ବାଲେଶ୍ୱର

ଇଭିଏମ୍‌ ଅଚଳ, ବନ୍ଦ ରହିଛି ମତଦାନ

ତିହିଡ଼ି,୨୯।୪(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ନିର୍ବାଚନ ମଣ୍ତଳୀ ଅଧୀନ ତିହଡ଼ି ବ୍ଲକ କୋହ୍ଲ ପଞ୍ଚାୟତର ମୂଷାଙ୍ଗ ପ୍ରାଥମିକ ସ୍କୁଲ ୨୧୯ନଂ ବୁଥ୍‌ରେ ଇଭିଏମ୍‌ ଅଚଳ ଯୋଗୁ ମତଦାନ ବନ୍ଦ ରହିଛି। ସୋମବାର ସକାଳ ୭ଟାରେ ମତଦାନ ପୂର୍ବରୁ ଏମ୍‌ପି ପାଇଁ ଉଦ୍ଦିଷ୍ଟ…

ଶାନ୍ତିଶୃଙ୍ଖଳାରେ ଚାଲିଛି ମତଦାନ

ଭଦ୍ରକ ଅଫିସ,୨୯।୪ : ଭଦ୍ରକ ପୌରାଞ୍ଚଳରେ ଶାନ୍ତିଶୃଙ୍ଖଳା ସହ ମତଦାନ ଚାଲିଛି।  ଜିଲା ସ୍କୁଲ ପରିସର ମଡେଲ ବୁଥରେ ଭୋଟରମାନେ ଧାଡ଼ିରେ ମତଦାନ କରୁଥିବା ଦେଖିବାକୁ ମିଳିଛି। ଦିବ୍ୟାଙ୍ଗ ମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।

ଇଭିଏମ ଖରାପ : ମତଦାନ ବିଳମ୍ବ

ବନ୍ତ,୨୯।୪(ସ୍ବ.ପ୍ର.) : ଭଦ୍ରକ ଜିଲା ବନ୍ତ ବ୍ଲକ ଆଡ଼ିଆ ପଞ୍ଚାୟତ ୪୭ନଂ ବୁଥ୍‌ରେ ଲୋକସଭା ଇଭିଏମ ଖରାପ ଯୋଗୁଁ ମତଦାନ ହୋଇପାରିନାହିଁ । ଫଳରେ  ଭୋଟରଙ୍କ ମଧ୍ୟରେ ଅସନ୍ତୋଷ  ପ୍ରକାଶ ପାଇଛି। ନୂଆ ମେସିନ ଆସିବା ପରେ ମତଦାନ ହେବ ବୋଲି…

ଆତଙ୍କ ଖେଳାଇଛନ୍ତି କୁଲଡ଼ିହା ହାତୀ: ଜଣଙ୍କୁ କଚାଡ଼ି ମାରିଲେ

ନୀଳଗିରି/ସଜନାଗଡ଼, ୨୯।୪(ଡି.ଏନ.ଏ.)-କିଛିମାସ ହେଲା ନୀଳଗିରି ବ୍ଲକ ଅଧୀନ କୁଲଡ଼ିହା ଅଭୟାରଣ୍ୟର ହାତୀପଲ ବନାଞ୍ଚଳ ନିକଟସ୍ଥ ଗ୍ରାମରେ ପଶି ବହୁ ଘର, ବିଭିନ୍ନ ପ୍ରକାର ଫସଲ ନଷ୍ଟ କରିଆସୁଛନ୍ତି। ଏଥିପ୍ରତି ବନବିଭାଗର ଚେତା ପଶୁନି। ରବିବାର ଏକ ହାତୀ ଜଣେ ବ୍ୟକ୍ତିଙ୍କୁ କଚାଡ଼ି…

ରହସ୍ୟଘେରରେ ଆଦିତ୍ୟଙ୍କ ମୃତ୍ୟୁ

ବାରିପଦା ଅଫିସ,୨୯।୪- ବାରିପଦା ସହର ୨୫ ନମ୍ବର ୱାର୍ଡ ଛାଞ୍ଚ ଅଞ୍ଚଳର ଆଦିତ୍ୟ ନାରାୟଣ ପଣ୍ଡା ନାମକ ଜଣେ ଯୁବକଙ୍କୁ  ହତ୍ୟା କରାଯାଇଥିବା ନେଇ ତାଙ୍କ ବାପା ହରିଶ୍ଚନ୍ଦ୍ର ପଣ୍ଡା ରବିବାର ବାରିପଦା ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ମୃତ ଆଦିତ୍ୟଙ୍କ…

ନିର୍ବାଚନ ଲାଗି ମୟୂରଭଞ୍ଜରେ ସୁରକ୍ଷା କଡ଼ାକଡ଼ି ; ୫ ଶହରୁ ଊର୍ଦ୍ଧ୍ୱ ବୁଥ୍‌ରେ ସିସି ଟିଭି କ୍ୟାମେରା

ବାରିପଦା ଅଫିସ,୨୯।୪- ମୟୂରଭଞ୍ଜ ଲୋକ ସଭା ଆସନ ଅଧୀନ ୭ ବିଧାନସଭା ନିର୍ବାଚନମଣ୍ଡଳୀ ଏବଂ ବାଲେଶ୍ୱର ଲୋକ ସଭା ଆସନରେ ସାମିଲ ହୋଇଥିବା ଏହି ଜିଲାରେ ବଡସାହି ନିର୍ବାଚନମଣ୍ଡଳୀରେ ସୋମବାର  ଅନୁଷ୍ଠିତ ହେଉଥିବା ନିର୍ବାଚନ ଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ…

ଧୂଳିଧୂଆଁରେ ଲୋକେ ଅତିଷ୍ଠ

ଯୋଡ଼ା, ୨୯।୪(ଡି.ଏନ.ଏ.): ଯୋଡ଼ା ଖଣି ମଣ୍ଡଳର ୨ନଂ ରାଜ୍ୟ ରାଜପଥର ଜୁରୁଡି-ବାମେବାରୀ ରାସ୍ତା ମରଣଯନ୍ତା ପାଲଟିଛି। ଏହି ରାସ୍ତା ଦେଇ ଦୈନିକ ଶତାଧିକ ଟ୍ରକ୍‌ ଓ ଡମ୍ପର ବିଭିନ୍ନ ଖଣି କମ୍ପାନୀର ଖଣିଜ ବୋଝେଇ କରି ପରିବହନ କରୁଛି। ରାସ୍ତାର ବିଭିନ୍ନ…

ଜିଲାରେ ୭୫ ଆଦର୍ଶ ମତଦାନ କେନ୍ଦ୍ର

ଭଦ୍ରକ ଅଫିସ, ୨୯ା୪- ଜିଲାରେ ମୋଟ ୧୨୯୨ଟି ପୋଲିଂ ଷ୍ଟେଶନ ମଧ୍ୟରୁ ୭୫ଟି ମତଦାନ କେନ୍ଦ୍ରକୁ ଆଦର୍ଶ ମତଦାନ କେନ୍ଦ୍ର (ମଡେଲ୍‌ ପୋଲିଂ ବୁଥ୍‌) ଭାବେ ଘୋଷଣା କରାଯାଇଛି। ଜିଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ସବୁ…

କଡ଼ା ପହରା ମଧ୍ୟରେ ଷ୍ଟ୍ରଙ୍ଗ ରୁମ୍‌

ଚମ୍ପୁଆ, ୨୯ା୪(ଡି.ଏନ.ଏ.)- ଗତ ୨୩ ତାରିଖରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପରେ ବିଭିନ୍ନ ବୁଥ୍‌ରୁ ଇଭିଏମ୍‌ ଅଣାଯାଇ  ଷ୍ଟ୍ରଙ୍ଗ ରୁମରେ ରଖାଯାଇଛି। ସ୍ଥାନୀୟ  ଚନ୍ଦ୍ରଶେଖର ମହାବିଦ୍ୟାଳୟଠାରେ ଚମ୍ପୁଆ ଓ ପାଟଣା ନିର୍ବାଚନମଣ୍ଡଳୀର ଇଭିଏମ୍‌ ରଖାଯାଇଥିବାରୁ କୌଣସି ସନ୍ଦିଗ୍ଧ ବ୍ୟକ୍ତିଙ୍କ ଆତଯାତ ରୋକିବା…

ପନିକି ଘାଟିରେ ବରଯାତ୍ରୀ ଗାଡି ଓଲଟି, ୭ ଗୁରୁତର

ତେଲକୋଇ, ୨୮।୪(ଡି.ଏନ.ଏ.)-ତେଲକୋଇ ଥାନା ଅନ୍ତର୍ଗତ ଖୁଣ୍ଟାପଡା ପଞ୍ଚାୟତ କୁଲାଡେରା ଗ୍ରାମରେ ଝିଅ ବାହାଘର ହୋଇଥିଲା। ଶନିବାର ଗ୍ରାମବାସୀ ମହିଳା ଓ ପୁରୁଷ ମିଶି ଝିଅକୁ ବିଦା ଦେବା ପାଇଁ ଏକ ୪୦୭ ଗାଡିରେ ତାଳପଦା ଦେଇ ହରିଚନ୍ଦନପୁର ବ୍ଲକ ଅଭିମୁଖେ ଯାଉଥିଲେ।…

ଢେଙ୍କିକୋଟରେ ୪୦ ଡିଗ୍ରୀ ଟପିଲା ତାପମାତ୍ରା

ଢେଙ୍କିକୋଟ, ୨୮ା୪(ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ଘଟଗାଁ ବ୍ଲକ ଢେଙ୍କିକୋଟରେ ଗତକାଲିଠାରୁ ଅଗ୍ନିବର୍ଷା ଜାରି ରହିଛି। ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଜନସାଧାରଣ ପ୍ରଚଣ୍ଡ ଖରାରୁ ପଦାକୁ ବାହାରି ପାରୁନାହାନ୍ତି। ୧୧ଟା ବେଳକୁ ବଜାର ରାସ୍ତା ଘାଟ ଶୂନ୍‌ଶାନ ହୋଇଯାଉଛି। ତାପମାତ୍ରା…

ଖୁଣ୍ଟ ଅଛି ଜଳୁନି ଲାଇଟ୍‌

କେନ୍ଦୁଝର, ୨୮ା୪(ସ୍ବ.ପ୍ର.)-କେନ୍ଦୁଝର ସହରାଞ୍ଚଳରେ ବିଦ୍ୟୁତ ଯୋଗାଣରେ ବ୍ୟାପକ ହେରଫେର ହୋଇଥିବା ନେଇ ଅଭିଯୋଗ ହେଉଛି। କେଉଁଠି ନିମ୍ନମାନର ବିଦ୍ୟୁତ୍‌ ଖୁଣ୍ଟ ଓ ଲାଇଟ୍‌ ବ୍ୟବହାର ହୋଇଥିବାରୁ ଅଚଳ ହୋଇପଡିଛି ତ କେଉଁଠି ବିଦ୍ୟୁତଖୁଣ୍ଟ ଲାଇଟ ଲଗାଯାଇଥିଲେ ହେଁ ଜଳୁନାହିଁ । କେଉଁଠି ଗ୍ରାମାଞ୍ଚଳରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri