୩ ଗୋରୁ ବୋଝେଇ ଟ୍ରକ ଜବତ, ୬ ଅଟକ
ରୂପସା/ଜଳେଶ୍ୱର, ୨୩ା୬(ଡି.ଏନ.ଏ.): ବାଲେଶ୍ୱର ୬୦ନଂ. ଜାତୀୟ ରାଜପଥ ଗୋ-ଚାଲାଣକାରୀଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି। ନିୟମିତ ଗୋଚାଲାଣ ହେବା ଆଉ ବିଭିନ୍ନ ସମୟରେ ପୋଲିସ ପକ୍ଷରୁ ଚଢାଉ ହେଉଥିଲେ ହେଁ ଗୋରୁ ମାଫିଆମାନେ ଗୋଚାଲାଣ ବ୍ୟବସାୟରୁ ଓହରୁ ନ ଥିବା ଦେଖିବାକୁ ମିଳିଛି। ପୁଣି…
କୁଖ୍ୟାତ ଅପରାଧୀ ପାପା ପଣ୍ଡା ଗିରଫ
ବାଲେଶ୍ୱର ଅଫିସ, ୨୩ା୬-ରାଜ୍ୟରେ ବିଭିନ୍ନ ଆପରାଧିକ ମାମଲାରେ ଜଡ଼ିତ କୁଖ୍ୟାତ ଅପରାଧୀ ଚିନ୍ମୟ ପଣ୍ଡା ଓରଫ୍ ପାପାଙ୍କୁ ବୁଧବାର ସହଦେବଖୁଣ୍ଟା ମଡ଼େଲ ଥାନା ପୋଲିସ ଗିରଫ କରିଛି। ଧମକଚମକ ଦେଇ ଦାଦାବଟି ମାଗିବା ଓ ଫୋନ୍ରେ ହତ୍ୟା ଧମକ ଦେବା ଅଭିଯୋଗରେ…
ପାଣି ପାଇଁ ଗରା, ବାଲ୍ଟି ଧରି ବିକ୍ଷୋଭ
ଖଇରା,୨୨।୬(ଡି.ଏନ୍.ଏ.): ବାଲେଶ୍ବର ଜିଲା ଖଇରା ବ୍ଲକ ବାଉଁଶଗଡ଼ିଆ ପଞ୍ଚାୟତ ୩ନଂ ଓ୍ବାର୍ଡ କୋହ୍ଲସାହିରେ ପାନୀୟ ଜଳ ଯୋଗାଣର ସ୍ଥାୟୀ ବ୍ୟବସ୍ଥା ନ ହେବା ପ୍ରତିବାଦରେ ବିକ୍ଷୋଭ ହୋଇଛି। ୪୦ ପରିବାର ବୁଧବାର ଖଇରା ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।…
ଡାଏଲିସିସ୍ ୟୁନିଟ୍ ଅଚଳାବସ୍ଥା ନେଇ ଅସନ୍ତୋଷ
ବାଲେଶ୍ୱର ଅଫିସ, ୨୨।୬ – ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟର ଡାଏଲିସିସ୍ ୟୁନିଟ୍ରେ ଅଚଳାବସ୍ଥା ନେଇ ରୋଗୀଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏହି ୟୁନିଟ୍ରେ ପାଣି ସମସ୍ୟା ଥିବାରୁ ମଙ୍ଗଳବାର ରୋଗୀମାନଙ୍କର ଡାଏଲିସିସ ହୋଇ ପାରି ନ ଥିଲା। ଏନେଇ…
ନାକାପଏଣ୍ଟରୁ ଧରାପଡିଲେ ପଶ୍ଚିମବଙ୍ଗର ଡକାୟତି ଗ୍ୟାଙ୍ଗ
ଜଳେଶ୍ୱର, ,୨୧।୬ (ଡି.ଏନ୍.ଏ.) ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ସୁବର୍ଣ୍ଣରେଖା ସେତୁର ନାକା ପଏଣ୍ଟଠାରେ ପୋଲିସ ଯାଞ୍ଚ କରୁଥିବା ବେଳେ ଏକ ବଡ ଧରଣର ପଶ୍ଚିମବଙ୍ଗର ଡକାୟତି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। ୨ଟି କାର୍ରେ ଥିବା ୧୦ଜଣଙ୍କୁ ଗିରଫ କରାଯାଇଛି।…
ବାଲେଶ୍ୱରରେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ: ଯୋଗ କଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ
ବାଲେଶ୍ୱର ଅଫିସ,୨୧।୬: ଉତ୍ତର ଓଡ଼ିଶାର ବାଲେଶ୍ୱରରେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ସକାଳ ୬ଟାରୁ ଜିଲାର ବିଭିନ୍ନ ଅଞ୍ଚଳରୁ ଲୋକେ ଆସି ବାଲେଶ୍ୱର ଆଇଟିଆଇ ପଡ଼ିଆରେ ପହଞ୍ଚି ଯୋଗ କରିଥିଲେ। ଏଥିରେ ବାଲେଶ୍ୱର ଏମ୍ପି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ…
୧୨ ସଇରାତରେ ୧୪୪ ଜାରି
ଜଳେଶ୍ୱର, ୨୦।୬(ଡି.ଏନ୍.ଏ.): ସୁବର୍ଣ୍ଣରେଖା ନଦୀରୁ ପ୍ରତିଦିନ ହଜାର ହାଜର ଟ୍ରକ ଓ ଟ୍ରାକ୍ଟରରେ ବାଲି ବିନା ରୟାଲିଟିରେ ଉତ୍ତୋଳନ ହୋଇ ବେଆଇନ ଭାବେ ବିକ୍ରି ହୋଇ ଆସୁଛି ା ସରକାର କୋଟି କୋଟି ଟଙ୍କା ରାଜସ୍ବ ହରାଉଥିବା ବେଳେ କେତେକ ସ୍ଥାନରେ…
ବାପା ତାଗିଦା କରିବାରୁ ଘର ଛାଡ଼ି ଚାଲିଆସିଲେ
ବାଲେଶ୍ୱର ଅଫିସ/ରୂପ୍ସା, ୨୦।୬(ଡି.ଏନ.ଏ.): ବାପା ପାଠ ପଢିବାକୁ ତାଗିଦ୍ କରିବାରୁ ନାବାଳକ ପୁଅ ଘର ଛାଡି ପଳାଇଆସିଲେ। ଶନିବାର ମଧ୍ୟରାତ୍ରରେ ବାଲେଶ୍ୱର ଜିଲା ରୂପ୍ସା ରେଳଷ୍ଟେଶନରେ ସେ ଅସହାୟ ଅବସ୍ଥାରେ ବୁଲୁଥିବା ବେଳେ ଆର୍ପିଏଫ୍ ପୋଲିସ ଉଦ୍ଧାର କରି ଚାଇଲ୍ଡଲାଇନ୍ ସହାୟତାରେ ଜିଲା…
ମାମୁ ବାହାଘରକୁ ଆସି ପୋଖରୀରେ ବୁଡ଼ିଗଲେ ୩ ଭାଣିଜୀ
ବାଲେଶ୍ୱର ଅଫିସ,୧୯ା୬: ବାଲେଶ୍ୱର ଜିଲା ବାଲିଆପାଳ ରେମୁ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ପୋଖରୀରେ ବୁଡ଼ି ଦୁଇ ନାବାଳିକା ଗୁରୁତର ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନାନୁଯାୟୀ, ରେମୁ ଗ୍ରାମର ଗଦାଧର ଜେନାଙ୍କ ବିବାହ ପାଇଁ ଆସିଥିଲେ ତିନି…
ତେଜିଲା ଆନ୍ଦୋଳନ, ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ
ଭୋଗରାଇ,୧୯ ।୬(ଡି.ଏନ.ଏ.): ମାଟି ହେଉଛି ପ୍ରକୃତିର ଦାନ। ଏହି ମାଟିରେ ଆମେ ବହୁ ଲହୁ ଲୁହ ଦେଇ ଜୀବନ ନିର୍ବାହ କରୁଛୁ। ଧୂ ଧୂ ବାଲିପନ୍ତାରେ ଖରାବର୍ଷାକୁ ଖାତିର ନ କରି ପାନ ବରଜ, କାଜୁ, ନଡ଼ିଆ, କୁକୁଡ଼ା ଫାର୍ମ କରି ପରିବାର…
ପାଣିନଗର ଗାଁରେ ଜବରଦଖଲ ଉଚ୍ଛେଦ
ରୂପସା,୧୯ ।୬(ଡି.ଏନ.ଏ.): ବାଲେଶ୍ୱର ଜିଲା ବସ୍ତା ତହସିଲ ଅନ୍ତର୍ଗତ ନଟାକଟା ପଞ୍ଚାୟତର ପାଣିନଗର ଗ୍ରାମରେ ଜବରଦଖଲ ଉଚ୍ଛେଦ କରାଯାଇଛି। ଏହି ଗ୍ରାମରେ ଏକ ଗରିବ ପରିବାର ବାସ କରିବା ପାଇଁ ଅସୁବିଧାରେ ସମ୍ମୁଖୀନ ହେବାରୁ ଘର ସମ୍ମୁଖରେ ଥିବା ସରକାରୀ ଜାଗା ଦଖଲକରି…
ଜଗା ଦର୍ଶନ ଲାଗି ପଦଯାତ୍ରାରେ ବୃଦ୍ଧ
ବାଲେଶ୍ୱର ଅଫିସ,୧୯ ।୬: ବାଲେଶ୍ୱର ଜିଲା ଔପଦା ବ୍ଲକ ସାନପାଟପୁର ଗାଁର ବୃଦ୍ଧ ସୁରେନ୍ଦ୍ର ମଣ୍ଡଳ ଚାଲି ଚାଲି ଜଗା ଦର୍ଶନ ପାଇଁ ବାହାରିଛନ୍ତି। ହାତରେ କିଛି ଲୁଗାପଟା ରଖିଥିବା ବ୍ୟାଗ୍, ସାହସ କହିଲେ ଖଣ୍ଡେ ବାଡ଼ି ବ୍ୟତୀତ ଆଉ କିଛି ନାହିଁ।…
Archives


