ବଲାଙ୍ଗୀର

ଗଡ଼ିଲା ହରିଶଙ୍କର ଦର୍ଶନ ବସ୍‌

ବଲାଙ୍ଗୀର ଅଫିସ/ଖପ୍ରାଖୋଲ,୧ା୪ (ଡି.ଏନ୍‌.ଏ): ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଶୁକ୍ରବାର ଜିଲାପାଳ ଚଞ୍ଚଳ ରାଣା ହରିଶଙ୍କର ଦର୍ଶନ ବସ୍‌ର ଶୁଭାରମ୍ଭ କରିଛନ୍ତି।…

3 years ago

୨୭ ବର୍ଷର ଶିକ୍ଷାନୁଷ୍ଠାନ, ନାହିଁ ବିଦ୍ୟୁତ୍‌ ସଂଯୋଗ

ଲୋଇସିଂହା,୩୦ା୩(ବଲାଙ୍ଗୀର): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅନ୍ତର୍ଗତ କୁଟେନପାଲି ଆଦିବାସୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ୨୦୧୬ରୁ ଉକ୍ତ ସ୍କୁଲ ଶତପ୍ରତିଶତ ଅନୁଦାନ ଲାଭ କରି ସାରିଛି। ଇତିମଧ୍ୟରେ…

3 years ago

‘ମନିଟରିଂ ପାଇଁ ଅବସରପ୍ରାପ୍ତ ବିଚାରପତି ଜେ.ପି. ଦାସଙ୍କୁ ହାଇକୋର୍ଟ ମନୋନୀତ କରିଛନ୍ତି’

ବଲାଙ୍ଗୀର ଅଫିସ, ୨୮ା୩:ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ତଦନ୍ତକୁ ମନିଟରିଂ କରିବା ପାଇଁ ଅବସରପ୍ରାପ୍ତ ବିଚାରପତି ଜେ.ପି. ଦାସଙ୍କୁ ହାଇକୋର୍ଟ ମୁଖ୍ୟ ବିଚାରପତି ମନୋନୀତ କରିଛନ୍ତି।…

3 years ago

ମୃତ ଆଲବମ୍‌ ଅଭିନେତ୍ରୀଙ୍କ ଚକ୍ଷୁଦାନ କଲେ ପରିବାର ଲୋକେ

ବଲାଙ୍ଗୀର ଅଫିସ, ୨୮ା୩:ମୋ ଝିଅ ତ ଚାଲିଗଲା, ହେଲେ ତା’ ଆଖିରେ ଆଉ କେହି ଜଣେ ଦୁନିଆ ଦେଖୁ। ତେଣୁ ତା’ର ଦୁଇଆଖିକୁ ଦାନକରିଦେଲି। ଏହିଭଳି କହିଛନ୍ତି…

3 years ago

ସାର୍ଟିଫିକେଟ୍‌ ପାଇଁ ୫୦ ହଜାରରୁ ୫ ଲକ୍ଷ

ବଲାଙ୍ଗୀର/ କେନ୍ଦ୍ରାପଡ଼ା ଅଫିସ, ୨୮ା୩:ବଲାଙ୍ଗୀର ଡାକ ମଣ୍ଡଳରେ ଜାଲ୍‌ ସାର୍ଟିଫିକେଟ୍‌ ଦେଇ ଚାକିରି ଆବେଦନକରି କେତେଜଣ ପ୍ରାର୍ଥୀ ଧରାପଡ଼ିବା ଘଟଣାର ପୋଲିସ ତଦନ୍ତ ପରେ ଦେଶବ୍ୟାପୀ ବିଛେଇ…

3 years ago

ନକଲି ସାର୍ଟିଫିକେଟ ମାମଲା: ୧୯ଙ୍କୁ ବାନ୍ଧିଲା ପୋଲିସ

ବଲାଙ୍ଗୀର ଅଫିସ, ୨୭।୩: ବଲାଙ୍ଗୀର ଡାକମଣ୍ଡଳର ବିଭିନ୍ନ ପଦବୀ ପାଇଁ ଆବେଦନ କରିଥିବା କିଛି ପ୍ରାର୍ଥୀଙ୍କ ଜାଲ ସାର୍ଟିଫିକେଟ ଧରାପଡିବା ପରେ ବଲାଙ୍ଗୀର ପୋଲିସ ସ୍ଥାନୀୟ ମିଶନ…

3 years ago

ଆଲବମ୍‌ ଅଭିନେତ୍ରୀଙ୍କ ଆତ୍ମହତ୍ୟାର କାରଣ ଖୋଜୁଛି ପୋଲିସ

ବଲାଙ୍ଗୀର ଅଫିସ,୨୭ା୩: ଆଲବମ୍‌ ଅଭିନେତ୍ରୀ ତଥା ଗାୟିକା ରୁଚିସ୍ମିତା ଗୁରୁ ରବିବାର ବଲାଙ୍ଗୀର ଜିଲା ସୁଦପଡ଼ାରେ ଥିବା ତାଙ୍କ ମାମୁଙ୍କ ଘରେ ଆତ୍ମହତ୍ୟା କରିଥିଲେ। ଖବର ପାଇ…

3 years ago

କପା ନେଲେ, ଟଙ୍କା ଦେଲେନି

ମୁରିବାହାଲ,୨୭ା୩(ଡି.ଏନ.ଏ.):ବଲାଙ୍ଗୀର ଜ଼ିଲା ମୁରିବାହାଲ ଥାନା ଗୋଇମୁଣ୍ଡ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚିତ୍ରାମୁଣ୍ଡା ଓ ଝିକିଡୁଙ୍ଗରି ଗ୍ରାମର କପା ଚାଷୀ ଠକାମିର ଶିକାର ହୋଇଛନ୍ତି। ଏହି ଦୁଇ ଗାଁର…

3 years ago

ଅସ୍ଥାୟୀ ପାଚେରି ନିର୍ମାଣ କଲେ ସ୍କୁଲ କର୍ତ୍ତୃପକ୍ଷ

ଲୋଇସିଂହା୨୭।୩(ଡି.ଏନ.ଏ):ବଲାଙ୍ଗୀର-ବରଗଡ ୨୬ ନଂ ଜାତୀୟ ରାଜପଥ ପ୍ରଶସ୍ତିକରଣ କାମ ଚାଲିଛି। ଏଥିଯୋଗୁ ଲୋଇସିଂହା ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖ ପାଚେରିକୁ ଭାଙ୍ଗି ଦିଆଯାଇଛି। ସରକାରୀ ଅନୁଷ୍ଠାନ ହୋଇଥିବାରୁ…

3 years ago

ଜାତୀୟସ୍ତରର ସ୍କାମ୍‌: ଏସ୍‌ପି

ବଲାଙ୍ଗୀର ଅଫିସ, ୨୭ା୩:ବଲାଙ୍ଗୀର ଡାକମଣ୍ଡଳର ବିଭିନ୍ନ ପଦବୀ ପାଇଁ କେତେକ ପ୍ରାର୍ଥୀ ଜାଲ ସାର୍ଟିଫିକେଟ ଦେଇ ଧରାପଡିଛନ୍ତି। ଏହି ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ପରେ ହଇଚଇ ସୃଷ୍ଟି…

3 years ago