ଜୁଆ ଆଡ୍ଡା ଉପରେ ଚଢାଉ: ୧୭ ଜଣଙ୍କୁ ବାନ୍ଧିଲା ପୋଲିସ
ବଲାଙ୍ଗୀର, ୨୯/୧୧(ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ କୁଟୁରାମୁଣ୍ଡାର ଏକ ଫାର୍ମରେ ଚାଲିଥିବା ବେଆଇନ ଜୁଆ ଆଡ୍ଡା ଉପରେ ଶୁକ୍ରବାର ରାତିରେ ସଦର ଥାନା ପୋଲିସ ଅତର୍କିତ ଚଢ଼ାଉ କରି ୧୨ ବାଇକ, ଏକ କାର ସହ ବିଭିନ୍ନ...
ଗରିବୀ ପାଇଁ ନବଜାତ ଶିଶୁକୁ ସମ୍ପର୍କୀୟଙ୍କୁ ଟେକି ଦେଇଥିଲେ ମା’ବାପା, ଖବରପାଇ ଅଚାନକ ପହଞ୍ଚିଲା…
ବଲାଙ୍ଗୀର, ୨୮।୧୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କନ୍ଦାଜୁରି ଗାଁରୁ ବେଆଇନ ଭାବେ ହସ୍ତାନ୍ତରିତ ଦୁଇ ନବଜାତ ଶିଶୁକୁ ଜିଲା ଶିଶୁ ସୁରକ୍ଷା ୟୁନିଟର ଉଦ୍ଧାରକାରୀ ଦଳ ବେଲପଡା ବ୍ଳକର ଏକ ଗାଁ ଓ ସୁବର୍ଣ୍ଣପୁର ଜିଲା ତରଭା ଥାନା...
ଦାବି ପୂରଣ ନ ହେଲେ ରାଜରାସ୍ତାକୁ ଓହ୍ଲାଇବେ ଡାକ୍ତରୀ ଛାତ୍ରୀଛାତ୍ର, ଚେତାବନୀ ଦେଇ କହିଲେ…
ବଲାଙ୍ଗୀର,୨୭ା୧୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜ ଓ ହସ୍ପିଟାଲ ସମ୍ମୁଖରୁ ନିଖିଳ ଓଡ଼ିଶା ଆୟୁଷ ଛାତ୍ର ସଙ୍ଗଠନ ପକ୍ଷରୁ ଦାବି ପୂରଣ ନେଇ ଗୁରୁବାର ପଦଯାତ୍ରା କରାଯାଇଛି। ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜ ଓ ହସ୍ପିଟାଲରୁ ପଦଯାତ୍ରା...
ପୁଅର ବର ଗାଡି ତଳେ ଚାପି ହୋଇ ବାପାଙ୍କ ମୃତ୍ୟୁ, ବିବାହ ଶୋଭାଯାତ୍ରାରେ ଆସି ଶବ ହୋଇ ଫେରିଲେ…
ଲୋଇସିଂହା / ବେଲପଡ଼ା,୨୬।୧୧( ସୁଶାନ୍ତ ବାରିକ/ ମନୋଜ ମିଶ୍ର): ବଲାଙ୍ଗୀର ଜିଲା ବେଲପଡା ବ୍ଲକ ମଣ୍ଡଳ ଗ୍ରାମରେ ମଙ୍ଗଳବାର ରାତିରେ ବରଯାତ୍ରୀ ଶୋଭାଯାତ୍ରା ବେଳେ ଏକ ଅଘଟଣ ଘଟିଛି। ପୁଅର ବରଯାତ୍ରୀ ଗାଡ଼ି ଧକ୍କାରେ ବାପାଙ୍କ ମୃତ୍ୟୁ ଘଟିଛି। ଏହି...
ନାତି ମୃତ୍ୟୁ ଖବର ଶୁଣୁଶୁଣୁ ଟଳିପଡିଲେ ଜେଜେମା: ଗୋଟିଏ ଜୁଇରେ ଜଳିଲା…
ବଲାଙ୍ଗୀର,୨୫।୧୧(ସୁନିଲ କୁମାର ମହାନ୍ତି): ନାତିର ମୃତ୍ୟୁ ଖବର ଶୁଣି ଜେଜେମା’ଙ୍କ ମୃତ୍ୟୁ। ଗୋଟିଏ ଜୁଇରେ ଜଳିଲା ଦୁଇ ଜଣଙ୍କ ଚିତା। ଏପରି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ସଦର ଥାନା ଆର. ଆର. କଲୋନୀରେ ତିନିବର୍ଷ ହେଲା ଲୋୟର ସୁକତେଲ...
ହ୍ୟୁମାନ ସାଗରଙ୍କ ମୃତ୍ୟୁ ପଛରେ ବଡ଼ ଷଡ଼ଯନ୍ତ୍ର: ସିବିଆଇ ତଦନ୍ତ ପାଇଁ ଦାବି କଲା ବଲାଙ୍ଗୀର ଖ୍ରୀଷ୍ଟିଆନ ୟୁଥ୍ ଫୋରମ୍
ବଲାଙ୍ଗୀର,୨୫ା୧୧(ସୁନିଲ କୁମାର ମହାନ୍ତି): କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ବିବାଦ ଥମିବାର ନାଁ ନେଉନାହିଁ। ମଙ୍ଗଳବାର ବଲାଙ୍ଗୀର ଏସ୍ପି ଅଫିସକୁ ବଲାଙ୍ଗୀର ଖ୍ରୀଷ୍ଟିଆନ ୟୁଥ୍ ଫୋରମ ଯାଇ ଗୁରୁତର ଅଭିଯୋଗ ଆଣିଛନ୍ତି। ହ୍ୟୁମାନ ସାଗରଙ୍କ ମୃତ୍ୟୁ ପଛରେ ବିରାଟ ଷଡ଼ଯନ୍ତ୍ର...
୮ ଦଫା ଦାବି ନେଇ ଆୟୁଷ ଛାତ୍ରୀଛାତ୍ରଙ୍କ ତାଲା ବନ୍ଦ ଆନ୍ଦୋଳନ, ଦେଲେ ଏମିତି ଚେତାବନୀ
ବଲାଙ୍ଗୀର, ୨୫।୧୧ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜ ଓ ହସ୍ପିଟାଲ ସମ୍ମୁଖରେ ମଙ୍ଗଳବାର ଦ୍ବିତୀୟ ଦିବସରେ ନିଖିଳ ଓଡ଼ିଶା ଆୟୁଷ ଛାତ୍ର ସଙ୍ଗଠନର ତାଲା ବନ୍ଦ ଆନ୍ଦୋଳନ ଜାରି ରହିଛି। ଏହି ଆନ୍ଦୋଳନକୁ ବଲାଙ୍ଗୀର...
ଧାନ ଦର, ବିକ୍ରି ତାରିଖକୁ ନେଇ ଦ୍ୱନ୍ଦ୍ୱରେ ଚାଷୀ: ମଣ୍ଡି ଖୋଲିନି, ମାତିଲେଣି ଧାନ ବେପାରୀ
ବରଗଡ଼,୨୪।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍ ଧାନ ଅମଳ କାର୍ଯ୍ୟ ଜୋରଦାର ଚାଲିଛି। ହେଲେ ଏପର୍ଯ୍ୟନ୍ତ ଜିଲାରେ ଧାନବିକ୍ରି ତ ଦୂରର କଥା, ମଣ୍ଡିଗୁଡ଼ିକ ମଧ୍ୟ ଖୋଲି ନାହିଁ। ନଭେମ୍ବର ମାସ ୨୦ତାରିଖରୁ ରାଜ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ...
ନିଖିଳ ଓଡ଼ିଶା ଆୟୁଷ ସଂଗଠନ ପକ୍ଷରୁ ତାଲା ବନ୍ଦ ଡାକରା: ୮ଦଫା ଦାବି ନେଇ ଧାରଣାରେ ବସିଲେ ଛାତ୍ରୀଛାତ୍ର
ବଲାଙ୍ଗୀର,୨୪।୧୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜ ଓ ହସ୍ପିଟାଲ ସମ୍ମୁଖରେ ସୋମବାର ୮ ଦଫା ଦାବି ନେଇ ନିଖିଳ ଓଡ଼ିଶା ଆୟୁଷ ଛାତ୍ର ସଂଗଠନ ପକ୍ଷରୁ ବଲାଙ୍ଗିର ସରକାରୀ ଆୟୁଷ ମହାବିଦ୍ୟାଳୟରେ ଆୟୁଷ ଡ଼ାକ୍ତରୀ ଛାତ୍ରୀଛାତ୍ର ଓ...
‘ଆପଣଙ୍କ ପୁଞ୍ଜି ଆପଣଙ୍କ ଅଧିକାର’
ବଲାଙ୍ଗୀର,୨୨।୧୧(ସୁନୀଲ କୁମାର ମହାନ୍ତି): ଭାରତ ସରକାରଙ୍କ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଆର୍ଥିକ ସେବା ବିଭାଗ ନିର୍ଦ୍ଦେଶ କ୍ରମେ ଶୁକ୍ରବାର ପୂର୍ବାହ୍ନରେ ଜିଲାସ୍ତରୀୟ ଆପଣଙ୍କ ପୁଞ୍ଜି ଆପଣଙ୍କ ଅଧିକାର ଶୀର୍ଷକ ଏକ ସଚେତନତା ଶିବିର ବଲାଙ୍ଗୀର ପ୍ରତିମା ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଅଛି...
ସୁକତେଲ ନଦୀରୁ ମିଳିଲା ନରକଙ୍କାଳ : ଖୋଳତାଡ କରୁଛି ପୋଲିସ
ବଲାଙ୍ଗୀର,୨୩।୧୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା କୁମିଆପାଲି ଗାଁ ନିକଟ ସୁକତେଲ ନଦୀ ଗର୍ଭରୁ ଏକ ନରକଙ୍କାଳ ଉଦ୍ଧାର ହୋଇଛ। ଏହି ନରକଙ୍କାଳ ଟି କାହାର ଜଣାପଡିନାହିଁ । ଆଜି ସ୍ଥାନୀୟ ଲୋକେ ନଦୀ ଖଣ୍ଡିରେ ଏହି କଙ୍କାଳ...
ଭାଉଜକୁ ଛୁରି ଭୁସି ଫେରାର ହୋଇଯାଇଥିଲେ ଦିଅର: ୪ ବର୍ଷ ପରେ…
ବଲାଙ୍ଗୀର,୨୨।୧୧(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ ସାହାଜପାଣି ଗ୍ରାମର ଅନିଲ ମେହେର(୨୯) ନାମକ ଜଣେ ହତ୍ୟା ଅଭିଯୁକ୍ତଙ୍କୁ ୫ ବର୍ଷ ପରେ ପୋଲିସ ବେଙ୍ଗାଲୁରୁରୁ ଗିରଫ କରିଛି। ଅନିଲଙ୍କୁ ପୋଲିସ ଶୁକ୍ରବାର ପାଟଣାଗଡ଼ କୋର୍ଟ...
Archives


