ବରଗଡ଼ରେ ଭାରତ ବନ୍ଦର ପ୍ରଭାବ: ଦୋକାନ ବଜାର ବନ୍ଦ, ଯାତାୟାତ ଠପ୍
ବରଗଡ଼ ଅଫିସ, ୨୩।୨- ସୁପ୍ରିମକୋର୍ଟଙ୍କ ସଂରକ୍ଷଣ ରାୟକୁ କେନ୍ଦ୍ର କରି ରବିବାର ଭୀମ ଆର୍ମି ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ବରଗଡ଼ରେ ଅନୁଭୂତ ହୋଇଛି। ସ୍ଥାନୀୟ ପରିବା ବଜାର ବ୍ୟତୀତ ଅନ୍ୟ ଦୋକାନ ବଜାର ବନ୍ଦ...
ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ୨ବର୍ଷ:‘ଜୀବନରେ ଲୁହ ଛଡ଼ା କିଛି ନାହିଁ’
ବଲାଙ୍ଗୀର ଅଫିସ/ପାଟଣାଗଡ଼ (ଡି.ଏନ.ଏ.), ୨୩ା୨: ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ରବିବାର ୨ ବର୍ଷ ପୂରିବ। ଏହି ୨ ବର୍ଷ ଭିତରେ ନ୍ୟାୟ ତ ମିଳି ପାରିନାହିଁ କେବଳ ଲୁହ, କୋହ ଓ ଲାଞ୍ଛନା ମିଳିଛି ବୋଲି...
ବନ୍ ବିଭାଗ, ରାଜସ୍ବ ବିଭାଗ୍ ଚୁପ୍: ବେଆଇନ ଇଟାଭାଟି ଲାଗି ସଫା ହେଉଛେ ଜଂଗଲ
ସଇଁତଲା,୨୩।୨ (ଡି.ଏନ୍.ଏ.)- ବଲାଙ୍ଗୀର ଜିଲା ସଇଁତଲା ବ୍ଲକ ଅଂଚଲରେ ବେଆଇନ ଇଟା ଭାଟି କାମ୍ ଚାଲୁଛେ। ଇଥିରଲାଗି ଲୋକ୍ ବେଧଡ଼କ ଜଂଗଲରୁ ଗଛ୍ କାଟି ଆନୁଛନ୍। ଏନ୍ତାଥି ପରିବେଶ ଖରାପ ହେବାର ସଂଗେ ରାଏଜ୍ ସରକାର ଲାଖ୍ ଲାଖ୍...
ପିଇଲା ପାଏନ୍ ଲାଗି ଦହଗଁଜ୍ ଲାଠୋରବାସୀ
ଲାଠୋର, ୨୩ା୨ (ଡି.ଏନ୍.ଏ.)- ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ପ୍ରାଣୀ ଚିକିତ୍ସା କେନ୍ଦ୍ର ପାସେ ଥିବାର ଜଲଯୋଗାଣ ପ୍ରକଳ୍ପ ଉପରେ ଲାଠୋର ଗଁ।ର ୬ଟା ଓ୍ବାର୍ଡର ପାଖାପାଖି ୪ ହଜାର ଲୋକ୍ ନିରଭର କରୁଛନ୍। ହେଲେ ଅନେକ ଦିନ୍...
ପରୀକ୍ଷା କେନ୍ଦ୍ରରେ କପି: ଖବର ସଂଗ୍ରହ ବେଳେ ଖବରଦାତାଙ୍କୁ ଆକ୍ରମଣ
ପାଟଣାଗଡ଼,୨୨।୨(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ମନାଇପାଦ ହାଇସ୍କୁଲରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ପରୀକ୍ଷା କେନ୍ଦ୍ରରେ କପି ଚାଲିଥିବା ବେଳେ ଲଳିତ ମଲ୍ଲିକ ନାମକ ଜଣେ ଗଣମାଧ୍ୟମ ପ୍ରତିନିଧି ଖବର ସଂଗ୍ରହ କରିବାକୁ ଯାଇଥିଲେ। ହେଲେ...
ହାଟପଦାପଡ଼ା ସ୍କୁଲରେ ପଢ଼ାକୁଠି ଅଭାବ: ଗୋଷ୍ଠୀ କେନ୍ଦ୍ରରେ ଚାଲିଛେ ଛାତ୍ରୀଛାତ୍ରକଁର ପାଠ୍ପଢ଼ା
ଲାଠୋର, ୨୨।୨ (ଡି.ଏନ୍.ଏ.)- ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଧୀନ ଲାଠୋର ଗୋଷ୍ଠୀ କେନ୍ଦ୍ରରେ ଅନେକ ମାସ ହେଲା ଥାନୀଅ ହାଟପଦାପଡ଼ା ପ୍ରାଥମିକ ସ୍କୁଲର ଛାତ୍ରୀଛାତ୍ରକଁର ପାଠ୍ପଢ଼ା ଚାଲିଛେ। ଏନ୍ତାଥି ଗୋଷ୍ଠୀ କେନ୍ଦ୍ରରେ ହେବାକେ ଥିବାର ଉନିଅଁା କାଯ୍ରେ ଅସ୍ବିଧା...
ଗୋଷ୍ଠୀ କେନ୍ଦ୍ରକେ ରାସ୍ତା ତିଆରି ଦାବି
ଲାଠୋର, ୨୨।୨ (ଡି.ଏନ୍.ଏ.)- ବଲାଙ୍ଗାରୀ ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ଗଁ। ରେ ୨୦୧୩-୧୪ ସାଲେ ଲକ୍ଷାଧିକ୍ ଟଁକା ଖରଚ୍ରେ ଗୁଟେ ଗୋଷ୍ଠୀ କେନ୍ଦ୍ର ତିଆର ହେଇଛେ। ହେଲେ କେନ୍ଦ୍ରକେ ଯିବାର ଲାଗି ଆଏଜ୍ତକ ରାସ୍ତା ଖଁଡ଼େ ନଁ। ଇଁନ।...
ସରକାରୀ ଯୋଜନାରୁ ବଁଚିତ୍: ୧୦ କେ.ଜି. ଚାଉଲ ଭରସାରେ ବୁରୁଧ୍ ଦମ୍ପତି
ଲାଠୋର, ୨୧।୨ (ଡି.ଏନ୍.ଏ.)- ସରକାର ଗରିବ୍ ଦୁଖି, ଖଟିଆ ପରିବାରମାନକୁ ଭିନେ ଭିନେ ଯୋଜନାରେ ପକାଘର, ଭତା, ଚାଉଲ ଆଦି ଯୁଗେଇ ଦେଉଛନ୍। ହେଲେ ଅନେକ ହକ୍ଦାର ହିତାଧିକାରୀ ଭିନେ ଭିନେ କାରନ୍ରୁ ଇ ଯୋଜନାରୁ ବଁଚିତ୍ ହେଇ ବଡ଼ା...
ଚାକ୍ରି ଆଶ୍ରେ ଜମିଦେଇ ପରିବାର ସରବ୍ସୁଆଁତ
ଲାଠୋର, ୨୧।୨ (ଡି.ଏନ୍.ଏ.)- ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଧୀନ କରୁଆଁଝର ପଁଚେତ୍ ସଦର ଗାଁରେ ରହୁଛନ୍ ସ୍ବର୍ଗତ ଶ୍ରୀଧର ବାଗକଁର ପରିବାର। ପରିବାରଟା ଚାକ୍ରି ଆଶ୍ରେ ନିଜର ଦୁଇ ଏକର ଜମି ପଁଚେତ୍କେ ଦାନ କରି ସରବ୍ସୁଆଁତ୍ ହେଇଯାଇଥିବାର...
ଆଶ୍ରମ ସ୍କୁଲରେ ଶିକ୍ଷକ ଅଭାବ: ସ୍କୁଲ ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରୀଛାତ୍ର, ଅଭିଭାବକ
ଲୋଇସିଂହା,୨୦।୩(ଡ.ଏନ୍.ଏ.)-ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଦୁମଦୁମିସ୍ଥିତ ଆଶ୍ରମ ସ୍କୁଲରେ ଶିକ୍ଷକ ଅଭାବ ସହ ହଷ୍ଟେଲରେ ବିଭିନ୍ନ ସମସ୍ୟା ଲାଗି ରହିଛି। ଶିକ୍ଷକ ଅଭାବରୁ ପାଠପଢା ବ୍ୟାଘାତ ହେଉଥିବା ଅଭିଯୋଗରେ ଛାତ୍ରୀଛାତ୍ର ଓ ଅଭିଭାବକ ପକ୍ଷରୁ ଗୁରୁବାର ତାଲା ବନ୍ଦ ଆନ୍ଦୋଳନ...
କଡ଼ାକଡ଼ି ସୁରକ୍ଷା ମଧ୍ୟରେ ବଲାଙ୍ଗୀର ୧୫୪ଟି କେନ୍ଦ୍ରରେ ପରୀକ୍ଷା ଦେଲେ ଛାତ୍ରୀଛାତ୍ର
ବଲାଙ୍ଗୀର ଅଫିସ,୧୯।୨: ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ବୁଧବାରଠାରୁ ଆରମ୍ଭ ହୋଇଛି। ବଲାଙ୍ଗୀର ଜିଲାର ୧୫୪ଟି ପରୀକ୍ଷା କେନ୍ଦ୍ରରେ ଛ୍ରାତ୍ରୀଛାତ୍ର ପରୀକ୍ଷା ଦେଇଛନ୍ତି। ସକାଳ ୯ଟାରେ ଛାତ୍ରୀଛାତ୍ରମାନେ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିଥିଲେ। ପ୍ରଥମ ଦିନ ମାତୃଭାଷା ପରୀକ୍ଷା ହୋଇଛି।...
ଗୁଲ୍ଗୁଲା ହେଇ ଜୀବନ୍ ବିତଉଛନ୍ ଆଈନାତି: ୫ଶହ ଭାତା, ୧୦ କେ.ଜି. ଚାଉଲ ସାହାଭରସା
ଲାଠୋର, ୧୯।୨ (ଡି.ଏନ୍.ଏ.)- ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ କରୁଅଁାଝର ପଁଚେତ୍ ଅଧୀନ ଚାଉଲଡ଼ିଆ ଗଁାର ବୁରୁଧ୍ ବିଧବା ପ୍ରେମ କୁମ୍ଭାର(୭୦) ଆର ନାତି ମହେଶ କୁମ୍ଭାର(୬)। ଜାଗାବାଡ଼ି, ଘରଦୁଆର ଅଭାବୁ ଦୁଇ ଆଈନାତି ବଡ଼ା ଗୁଲ୍ଗୁଲା ହେଇ ଜୀବନ୍...
Archives


