ଅନୁଗୋଳ

ବାଟ ଦେଖାଇଛି ତରଭୁଜ ଚାଷ

ପାଲଲହଡ଼ା, ୧୯ା୩ (ଦିବ୍ୟଜ୍ୟୋତି ଦାସ ): ପାଠପଢ଼ା ସରିବା ପରେ ନ ଥିଲା ଚାକିରି ଆଶା। ଚାକିରି ଦୌଡ଼ରୁ ବାହାରି ଚାଷ ମୁହାଁ ହୋଇଥିଲେ। ଏଥିପାଇଁ ସାହାରା ଭାବେ ବାଛିଥିଲେ ଅନ୍ୟ ୪ ଜଣଙ୍କୁ। ୫ ଏକର ଜମିରୁ ଆରମ୍ଭ ହୋଇଥିବା ତରଭୁଜ…

ବନ୍ଦ ହେବ ୩୭୬ ପ୍ରାଥମିକ, ଉପ୍ରା ସ୍କୁଲ

ଅନୁଗୋଳ ଅଫିସ୍‌, ୧୯।୩: ପିଲା ଓ ଶିକ୍ଷକ ଶୂନ୍ୟ ସରକାରୀ ବିଦ୍ୟାଳୟ। ସାରା ରାଜ୍ୟରେ ଅନେକ ବିଦ୍ୟାଳୟରେ ଏପରି ସ୍ଥିତି ଲାଗି ରହିଥିବାବେଳେ ସରକାର ଏଗୁଡିକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଫଳରେ ଅନୁଗୋଳ ଜିଲାରେ ପିଲା କମ୍‌ ଥିବା…

୧୭ ୟୁନିଟ୍‌, ମୂଲ୍ୟାୟନ କରିବେ ୩୪୯ ଜଣ

ଅନୁଗୋଳ ଅଫିସ୍‌, ୧୯।୩: ଅନୁଗୋଳ ଜିଲାରେ ଗୁରୁବାରଠାରୁ ମାଟ୍ରିକ୍‌ ପରୀକ୍ଷା ଖାତା ଦେଖା ଆରମ୍ଭ ହେବ। ଅନୁଗୋଳ ଉଚ୍ଚ ବିଦ୍ୟାଳୟରେ ଏହି ମୂଲ୍ୟାୟନ କରାଯିବ ବୋଲି ଜିଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରୁ ସୂଚନା ମିଳିଛି। ମୋଟ ୧୭ଟି ୟୁନିଟ୍‌ରେ ୩୪୯ ଜଣ ଶିକ୍ଷୟିତ୍ରୀ…

ନିର୍ଜୀବ ନନ୍ଦନକାନନ

ବଅଁରପାଳ,୧୯ା୩(ଉପେନ୍ଦ୍ର ରାଉତ) : ହ୍ରାସ ପାଉଛି ଜଙ୍ଗଲ। ଲୋପ ପାଉଛନ୍ତି ବିଭିନ୍ନ ଜୀବଜନ୍ତୁ, ସରୀସୃପ। ତେଣୁ ଜୀବ ପ୍ରତି ଦୟାଭାବ ଓ ବିରଳ ବନ୍ୟଜନ୍ତୁଙ୍କ ସଂରକ୍ଷଣ ଲାଗି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଅନୁଗୋଳ ଜିଲା ବଅଁରପାଳ ବ୍ଲକ କୁକୁଡାଙ୍ଗ…

ବଳାତ୍କାରୀଙ୍କୁ ୭ ବର୍ଷ ଦଣ୍ଡାଦେଶ

ତାଳଚେର,୧୮ା୩(ନି.ପ୍ର): ଏକ ବଳାତ୍କାର ମାମଲାର ବିଚାର କରି ତାଳଚେର ଅତିରିକ୍ତ ଜିଲା ଦୌରାଜଜ୍‌ ଅମୃତ ରଞ୍ଜନ ନନ୍ଦ ମଙ୍ଗଳବାର ଖମାର ଉପଖଣ୍ଡ ବଡ଼ଗୁଣ୍ଡୁ ଗ୍ରାମର ସାଲୁକା ବାଇପେଇଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୭ ବର୍ଷ ସଶ୍ରମ କାରାଦଣ୍ଡା ଦେଶ ଶୁଣାଇଛନ୍ତି।…

କରୋନା ସତର୍କତା: ଶୂନ୍‌ଶାନ ବନ୍ତଳା ସାପ୍ତାହିକ ହାଟ

ବନ୍ତଳା,୧୮।୩(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବନ୍ତଳା ଥାନା ଅଧୀନ ବନ୍ତଳା ସାପ୍ତାହିକ ହାଟକୁ ପୋଲିସ ବୁଧବାର ଭୋର ସମୟରେ ବନ୍ଦ କରିଛି। ସମସ୍ତ ଚାଷୀ ଓ ବେପାରୀମାନଙ୍କୁ ଫେରାଇ ଦେବା ସହ ଚାଷୀମାନେ ନିଜ ଗ୍ରାମ କିମ୍ବା ଜନଗହଳି ନ ଥିବା ସ୍ଥାନରେ…

କରୋନା ଗୁଜବ ପ୍ରଚାରକରି ଜେଲ ଗଲେ ଯୁବକ

ତାଳଚେର,୧୮।୩(ନି.ପ୍ର.): କରୋନା ସମ୍ପର୍କରେ ମିଛ ଖବର ପ୍ରଚାରକରି ସାଧାରଣରେ ଆତଙ୍କ ସୃଷ୍ଟି କରୁଥିବା ଜଣେ ଯୁବକଙ୍କୁ ତାଳଚେର କଲିୟାରୀ ପୋଲିସ ମଙ୍ଗଳବାର ରାତିରେ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲେ ଜୟକୃଷ୍ଣ ସାହୁ ଓରଫ୍‌ ରିଙ୍କୁ। ତାଙ୍କ ଘର ତାଳଚେର…

ବିଷାକ୍ତ ହେଲାଣି ରେଙ୍ଗାଳି ଦକ୍ଷିଣ କେନାଲ ପାଣି

ତାଳଚେର,୧୮ା୩(ନି.ପ୍ର.) – ତାଳଚେର ସହର ଦେଇ ଯାଇଥିବା ରେଙ୍ଗାଳି ଦକ୍ଷିଣ ପାର୍ଶ୍ୱ କେନାଲ ଏବେ ଡ୍ରେନ୍‌ରେ ପରିଣତ ହୋଇଥିବା ପଞ୍ଚାୟତ ସମିତି ଅଧ୍ୟକ୍ଷ ବୃନ୍ଦାବନ ବେହେରା ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ସେ ଅନୁଗୋଳ ଜିଲାପାଳ, ତାଳଚେର ଉପଜିଲାପାଳ ଏବଂ ଉଠା…

କରୋନା କର୍ନର, ଆଇସୋଲେଶନ୍‌ ୱାର୍ଡ ବାଧ୍ୟତାମୂଳକ

ଅନୁଗୋଳ ଅଫିସ୍‌, ୧୮।୩ – କରୋନା ଭୂତାଣୁ କୋଭିଡ୍‌-୧୯ର ପ୍ରତିରୋଧ କ୍ଷେତ୍ରରେ ଜିଲାର ବିଭିନ୍ନ ଶିଳ୍ପ ସଂସ୍ଥା ଓ ହୋଟେଲ ସହଯୋଗ କରିବା ବାଧ୍ୟତାମୂଳକ। ଏ ନେଇ ମଙ୍ଗଳବାର ଅପରାହ୍ନରେ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ…

ନର୍ସରୀରେ ମାନିଲା ମନ

(ମନୋଜ ନନ୍ଦ) ତାଳଚେର,୧୮ା୩ – ଚାକିରି ନ କରି ବ୍ୟବସାୟ କରିବେ ବୋଲି ସ୍ଥିର କଲେ। ତେଣୁ ଘର ଅନୁଗୋଳରେ ହୋଇଥିଲେ ବି କୋଇଲା ବ୍ୟବସାୟ ପାଇଁ ତାଳଚେରରେ ରହିଗଲେ। ହେଲେ ସେହି ବେପାର ସେପରି ସନ୍ତୋଷ ଦେଇପାରିଲା ନାହିଁ। ଏହାପରେ…

ସାତକୋଶିଆରେ ବୁଲୁଛି ଆହତ ମାଈ ହାତୀ

ବନ୍ତଳା,୧୭।୩(ଡି.ଏନ୍‌.ଏ.): ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ପୁରୁଣାକୋଟ ରେଞ୍ଜ ଅଞ୍ଚଳରେ ଏକ ମାଈ ହାତୀ ଅସୁସ୍ଥ ଅବସ୍ଥାରେ ଦୁଇଦିନ ହେଲା ବୁଲୁଛି। ହାତୀର ପେଟରେ ତିନିରୁ ଚାରୋଟି କଣା ହୋଇ ଥିବା ଜଣାପଡୁଛି। ଏଣୁ ତା’ ଦେହରେ ଗୁଳି ବାଜିଥିବା ସନ୍ଦେହ…

କରୋନା ସଚେତନତା: ହାତ ଧୋଇ ଥାନା ଭିତରକୁ ପ୍ରବେଶ ପାଇଁ ଅନୁଗୋଳ ଏସ୍‌ପିଙ୍କ ନିର୍ଦ୍ଦେଶ

ଛେଣ୍ଡିପଦା, ୧୭।୩(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ପରିସରରେ ମଙ୍ଗଳବାର ହାତଧୁଆ ବ୍ୟବସ୍ଥା କରାଯିବା ସହିତ କରୋନା ସଚେତନତା ବର୍ତ୍ତା ଦିଆଯାଉଛି। ଅନୁଗୋଳ ଆରକ୍ଷୀ ଅଧୀକ୍ଷକ ଜଗମୋହନ ମୀନାଙ୍କ ନିର୍ଦ୍ଦେଶ କ୍ରମେ ମଙ୍ଗଳବାର ଛେଣ୍ଡିପଦା ଥାନା ଅଧିକାରୀ କନକ ମାଝିଙ୍କ ତତ୍ତ୍ୱାବଧାନରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri