ବରଗଡ଼

ରୋଜଗାର ହରାଇଛନ୍ତି ଉଠା ଦୋକାନୀ, ସହାୟତା ପାଇଁ ଜିଲାପାଳଙ୍କୁ ଫେରାଦ

ବରଗଡ଼ ଅଫିସ୍‌,୧୯।୬- କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍‌ ହୋଇଛି । ଏଥିରେ ଉଠା ଦୋକାନୀମାନେ ନିଜର ରୋଜଗାର ହରାଇଛନ୍ତି । ମାତ୍ର ପ୍ରଶାସନିକ ଅବହେଳା ଯୋଗୁ ସେମାନେ ସରକାରୀ ସହାୟତାରୁ ବଞ୍ଚିତ ହୋଇଛନ୍ତି। ଏଭଳି ଅଭିଯୋଗ ନେଇ…

ବରଗଡ଼ରେ ଶିଶୁଙ୍କ ସମେତ ୪କରୋନା ପଜିଟିଭ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୫୦ରେ ପହଞ୍ଚିଲା

ବରଗଡ଼ ଅଫିସ,୧୮।୬: ବରଗଡ଼ ଜିଲାରେ ଗୁରୁବାର ପୁଣି ୪ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୦ରେ ପହଞ୍ଚିଛି। ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବରଗଡ଼ ବ୍ଲକ କଟାପାଲି ଗାଁର ୩ଜଣ ଓ…

ବରଗଡ଼ରୁ ୧୧ କରୋନା ପଜିଟିଭ ଚିହ୍ନଟ: ଅଛନ୍ତି ୨ ସେନା କର୍ମଚାରୀ, ଗର୍ଭବତୀ

ବରଗଡ଼ ଅଫିସ, ୧୭।୬: ବରଗଡ଼ ଜିଲାରୁ ବୁଧବାର ପୁଣି ୧୧ ନୂଆ କରୋନା (କୋଭିଡ -୧୯) ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଭଟଲି ବ୍ଲକ ଅନ୍ତର୍ଗତ ନଳାଚୂଆଂରୁ ୩ଜଣ ଚିହ୍ନଟ ହୋଇଥିବା ବେଳେ ବଡ଼ମାଳରୁ ୨, ବେହେରାପାଲିର ୧, ବରଗଡ଼…

ବରଗଡ଼ରେ ୭୬ ବର୍ଷୀୟ ବୃଦ୍ଧଙ୍କୁ କରୋନା: ସ୍ବାସ୍ଥ୍ୟାବସ୍ଥା ଗୁରୁତର; କଟାପାଲି ଗ୍ରାମକୁ କଣ୍ଟେନମେଣ୍ଟ ଘୋଷଣା

ବରଗଡ଼ ଅଫିସ, ୧୬।୬: ବରଗଡ଼ ଜିଲାରେ ମଙ୍ଗଳବାର ପୁଣି ଜଣେ କରୋନା (କୋଭିଡ -୧୯) ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ବରଗଡ଼ ବ୍ଲକ ଅନ୍ତର୍ଗତ କଟାପାଲି ଗ୍ରାମର ଏବଂ ତାଙ୍କ ବୟସ ୭୬। ଏ ନେଇ ଜିଲା ସୂଚନା ଓ ଲୋକସମ୍ପର୍କ…

ଧାନବିକ୍ରି ନ ସରୁଣୁ ଟୋକନ ଗାଏବ, ମଣ୍ଡିରେ ଭିଜୁଛି ଧାନ

ବରଗଡ଼ ଅଫିସ୍‌,୧୬।୬- ବରଗଡ଼ ଜିଲାରେ ରବିଋତୁ ଧାନ ସଂଗ୍ରହ ପ୍ରକ୍ରିୟା ଏବେ ମଧ୍ୟ ଅବ୍ୟବସ୍ଥିତ ହୋଇ ପଡ଼ିଛି। ଜିଲାର ବିଭିନ୍ନ ମଣ୍ଡିରେ ସଂଗୃହୀତ ବହୁ ପରିମାଣର ଧାନ ବିକ୍ରି ହୋଇ ପାରି ନାହିଁ । କେତେକ ମଣ୍ଡିକୁ ମିଲର୍ସ ଆସୁ ନ…

ସ୍ତ୍ରୀଙ୍କ ଚିକିତ୍ସା ପାଇଁ ଟଙ୍କା ନାହିଁ

ଅତାବିରା,୧୬।୬(ଡି.ଏନ୍‌.ଏ.)-ରାଜ୍ୟ ଓ କେନ୍ଦ୍ର ସରକାର ସବୁବର୍ଗର ଲୋକଙ୍କୁ ମାଗଣା ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି ା ହେଲେ ପ୍ରକୃତ ହିତାଧିକାରୀ ସେଥିରୁ ବଞ୍ଚତ୍ତ ହୋଇଛନ୍ତି ା ସେମିତି ଜଣେ ରୋଗୀ ହେଲେ ବରଗଡ଼ ଜିଲା ଭେଡେନ ଥାନା…

ସ୍ବତନ୍ତ୍ର ଟ୍ରେନ୍‌ରେ ବରଗଡ଼ରେ ପହଞ୍ଚିଲେ ୧୪୦୦ ପ୍ରବାସୀ

ବରଗଡ଼ ଅଫିସ,୧୩ା୬: ରାଜ୍ୟ ବାହାରେ ରହିଥିବା ୧୪୦୦ ପ୍ରବାସୀ ଶନିବାର ଅପରାହ୍ନରେ ଏକ ସ୍ବତନ୍ତ୍ର ଟ୍ରେନ୍‌ ଯୋଗେ ବରଗଡ଼ ରୋଡ୍‌ ଷ୍ଟେଶନରେ ପହଞ୍ଚିଛନ୍ତି। ବରଗଡ଼ ଜିଲା ପୋଲିସ ପ୍ରଶାସନ ସମେତ ବିଭିନ୍ନ ଅନୁଷ୍ଠାନର ସ୍ବେଚ୍ଛାସେବୀମାନେ ସେମାନଙ୍କୁ ଖାଦ୍ୟ, ପାନୀୟ ଯୋଗାଇ ଦେଇଥିଲେ।…

ଅଟୋ ଚଳାଉଥିବା ରଶ୍ମୀରେଖାଙ୍କୁ କୋଭିଡ-୧୯ ସଂଗ୍ରାମୀ ସମ୍ମାନ

ବରଗଡ଼ ଅଫିସ,୧୩।୬- ବରଗ ଜିଲା ଘେଁସ ଗ୍ରାମର ଉଚ୍ଚ ଶିକ୍ଷିତା ଝିଅ ରଶ୍ମିରେଖା ବାଗ ନିଜେ ଅଟୋ ଚଲାଇ ପାଠ ପଢିବା ସହିତ ପରିବାର ଗୁଜୁରାଣ ମେଣ୍ଟାଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। ଜନ୍ମେଜୟ ବାଗ ଓ କ୍ଷୀରେଶ୍ବରୀ ବାଗଙ୍କ ଝିଅ…

ଆଜି ବରଗଡ଼ରେ ପହଞ୍ଚିବ ସ୍ବତନ୍ତ୍ର ପ୍ରବାସୀ ଟ୍ରେନ: ୨ଟି ରାସ୍ତାରେ ୧୪୪ ଧାରା ଲାଗୁ କଲା ପ୍ରଶାସନ

ବରଗଡ଼ ଅଫିସ,୧୩।୬: ରାଜ୍ୟ ବାହାରେ ଥିବା ଶ୍ରମିକଙ୍କୁ ନେଇ ଏକ ସ୍ବତନ୍ତ୍ର ପ୍ରବାସୀ ଟ୍ରେନ ବରଗଡ଼ ଅଭିମୁଖେ ଆସୁଛି। ଶନିବାର ଦିନ ପ୍ରାୟ ୨ଟା ୩୦ ମିନିଟରେ ଏହି ଟ୍ରେନ୍‌ ବରଗଡ଼ ରେଳ ଷ୍ଟେଶନରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଫଳରେ କରୋନା…

ବର୍ଷା ଯୋଗୁ ମଣ୍ଡିରେ ପଡ଼ିରହିଥିବା ଧାନ ହେଲା ଗଜା: ଚିନ୍ତାରେ ଚାଷୀ

ଅତାବିରା,୧୩।୬(ଡି.ଏନ୍‌.ଏ.): ଧାନ କିଣା ବିକାକୁ ନେଇ ବରଗଡ଼ ଜିଲା ଅତାବିରା ନିୟନ୍ତ୍ରିତ ବଜାର କମିଟି (ଆରଏମ୍‌ସି) ଅଧିନସ୍ଥ ୧୯ଟି ମାର୍କେଟ ୟାର୍ଡ ଓ ୧୦ଟି କ୍ରୟ କେନ୍ଦ୍ର ଖୋଲଯାଇଛି। ହେଲେ ଏଲୋଡମେଣ୍ଟ ଆସି ନ ଥିବାରୁ ବିକ୍ରି ହୋଇ ପାରି ନ…

କ୍ରିକେଟ ଖେଳରୁ ଗଣ୍ଡଗୋଳ: ଏୟାରଗନ୍‌ ସହିତ ୨ଗିରଫ

ବରଗଡ଼ ଅଫିସ୍‌,୧୩।୬- ବରଗଡ଼ ସଦର ଥାନା ଅନ୍ତର୍ଗତ ସରସରା ଗ୍ରାମରେ କ୍ରିକେଟ ଖେଳକୁ ନେଇ ୨ଜଣଙ୍କ ମଧ୍ୟରେଗଣ୍ଡଗୋଳ ଘଟଣାରେ ପୋଲିସ ୨ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ, ନିରଜ ଓରଫ୍‌ କାଳିଆ ଖମାରୀ ଓ ରିଙ୍କୁ ଖମାରୀ ।…

ଧାନ ଉଠାଣରେ ଶିଥିଳତା: ଆନ୍ଦୋଳନ ଚେତାବନୀ ଦେଲା କଂଗ୍ରେସ

ବରଗଡ଼ ଅଫିସ,୧୨।୬: ବରଗଡ଼ ଜିଲାରେ ରବିଋତୁ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ତେବେ ଜିଲାର ବିଭିନ୍ନ ମଣ୍ଡିରେ ଏହି ପ୍ରକ୍ରିୟା ଏବେ ମଧ୍ୟ ଅବ୍ୟବସ୍ଥିତ ହୋଇ ପଡିଛି । ମଣ୍ଡିକୁ ଆସୁଥିବା ହଜାର ହଜାର ବସ୍ତା ଧାନ ବିକ୍ରି ହୋଇ ନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri