ବଲାଙ୍ଗୀର

ଲୋଇସିଂହା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆଇସୋଲେଶନ ସେଣ୍ଟର ପାଇଖାନା ନିର୍ମାଣରେ ଅନିୟମିତତା: ଅଭିଯୋଗ ଆଣିଲେ ଅଞ୍ଚଳବାସୀ

ଲୋଇସିଂହା ,୨୦।୪(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆଇସୋଲେଶନ ସେଣ୍ଟର ପାଇଖାନା ନିର୍ମାଣରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏକ ପୁରୁଣା ଟାଙ୍କିକୁ ମରାମତି କରି ଅର୍ଥ ଆତ୍ମସାତ ପାଇଁ ଉଦ୍ୟମ ଚାଲିଥିବା ସ୍ଥାନୀୟ ଅଞ୍ଚଳବାସୀ ଆଭିଯୋଗ କରିଛନ୍ତି। ସୂଚନାନୁଯାୟୀ,…

ଅବକାରୀ ବିଭାଗର ଚଢ଼ାଉ: ୪୦ ଲିଟର ଦେଶୀ ରନ୍ଧା ମଦ ଜବତ, ଜଣେ ଗିରଫ

ଗୁଡଭେଲା,୨୦ା୪(ଡି.ଏନ୍‌.ଏ.) : ବଲାଙ୍ଗୀର ଜିଲା ତୁଷୁରା ଅବକାରୀ ବିଭାଗ ପକ୍ଷରୁ ସୋମବାର ୪୦ ଲିଟର ରନ୍ଧା ଦେଶୀ ମଦ ସହ ଏକ ବାଇକ୍‌ ଓଡି-୦୩ ଏନ୍‌ ୩୫୦୩ ଜବତ କରାଯାଇ ଥିବାବେଳେ ଦେଓଗାଁ ବ୍ଲକ ଅନ୍ତର୍ଗତ ମୁରସିଂଙ୍ଗ ଗ୍ରାମର ଯୋଗେଶ୍ୱର ବାଗ୍‌ଙ୍କୁ…

ହାତବାନ୍ଧି ବସିଛନ୍ତି ଶତାଧିକ ବୁଣାକାର ପରିବାର

ବଲାଙ୍ଗୀର ଅଫିସ, ୨୦ା୪: ଲକ୍‌ଡାଉନ୍‌ ଯୋଗୁ ବଲାଙ୍ଗୀର ଜିଲା ବୁଣାକାରମାନେ ସେମାନଙ୍କ ଜୀବନଜୀବିକା ନେଇ ଚିନ୍ତାରେ ପଡିଛନ୍ତି। ଲୋଇସିଂହା ବ୍ଲକ ଅନ୍ତର୍ଗତ ତାଲଜୁରୀ ଗ୍ରାମର ଶତାଧିକ ବୁଣାକାର ପରିବାର ହାତବାନ୍ଧି ବସିଛନ୍ତି । ଏଣେ ପରିବାର ଚଳାଇବା ଚିନ୍ତା ବଢ଼ିଛି। ଖାଦ୍ୟାଭାବ…

କରୋନା ଆତଙ୍କ ବେଳେ ସ୍ବାମୀଙ୍କ ମୃତ୍ୟୁ ଆଣିଛି ଦୁଃଖ

ଲାଠୋର, ୨୦ା୪ (ଡି.ଏନ.ଏ.)  ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ମାଲପଡା ପଞ୍ଚାୟତ ଅଧୀନ ଜଲପାଙ୍କେଲ ଗ୍ରାମର ସୁଜାତା ମେହେର(୨୭)। ସ୍ବାମୀ ଦୁର୍ଯ୍ୟୋଧନ ମେହେର(୩୦), ଝିଅ ଗୀତା(୮) ଓ ପୁଅ ତପ(୫)କୁ ନେଇ ତାଙ୍କର ତେଲଲୁଣର ସଂସାର। କରୋନା ଆତଙ୍କ ସହ ଲକ୍‌ଡାଉନ…

କରୋନା ମାଡ଼ ପରେ ଚାଷୀଙ୍କୁ କରାମାଡ଼ ଚିନ୍ତା

ଦେଓଗାଁ,୧୯ା୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକରେ କରୋନା ଯୋଗୁଁ ହୋଇଥିବା ଲକଡାଉନ ଯୋଗୁ ପ୍ରଭାବିତ ହୋଇଥିବା ଚାଷୀଙ୍କୁ ଏବେ ଅଦିନିଆ ବର୍ଷା ଓ କରାମାଡ଼ ଚିନ୍ତା ଘାରିଛି। ଶନିବାର ସନ୍ଧ୍ୟାରେ ଦେଓଗାଁ ବ୍ଲକର ବିଭିନ୍ନ ଅଞ୍ଚଳରେ ଘଡଘଡି ସହ ଝଡବର୍ଷା ହୋଇଥିଲା…

ବିଜେଡିର ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ୫୦ ୟୁନିଟ ରକ୍ତ ସଂଗ୍ରହ

ପାଟଣାଗଡ, ୧୯ା୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ପାଟଣାଗଡ ବିଜୁ ଜନତା ଦଳ କାର୍ଯ୍ୟାଳୟ ରାମସାଗର ଠାରେ ବିଜୁ ଜନତା ଦଳ ତରଫରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ବିଧାୟକ ସରୋଜ ମେହେରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ୫୦…

ଜଙ୍ଗଲ ଭିତର ଜୁଆଆଡ୍ଡାରେ ଚଢ଼ାଉ, ୫ ଗିରଫ

ବଲାଙ୍ଗୀର ଅଫିସ,୧୯ା୪: କରୋନା ଲକ୍‌ଡାଉନ୍‌ ସମୟରେ ଜଙ୍ଗଲ ଭିତରେ ଚାଲିଥିବା ଜୁଆଖେଳ ଉପରେ ଟାଉନ୍‌ ଥାନା ପୋଲିସ ଚଢ଼ାଉ କରି ୫ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୩୩ ହଜାର ୧ ଶହ ଟଙ୍କା, ୧୩ଟି ବାଇକ୍‌, ୫ଟି ମୋବାଇଲ ଫୋନ୍‌ ଓ…

ମାସ୍କ ବ୍ୟବହାର ସହ ସାମାଜିକ ଦୂରତା ଅବଲମ୍ବନ କରିବାକୁ ଆହ୍ବାନ

ଗୁଡଭେଲା,୧୯।୪ଡି.ଏନ.ଏ.): ସମଗ୍ର ଦେଶରେ ବର୍ତ୍ତମାନ କରୋନା ବିରୋଧରେ ଲଢେଇ ଚାଲିଛି। ଏହି ସମୟରେ ଡାକ୍ତର, ନର୍ସ, ପୋଲିସ, ପରାମେଡିକାଲ, ସଫେଇ କର୍ମଚାରୀ, ପ୍ରଶାସନିକ ଅଧିକାରୀ ଓ ବିଭିନ୍ନ ବିଭାଗର କର୍ମଚାରୀ ଗୋଟିଏ ଗୋଟିଏ ଯୋଦ୍ଧା। ଲୋକଙ୍କୁ ନିରାପଦ ରଖିବା ପାଇଁ ଏମାନେ…

ବିନା ମାସ୍କରେ ଡାକ୍ତରଖାନାରେ ରୋଗୀ, ସମ୍ପର୍କୀୟ

ଲୋଇସିଂହା,୧୯ା୪(ଡି.ଏନ୍‌.ଏ.): ମାସ୍କ ପିନ୍ଧିବାକୁ ସରକାର ବାଧ୍ୟତାମୂଳକ କରିଛନ୍ତି। ହେଲେ ବଲାଙ୍ଗୀର ଜିଲା ଲୋଇସିଂହା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅନ୍ତର୍ବିଭାଗରେ ଭର୍ତ୍ତି ହୋଇଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟ ବିନା ମାସ୍କରେ ରହୁଥିବା ରବିବାର ସକାଳେ ଦେଖିବାକୁ ମିଳିଛି। ଲୋଇସିଂହା ଥାନା ଅନ୍ତର୍ଗତ ବାଞ୍ଜିପାଲି…

ବ୍ୟାଙ୍କ ଭିତରେ ସାମାଜିକ ଦୂରତା ପାଳନ, ବାହାରେ ଉଲ୍ଲଂଘନ

ବଲାଙ୍ଗୀର ଅଫିସ, ୧୯ା୪- କରୋନା ଲକ୍‌ଡାଉନ୍‌ ସମୟରେ ବ୍ୟାଙ୍କ କାର୍ଯ୍ୟକୁ ନେଇ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ା ସାମାଜିକ ଦୂରତ୍ୱ ନିୟମକୁ କଡାକଡି ପାଳନ କରାଯାଉଥିବାରୁ ଅଧିକ ଉପଭୋକ୍ତଙ୍କୁ ବ୍ୟାଙ୍କ ଭିତରକୁ ପ୍ରବେଶ କରାଇ ଦିଆଯାଉନାହିଁ ା ଫଳରେ ଲୋକେ…

ରକ୍ତ ଅଭାବ ଦୂର କରିବାକୁ ରକ୍ତଦାନ କାର୍ଯ୍ୟକ୍ରମ

ବଲାଙ୍ଗୀର ଅଫିସ,୧୮ା୪- ବଲାଙ୍ଗୀର ନଗର କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଛି ରକ୍ତଦାନ କାର୍ଯ୍ୟକ୍ରମ। ନଗର କଂଗ୍ରେସ ସଭାପତି ବୁଲୁ ଦାନିଙ୍କ ନେତୃତ୍ୱ ତଥା ଜିଲା କଂଗ୍ରେସ କଂଗ୍ରେସ ଉପସଭାପତି ମନୀଷ ମିଶ୍ରଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ହସ୍ପିିଟାଲ ପରିସର…

ପ୍ରକଳ୍ପ ଅଧାପନ୍ତରିଆ, ଟ୍ୟାଙ୍କର ପାଣି ଯୋଗାଇ ଦେବାକୁ ଦାବି

ଲାଠୋର, ୧୮ା୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ କରୁଆଁଝର ପଞ୍ଚାୟତ ଅନ୍ତର୍ଗତ ସାନଗୁର୍ଜିଭଟା ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ ହୋଇଛି। ଫଳରେ ୨ୱାର୍ଡ ବିଶିଷ୍ଟ ଏହି ଗ୍ରାମର ୧୨ଶହରୁ ଊର୍ଦ୍ଧ୍ୱ ଲୋକେ ପାଣି ପାଇଁ ନାହିଁ ନ ଥିବା ସମସ୍ୟାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri