ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ନ ଦେଲେ ନିଆଯିବ କାର୍ଯ୍ୟାନୁଷ୍ଠାନ: ବରଗଡ଼ ଜିଲାପାଳ
ବରଗଡ଼ ଅଫିସ୍,୮।୪: କରୋନା(କୋଭିଡ୍-୧୯) ସଂକ୍ରମଣ ପ୍ରତିହତ ପାଇଁ ଦେଶବ୍ୟାପୀ ଲକ୍ଡାଉନ୍ କଟକଣା ଲାଗୁ ହୋଇଛି। ପ୍ରଶାସନ ପକ୍ଷରୁ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯାଉଛି । ଅତ୍ୟାବଶୀୟ ସାମଗ୍ରୀ ଔଷଧ, ଗ୍ରୋସରୀ, ମାଛ, ମାଂସ, ଅଣ୍ଡା, କ୍ଷୀର, ଫଳ ଦୋକାନ ଆଦି ଖୋଲା…
ଶହୀଦ୍ଙ୍କ ଅନ୍ତିମ ଦର୍ଶନ କରୁଛନ୍ତି ପରିବାର ଲୋକେ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି କଟାପାଲି ଗାଁ
ବରଗଡ଼ ଅଫିସ୍,୮।୪: ଚନ୍ଦକାସ୍ଥିତ ଏସ୍ଓଜି(ସ୍ପେଶାଲ ଅପରେଶନ ଗ୍ରୁପ) ଟ୍ରେନିଂ ସେଣ୍ଟରରେ ମଙ୍ଗଳବାର ଶହୀଦ୍ ହୋଇଥିବା କ୍ୟାଡର ଟ୍ରେନର ତଥା ଏସ୍ଓଜି ହାବିଲଦାର ପ୍ରକାଶ ସାହୁଙ୍କ ମରଶରୀର ବୁଧବାର ସକାଳେ ବରଗଡ଼ ଜିଲା ସଦର ବ୍ଲକ ଅନ୍ତର୍ଗତ କଟାପାଲି ଗ୍ରାମରେ ପହଞ୍ଚିଛି। ଗ୍ରାମକୁ…
ପପଙ୍ଗା ବନବିହାର ଯାତ୍ରା ବାତିଲ : ଗାଁ ବୁଲିବେନି ପ୍ରଭୁ ବୁଢ଼ାରଜା
ଭେଡ଼େନ, ୮ା୪(ଡ଼ି.ଏନ.ଏ.)-ବରଗଡ଼ ଜିଲା ଭେଡ଼େନ ବ୍ଳକ ଅନ୍ତର୍ଗତ ପପଙ୍ଗା ପାହାଡ଼ରେ ପ୍ରତିବର୍ଷ ଚୈତ୍ର ପୂର୍ଣ୍ଣମୀ ପରଦିନ ହେବାକୁ ଥିବା ପ୍ରଭୁ ବୁଢ଼ାରଜା ଓ କ୍ଷେତ୍ରପାଲଙ୍କ ବନବିହାର ଯାତ୍ରା ଚଳିତ ବର୍ଷ ହେବନାହିଁ। କରୋନା ମହାମାରି ଯୋଗୁ ସାରା ଦେଶରେ ଲାଗିଥିବା ଲଗଡ଼ାଉନ…
ବରଗଡ଼ ଜିଲାରେ କୁଆପଥର ବର୍ଷା: ପରିବା ଫସଲ ନଷ୍ଟ
ବରଗ ଅଫିସ,୭।୪- ବରଗଧ ଜିଲାର ବିଭିନ୍ନ ସ୍ଥାନରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୫ଟାରୁ ସାଢେ ୫ଟା ମଧ୍ୟରେ ପ୍ରବଳ କୁଆପଥର ବୃଷ୍ଟି(କରାମାଡ) ହୋଇଛି। ଜିଲାର ଗ୍ରୀଣ୍ଡୋଲା, ବିରମାଲ, ଅପାମରା ଆଦି ଅଞ୍ଚଳରେ ହୋଇଥିବା ଏହି କରାମାଡରେ ପରିବା ଫସଲ ପ୍ରଭାବିତ ହୋଇଛି।…
ଗୁଜୁରାଟରେ ଫସିଛନ୍ତି ବରଗଡ଼ର ୨୮ଶ୍ରମିକ
ବରଗଡ଼ ଅଫିସ୍,୬।୪: ରାଜ୍ୟ ବାହାରକୁ କର୍ମ ଅନ୍ବେଷଣରେ ଯାଇ କିଛି ରୋଜଗାର ଆଶା ରଖିଥିଲେ । ମାତ୍ର ଲକ୍ ଡାଉନ୍ ନୁହେଁ, ସଟ୍ ଡାଉନ କଟକଣା ଲାଗୁ ହେବାରୁ ଗୁଜୁରାଟର ଜାମନଗର ଦାରେଦ୍ ଅଞ୍ଚଳରେ ବରଗଡ଼ ଜିଲାର ଶ୍ରମିକମାନେ ଫସି ରହି…
ଧରା ପଡ଼ିଲା ନକଲି ବିଦେଶୀ ମଦ କାରବାର: ୨୮ଲକ୍ଷ ଟଙ୍କା ଜବତ
ବରଗଡ଼ ଅଫିସ, ୬।୫- ବରଗଡ଼ ଟାଉନ ଥାନା ପୋଲିସ ଏକ ବଡ ଧରଣର ନକଲି ବିଦେଶୀ ମଦ କାରବାର ଠାବ କରିଛି। ଏହି କାରବାରରେ ପୋଲିସ ୨ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ବରଗଡ଼ ଭଟଲି ରୋଡ ମାତୃହାର ନିବାସୀ…
ଚକୁଳି ପଞ୍ଚାୟତରେ ସାମାଜିକ ଦୂରତ୍ୱ ରକ୍ଷା କରି ପିଡିଏସ୍ ସାମଗ୍ରୀ ବଣ୍ଟନ
ସରଣ୍ଡା,୬ା୪(ଡି.ଏନ୍.ଏ.): ସମଗ୍ର ବିଶ୍ୱରେ କାରୋନା ସଂକ୍ରମଣକୁ ନେଇ ଆଶଙ୍କା ବଢ଼ିଚାଲିଛି। ଏଥିପାଇଁ ରାଜ୍ୟ ସରକାର ହିତାଧିକାରୀଙ୍କ ଘରକୁ ପିଡିଏସ ଚାଉଳ ଯୋଗାଣ ପାଇଁ କହିଥିବା ବେଳେ ସ୍ଥାନୀୟ ଚକୁଳି ପଞ୍ଚାୟତରେ ଦିନକୁ ୪୦/୫୦ ଜଣ ହିତାଧିକାରୀଙ୍କୁ ସାମାଜିକ ଦୂରତ୍ୱ ରଖି ପିଡିଏସ…
ହାତୀ ନେଲା ୪ଜଣଙ୍କ ଜୀବନ
ପଦ୍ମପୁର, ୬/୪ (ଡି.ଏନ.ଏ.) – ବରଗଡ଼ ଜିଲା ପଦ୍ମପୁର ଅଞ୍ଚଳରେ ରବିବାର ବିଳମ୍ବିତ ରା ତିରେ ହାତୀ ଆକ୍ରମଣରେ ୪ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ମଧ୍ୟ ରହିଛନ୍ତି। ସେମାନେ ହେଲେ, ପଦ୍ମପୁର ସ୍ବସ୍ତିକନଗର ରଜାପଡାର ଦ୍ବାରିକାନାଥ ପାଣ୍ଡେ(୭୫),…
ପରିବାର ଲୋକେ ଆସିଲେନି, ଶବଦାହ କଲେ ସ୍ବେଚ୍ଛାସେବୀ
ବରଗଡ଼ ଅଫିସ୍,୫।୪- ବରଗଡ଼ ସହରର ଜୀରାନଦୀ କୂଳ ସ୍ଵର୍ଗଦ୍ଵାରରେ ରବିବାର ସନ୍ଧ୍ୟାରେ ସ୍ଥାନୀୟ ସ୍ବେଛାସେବୀମାନେ ଛତିଶଗଡ଼ ଅଞ୍ଚଳର ଜଣେ ମୃତକଙ୍କ ଶବଦାହ କରିଛନ୍ତି। ମୃତକଙ୍କ ନାମ ପୁନିଡ୍ । ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ କେତେକ ଯୁବକ ପୁନିତଙ୍କୁ ବରଗଡ଼ ଖେଦାପାଲିସ୍ଥିତ…
ତାମିଲନାଡୁ, ମହାରାଷ୍ଟ୍ରରେ ଫସିଛନ୍ତି ୯୦ ଶ୍ରମିକ
ବରଗଡ଼ ଅଫିସ୍,୫।୪- ଲକ୍ ଡାଉନ୍ ଯୋଗୁଁ ତାମିଲନାଡୁ ଏବଂ ମହାରାଷ୍ଟ୍ରରେ ୯୦ ଜଣ ଶ୍ରମିକ ଫସିଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ବରଗଡ଼ ଜିଲା ବିଜେପୁର ବ୍ଳକ ଅନ୍ତର୍ଗତ ବାଦିପାଲି, ସମଲେଇପଦର ଅଞ୍ଚଳର ୫୦ ଜଣ ତାମିଲନାଡୁ ରାଜ୍ୟର କୋଏମ୍ବାଟୁର ଅଞ୍ଚଳର…
ସୋହେଲାରେ ବଢ଼ିଲା ଲକ ଡାଉନ କଟକଣା
ସୋହେଲା,୪।୪(ଡି.ଏନ.ଏ.)-ବରଗଡ ଜିଲା ସୋହେଲାରେ ଏଣିକି ଲକ ଡାଉନ କଟକଣାକୁ କଡାକଡ଼ି କରାଯିବାକୁ ନିଷ୍ପତ୍ତି ହୋଇଛି । ଶନିବାର ପଦ୍ମପୁର ଉପଜିଲାପାଳ ତନ୍ମୟ କୁମାର ଦରୁଆନ ଲକ ଡାଉନ ପରିସ୍ଥିତି ନିରୀକ୍ଷଣ କରିବା ପାଇଁ ଏଠାକୁ ଆସିଥିଲେ। ଲୋକେ ବାଇକ ଧରି ବୁଲୁଥିବା…
୩ ଜଣଙ୍କ ରକ୍ତ ନମୁନା ସଂଗ୍ରହ: ୧୮ ଜଣଙ୍କୁ ହୋମ କ୍ୱାରେଣ୍ଟାଇନ
ସୋହେଲା,୪।୪(ଡି.ଏନ.ଏ.)- ବରଗଡ ଜିଲା ସୋହେଲା ଥାନା ଅନ୍ତର୍ଗତ ୬ ନମ୍ବର ଜାତୀୟ ରାଜପଥ ଉପରେ ଥିବା ଦଶ ମାଇଲ ଛକରେ କେତେକ ନିଜାମୁଦ୍ଦିନ ଫେରନ୍ତା ଆସି ରହୁଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇ ପଦ୍ମପୁର ଉପ ଜିଲାପାଳ ତନ୍ମୟ ଦରୁଆନଙ୍କ…
Archives


