରିକ୍ତ ଜିଲାପାଳ
ବରଗଡ଼ ଅଫିସ,୨।୧୨: ବରଗଡ଼ ଜିଲା ପ୍ରଶାସନ ତଥା ଜିଲା କ୍ରୀଡ଼ା ବିଭାଗ ପକ୍ଷରୁ ସୋମବାର ଜିଲାସ୍ତରୀୟ ଯୁବ ଉତ୍ସବ ଉଦଘାଟିତ ହୋଇଯାଇଛି। ସ୍ଥାନୀୟ ସୌଖୀନ ରଙ୍ଗମଞ୍ଚରେ ଚାଲିଥିବା ଏହି ଯୁବ ଉତ୍ସବକୁ ଅତିରିକ୍ତ ଜିଲାପାଳ ମିର୍ଦ୍ଧା ଟପ୍ପୋ ଉଦ୍ଘାଟନ କରିଥିଲେ। ଦ୍ବିଦିବସୀୟ…
Archives


