ବରଗଡ଼

ବୃଦ୍ଧାଙ୍କୁ କାଠ ଫାଳିଆରେ ପିଟି ପିଟି ହତ୍ୟା

ବରଗଡ଼ ଅଫିସ୍‌,୨୪।୨: ବରଗଡ଼ ଜିଲା ଅମ୍ବାଭୋନା ଥାନା ଅନ୍ତର୍ଗତ ଦ୍ୱାରୀ ଗ୍ରାମରେ ବୁଧବାର ଏକ ନିର୍ମମ ହତ୍ୟାକାଣ୍ଡ ଘଟିଛି । କାଠ କାଟିବାକୁ ନେଇ ସ୍ଥାନୀୟ ଜଣେ ଯୁବକ ଗ୍ରାମର ଜଣେ ବୃଦ୍ଧାଙ୍କୁ ନୃଶଂସ ଭାବେ ହତ୍ୟା କରିଛନ୍ତି । ମୃତ…

ଧାନ ବିକି ପାରିଲେନି, ହୃଦ୍‌ଘାତରେ ଚାଷୀଙ୍କ ଜୀବନ ଗଲା

ପଦ୍ମପୁର,୨୩।୨(ଡି.ଏନ୍‌.ଏ.): ଧାନ ଅମଳ କରିଥିଲେ । ଅମଳ ଧାନକୁ ବିକ୍ରି ପାଇଁ ମଣ୍ଡିକୁ ଆଣିଥିଲେ। ତାହା ବିକ୍ରି ନ ହେବାରୁ ଧାନ ଉଠାଣ ଦାବିରେ ବରଗଡ଼ ଜିଲା ପଦ୍ମପୁରରେ ଚାଲିଥିବା ଚାଷୀ ଆନ୍ଦୋଳନରେ ମଧ୍ୟ ସାମିଲ ହୋଇ ଆସୁଥିଲେ। ତଥାପି ଧାନ…

ଆଶ୍ରମରେ ସନ୍ଥଙ୍କୁ ଗଳାକାଟି ହତ୍ୟା

ଅତାବିରା,୨୨।୨: ବରଗଡ଼ ଜିଲା ଅତାବିରା ଥାନା ଅଧୀନ ରେଙ୍ଗାଲି କ୍ୟାମ୍ପଠାରୁ ପ୍ରାୟ ୫୦୦ ମିଟର ଦୂରରେ ଥିବା ମାତାଡ଼େରା ଶିବବାଳା ଯୋଗେଶ୍ୱରୀ ଦେବୀ ଆଶ୍ରମରେ ଜଣେ ସନ୍ଥଙ୍କୁ ଗଳାକାଟି ହତ୍ୟା କରାଯାଇଛି। ମୃତକ ହେଲେ ସ୍ବାମୀ ଦାମୋଦର ସଦା ବାବା(୭୫)। ସେ…

ଆଶ୍ରମରୁ ବାବାଙ୍କ ମୃତଦେହ ଜବତ, ହତ୍ୟା ସନ୍ଦେହ

ଅତାବିରା,୨୨।୨(ଡି.ଏନ୍‌.ଏ.): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ରେଙ୍ଗାଲିକ୍ୟାମ୍ପଠାରୁ ପ୍ରାୟ ୫୦୦ ମିଟର ଦୂରରେ ଥିବା ବାଳ ଯୋଗେଶ୍ବରୀ ଆଶ୍ରମରୁ ସୋମବାର ଜଣେ ସାଧୁସନ୍ଥଙ୍କ ମୃତଦେହ ଜବତ ହୋଇଛି। ସେ ହେଲେ ସ୍ବାମୀ ଦାମୋଦର ସଦା ବାବା(୭୫)। ତେବେ ବାହାରେ ତାଲା…

ମଣ୍ଡିରୁ ଉଠୁନି ଧାନ, ସରକାରୀ ଅଫିସକୁ ଅଚଳ କଲେ ଚାଷୀ

ପଦ୍ମପୁର,୨୨।୨(ଡି.ଏନ୍‌.ଏ.): ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଇତିମଧ୍ୟରେ ୩ ମାସ ବିତିଯାଇଛି । ମାତ୍ର ଧାନ ବିକ୍ରି ସମସ୍ୟା ତୁଟୁ ନାହିଁ। ଚାଷୀମାନେ ଧାନ ବିକ୍ରି କରିସାରି ନ ଥିବାବେଳେ ବିଭିନ୍ନ ମଣ୍ଡିଗୁଡିକୁ ବନ୍ଦ କରି ଦିଆଯାଇଛି। ଅନ୍ୟପକ୍ଷରେ…

ଯନ୍ତ୍ରୀଙ୍କ କାର୍‌ ଧକ୍କାରେ ବାଇକ୍‌ ଆରୋହୀଙ୍କ ଜୀବନ ଗଲା

ବରଗଡ଼ ଅଫିସ, ୨୦।୨: ବରଗଡ଼ ଜିଲା ଅମ୍ବାଭୋନା ଥାନା କଣ୍ଠିପାଲି ମୁଖ୍ୟ ରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ କାର୍‌ (ନଂ.ଓଆର୧୭ଜେ/୫୪୨୪) ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଅମ୍ବାଭୋନା ଥାନା ଭୁକ୍ତା ନିବାସୀ ସୁଦର୍ଶନ ପାତିକାର(୪୭)। କ୍ଷତିପୂରଣ…

ଆଖି ବୁଜିଲେ ପେଟ ବାହାରେ ପାକସ୍ଥଳୀ ଥିବା ଶିଶୁ

ବରଗଡ଼ ଅଫିସ,୨୦।୨: ବରଗଡ଼ ଜିଲା ପାଇକମାଳ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶୁକ୍ରବାର ପେଟ ବାହାରେ ପାକସ୍ଥଳୀ ରହିଥିବା ଅବସ୍ଥାରେ ଜନ୍ମ ନେଇଥିବା ନବଜାତ ଶିଶୁପୁତ୍ରଙ୍କ ଶନିବାର ସକାଳୁ କଟକ ଶିଶୁଭବନରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ପରିବାର ଲୋକେ ମୃତ ଶିଶୁପୁତ୍ରକୁ ଧରି…

ଧାନ ଉଠାଣ ଦାବିରେ ତାତିଲେ ଚାଷୀ

ପଦ୍ମପୁର,୨୦।୨(ଡି.ଏନ୍‌.ଏ.): ବରଗଡ଼ ଜିଲାରେ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟାକୁ ତିନି ମାସ ବିତି ଯାଇଛି। ମାତ୍ର ଧାନ ବିକ୍ରି ସମସ୍ୟା ତୁଟି ନାହିଁ। ଚାଷୀମାନେ ଧାନ ବିକ୍ରି କରି ସାରି ନ ଥିବାବେଳେ ବିଭିନ୍ନ ମଣ୍ଡିକୁ ବନ୍ଦ କରି ଦିଆଯାଇଛି। ଅନ୍ୟପକ୍ଷରେ…

ନବଜାତ ଶିଶୁର ପେଟ ବାହାରେ ପାକସ୍ଥଳୀ

ବରଗଡ଼ ଅଫିସ,୧୯।୨: ବରଗଡ଼ ଜିଲା ପାଇକମାଳ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶୁକ୍ରବାର ଏକ ଅଦ୍ଭୁତ ଶିଶୁପୁତ୍ର ଜନ୍ମ ନେଇଛି। ଶିଶୁପୁତ୍ରର ପେଟ ବାହାରେ ପାକସ୍ଥଳୀ ରହିଥିବା ଜଣାପଡ଼ିଛି। ଶିଶୁକୁ ପ୍ରଥମେ ପଦ୍ମପୁର ଉପଖଣ୍ଡ ଡାକ୍ତରଖାନା ଏବଂ ପରେ ଭୀମସାର୍‌, ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର…

ଷ୍ଟେଟବ୍ୟାଙ୍କ ଲକରରୁ କିପରି ଗାଏବ ହେଲା ଅଳଙ୍କାର

ବରଗଡ଼ ଅଫିସ୍‌,୧୮।୨: ବରଗଡ଼ ସହରରେ ଥିବା ଭାରତୀୟ ଷ୍ଟେଟବ୍ୟାଙ୍କ ମୁଖ୍ୟଶାଖାରୁ ଜଣେ ଗ୍ରାହକଙ୍କ ଲକରରୁ ୩୩ ଲକ୍ଷ ୩୭ ହଜାର ଟଙ୍କାର ସୁନା, ରୂପା ଅଳଙ୍କାର ଗାଏବ ହୋଇଥିଲା। ଏ ନେଇ ବରଗଡ଼ ମହାନ୍ତିପଡ଼ାର ସ୍ନିଗ୍ଧା ତ୍ରିପାଠୀ ବରଗଡ଼ ଟାଉନ ଥାନାରେ…

ଧାନ ନ ଉଠିଲେ ଅଫିସରଙ୍କୁ ଛାଡିବୁ ନାହିଁ

ପଦ୍ମପୁର,୧୮।୨: ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ୩ମାସ ବିତିଯାଇଛି। ଅନ୍ୟପକ୍ଷେ ଧାନବିକ୍ରି ସରି ନ ଥିବାବେଳେ ଜିଲାର ଅନେକ ମଣ୍ଡିକୁ ବନ୍ଦ କରି ଦିଆଯାଇଛି। ସେହିପରି ଖୋଲାଥିବା ଅନ୍ୟ ସମସ୍ତ ମଣ୍ଡିକୁ ବନ୍ଦ କରିବା ପାଇଁ ମଧ୍ୟ ଯୋଗାଣ…

ଶବଦାହ ପାଇଁ ମିଳୁନି କାଠ

ବରଗଡ଼ ଅଫିସ,୧୮।୨- ବରଗଡ ସହରର ଶବଦାହ ପାଇଁ ଏବେ କାଠର ଅଭାବ ଦେଖିବାକୁ ମିଳିଛି । ଫଳରେ ଶବଦାହ ପାଇଁ ଲୋକଙ୍କୁ ହଟହଟା ହେବାକୁ ପଡୁଛି। ଫଳରେ ବରଗଡ଼ରେ ଏକ ସ୍ଥାୟୀ ବିଦ୍ୟୁତ ଶବଦାହ ଚୁହ୍ଲା ଖୋଲିବାକୁ ଆମ ଆଦମୀ ପାର୍ଟି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri