ବାଲେଶ୍ୱର

ସିମୁଳିଆରେ ହାଇଦରଙ୍କୁ ଗୁଳି: ସ୍ଥାନୀୟ ପୋଲିସ ପାଖରେ ସୂଚନା ନାହିଁ

ସିମୁଳିଆ,୨୪ା୭(ଡି.ଏନ୍‌.ଏ.): ଶନିବାର ଅପରାହ୍ନରେ କୁଖ୍ୟାତ ଅପରାଧୀ ହାଇଦରଙ୍କୁ ୧୬ ନଂ. ଜାତୀୟ ରାପଥରେ ବାଲେଶ୍ୱର ଜିଲା ସିମୁଳିଆରେ ଏନ୍‌କାଉଣ୍ଟର କରାଯାଇଛି। ଚୌଦ୍ୱାର ଜେଲରୁ ବାରିପଦା ଜେଲକୁ ନିଆଯାଉଥିବା…

5 years ago

ଘର ଆଗରେ ପଡ଼ିଲା ଅଫୁଟା ଗୋଳା

ବାହାନଗା,୨୪।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ବରିପଦା ପଞ୍ଚାୟତର ସମୁଦ୍ରକୂଳବର୍ତ୍ତୀ ଗ୍ରାମ ୪ନମ୍ବର ୱାର୍ଡ ମହାରୁଦ୍ରପୁର ଆଡ଼ିଆରେ ପ୍ରତିରକ୍ଷା ବିଭାଗ ତରଫରୁ ପରୀକ୍ଷଣ ଚାଲିଥିବା ବେଳେ ଏକ ଅଫୁଟା…

5 years ago

ଅଧା ରହିଗଲା ଜଗା ଦର୍ଶନ

ଖଇରା,୨୩।୭(ଡି.ଏନ.ଏ): ବାଲେଶ୍ୱର ଜିଲା ଖଇରା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧୀନ ମାଟିଆଳପଦା ଗ୍ରାମର ନବବିବାହିତା ପ୍ରଦୀପ ଗିରିଙ୍କ ସାପ କାମୁଡାରେ ମୃତ୍ୟୁ ଘଟିଛି। ତେବେ ସ୍ତ୍ରୀ ମାମିନା…

5 years ago

ଚାନ୍ଦିପୁରରେ ‘ଆକାଶ’ର ସଫଳ ପରୀକ୍ଷଣ

ବାଲେଶ୍ୱର ଅଫିସ,୨୩।୬: ‘ଆକାଶ ନ୍ୟୁ ଜେନେରେଶନ ’ମିସାଇଲର ବ୍ୟାବହାରିକ ପରୀକ୍ଷଣ ହୋଇଛି । ବାଲେଶ୍ୱର ଚାନ୍ଦିପୁର ୩ ନମ୍ବର ଲଞ୍ଚପ୍ୟାଡରୁ ମଧ୍ୟାହ୍ନରେ ପରୀକ୍ଷଣ ହୋଇଛି। ଭୂପୃଷ୍ଠରୁ ଆକାଶକୁ…

5 years ago

୪ଦିନ ହେଲାଣି ଆମ୍ବୁଲାନ୍ସରେ ମୃତଦେହ

ବାହାନଗା,୨୨ା୭(ଡି.ଏନ.ଏ.): ତାମିଲନାଡୁରେ ଦାଦନ ଶ୍ରମିକ ଭାବେ କାମ କରୁଥିବା ବାଲେଶ୍ୱର ଜିଲା ବାହାନଗା ବ୍ଲକ କୁରୁଡା ଗ୍ରାମର ସଞ୍ଜୟ କୁମାର ଦାସ ନାମକ ଯୁବକଙ୍କ ମୃତ୍ୟୁ ହୋଇଛି।…

5 years ago

୭୦ କି.ମି ଦୂରରୁ ଶତ୍ରୁକୁ ଧ୍ୱଂସ କରିବ ‘ଆକାଶ ଏନ୍‌ଜି’

ବାଲେଶ୍ୱର ଅଫିସ, ୨୧।୭: ବାଲେଶ୍ୱର ଜିଲା ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରର ୩ନଂ. ଲଞ୍ଚପ୍ୟାଡରୁ ବୁଧବାର ମଧ୍ୟାହ୍ନ ୧୨ଟା ୪୪ ମିନିଟ୍‌ରେ ଆକାଶ କ୍ଷେପଣାସ୍ତ୍ରର ନ୍ୟୁ ଭର୍ଶନ୍‌…

5 years ago

୬ ବର୍ଷ ହେଲା ମିଳିନି ଦରମା, ଆମରଣ ଅନଶନରେ ବସିଲେ ପମ୍ପ୍‌ ଡ୍ରାଇଭର

ସିମୁଳିଆ,୨୧ା୭(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକରେ କାର୍ଯ୍ୟରତ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ(ଆରଡବ୍ଲ୍ୟୁଏସ୍‌ଏସ୍‌)ର ଜଳ ଯୋଗାଣ କର୍ମଚାରୀ(ପମ୍ପ ଡ୍ରାଇଭର)ମାନଙ୍କୁ ଗତ ୬ବର୍ଷ ହେଲା ଦରମା ମିଳିନାହିଁ ା…

5 years ago

ବାହୁଡ଼ାରେ ଗଡ଼ିଲା ୪ଫୁଟ ଉଚ୍ଚର ରଥ

ସଜନାଗଡ,୨୧।୭(ଡି.ଏନ.ଏ.): ଜଗନ୍ନାଥଙ୍କର ସ୍ବପ୍ନାଦେଶ ପାଇ ୧୯ବର୍ଷର ଦିବ୍ୟାଙ୍ଗ ଯୁବକ ତିଆରି କରିଛନ୍ତି ୪ଫୁଟ ଉଚ୍ଚର ସୁସଜ୍ଜିତ ରଥ। ସେଥିରେ ବଳଭଦ୍ର, ଜଗନ୍ନାଥ, ଓ ମା’ ସୁଭଦ୍ରାଙ୍କ ବିଗ୍ରହ…

5 years ago

ପୁଅକୁ ମାନସିକ ନିର୍ଯାତନା ଦିଆଯାଉଥିଲା: ମା’

ଖଇରା/କପ୍ତିପଦା,୧୯।୭(ଡି.ଏନ.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ(ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଦିନକୁ ଦିନ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସୁଛି। ପାରଳାଖେମୁଣ୍ଡି ଆଇଆଇସି…

5 years ago

ସହକାରୀ ବନ ସଂରକ୍ଷକ ସୌମ୍ୟଙ୍କ ମୃତ୍ୟୁ ଘଟଣା: ଖଇରାରେ ପାରଳାଖେମୁଣ୍ଡି ପୋଲିସ ଟିମ୍‌

ଖଇରା,୧୯ା୭(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡିରେ କାର୍ଯ୍ୟରତ ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ର(୩୧)ଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାକୁ ୬ଦିନ ପୂରିଛି। ଅଧିକ ତଦନ୍ତ ପାଇଁ ଡିଆଜି ସତ୍ୟବ୍ରତ…

5 years ago