ବାଲେଶ୍ୱର

ଅମ୍ଫନ ପରବର୍ତ୍ତୀ କ୍ଷୟକ୍ଷତି ଅନୁଧ୍ୟାନ କଲେ କେନ୍ଦ୍ରୀୟ ଟିମ୍‌

ବାଲିଆପାଳ,୪।୬ (ସ୍ବ.ପ୍ର)- ମହାବାତ୍ୟା ଅମ୍ଫନର ପ୍ରଭାବରେ ଉପକୂଳବର୍ତ୍ତୀ ଜିଲା ସମେତ ବାଲେଶ୍ୱର ଜିଲାର ଭୋଗରାଇ ଓ ବାଲିଆପାଳ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏ ନେଇ ବ୍ଲକ ତଥା ଜିଲା ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ଆକଳନ ସରିଥିବାବେଳେ ଗୁରୁବାର ଏକ ତିନିଜଣିଆ କେନ୍ଦ୍ରୀୟ…

ବାଲେଶ୍ୱର ଏସ୍‌ପି ଭାବେ ଦାୟିତ୍ୱ ଗ୍ରହଣ କଲେ ସୁଧାଂଶୁ ଶେଖର ମିଶ୍ର

ବାଲେଶର ଅଫିସ,୪।୬: ବାଲେଶ୍ୱର ଏସ୍‌ପି ଭାବେ ସୁଧାଂଶୁ ଶେଖର ମିଶ୍ର ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ କଟକ କ୍ରାଇମବ୍ରାଞ୍ଚ ଏସ୍‌ପି ଭାବରେ ଦାୟିତ୍ୱ ନିର୍ବାହ କରୁଥିଲେ। ଏ ନେଇ ସେ ଖୁସିଥିବା କହିଥିବା ବେଳେ ଜିଲାର ଆଇନ…

କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଅଣାଯାଇଥିଲା ସୋର ଡାକ୍ତରଖାନା: ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ସୋର,୪।୬(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ ଜଳଦା ଗ୍ରାମର ବିପିନ୍ନ ବିହାରୀ ମହାନ୍ତି ମୁମ୍ବାଇରୁ ଆସି ସ୍ଥାନୀୟ କ୍ୱାରେଣ୍ଟାଇନ କେନ୍ଦ୍ରରେ ରହିଥିଲେ। ବୁଧବାର ବିଳମ୍ବିତ ରାତିରେ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଦାୟିତ୍ୱରେ ଥିବା…

ପୂର୍ବ ଭାରତ ବିକାଶର ରୋଡ୍‌ ମ୍ୟାପ୍‌ରେ ଓଡ଼ିଶା:  ମୋଦି ସରକାରଙ୍କ ଦ୍ୱିତୀୟଥର ପ୍ରଥମବର୍ଷର ସଫଳତା ବଖାଣିଲେ କେନ୍ଦ୍ରମନ୍ତ୍ରୀ

ବାଲେଶ୍ୱର ଅଫିସ,୪।୬- କେନ୍ଦ୍ରରେ ମୋଦି ସରକାରଙ୍କର ଦ୍ୱିତୀୟ ପାଳିର ପ୍ରଥମବର୍ଷ ପୂରଣ ହୋଇଛି। ଗୋଟିଏ ବର୍ଷରେ କେନ୍ଦ୍ରୀୟସ୍ତରରେ ହୋଇଥିବା ନିଷ୍ପତ୍ତି ଭାରତ ଇତିହାସର କେବେବି ସମ୍ଭବ ହୋଇ ନ ଥିଲା। ତତ୍‌ସହିତ ଓଡ଼ିଶା ପାଇଁ ମଧ୍ୟ ମୋଦି ସରକାର ଗୋଟିଏ ବର୍ଷରେ…

କୋଭିଡ-୧୯ ପରୀକ୍ଷାକେନ୍ଦ୍ର କାର୍ଯ୍ୟକ୍ଷମ ନେଇ ଦାବିପତ୍ର

ବାଲେଶ୍ୱର ଅଫିସ,୩।୬- ବାଲେଶ୍ୱର ଫକୀରମୋହନ ମେଡିକାଲ୍‌ କଲେଜ୍‌ ପରିସରରେ ଗତ ୩୧ ତାରିଖ ରାତି ୮ଟା ସମୟରେ କୋଭିଡ୍‌-୧୯ ସଂକ୍ରମିତଙ୍କ ସ୍ବାବ ପରୀକ୍ଷା ପାଇଁ ଏକ ପରୀକ୍ଷଣ କେନ୍ଦ୍ରକୁ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଓ ରେମୁଣା ବିଧାୟକ ସୁଧାଂଶୁ ଶେଖର…

ଏବେ ସଙ୍ଗରୋଧରେ ୧୪୧୫ ପ୍ରବାସୀ

ସୋର, ୩।୬(ଡି.ଏନ୍‌.ଏ.)-ସୋର ମ୍ୟୁନିସିପାଲିଟି ଓ ବ୍ଲକରେ ଏବେ ୨୫ଟି ସଙ୍ଗରୋଧ କେନ୍ଦ୍ରରେ ୧୪୧୫ ଜଣ ପ୍ରବାସୀ ଅଛନ୍ତି। ମ୍ୟୁନିସିପାଲିଟି ଅନ୍ତର୍ଗତ ପ୍ରସ୍ତୁତ ଥିବା ୧୫ଟି କେନ୍ଦ୍ର ମଧ୍ୟରୁ କେବଳ ଏସ୍‌ଏନ୍‌ ହାଇସ୍କୁଲରେ ଏବେ ୧୧୧ ଜଣ ପ୍ରବାସୀ ସଙ୍ଗରୋଧରେ ଅଛନ୍ତି। ସେହିପରି…

ଅନିୟମିତତାକୁ ବିରୋଧ କରି ବ୍ଲକ ଅଫିସ୍‌ ଘେରାଉ

ରେମୁଣା,୩।୬(ଡି.ଏନ.ଏ.)- ବାଲେଶ୍ୱର ଜିଲା ରେମୁଣା ବ୍ଲକରେ ବିଭିନ୍ନ ଅନିୟମିତତାକୁ ବିରୋଧ କରି କିଛି ସରପଞ୍ଚ, ସମିତିସଭ୍ୟ ଏବଂ ୱାର୍ଡସଭ୍ୟ ମିଳିତ ଭାବେ ବୁଧବାର ପୂର୍ବାହ୍ନରେ ରେମୁଣା ବ୍ଲକ ଅଫିସ୍‌କୁ ନୂଆପାଢ଼ୀ ସମିତିସଭ୍ୟ ଶୁଭେନ୍ଦୁ ମଙ୍ଗରାଜଙ୍କ ନେତୃତ୍ୱରେ ଘେରାଉ କରିଥିଲେ। ଜିଲାପାଳ କେ.…

୬ଦଫା ଦାବିରେ କୃଷକ ମହାସଂଘର ସ୍ମାରକପତ୍ର

ଜଳେଶ୍ୱର,୩।୬(ସ୍ବ.ପ୍ର)- ବାଲେଶ୍ୱର ଜିଲାର ଜଳେଶ୍ୱର କୃଷି ଜିଲା କୃଷକ ମହାସଂଘ ପକ୍ଷରୁ ବୁଧବାର ୬ଦଫା ଦାବି ନେଇ ଏକ ସ୍ମାରକପତ୍ର କୃଷି ଜିଲା ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଯାଇଛି।  ‘ଅମ୍ପନ’ ଦ୍ୱାରା ଜଳେଶ୍ୱର, ଭୋଗରାଇ ଓ ବାଲିଆପାଳର ଚାଷୀମାନଙ୍କର ବ୍ୟାପକ…

ବଡଜୟୀପୁର ଗ୍ରାମରେ ଅଜଣା କୀଟ

ଖଇରା,୩।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ବଡଜୟୀପୁର ଗ୍ରାମରେ ଅଜଣା କୀଟକୁ ନେଇ ଗ୍ରାମବାସୀ ଆତଙ୍କିତ ହୋଇ ପଡିଛନ୍ତି। ଏହି କୀଟ ଗୁଡିକ ଗ୍ରାମ ନିକଟସ୍ଥ ଗୋପିଆସ୍ଥ ପଡିଆରେ ଥିବା ଗଛ ଗୁଡିର ପତ୍ର ଖାଇ ସଫା କରିଦେଉଥିବା ନେଇ ଗ୍ରାମବାସୀ…

ମହିଳାଙ୍କ ଉପରେ ଢାଳି ଦେଲେ ଗରମ ପେଜ

ଖଇରା, ୩ା୬(ଡି.ଏନ.ଏ.)-ବାଲେଶ୍ବର ଜିଲା ଖଇରା ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ଶ୍ବଶୁର ଘର ଲୋକେ ସୋମବାର ଗରମ ପେଜ ଢାଳି ମାରିବାକୁ ଉଦ୍ୟମ କରିଥିଲେ। ଖଇରା ପୋଲିସ ପ୍ରାଥମିକ ତଦନ୍ତ କରି ମହିଳାଙ୍କ ଦିଅର, ଶାଶୁ ଓ ଖୁଡି ଶାଶୁଙ୍କୁ ମଙ୍ଗଳବାର…

କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ଖଇରା, ୩।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକରେ କରୋନା ମୁକାବିଲାରେ ନିଜକୁ ସମର୍ପିତ କରିଥିବା ଅଧିକାରୀମାନଙ୍କୁ ମଙ୍ଗଳବାର ଆୟୁଷ୍ମାନ ଏବଂ ସୁନ୍ଦର ଓଡିଶାର ମିଳିତ ଆନୁକୂଲ୍ୟରେ ସମ୍ବର୍ଦ୍ଧିତ କରାଯାଇଛି ା ସଙ୍ଗଠନର ସଦସ୍ୟମାନେ ବିଡିଓ ଦେବେନ୍ଦ୍ର ପ୍ରସାଦ ବଳ, ଖଇରା ଥାନା ଆଇଆଇସି…

ପ୍ରମାଣ ପାଇ ବି ପୋଲିସ ଚୁପ୍‌

ଖଇରା, ୩।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ନୟାଖଣ୍ଡି ଗ୍ରାମରେ ଜଣେ ଭଡାଟିଆ କମଳାକାନ୍ତ ଦାସଙ୍କ ଘରୁ ଚୋରି ହେବା ଏବଂ ଚୋରି ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିମାନଙ୍କ ବିରୋଧରେ ସମସ୍ତ ପ୍ରମାଣ ପ୍ରଦାନ ପରେ ମଧ୍ୟ ଖଇରା ପୋଲିସ ଏ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri