ବଲାଙ୍ଗୀର ପହଞ୍ଚିଲା ଶ୍ରମିକ ସ୍ପେଶାଲ ଟ୍ରେନ୍, ଓହ୍ଲାଇଲେ ୨୨୫ ପ୍ରବାସୀ
ବଲାଙ୍ଗୀର ଅଫିସ, ୧୬ା୫- ବଲାଙ୍ଗୀର ରେଳଷ୍ଟେଶନରେ ଶନିବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ତାମିଲନାଡୁର କୋଏମ୍ବାଟୁରଠାରୁ ବାଲେଶ୍ୱର ଯାଉଥିବା ଶ୍ରମିକ ସ୍ପେଶାଲ ଟ୍ରେନ୍ ପହଞ୍ଚିଥିଲା। ଏହି ଷ୍ଟେଶନ୍ରେ ୨୨୫ ଜଣ ପ୍ରବାସୀ ଓହ୍ଳାଇଥିଲେ। ଏଥିରେ ବଲାଙ୍ଗୀର ଜିଲାର ୩୦ଜଣ, ବରଗଡର ୩୧, ବୌଦ୍ଧ…
ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରରେ ନିଆଁ
ବଲାଙ୍ଗୀର ଅଫିସ, ୧୬ା୫-ବଲାଙ୍ଗୀର ଜିଲା ସଇଁତଲା ବ୍ଲକ ଡ଼େଙ୍ଗ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ନିର୍ମିତ ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରରେ ନିଆଁ ଲାଗି ବ୍ୟାପକ କ୍ଷତି ହୋଇଛି। ଶନିବାର ଅପରାହ୍ନ ପ୍ରାୟ ୪ଟାରେ କେନ୍ଦ୍ରରେ ହଠାତ୍ ନିଆଁ ଲାଗ ପାଣି ଉଠାଇବା ମୋଟର,…
ଲୋଇସିଂହା ଛକରେ ଓହ୍ଲାଇ ଗାଇସିଲଟର ୨୧ ପ୍ରବାସୀ ହଟହଟା
ଲୋଇସିଂହା,୧୫।୫(ଡି.ଏନ୍.ଏ.)- ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଛକରେ ବରଗଡ଼ ଜିଲା ଗାଇସିଲଟ ବ୍ଲକର ୨୧ ଜଣ ପ୍ରବାସୀଙ୍କୁ ଗୋଟିଏ ବସ ଶୁକ୍ରବାର ସାରେ ଛାଡ଼ି ବରଗଡ଼ ଅଭିମୁଖେ ଚାଲିଯାଇଥିଲା। ଗାଇସିଲଟ ବ୍ଲକ ପ୍ରଶାସନ ଏମାନଙ୍କୁ ନେବା ପାଇଁ ଆଗୁଆ ଗାଡ଼ି ବ୍ୟବସ୍ଥା…
ପ୍ରବାସୀ ଶ୍ରମିକଙ୍କୁ ରାସ୍ତାରେ ଛାଡ଼ି ପଳାଇଲା ବସ୍
ସଇଁତଲା, ୧୫ା୫ (ଡି.ଏନ୍.ଏ.): ବଲାଙ୍ଗୀର ଜିଲା ସଇଁତଲା ବ୍ଲକ୍ କୁମ୍ଭାରୀ, ଡ଼େଙ୍ଗ ଓ ବୁଢ଼ାବାହାଲ ପଞ୍ଚାୟତରର ୧୭ ଜଣ ଶ୍ରମିକ ଗୁଜୁରାଟରୁ ବସ୍ରେ ଫେରଛନ୍ତି। ଏମାନେ ପ୍ରଥମେ ବଲାଙ୍ଗୀର ଆଟଇଟିଆଇ କ୍ୱାରାଣ୍ଟାଇନ୍ କେନ୍ଦ୍ରରେ ପହଞ୍ଚତ୍ ଥିଲେ। ସେଠାରେ ନାମ ପଞ୍ଜୀକରଣ ପରେ…
ପିଡିଏସ୍ ଚାଉଳ ଦୁର୍ନୀତି ଅଭିଯୋଗରେ ଯୋଗାଣ ସହାୟକ ବହିଷ୍କୃତ
ବଲାଙ୍ଗୀର ଅଫିସ, ୧୫।୫-ବଲାଙ୍ଗୀର ଜିଲା ମହୀମୁଣ୍ଡା ପଞ୍ଚାୟତରେ ପିଡିଏସ୍ ଚାଉଳ ଦୁର୍ନୀତି ଘଟଣାରେ ଯୋଗାଣ ସହାୟକ ନିରଞ୍ଜନ ସାହୁଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି। ଉପଜିଲାପାଳଙ୍କ ନିର୍ଦ୍ଦେଶ ଓ ବିଡିଓଙ୍କ ଚିଠି ବଳରେ ସରପଞ୍ଚ ଅନନ୍ତ ନାରାୟଣ ପ୍ରଧାନ ଯୋଗାଣ ସହାୟକ ସାହୁଙ୍କୁ…
କୋଏମ୍ବାଟୁର, କୁର୍ନୁଲରୁ ଆଜି ପହଞ୍ଚତ୍ବ ୨ ଶ୍ରମିକ ସ୍ପେଶାଲ ଟ୍ରେନ୍
ବଲାଙ୍ଗୀର ଅଫିସ, ୧୫ା୫- ବଲାଙ୍ଗୀର ରେଲୱେ ଷ୍ଟେଶନ୍ରେ ଶନିବାର ୨ ଶ୍ରମିକ ସ୍ପେଶାଲ ଟ୍ରେନ୍ ଆସି ପହଞ୍ଚତ୍ବ। ତାମିଲନାଡୁର କୋଏମ୍ବାଟୁରରୁ ଆସୁଥିବା ସ୍ପେଶାଲ ଟ୍ରେନ୍ ପୂର୍ବାହ୍ନ ୧୦ଟା ୩୦ ମିନିଟ୍ରେ ବଲାଙ୍ଗୀର ଷ୍ଟେଶନ୍ରେ ପହଞ୍ଚତ୍ବ। ଏହି ଟ୍ରେନ୍ଟି ଓଡିଶାର ରାୟଗଡା, ବଲାଙ୍ଗୀର,…
ଝାଡାବାନ୍ତିରେ ୧୫୧ ଆକ୍ରାନ୍ତ
ଦେଓଗାଁ,୧୫।୫(ଡି.ଏନ.ଏ.): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ବଡବନ୍ଧ ପଞ୍ଚାୟତ ଅନ୍ତର୍ଗତ କରୁଆଁଝର ଗାଁରେ ଗୁରୁବାର ସନ୍ଧ୍ୟାରୁ ଝାଡାବାନ୍ତି ବ୍ୟାପିବାରେ ଲାଗିଛି। ଗାଁର ଡଲି ମାହାକୁର (୨୧) ଓ ଜେମା ବଗର୍ତ୍ତି (୫୧)ଙ୍କୁ ବଲାଙ୍ଗୀର ସ୍ଥାନାନ୍ତର କରାଯାଇଛି। ଶୁକ୍ରବାର ଗାଁର ଛୋଟବଡ଼ ମିଶାଇ…
ରୁଟ୍ ବଦଳାଇ ପଶିଲା ପ୍ରବାସୀ ବସ୍, ଟିକ୍ରାପଡାରେ ଭୟର ବାତାବରଣ
ବଲାଙ୍ଗୀର ଅଫିସ, ୧୫ା୫- ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶରୁ ଆସିଥିବା ଦୁଇଟି ଶ୍ରମିକ ସ୍ପେଶାଲ ଟ୍ରେନ୍ ଗୁରୁବାର ବଲାଙ୍ଗୀର ରେଳଷ୍ଟେଶନ୍ରେ ପହଞ୍ଚଥିଲା। ସେଠାରୁ ବସ୍ ଯୋଗେ ବଲାଙ୍ଗୀର ଓ ଅନ୍ୟ ଜିଲା ଗୁଡିକୁ ପ୍ରବାସୀଙ୍କୁ ନିଅଯିବା ବ୍ୟବସ୍ଥା କରାଯାଇଥିଲା। ପ୍ରବାସୀଙ୍କୁ ନେଇକରି ଯିବାକୁ…
ଜୀବନ ହେଲାଣି ଦୁର୍ବିଷହ, ସଟ୍ଡାଉନ୍ ହଟାଅ
ବଲାଙ୍ଗୀର ଅଫିସ/ଗୁଡଭେଲା, ୧୪ା୫ (ଡି.ଏନ୍.ଏ.)-ଗତ ମେ ୧ ତାରିଖ ଦିନ ବଲାଙ୍ଗୀର ଜିଲା ଗୁଡଭେଲା ବ୍ଳକ୍ ରୁଷୁଡା ପଞ୍ଚାୟତର ଲିଖିରିଆ ଗଁାର ଦୁଇଜଣ ପ୍ରବାସୀ ଶ୍ରମିକ କରୋନା ସଂକ୍ରମିତ ବୋଲି ଜଣାପଡିଥିଲା ା ସେହିଦିନରୁ ଲିଖିରିଆ ଗଁା ସହିତ ସଂଲଗ୍ନ ତୁଷରା…
ଲୁଣର କୃତ୍ରିିମ ଅଭାବ ଗୁଜବ ସୃଷ୍ଟି କରି ଖାଉଟୀଙ୍କୁ ଲୁଟ୍ : ହୋଲସେଲରଙ୍କ ଦୋକାନରେ ଚଢ଼ାଉ
ବଲାଙ୍ଗୀର ଅଫିସ/ସଇଁତଲା,୧୪ା୫(ଡି.ଏନ୍.ଏ.)-କରୋନା ମହାମାରୀ ସମୟରେ ପ୍ରତ୍ୟେକ ମଣିଷ ଅନ୍ୟକୁ ସହୃଦୟତା ଦେଖାଇବାକୁ ଅନୁରୋଧ କରୁଥିଲେ ମଧ୍ୟ କେତେକ ବ୍ୟବସାୟୀ ଖାଉଟୀଙ୍କୁ ଲୁଟ୍ କରିବାକୁ ପଛାଉ ନାହାନ୍ତି ା ବଲାଙ୍ଗୀର ଜିଲା ସଇଁତଲା ଓ ଟିଟିଲାଗଡରେ କେତେକ ବ୍ୟବସାୟୀ ଲୁଣର କୃତ୍ରିିମ ଅଭାବ…
ବଲାଙ୍ଗୀରରେ ପହଞ୍ଚିଲା ଶ୍ରମିକ ସ୍ପେଶାଲ ଟ୍ରେନ୍: ଓହ୍ଲାଇଲେ ୩ଶହରୁ ଊର୍ଦ୍ଧ୍ୱ ପ୍ରବାସୀ
ବଲାଙ୍ଗୀର ଅଫିସ, ୧୪।୫- ବଲାଙ୍ଗୀର ରେଳ ଷ୍ଟେଶନରେ ଗୁରୁବାର ଦିନ ପ୍ରାୟ ୧୨ଟା ୫୦ରେ ତାମିଲନାଡୁର ତିରୁପୁରରୁ ଆସୁଥିବା ଶ୍ରମିକ ସ୍ପେଶାଲ ଟ୍ରେନ୍ ପହଞ୍ଚିଛି। ଏହି ଟ୍ରେନ୍ରେ ୩ ଶହରୁ ଊଦ୍ଧର୍ବ ପ୍ରବାସୀ ଆସି ଓହ୍ଲାଇଛନ୍ତି। ସେମାନଙ୍କ ସୁବିଧାଜନକ ଆଗମନ ଓ…
ବଲାଙ୍ଗୀରରେ ବଦଳିଲା କର୍ଫ୍ୟୁ ଘୋଷଣା: ରାତି ୯ଟା ଯାଏ ବଢ଼ିଲା ଅବଧି, ତାଲିକାରେ ଯୋଡ଼ାଗଲା ମଦନଗୁଡ଼ିଆ ବଗିଚାରୁ ଭାଗିରଥି ଛକ ରାସ୍ତା
ବଲାଙ୍ଗୀର ଅଫିସ,୧୫।୪: ପ୍ରବାସୀ ଶ୍ରମିକଙ୍କ ଫେରିବାକୁ ନେଇ ବଲାଙ୍ଗିର ଜିଲା ପ୍ରଶାସନ ସହରର କେତୋଟି ରାସ୍ତାରେ କର୍ଫ୍ୟୁ ଘୋଷଣା କରିଥିଲେ। ଗୁରୁବାର ସେହି ଘୋଷଣାରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ପୂର୍ବ ଘୋଷିତ ରାସ୍ତା ମାନଙ୍କରେ କର୍ଫ୍ୟୁ ସମୟକୁ ଆହୁରି ତିନି…
Archives


