ସ୍ମାର୍ଟ ଆଣ୍ଟି ଏୟାରଫିଲ୍ଡ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
ବାଲେଶ୍ୱର ଅଫିସ,୨୧।୧- ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଙ୍ଗଠନ (ଡିଆର୍ଡିଓ) ଏବଂ ହିନ୍ଦୁସ୍ତାନ ଏରୋନେଟିକ୍ ଲିମିଟେଡ୍ (ହାଲ୍) ଦ୍ୱାରା ନିର୍ମିତ ସ୍ମାର୍ଟ ଆଣ୍ଟି ଏୟାରଫିଲ୍ଡ(ସ) କ୍ଷେପଣାସ୍ତ୍ରକୁ ଗୁରୁବାର ଓଡ଼ିଶା ଉପକୂଳରେ ସଫଳ ପରୀକ୍ଷଣ କରାଯାଇଛି। ବାଲେଶ୍ୱର ଚାନ୍ଦିପୁରସ୍ଥିତ ସମନ୍ବିତ ପରୀକ୍ଷଣ କେନ୍ଦ୍ର…
ପୋଖରୀ ହୁଡ଼ାରେ ପଡ଼ି ରହିଛି ବୃଦ୍ଧ ଦମ୍ପତିଙ୍କ ମୃତଦେହ: ପହଞ୍ଚିଲା ଭୋଗରାଇ ପୋଲିସ
ବାଲେଶ୍ୱର ଅଫିସ,୨୧।୧: ବାଲେଶ୍ୱର ଜିଲା ଭୋଗରାଇ ଥାନା ଅନ୍ତର୍ଗତ ଫୁଲ୍ବଣି ଗ୍ରାମର ପୋଖରୀ ହୁଡ଼ାରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଜବତ କରାଯାଇଛି। ମୃତକ ହେଲେ ଶାନ୍ତି ମଣ୍ଡଳ, ବାସନ୍ତି ମଣ୍ଡଳ। ଘରୋଇ କଳହ କାରଣରୁ ଉଭୟ ବିଷ ପିଇ ଆତ୍ମହତ୍ୟା କରିଥିବା…
ଶାରୀଶୁଆ ପାହାଡ଼ରୁ ବୋହି ନେଲେ ମାଟି, ପଥର
ଖଇରା, ୨୦।୧: ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ ଶାରୀଶୂଆ ପାହାଡରୁ ମାଟି ଓ ପଥର ଲୁଟ କରୁଥିବା ମାଫିଆମାନେ କିଛି ଦିନ ନୀରବ ରହିବା ପରେ ପୁଣି ଥରେ ସକ୍ରିୟ ହୋଇପଡିଛନ୍ତି। ସନ୍ଧ୍ୟା ହେଲେ ହଜାର ହଜାର ସଂଖ୍ୟାର ହାଇୱା…
ବନ୍ଧୁକ ଦେଖାଇ ବଳାତ୍କାର
ସଜନାଗଡ଼,୧୮ା୧: ବାଲେଶ୍ୱର ଜିଲା ନୀଳଗିରି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବନ୍ଧୁକ ଦେଖାଇ ବାଇକ୍ରେ ଟେକି ନେଇ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ସୋମବାର ସନ୍ଧ୍ୟାରେ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା( ନଂ.୨୮/୨୧) ରୁଜୁ କରି…
ସଲ୍ଟ ରୋଡ୍ ଅବରୋଧ
ବାଲେଶ୍ୱର ଅଫିସ,୧୮।୧: ବାଲେଶ୍ୱର ଜିଲା ସଦର ବ୍ଲକ ରସାଳପୁର ପଞ୍ଚାୟତର ନୂତନ ରେଶନ ସାମଗ୍ରୀ ବଣ୍ଟନ ଅନୁମତି ପାଇଥିବା ଏସଏଚ୍ଜିକୁ ବିରୋଧ କରି ସଲ୍ଟ ରୋଡ୍ ଅବରୋଧ କରାଯାଇଛି । ଅଭିଯୋଗକାରୀମାନେ ହନୁମାନ ଏସ୍ଏଚ୍ଜିକୁ କୌଣସି କାରଣ ନ ଥାଇ ପରିବର୍ତ୍ତନ…
ପ୍ରତୀକ୍ଷାର ଅନ୍ତ: ଟିକାକରଣ ପ୍ରକ୍ରିୟା ଆରମ୍ଭ
ବାଲେଶ୍ୱର ଅଫିସ,୧୮।୧: ସମସ୍ତ ପ୍ରତୀକ୍ଷାର ଅନ୍ତ ପରେ ସୋମବାରଠାରୁ ଟିକାକରଣ ପ୍ରକ୍ରିୟା ଆରମ୍ଭ ହେଇଛି। ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟ ସମେତ ଜିଲାର ୪ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଟିକାକରଣ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଭାଷଣ ପରେ ଟିକାକରଣ କାର୍ଯ୍ୟ ଆରମ୍ଭ…
ଦଦରା ଗାଡ଼ିରେ କାମ ଚଳୁଛି
ଖଇରା, ୧୬।୧(ଡି.ଏନ.ଏ.): ବାଲେଶ୍ୱର ଜିଲା ଅଧୀନ ଖଇରା ଏକ ସମ୍ବେଦଦନଶୀଳ ଥାନା ହୋଇଥିବା ବେଳେ ବହୁବିଧ ସମସ୍ୟା ସାଧାରଣ ଲେକଙ୍କୁ ନ୍ୟାୟ ପ୍ରଦାନରେ ବାଧକ ସାଜିଛି। କର୍ମଚାରୀ ସାଙ୍ଗକୁ ଗାଡି ଅଭାବ ଓ ନୂତନ ଗୃହ ନିର୍ମାଣରେ ବିଳମ୍ବ କେବଳ କର୍ମଚାରୀଙ୍କ…
ଜୀବନ ପ୍ରଦୀପଙ୍କ ଘରବାହୁଡ଼ା
ଭୁବନେଶ୍ୱର,୧୪।୧: ବାଲେଶ୍ୱରର ପୂର୍ବ ବିଧାୟକ ଜୀବନ ପ୍ରଦୀପ ଦାସ ଗୁରୁବାର ଭାଜପାରେ ଯୋଗ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ସେ ଭାଜପାରେ ସାମିଲ ହୋଇଥିବା ସୂଚନା ମିଳିଛି। ପ୍ରକାଶ ଯେ, ପୂର୍ବରୁ ଭାଜପାରୁ ଆସି ବିଜେଡିରେ ଯୋଗ ଦେଇଥିଲେ ଜୀବନ…
ମହିଳାଙ୍କୁ ବୀଭତ୍ସ ହତ୍ୟା
ବାଲେଶ୍ୱର ଅଫିସ,୧୩।୧: ବାଲେଶ୍ୱର ସଦର ଥାନା ନଗ୍ରମ ନିକଟରେ ମହିଳାଙ୍କୁ ବୀଭତ୍ସ ହତ୍ୟା ହୋଇଛି। ପୋଲ ଉପରେ ମହିଳାଙ୍କୁ ହତ୍ୟା କରିବା ପରେ କେହି ଦୁର୍ବୃତ୍ତ ତାଙ୍କୁ ପୋଲ ତଳକୁ ଫିଙ୍ଗିଦେଛନ୍ତି। ବିବାହିତା ମହିଳା ଜଣକ ହେଲେ ରାଇସୁଆଁ ଅଞ୍ଚଳ ଶିବାନୀ…
ଯୁବକଙ୍କୁୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିର୍ଧୂମ ଛେଚିଲେ ଗ୍ରାମବାସୀ
ବାଲେଶ୍ୱର ଅଫିସ, ୧୨।୧: ବାଲେଶ୍ୱର ଜିଲା ବାଲିଆପାଳ ଥାନା ଖଗଡ଼ାପାଳ ଗ୍ରାମରେ କଙ୍ଗାରୁ କୋର୍ଟ ଅଭିଯୋଗ ହୋଇଛି। ଜଣେ ଯୁବକଙ୍କୁ ଚୋରି ଅଭିଯୋଗରେ ଗ୍ରାମବାସୀ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିର୍ଧୂମ ଛେଚିଛନ୍ତି। ଉକ୍ତ ଯୁବକ ଜଣକ ହେଲେ ରାଜ କୁମାର ମହାପାତ୍ର।ତେବେ…
ବାଉଁଶ କାରିଗରଙ୍କୁ ସ୍ବାବଲମ୍ବୀ କରିବାକୁ ପ୍ରୟାସ
ବାଲେଶ୍ୱର ଅଫିସ, ୧୧।୧-କୌଳିକ ବୃତ୍ତିକୁ ପାଥେୟ କରି ପରିବାର ଭରଣପୋଷଣ କରୁଥିବା ବାଉଁଶ କାରିଗରଙ୍କ ପରିବାର ଦୟନୀୟ ଅବସ୍ଥାରେ ରହିଛନ୍ତି। ସେମାନଙ୍କୁ ମିଳୁନି ପ୍ରସ୍ତୁତ ସାମଗ୍ରୀର ଉଚିତ୍ ମୂଲ୍ୟ। ବିକ୍ରି ଲାଗି ସ୍ବତନ୍ତ୍ର ବଜାର ନାହିଁ। ସରକାରୀ ସହାୟତା ମିଳିବା ଏମାନଙ୍କ…
ରାତି ଅଧରେ ଗାଁରେ ପଶିଲେ ହାତୀପଲ: ଘର ଭାଙ୍ଗି କଲେ ଆକ୍ରମଣ
ସଜନାଗଡ଼,୧୦।୧(ଡି.ଏନ୍.ଏ.): ବାଲେଶ୍ୱର ଜିଲା ନୀଳଗିରି ଥାନା ଅନ୍ତର୍ଗତ କୁଳଡ଼ିହା ବନ ବିଭାଗ ଅଧୀନ ବାଉଁଶବଣିଆ ପଞ୍ଚାୟତର ଜୁଣିଆ ଗ୍ରାମରେ ଶନିବାର ରାତିରେ ହାତୀପଲ ପଶିଛନ୍ତି। ହାତୀପଲ ବ୍ୟାପକ ଧାନ ଫସଲ ନଷ୍ଟ କରିବା ସହ ଜଣଙ୍କ ଘର ଭାଙ୍ଗି ତାଙ୍କୁ ଆକ୍ରମଣ…
Archives


