ଭିଜିଲାନ୍ସ ଜାଲରେ ଗୁଡ଼ଭେଲା ବିଇଓ ଅଫିସ ମୁଖ୍ୟ କିରାଣୀ
ବଲାଙ୍ଗୀର ଅଫିସ, ୨୦ା୮: ବଲାଙ୍ଗୀର ଜିଲା ଗୁଡଭେଲା ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ଡମନ୍ ପ୍ରସାଦ ମିଶ୍ର ଲାଞ୍ଚ ନେବା ଅଭିଯୋଗରେ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଜଣେ ଅବସରପ୍ରାପ୍ତ ଶିକ୍ଷକ ହାଡୁ ଭୋଇଙ୍କ ଏସିପି ଏରିଅର ବିଲ୍ କରାଇଦେବାକୁ…
ଛୁଆକୁ ଧରି ଭଂଗା ଘରେ ରହୁଛନ୍ ଫୁଲତୁଲି
ଲାଠୋର, ୨୦ା୮(ଡି.ଏନ୍.ଏ.): ଉଭଏ କେନ୍ଦ୍ର ଆର ରାଏଜ୍ ସରକାର ନିଅଁାସି ଗରିବ୍ ଦୁଖିକୁ ପକାଘର ଯୁଗେଇ ଦେଉଛନ୍। ହେଲେ ସର୍ଭେରେ ଭୁଲଭଟକା, ତଦାରଖ ଅଭାବୁ ଅନେକ ହକ୍ଦାର ଗରିବ୍ ହିତାଧିକାରୀ ସରକାରକଁର ଇ ମହତ୍ ଯୋଜନାରୁ ବାଦ୍ ପଡ଼ୁଛନ୍। ଏନ୍ତା ଗୁଟେ…
ରୂପେଲିର ଚିକିଛା ଲାଗି ଟଁକା ଅଭାବ୍: ଚିନ୍ତାରେ ଗରିବ୍ ମା’ବାପ୍
ଗୁଡ଼ଭେଲା, ୧୯ା୮(ଡି.ଏନ.ଏ.): ଲୁକ୍କୁ ମାହାଲିଆ ଚିକିଛା ସେବା ଯୁଗେଇ ଦେବାର ଲାଗି କେନ୍ଦ୍ର ଆର ରାଏଜ୍ ସରକାର ଭିନେ ଭିନେ ଯୋଜନା କାଯ୍କାରୀ କରୁଛନ୍। ହେଲେ ବଲାଙ୍ଗୀର ଜିଲା ଗୁଡ଼ଭେଲା ବ୍ଲକ ଅଧୀନ ଡୁଙ୍ଗିବାହାଲ ଗଁାର ୩ ବଛର ୯ ମାସର…
ଚିକିଛା ଅଭାବୁ ମୁରତୁ ସଂଗେ ଯୁଝୁଛନ୍ ଜୟ: କୁଲି ମଜୁରି କରି କୁଟୁମ ପୁଷୁଛେ ପୁଓ
ଲାଠୋର, ୧୯ା୮ (ଡି.ଏନ୍.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ପଁଚେତ୍ ଅଧୀନ ପିପଲବାହାଲ ଗଁାର ଜୟ ମେହେର(୫୦)। ଆଏଜ୍କେ ୪ ମାସ ତଲେ ସେ ଘର ଉପ୍ରୁ ପଡ଼ି ତାକର ମେରୁହାଡ଼ ଭାଂଗି ଯାଇଛେ। ପରିବାରଟା ନିହାତି ଗରିବ୍ ହେଇଥିଲାବେଲେ…
ବିଶ୍ୱ ଆଦିବାସୀ ଦିବସ ପାଳିତ: ଭାଷା,ସଂସ୍କୃତିର ସୁରକ୍ଷା ଉପରେ ଗୁରୁତ୍ୱ
ମୁରିବାହାଲ, ୧୮।୮ (ଡି.ଏନ.ଏ.):ବଲାଙ୍ଗୀର ଜିଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ମୁରିବାହାଲ ବ୍ଲକ ଆଦିବାସୀ ସଂଘ ପକ୍ଷରୁ ଜମିଦାରପଡାଠାରେ ରବିବାର ରାଜ୍ୟସ୍ତରୀୟ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ଏଥିରେ ଆଦିବାସୀଙ୍କର ଜମି, ଜଳ, ଜଙ୍ଗଲ, ଭାଷା ଓ ସଂସ୍କୃତିର…
ଶ୍ରୀକାନ୍ତ ନନ୍ଦ ହତ୍ୟା ମାମଲାର ପର୍ଦ୍ଦାଫାଶ: ହନୁମାନ ଟଙ୍କା ଲାଗି ହତ୍ୟାକାଣ୍ଡ, ୪ ଅଭିଯୁକ୍ତ ଗିରଫ
ବଲାଙ୍ଗୀର ଅଫିସ,୧୮।୮: ବଲାଙ୍ଗୀର ଜିଲା ପୁଇଁତଲା ଥାନା ଅନ୍ତର୍ଗତ ବରଗାଁର ଶ୍ରୀକାନ୍ତ ନନ୍ଦ ହତ୍ୟା ଘଟଣାର ପର୍ଦ୍ଧାଫାଶ କରିବାରେ ପୋଲିସ ସଫଳ ହୋଇଛି । ଏହି ହତ୍ୟା ମାମଲାରେ ପୁଇଁତଲା ଥାନା ପୋଲିସ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ…
ମଧ୍ୟାହ୍ନଭୋଜନରେ ଛାତ୍ରୀଛାତ୍ରଙ୍କୁ ଦିଆଯାଉଛି ମୁଢ଼ି, ମିକ୍ସଚର
ଲୋଇସିଂହା,୧୮।୮(ଡି.ଏନ୍.ଏ.) : ସରକାର ଛାତ୍ରୀଛାତ୍ରଙ୍କୁ ବିଦ୍ୟାଳୟାଭିମୁଖୀ କରିବା ପାଇଁ ମଧ୍ୟାହ୍ନଭୋଜନର ବ୍ୟବସ୍ଥା କରିଛନ୍ତି। କିନ୍ତୁ ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ସସାଁ ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟ ମଧ୍ୟାହ୍ନଭୋଜନରେ ଶୁକ୍ରବାର ଭାତ ବଦଳରେ ମୁଢ଼ି ମିକ୍ସଚର ଦିଆଯାଇଥିବା ଅଭିଯୋଗ ହୋଇଛି। ଉକ୍ତ…
ବନ୍ୟାରେ କ୍ଷତିଗ୍ରସ୍ତଙ୍କୁ ରିଲିଫ ବଣ୍ଟନ ହେଉ ନ ଥିବା ଅଭିଯୋଗ, ରାଜପଥ ଅବରୋଧ
ବଲାଙ୍ଗୀର ଅଫିସ,୧୮।୮: ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ବଲାଙ୍ଗୀର ସହର ରାଜେନ୍ଦ୍ରପଡ଼ା ରାସ୍ତା ମରାମତି ଦାବିରେ ଗ୍ରାମବାସୀ ରବିବାର ୨୬ ନଂ.ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଲୋକେ ଟାୟାର ଜାଳି ପ୍ୟାଲେସ୍ଲାଇନ ଛକ ରାସ୍ତା ଅବରୋଧ କରିଥିବା ବେଳେ ବନ୍ୟା ପ୍ରଭାବିତଙ୍କୁ ଠିକ୍…
ବଲାଙ୍ଗୀର ଏମ୍ପି ସଙ୍ଗୀତା ସିଂଦେଓଙ୍କୁ ବିରୋଧ
ବଲାଙ୍ଗୀର ଅଫିସ, ୧୭।୮: ବଲାଙ୍ଗୀର ଏମ୍ପି ସଙ୍ଗୀତା କୁମାରୀ ସିଂଦେଓଙ୍କୁ ବଲାଙ୍ଗୀରରେ ସମାଜକର୍ମୀ ଲଳିତ କୁମାର ନାୟକ ଓ ତାଙ୍କ ସମର୍ଥକମାନେ ଶନିବାର ବିରୋଧ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବନ୍ୟା ସମୀକ୍ଷା ବୈଠକରେ ଯୋଗଦେବା ପାଇଁ ବଲାଙ୍ଗୀର ଏନଏଚ୍ଏମ ସମ୍ମିଳନୀ…
ସବ୍ରେଜିଷ୍ଟ୍ରି ଅଫିସରେ ତାଲା ପକାଇଲା ଓକିଲ ସଂଘ
ଲୋଇସିଂହା,୧୭।୮(ଡି.ଏନ୍.ଏ): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ତହସିଲର ସବରେଜିଷ୍ଟ୍ରି ଅଫିସର କିରାଣି ମେନାରାମ ବିଶିଙ୍କୁ ଲୋଇସିଂହା ତହସିଲକୁ ବଦଳି କରାଯାଇଥିଲା । ଶୁକ୍ରବାର ସେ ଲୋଇସିଂହା ତହସିଲରେ ଯୋଗଦାନ କରିବାକୁ ଥିବା ବେଳେ ଲୋଇସିଂହା ବାର୍ ଓକିଲ ସଂଘ ପକ୍ଷରୁ ତାଙ୍କୁ ବିରୋଧ…
ସନ୍ଦିଗ୍ଧ ମହିଳାଙ୍କଠାରୁ ୨ ମୋବାଇଲ ଜବତ
ଲୋଇସିଂହା,୧୭।୮(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ସାଲେଭଟାରେ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ଜଣେ ମହିଳାଙ୍କ ଠାରୁ ବରଗଡ଼ଜିଲା ବରପାଲି ପୋଲିସ ୨ଟି ଚୋରି ମୋବାଇଲ ଜବତ କରିଛି । ସଂପୃକ୍ତ ମହିଳାଙ୍କୁ ସାଲେଭଟା ପୋଲିସ ସହାୟତାରେ ବରପାଲି ପୋଲିସ ଗରିଫ…
ବଲାଙ୍ଗୀର ଜିଲାର ବନ୍ୟାଞ୍ଚଳ ପରିଦର୍ଶନ କଲେ ଧର୍ମେନ୍ଦ୍ର ପ୍ରଧାନ, ସ୍ବତନ୍ତ୍ର ସହାୟତା ପାଇଁ ପ୍ରତିଶ୍ରୁତି
ବଲାଙ୍ଗୀର ଅଫିସ, ୧୬।୮: ବଲାଙ୍ଗୀର ଜିଲାର ବନ୍ୟାଞ୍ଚଳ ପରିଦର୍ଶନକରି ଶନିବାର ସମୀକ୍ଷା ବୈଠକରେ ଯୋଗଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ଜିଲାର ବନ୍ୟା ପରିସ୍ଥିତି ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ସ୍ବତନ୍ତ୍ର ପ୍ୟାକେଜ୍ ଘୋଷଣା କରିବାକୁ ଜନପ୍ରତିନିଧି ଦାବି…
Archives


