ଚାଷୀଙ୍କୁ କ୍ଷତିପୂରଣ ଦାବିକଲା କଂଗ୍ରେସ
ବରଗଡ଼ ଅଫିସ୍,୨୭।୪: ବରଗଡ଼ ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ତଥା କରାମାଡ଼ ଯୋଗୁ ବ୍ୟାପକ ଫସଲକ୍ଷତି ହୋଇଛି। ଏଥିରେ ବରଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗାଇସୀମା, ମାଲିପାଲି, ଅଡ଼ଗାଁ, ସହରାପାଲି, ଖୁଣ୍ଟପାଲି, ତୁମଗାଁ, କନବାର, ଜୁଲଟ୍, ବାଗବାଡ଼ି ଆଦି ଅଞ୍ଚଳର ଧାନ…
ଝିଅର ଚିକିତ୍ସାରେ ଅର୍ଥ ବାଧକ
ବରଗଡ଼ ଅଫିସ୍,୨୭।୪: ବରଗଡ଼ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ ଜାଲପାଲି ଗ୍ରାମର ମା’ ରୀତା ଓ ବାପା ସୁଶୀଳ ଖମାରୀଙ୍କ ୩ଝିଅ ମାନି, ରୁନି ଓ ବିନି । ଅର୍ଥାଭାବରୁ ମାଟ୍ରିକ ପାସ୍ ପରେ ବଡ଼ଝିଅ ମାନିର ପାଠପଢ଼ାରେ ପୂର୍ଣ୍ଣଚ୍ଛେଦ ପଡ଼ିଥିବାବେଳେ…
ଧରିତ୍ରୀରେ ପ୍ରକାଶିତ ଖବର ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍
ବରଗଡ଼ ଅଫିସ୍,୨୭।୪: ଆନ୍ଧ୍ରପ୍ରଦେଶକୁ ଦାଦନ ଖଟିବାକୁ ଯାଇଥିବା ବରଗଡ଼, ବଲାଙ୍ଗୀର ଏବଂ ରାୟଗଡ଼ା ଜିଲାର ୪୭ଶ୍ରମିକ ଚାଲିଚାଲି ଘରକୁ ଫେରୁଛନ୍ତି । ଏ ନେଇ ସୋମବାର ଧରିତ୍ରୀରେ ଆନ୍ଧ୍ରରୁ ଗାଁ ମୁହାଁ ଶ୍ରମିକ ଶୀର୍ଷକରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇଛି…
ବଜ୍ରପାତ ନେଲା ନାବାଳକଙ୍କ ଜୀବନ
ବରଗଡ଼ ଅଫିସ୍,୨୭।୪: ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ମାଣ୍ଡିଆଢ଼ିପା ଗ୍ରାମରେ ସୋମବାର ବଜ୍ରପାତରେ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଉକ୍ତ ଗ୍ରାମର ଚୂଡ଼ାମଣି ମାଝୀଙ୍କ ପୁଅ ନିର୍ମଳ। ସକାଳୁ ସେ ଛେଳି ଚରାଇବାକୁ ଯାଇଥିଲେ। ଏତିକିବେଳେ…
ଆନ୍ଧ୍ରରୁ ଗାଁମୁହାଁ ଶ୍ରମିକ
ବରଗଡ଼ ଅଫିସ୍,୨୭ା୪: କରୋନା (କୋଭିଡ୍-୧୯) ଭୂତାଣୁ ସଂକ୍ରମଣକୁ ପ୍ରତିହତ ପାଇଁ ଦେଶବ୍ୟାପୀ ଲକ୍ ଡାଉନ୍ କଟକଣାକୁ ମାସାଧିକ କାଳ ବିତିଯାଇଛି। ଏଥିପାଇଁ ମୁଖ୍ୟତଃ ଗରିବ, ଅସହାୟଙ୍କଠାରୁ ଆରମ୍ଭ କରି ପ୍ରବାସୀ ଶ୍ରମିକଙ୍କ ସମସ୍ୟା ବହୁଗୁଣିତ ହୋଇ ପଡ଼ିଛି। ରୋଜଗାର ବନ୍ଦ ଥିବାରୁ…
ନୃସିଂହନାଥରେ ଲାଗିହେଲା ପଖାଳ ଭୋଗ
ପାଇକମାଳ, ୨୬।୪ (ଡି.ଏନ.ଏ.): ଅକ୍ଷୟ ତୃତୀୟାଠାରୁ ନୃସିଂହନାଥରେ ପଖାଳ ଭୋଗ ଲାଗି ହେଲା । କରୋନା ଯୋଗୁ ସାରା ଦେଶ ଲକ୍ଡାଉନରେ ଥିବାରୁ ଭକ୍ତମାନେ ଆସୁନାହାନ୍ତି। ପ୍ରତି ବର୍ଷ ପରି ଚଳିତବର୍ଷ ମଧ୍ୟ ଅପରାହ୍ନ ୪ଟାରେ ଶ୍ରୀ ଶ୍ରୀ ନୃସିଂହନାଥ ଭଗବାନଙ୍କୁ…
ଅନଲାଇନରେ ଖଗେଶ୍ୱର ଶେଠ୍ ଜୟନ୍ତୀ ପାଳିତ
ବିଜେପୁର, ୨୬।୪(ଡି.ଏନ.ଏ.): କୋଭିଡ-୧୯ ପାଇଁ ଲକ୍ଡାଉନ ଜାରି ରହିଥିବାରୁ ବରଗଡ ଜିଲା ବିଜେପୁର ଖଗେଶ୍ୱର ସାହିତ୍ୟ କଳା ପରିଷଦ ପକ୍ଷରୁ ସମସ୍ତ ସଦସ୍ୟ ନିଜ ନିଜ ଘରେ ରହି ଅନ୍ଲାଇନରେ ସାହିତ୍ୟପ୍ରାଣ ଖଗେଶ୍ୱର ଶେଠଙ୍କ ୧୧୫ତମ ଜୟନ୍ତୀ ରବିବାର ପାଳନ କରିଛନ୍ତି।…
ୱେବ୍ କନଫେରେନ୍ସରେ ମାତୃଭାଷା ସମ୍ମିଳନୀ
ବରଗଡ଼ ଅଫିସ୍,୨୬।୪: ଲକ୍ ଡାଉନ୍ ଯୋଗୁ ସମସ୍ତ ସଭା, ସମିତି ଆୟୋଜନ ଉପରେ ମଧ୍ୟ କଟକଣା ଲାଗୁ ହୋଇଛି। ଏଭଳି ସ୍ଥଳେ ବରଗଡ଼ର ସାକେତ୍ ଶ୍ରୀଭୂଷଣ ସାହୁଙ୍କ ଉଦ୍ୟମରେ ୱେବ୍ କନଫେରେନ୍ସ ମାଧ୍ୟମରେ ଏକ ମାତୃଭାଷା ସମ୍ମିଳନୀ ହୋଇଥିଲା । ଏଥିରେ…
ହୋଟେଲକୁ ସିଲ୍ କରିଦେଲା ପ୍ରଶାସନ
ବରଗଡ଼ ଅଫିସ୍,୨୬।୪: ବରଗଡ଼ ଜିଲା ପ୍ରଶାସନ ପକ୍ଷରୁ ସହରର ଏକ ହୋଟେଲକୁ ସିଲ୍ କରି ଦିଆଯାଇଛି । ଲକ୍ ଡାଉନ୍ କଟକଣା କୋହଳ ହୋଇଥିଲେ ହେଁ ହୋଟେଲ ଖୋଲିବାକୁ ପ୍ରଶାସନ ପକ୍ଷରୁ ନିଷେଧାଦେଶ ଜାରି ହୋଇଛି । ଏହା ସତ୍ତ୍ବେ ସମ୍ପୃକ୍ତ…
ଅଖିମୁଠି ଅନୁକୂଳ କଲେ ଚାଷୀ
ବରଗଡ଼ ଅଫିସ୍,୨୬।୪: ବରଗଡ଼ ଜିଲା କୃଷକ ସଂଗଠନ ସମନ୍ବୟ ସମିତି ପକ୍ଷରୁ ରବିବାର ଅକ୍ଷୟ ତୃତୀୟା ପାଳିତ ହୋଇଛି। ଜିଲାର ଚକରକେନ୍ଦଠାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ସମିତିର ସମ୍ପାଦକ କିଶୋର ଦେବତା ଅଖିମୁଠି ଅନୁକୂଳ କରିଥିଲେ। ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ…
ଉତ୍ତରପ୍ରଦେଶ ଫେରନ୍ତା ଦୁଇ ଯୁବକଙ୍କୁ କ୍ୱାରାଣ୍ଟାଇନ୍ରେ ରଖିଲା ପ୍ରଶାସନ
ବିଜେପୁର,୨୬ା୪(ଡି.ଏନ୍.ଏ.) : କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ସାରା ଦେଶରେ ଦ୍ବିତୀୟ ପର୍ଯ୍ୟାୟ ଲକ୍ଡାଉନ୍ ଅବ୍ୟାହତ ରହିଛି। ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ହେଲେ କିଛି ଅମାନିଆ ଲକ୍ଡାଉନ୍ କଟକଣାକୁ ଉଲ୍ଲଂଘନ କରି ସୀମାରେ ରହିଥିବା ସୁରକ୍ଷା କର୍ମୀକୁ…
ଫେରିବେ ୧୪୭୦: କ୍ୱାରାଣ୍ଟାଇନ୍ କଡ଼ାକଡ଼ି କରିବାକୁ ଦାବି
ବିଜେପୁର,୨୬ା୪(ଡି.ଏନ୍.ଏ.) : କରୋନା ପ୍ରତିହତ ପାଇଁ କରାଯାଇଥିବା ଦ୍ବିତୀୟ ପର୍ଯ୍ୟାୟ ଲକ୍ଡାଉନ୍ ଖୋଲିବାକୁ ଆଉ ମାତ୍ର ୭ ଦିନ ବାକି ରହିଛି। ଏହା ଖୋଲିବା ମାତ୍ରକେ ରାଜ୍ୟ ବାହାରେ ରହୁଥିବା ଲୋକଙ୍କ ଘରବାହୁଡ଼ା ହେବାର ସମ୍ଭାବନା ରହିଛି। ତେଣୁ ରାପିଡ୍ ରେସପନ୍ସ…
Archives


