ବରଗଡ଼

ବିଜେଡି ବିଧାୟକ, ଭାଜପା ନେତାଙ୍କ ନାଁରେ ମାମଲା

ଝାରବନ୍ଧ,୩୦।୧୧(ଡି.ଏନ.ଏ): ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନରେ ସବୁ ଦଳ ପ୍ରଚାରରେ ମାତିଛନ୍ତି। ସୋମବାର ସନ୍ଧ୍ୟାରେ ଉକ୍ତ ନିର୍ବାଚନ ମଣ୍ଡଳୀ ଅଧୀନ ଝାରବନ୍ଧ ବ୍ଲକ ଗୋଠୁଗୁଡ଼ା ପଞ୍ଚାୟତର ଭାଜପା ପ୍ରଭାରୀ ତଥା ସୁନ୍ଦରଗଡ଼ ଜିଲା ଜାରଙ୍ଗଲୋଇ ଗ୍ରାମର ଦିଲୀପ କୁମାର ସେନାପତି ଓରଫ୍‌…

କଂଗ୍ରେସ ହେଭିଓ୍ବେଟ୍‌ଙ୍କ ପ୍ରଚାର

ପାଇକମାଳ/ଝାରବନ୍ଧ, ୩୦।୧୧(ଡି.ଏନ.ଏ.): ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଇକମାଳ ବ୍ଲକ ଅଞ୍ଚଳରେ କଂଗ୍ରେସ ପକ୍ଷରୁ ପ୍ରଚାରକୁ ଜୋରଦାର କରାଯାଇଛି। ଏହି ପରିପ୍ରେକ୍ଷୀରେ ପଦ୍ମପୁର ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କ ସମେତ କଂଗ୍ରେସର ଓଡିଶା ପ୍ରଭାରୀ ଏମ୍‌ପି ଡଃ ଏ ଚେଲ୍ଲାକୁମାର,…

ପଦ୍ମପୁରରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ପଦ୍ମପୁର,୨୯।୧୧(ଡି.ଏନ୍‌.ଏ.): ପଦ୍ମପୁର ଉପନିର୍ବାଚନ ଯେତିକି ପାଖେଇ ଆସୁଛି ସବୁ ମହଲରୁ ତତ୍ପରତା ସେତିକି ପ୍ରକାଶ ପାଉଛି। ମଙ୍ଗଳବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୁହାନୀ ପଦ୍ମପୁରରେ ପହଞ୍ଚି ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିବା ସହ ବରିଷ୍ଠ ଅଧିକାରୀମାନଙ୍କ…

ଘରକୁ ଘର ବୁଲୁଛନ୍ତି ପ୍ରାର୍ଥୀ

ପଦ୍ମପୁର,୨୯।୧୧(ଡି.ଏନ.ଏ.): ପଦ୍ମପୁର ଉପନିର୍ବାଚନ ପାଇଁ ସୋମବାର ତିନି ପ୍ରମୁଖ ଦଳର ପ୍ରାର୍ଥୀମାନେ ରୋଡ୍‌ ଶୋ, ପଥପ୍ରାନ୍ତ ସଭା, ଘର ଘର ବୁଲି ନିଜ ନିଜ ସପକ୍ଷରେ ଭୋଟଭିକ୍ଷା କରିଛନ୍ତି। ଭାଜପା ପ୍ରାର୍ଥୀ ପ୍ରଦୀପ ପୁରୋହିତ ପଦ୍ମପୁର ବ୍ଲକର ନୂଆପାଲି, ଗୌଡପାଲି, କନସିଂହା,…

‘୧୧ ମାସରେ କେତେ ଜମି ଅଧିଗ୍ରହଣ ହୋଇଛି ସ୍ପଷ୍ଟ କର’

ପଦ୍ମପୁର,୨୯।୧୧(ଡି.ଏନ.ଏ.): ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରବିବାର ପଦ୍ମପୁରର ଏକ ନିର୍ବାଚନୀ ସଭାରେ ବରଗଡ-ନୂଆପଡା ରେଳ ପ୍ରକଳ୍ପ ପାଇଁ ରାଜ୍ୟ ସରକାର କାଲି ଜମି ଦେଲେ ପଅରଦିନ ରେଳ ପ୍ରକଳ୍ପ ନିମାଣ କାମ ଆରମ୍ଭ ହେବ ବୋଲି କହିଥିଲେ। ଏହାର ଜବାବରେ ବିଜେଡି…

ପଦ୍ମପୁରରେ ଆଇଟି, ଜିଏସ୍‌ଟି ଚଢ଼ାଉର ପ୍ରତିବାଦ: ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ

ପଦ୍ମପୁର,୨୮।୧୧(ଡି.ଏନ.ଏ): ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନରେ ଭୋଟ୍‌ ଗ୍ରହଣକୁ ଆଉ ମାତ୍ର ସପ୍ତାହେ ବାକି ଥିବାବେଳେ ସୋମବାର ଆୟକର ବିଭାଗ(ଆଇଟି)ର କେନ୍ଦ୍ରୀୟ ଟିମ୍‌ ଏବଂ ଜିଏସ୍‌ଟି ବିଭାଗ ପକ୍ଷରୁ ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି। ଉପନିର୍ବାଚନ ପୂର୍ବରୁ…

ଉପନିର୍ବାଚନ ପୂର୍ବରୁ ଜିଏସ୍‌ଟି ଚଢ଼ାଉ

ବରଗଡ଼ ଅଫିସ୍‌/ପଦ୍ମପୁର/ପାଇକମାଲ/ଝାରବନ୍ଧ,୨୮।୧୧(ଡି.ଏନ.ଏ): ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନ ପାଇଁ ଆସନ୍ତା ଡିସେମ୍ବର ୫ତାରିଖ ଭୋଟ୍‌ ଗ୍ରହଣ ହେବ । ତେବେ ଭୋଟ୍‌ ଗ୍ରହଣର ଅବ୍ୟବହିତ ପୂର୍ବରୁ ସୋମବାର ଆୟକର ବିଭାଗର କେନ୍ଦ୍ରୀୟ ଟିମ୍‌ ପଦ୍ମପୁରରେ ୩ ବିଜେଡ଼ି କର୍ମୀଙ୍କ ଘରେ ଅତର୍କିତ…

୩ ବିଜେଡି କର୍ମୀଙ୍କ ଘରେ ଆୟକର ବିଭାଗ କେନ୍ଦ୍ରୀୟ ଟିମ୍‌ର ଚଢ଼ାଉ

ପଦ୍ମପୁର,୨୮ା୧୧(ଡି.ଏନ୍‌.ଏ.): ବର୍ତ୍ତମାନ ପଦ୍ମପୁର ଉପନିର୍ବାଚନ ପାଇଁ ମାହୋଲ ସରଗରମ ଥିବା ବେଳେ ସୋମବାର ସକାଳୁ ପଦ୍ମପୁର ସହରରେ ରହୁଥିବା ତିନି ବିଜେଡି କର୍ମୀ ମହମ୍ମଦ ସାଜିଦ, ମାନଭଞ୍ଜନ ସାହୁ ଓ ଗଜୁ ଅଗ୍ରଓ୍ବାଲଙ୍କ ଘର ସମେତ ସେମାନଙ୍କ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ …

କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟ ସଂଘୀୟ ବ୍ୟବସ୍ଥା ପ୍ରତି କୁଠାରାଘାତ: ପ୍ରସନ୍ନ

ବରଗଡ଼ ଅଫିସ୍‌/ପଦ୍ମପୁର, ୨୮।୧୧(ଡି.ଏନ.ଏ): ଚାଷୀଙ୍କୁ ବୀମା କ୍ଷତିପୂରଣ ଏବଂ ବରଗଡ଼ରୁ ଭାୟା ପଦ୍ମପୁର ଦେଇ ନୂଆପଡ଼ାକୁ ରେଳପଥ ନିର୍ମାଣ ଏବେ ପଦ୍ମପୁର ଉପନିର୍ବାଚନରେ ପ୍ରମୁଖ ପ୍ରସଙ୍ଗ ପାଲଟିଛି। ରବିବାର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ…

ସବୁ ପ୍ରାର୍ଥୀଙ୍କ ମୁହଁରେ ବିକାଶ

ବରଗଡ଼ ଅଫିସ୍‌,୨୭।୧୧: ପଦ୍ମପୁର ଉପନିର୍ବାଚନରେ ପ୍ରଚାର ଜୋରଦାର। କଂଗ୍ରେସ, ଭାଜପା ଓ ବିଜେଡି ହେଭିଓ୍ବେଟ୍‌ ନିର୍ବାଚନମଣ୍ଡଳୀ ଗସ୍ତ କରି ଭୋଟରଙ୍କୁ ଭେଟୁଛନ୍ତି। ସବୁ ନେତାଙ୍କ ମୁହଁରେ ଏବେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିକାଶ କଥା। ଏଠାର ଭୋଟର ସବୁଦଳକୁ ସୁଯୋଗ ଦେଇଛନ୍ତି।…

ଆଜି ପ୍ରଚାର କରିବେ କେନ୍ଦ୍ର କୃଷି, ରେଳମନ୍ତ୍ରୀ

ପଦ୍ମପୁର,୨୭।୧୧(ଡି.ଏନ.ଏ.): ପଦ୍ମପୁର ଉପନିର୍ବାଚନ ପାଇଁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ରବିବାର ପଦ୍ମପୁର ଗସ୍ତ କରୁଛନ୍ତି। ସେମାନେ ଭାଜପା ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର କରିବେ। ଉଭୟ ମନ୍ତ୍ରୀ ପୂର୍ବାହ୍ନ…

କଂଗ୍ରେସ ଏକମାତ୍ର ବିକଳ୍ପ : ଶରତ

ପଦ୍ମପୁର,୨୭।୧୧(ଡି.ଏନ.ଏ.): ରାଜ୍ୟରେ ୨୨ ବର୍ଷ ହେଲା ବିଜୁ ଜନତା ଦଳ ସରକାର ଶାସନ କରୁଛି। ୨୦୦୦ରୁ ୨୦୦୯ ଭାଜପା-ବିଜେଡି କ୍ଷମତାରେ ଥିବାବେଳେ ପଦ୍ମପୁରର ବିକାଶ କଲେନାହିଁ। ଏବେ ନିର୍ବାଚନ ଥିବାରୁ ସେମାନେ ବିକାଶର କଥା କହୁଛନ୍ତି। ଏହି ଉପନିର୍ବାଚନରେ କଂଗ୍ରେସ ଏକମାତ୍ର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri