ସମାଜ ଲାଗି ଉଦାହରନ୍ ପାଲଟିଛନ୍ ଅଜିତ
ଭବାନୀପାଟଣା,୧୫।୧୦(ଡି.ଏନ୍.ଏ.)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଶିବ ମନ୍ଦିର ପଡ଼ାର ଅଜିତ କଟ୍ଟା। ସେ ନିହାତି ଗରିବ୍, ପେସାରେ ଝନେ ସାଇକେଲ ମେକାନିକ୍। ହେଲେ ହୁରୁଦ୍ ତାକର ବିଶାଲ୍। ସେ ଅନେକ ଗରିବ୍ଦୁଖିକୁ ସାହାଯ୍ କରି ନିଜେ ମାନ୍ସିକ ଶିଅଁାତି ପାଏବାର…
ଅଜନା ରୋଗ୍ରେ ଖଟେ ପଡ଼ିଛନ୍ ପଙ୍କଜ
ଲୋଇସିଂହା, ୧୫।୧୦(ଡି.ଏନ୍.ଏ.)- ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ଝରଣୀପାଲି ଗଁାର ପଙ୍କଜ ମାଝି(୩୦)। ଭେଁଡ଼ା ବଏସେ ସେ କେହେନ୍ସି ଗୁଟେ ଅଜନା ରୋଗ୍ ପରଭାରେ ଖଟେ ପଡ଼ିରହିଛନ୍। ହେଲେ ଅଭାବ ଅନାଟନ ଲାଗି ଉଚ ଚିକିଛା କରେଇ ନାଇଁ ପାରବାର। ଇଆଡ଼େ…
ଉଚ ଚିକିଛା ଲାଗି ଟଁକା ଅଭାବ
ଜହ୍ନାପଙ୍କ, ୧୩।୧୦ (ଡି.ଏନ୍.ଏ.)- ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଁଚେତ୍ର ନାରାୟଣନଗରର ଗୋବର୍ଦ୍ଧନ ତରିଆ(୪୪)। ସେ ପକ୍ଷାଘାତ ରୋଗ୍ରେ ପୀଡ଼ିତ ଅଛନ୍। ଏନ୍ତାଥି ସେ ଗୁଟେ ବାଡ଼ି ସାହାଯ୍ରେ ଯିବାର ଆଏବାର କରୁଛନ୍। ହେଲେ ଟଁକା ପଏସା ଅଭାବୁ ଉଚ ଚିକିଛା କରେଇ…
ଗଞ୍ଜେଇ ବୋଝେଇ ହାଇଓ୍ବା ଜବତ: ଡ୍ରାଇଭର ଅଟକ
ବଲାଙ୍ଗୀର ଅଫିସ,୧୨।୧୦: ବଲାଙ୍ଗୀରର ସହର ଉପକଣ୍ଠରେ ଏକ ଗଞ୍ଜେଇ ବୋଝେଇ ହାଇଓ୍ବାକୁ ଶୁକ୍ରବାର ବିଳମ୍ବିତ ରାତିରେ ଜବତ କରିଛି ଟାଉନ ଥାନା ପୋଲିସ। ଏଥିସହ ଡ୍ରାଇଭରକୁ ମଧ୍ୟ ଅଟକ ରଖାଯାଇଛି। ସୂଚନାଯୋଗ୍ୟ, ଏହି ଗାଡ଼ିଟି ଦେଓଗାଁରୁ ବଲାଙ୍ଗୀର ସହର ଆଡ଼କୁ ଆସୁଥିଲା।…
ଜରାସିଂହା ପାଟଖଣ୍ଡା ଯାତ୍ରା ସମ୍ପନ୍ନ
ଦେଓଗାଁ,୧୨।୧୦(ଡି.ଏନ.ଏ.): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଜରାସିଂହାରେ ବିଜୟା ଦଶମୀରୁ ୫ଦିନ ଧରି ଚାଲିଥିବା ମା’ ପାଟଖଣ୍ଡା ଯାତ୍ରା ଶୁକ୍ରବାର ସମ୍ପନ୍ନ ହୋଇଯାଇଛି। ଅପରାହ୍ନରେ ପାଟଖଣ୍ଡାଙ୍କ କାଳିସୀ ବରୁଆଙ୍କ ଦେହରେ ଲାଗି ସ୍ବତନ୍ତ୍ର ବାଦ୍ୟର ତାଳେ ତାଳେ ନୃତ୍ୟ କରି ମାନସିକଧାରୀଙ୍କୁ…
ଗୋଲାପୀ, ରଇବାରୀକଁର ଦୁଖ୍ ଶୁନ୍ଲା ପରଶାସନ
ଲୋଇସିଂହା,୧୨।୧୦(ଡି.ଏନ୍.ଏ.)- ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ପତ୍ରାପାଲି ଗଁାର ବିଧବା ମହିଲା ଗୋଲାପୀ ପଧାନ ଆର ନିସାହା ରଇବାରୀ ପଧାନକଁର ଦୁଖ୍ ଜିଲା ପରଶାସନ ଶୁନିଛେ। ଚଲତି ମାସ ୧୫ ତାରିଖ୍ ଉଭଏ ଭତା ପାଏବାର ସଂଗେ ଝନ୍କୁ ଘର…
ପୋଲ ଉପରୁ ତେଲ୍ ନଦୀକୁ ଖସିିଲା କୋଇଲା ବୋଝେଇ ଟ୍ରକ୍
ବଲାଙ୍ଗୀର ଅଫିସ, ୭।୧୦: ବଲାଙ୍ଗୀର ଜିଲା ତୁଷୁରା ନିକଟରେ ରବିବାର ରାତିରେ ତେଲ୍ନଦୀ ପୋଲ ଉପରୁ ନଦୀ ଭିତରକୁ ଏକ ଟ୍ରକ୍ ତଳକୁ ଖସି ପଡିଛି। ଗୁଡ୍ଭେଲା ଆଡୁ ତୁଷୁରା ପଟକୁ ଆସୁଥିବା ଏକ କୋଇଲା ବୋଝେଇ ୧୦ ଚକିଆ ଟ୍ରକ…
ବସ୍ ଧକ୍କାରେ ଅଟୋ ଚୂର୍ମାର: ୨ମୃତ
ବଲାଙ୍ଗୀର ଅଫିସ,୭।୧୦ :ବଲାଙ୍ଗୀର ସଦର ବ୍ଲକ ଦାଉପାଲି ଛକରେ ରବିବାର ଅପରାହ୍ନରେ ବସ୍ ଧକ୍କାରେ ଏକ ଅଟୋ ଚୁରମାର ହୋଇଯାଇଛି। ଅଟୋରେ ଥିବା ଡଙ୍ଗାଘାଟର ରଞ୍ଜିତ ସାହୁ (୩୬) ଓ ତୁଷୁରାବାହାଲର ତୁଳାରାମ ସାହୁ(୨୬)ଙ୍କ ମୃତ୍ୟୁ ଘଟିଛି। ଉଭୟେ ଏକ ଅଟୋ…
ଏସ୍ଓଜିର କୋମ୍ବିଂ ଅପରେଶନ୍: ଗନ୍ଧମାର୍ଦ୍ଧନ ପାହାଡ଼ରେ ମାଓବାଦୀ କ୍ୟାମ୍ପ ଠାବ
ଖପ୍ରାଖୋଲ, ୫।୧୦(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଗନ୍ଧମାର୍ଦ୍ଧନ ପାହାଡ଼ରେ ଶନିବାର ସକାଳେ ଏସ୍ଓଜିର କୋମ୍ବିଂ ଅପରେଶନ୍ ବେଳେ ମାଓବାଦୀ କ୍ୟାମ୍ପ ଠାବ ହୋଇଛି। ପୋଲିସ ପକ୍ଷରୁ ବ୍ୟାପକ ମାଓବାଦୀ ସାମଗ୍ରୀ ଜବତ ହୋଇଥିବା ବେଳେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଛନ୍ତି। ଘଟଣାସ୍ଥଳରେ…
ଗନ୍ଧମାର୍ଦ୍ଦନ ପାହାଡରୁ ମାଓବାଦୀ କ୍ୟାମ୍ପ ଠାବ: ବିପୁଳ ମାଓବାଦୀ ସାମଗ୍ରୀ ଜବତ
ଖପ୍ରାଖୋଲ,୫।୧୦: ବଲାଙ୍ଗିର ଜିଲା ଖପ୍ରାଖୋଲ ବ୍ଲକ ଗନ୍ଧମାର୍ଦ୍ଦନ ପାହାଡ଼ରେ ଏସ୍ଓଜି ପକ୍ଷରୁ ଶନିବାର ସକାଳେ କୋମ୍ବିଂ ଅପରେଶନ କରାଯାଇଥିଲା। ଏହି ସର୍ଚ୍ଚ ଅପରେଶନ ସମୟରେ ଏସ୍ଓଜି ପୋଲିସ ମାଓବାଦୀ କ୍ୟାମ୍ପକୁ ଠାବ କରିବା ସହ ସେଠାରୁ ବିପୁଳ ପରିମାଣରେ ମାଓବାଦୀ ସାମଗ୍ରୀ…
ମୋବାଇଲ ଚୋରି ର଼୍ୟାକେଟ୍: ୪ ଗିରଫ
ମୁରିବାହାଲ, ୩।୧୦ (ଡି.ଏନ.ଏ.): ବଲାଙ୍ଗୀର ଜିଲା ମୁରିବାହାଲ ଥାନା ପୋଲିସ ମୋବାଇଲ ଲୁଟ ର଼୍ୟାକେଟର ୪ଜଣଙ୍କୁ ଗିରଫ କରିଛି। ସେମାନଙ୍କ ପାଖରୁ ୩ଟି ମୋବାଇଲ ଓ ଗୋଟିଏ ବାଇକ ଜବତ କରାଯାଇଛି। ଲୁଟ୍ ସମ୍ପର୍କରେ ପଚରାଉଚରା ପରେ ଗୁରୁବାର ଅପରାହ୍ନରେ ୪…
କମେଣ୍ଟ ମାରୁଥିବା ଯୁବକଙ୍କୁ କାବୁ କରି ପୋଲିସ ଜିମାଦେବା ଘଟଣା: ଶର୍ମିଷ୍ଠାଙ୍କୁ ସମ୍ମାନିତ କଲେ ଏସ୍ପି
ବଲାଙ୍ଗୀର ଅଫିସ, ୨ା୧୦-ହାଇସ୍କୁଲରେ ପଢୁଥିବା ଦୁଇ ସାନ ଭଉଣୀ ଓ ତାଙ୍କ ସହାପାଠିନୀଙ୍କୁ ବାରମ୍ବାର କମେଣ୍ଟ ମାରି ହଇରାଣ କରୁଥିବା ଜଣେ ଉଦ୍ଧତ ଯୁବକଙ୍କୁ ବିଚ୍ ରାସ୍ତାରେ କାବୁ କରି ଟାଉନ୍ ଥାନାରେ ଜିମା ଦେଇଥିଲେ ସାହସୀ ଯୁକ୍ତତିନି କଲେଜ ଛାତ୍ରୀ…
Archives


