୨୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୨ କୋର୍ଟଚାଲାଣ
ଖଇରା,୧୧ା୯(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ଖଇରା ଅବକାରୀ ପୋଲିସ ପକ୍ଷରୁ ମାର୍କୋଣା ଷ୍ଟେଶନ ନିକଟରେ ଚଢ଼ାଉ କରାଯାଇ ୨୧୦ ଗ୍ରାମ ବ୍ରାଉନସୁଗାର ଚଢ଼ାଉ କରାଯିବା ସହ ୨ ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ଗିରଫ ହୋଇଥିବା ବ୍ୟକ୍ତି ଦ୍ବୟ…
ତାଲା ଭାଙ୍ଗି କଳାକନା ବୁଲାଇଲେ ଦୁର୍ବୃତ୍ତ: ୫.୪୫ ଲକ୍ଷ ସହ ସୁନା ଗହଣା ଲୁଟିନେଲେ
ବାଲେଶ୍ୱର, ୯।୯(ବାଞ୍ଛାନିଧି ଦେ):ବାଲେଶ୍ୱରରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି l ପୋଲିସକୁ ଚ୍ୟାଲେଞ୍ଜ କରି ଅପରାଧୀମାନେ ବିଭିନ୍ନ ସମୟରେ ଅପରାଧ ଘଟାଇ ଚାଲିଛନ୍ତି। ସଦର ଥାନା ଅନ୍ତର୍ଗତ ସାରଗାଁ ଗ୍ରାମରେ ବଡଧରଣର ଲୁଟ ହୋଇଛି l ଘରେ କେହି ନ ଥିବାର…
ଅତି ଚତୁରତାର ସହ ପିତ୍ତଳକୁ ସୁନା ଇଟା କହି ଏମିତି କରୁଥିଲେ ବେପାର, ଜଣାପଡିବା ପରେ…
ନୀଳଗିରି, ୪।୯(ପ୍ରଶାନ୍ତ ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଞ୍ଚଳରେ ବିଭିନ୍ନ ସମୟରେ ହନୁମାନ ପଇସା କାରବାର ହୋଇଆସୁଥିବା ବେଳେ ଗୁରୁବାର ନକଲି ସୁନା ଇଟା କାରବାର ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବକ ଅତି ଚତୁରତାର ସହ ପିତ୍ତଳକୁ ତରଳାଇ…
ବିପଦ ସଙ୍କେତ ଟପିଲା ଜଳସ୍ତର, ଜଳକାରେ ପୁଣି ବନ୍ୟା, ଦୁର୍ଦ୍ଦଶାରେ ଚାଷୀ
ବାଲେଶ୍ୱର,୫।୯(ବାଞ୍ଛାନିଧି ଦେ ): ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ଶୁକ୍ରବାର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ମଥାନୀ ଠାରେ ନଦୀର ସତର୍କ ସଙ୍କେତ ୬ ମିଟର ଓ ବିପଦ ସଙ୍କେତ ୬.୫ ମିଟର…
ପଞ୍ଚଲିଙ୍ଗେଶ୍ୱର ପୀଠରେ ବାବାଙ୍କ ଦର୍ଶନ ସହ ସ୍ପର୍ଶ ବନ୍ଦ, ଜାଣନ୍ତୁ କାରଣ…
ନୀଳଗିରି, ୪।୯(ପ୍ରଶାନ୍ତ କୁମାର ବିଶ୍ବାଳ): ଉତ୍ତର ଓଡିଶାର ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ବର ପୀଠରେ ଦର୍ଶନ ବନ୍ଦ। ଲଗାଣ ବର୍ଷାରେ ଯୋଗୁ ଦେବଗିରି ପାହାଡ଼ର ୮ଫୁଟ ଉଚ୍ଚର ଝରଣା ପାଣିର ପ୍ରଖର ସ୍ରୋତ ଆସି ଶୈବପୀଠସ୍ଥଳି ଓ ପୂଜା ମଣ୍ଡପର ଦୀପ…
ଉପଡାକଘରେ ପଶିଲା ପାଣି, ଭାସିଲା ଟଙ୍କା
ବାଲେଶ୍ୱର, ୪।୯(ବାଞ୍ଛାନିଧି ଦେ): ଲଘୁଚାପ ଜନିତ ଅବିଶ୍ରାନ୍ତ ବର୍ଷା ଫଳରେ ବାଲେଶ୍ୱର ସହର ବେହାଲ୍ ହୋଇପଡ଼ିଛି। ଦୁଇଦିନ ଧରି ସହରର ବିଭିନ୍ନ ରାସ୍ତା ଓ ଛକଗୁଡ଼ିକରେ ବର୍ଷା ଜଳ ଜମି ରହିବା ଫଳରେ ଯାତାୟାତ ପ୍ରଭାବିତ ହୋଇଛି। ନୂଆସାହି ଛକଠାରେ ଥିବା…
ପୋଷ୍ଟ ଅଫିସ ଭିତରେ ଡେଇଁଲେ ଚେଙ୍ଗ, କେରାଣ୍ଡି : ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି…
ବାଲେଶ୍ୱର,୩।୯: ଲଗାଣ ବର୍ଷା ଯୋଗୁ ବାଲେଶ୍ୱର ସହରରେ ମଙ୍ଗଳବାର କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସହରର ତଳିଆ ଅଞ୍ଚଳରେ ବିଭିନ୍ନ ଗଳି, ଛକ, ରାସ୍ତାରେ ୨/୩ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଛି । ଚିଡିଆପୋଲ, ନୁଆସାହି, ତେଲେଙ୍ଗା ସାହି…
୭ ଘଣ୍ଟିଆ ଖଇରା ବନ୍ଦ: ସ୍କୁଲ, କଲେଜ ସାଙ୍ଗକୁ ଯାନବାହନ ଠପ୍, ବିଜ୍ଞାପିତ ଅଞ୍ଚଳ ପରିଷଦ ମାନ୍ୟତା ନ ମିଳିବାରୁ…
ଖଇରା,୩।୯(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲାର ଖଇରା ସହରକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ମାନ୍ୟତା ଦିଆନଯିବା ପ୍ରତିବାଦରେ ଖଇରା ସ୍ବାଭିମାନ ମଞ୍ଚ ପକ୍ଷରୁ ଖଇରା ବନ୍ଦ ଡାକରା ଦିଆଯାଇଛି। ଏହାକୁ ଖଇରାର ସବୁ ସଙ୍ଗଠନ ଓ ସବୁ ଦଳ ସମର୍ଥନ ଜଣାଇଛନ୍ତି। ସ୍କୁଲ…
ସତର୍କ ସଙ୍କେତ ଟପିଲା ଜଳକା ଜଳସ୍ତର, ପୁଣି ବନ୍ୟା ଆଶଙ୍କା
ବାଲେଶ୍ୱର,୩।୯(ବାଞ୍ଛାନିଧି ଦେ ): ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ବୁଧବାର ସତର୍କ ସଙ୍କେତ ଉପରେ ପ୍ରବାହିତ ହେଉଛି । ମଥାନୀ ଠାରେ ନଦୀର ସତର୍କ ସଙ୍କେତ ୬ ମିଟର ଓ ବିପଦ ସଙ୍କେତ ୬.୫…
ପ୍ରବଳ ବର୍ଷାରେ ବାଲେଶ୍ୱର ସହର ଜଳମଗ୍ନ: ଜନଜୀବନ ଅସ୍ତବ୍ୟସ୍ତ
ବାଲେଶ୍ୱର, ୨।୯(ବାଞ୍ଛାନିଧି ଦେ): ଲଗାଣ ବର୍ଷା ଯୋଗୁ ବାଲେଶ୍ୱର ସହରରେ ମଙ୍ଗଳବାର କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସହରର ତଳିଆ ଅଞ୍ଚଳରେ ବିଭିନ୍ନ ଗଳି, ଛକ, ରାସ୍ତାରେ ୨/୩ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଛି। ଚି ପୋଲ, ନୁଆସାହି,…
ଝିଅ ଜନ୍ମଦିନରେ ବାପାର ମୃତ୍ୟୁ! କେକ୍ ଆଣିବାକୁ ଯିବା ବେଳେ ଚଢ଼ିଗଲା ଟ୍ରକ୍
ସୋର,୧।୯: ଝିଅର ଜନ୍ମଦିନରେ କେକ୍ ଆଣିବାକୁ ଯାଇ ବାପାଙ୍କର ଦୁଃଖଦ ମୃତ୍ୟୁ ଘଟିଛି। ଗୋପିନାଥପୁର ପଞ୍ଚାୟତ ମଙ୍ଗଳପୁରର ଜଣେ ଯୁବକ କେକ୍ କିଣିବାକୁ ବାଗୁଡ଼ି ବଜାରକୁ ଯାଉଥିବା ବେଳେ ଏକ ଟ୍ରକ୍ ତାଙ୍କୁ ଚଢ଼ାଇ ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର…
ଜିଲାପାଳଙ୍କୁ ଭେଟିଲେ ମୃତା FM କଲେଜ ଛାତ୍ରୀଙ୍କ ବାପା
ବାଲେଶ୍ୱର,୨୯।୮: ମୃତା ବାଲେଶ୍ବର FM କଲେଜ ଛାତ୍ରୀଙ୍କ ବାପା ଶୁକ୍ରବାର ଜିଲାପାଳଙ୍କୁ ଭେଟିଛନ୍ତି। ସେ କଲେଜ ଆଇସିସି ସଦସ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ୪ ଗିରଫ ହୋଇଛନ୍ତି, ମାତ୍ର ଆଇସିସି ସଦସ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଝିଅକୁ ଉସୁକାଇଥିବା ବ୍ୟକ୍ତିଙ୍କ…
Archives


