କୋହଳ ପରେ ଗହଳି
ଅନୁଗୋଳ ଅଫିସ, ୫।୫ ଅନୁଗୋଳ ଜିଲା ଗ୍ରୀନ୍ ଜୋନ୍ରେ ଥିବାରୁ ଜିଲା ପ୍ରଶାସନ ପକ୍ଷରୁ ଲକ୍ଡାଉନ ନିୟମ କୋହଳ କରାଯାଇଛି। ଫଳରେ ସୋମବାରଠାରୁ ଅନେକ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲିବାକୁ ଅନୁମତି ଦିଆଯାଇଛି। ତେବେ ମଦ ଦୋକାନକୁ ଅନୁମତି ମିଳିନାହିଁ। ପ୍ରଶାସନ ଏ…
ହାତୀ ଆକ୍ରମଣରେ ଜଣେ ମୃତ: ଉତ୍ତେଜନା, ବନ ବିଭାଗ ଗାଡ଼ି ଭଙ୍ଗାରୁଜା
ବନ୍ତଳା, ୩ା୫(ଡି.ଏନ.ଏ.)- ଅନୁଗୋଳ ଜିଲା ବନ୍ତଳା ଥାନା ତଳଗଡ଼ ନୂଆଁଭୂଇଁ ସାହିର କାଳିଆ ବେହେରା (୩୦)ଙ୍କ ରବିବାର ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି। ସେ ସୁମିତ୍ରା ପାହାଡ ତଳେ ଥିବା ମିରିଗେଇ ଜଙ୍ଗଲକୁ ସକାଳେ ଛେଳି ଚରାଇବା ପାଇଁ ଯାଇଥିବାବେଳେ ଏକ…
ଅନନ୍ତ କୋଇଲା ଖଣିରେ ଦୁର୍ଘଟଣା: ଜଣେ କର୍ମଚାରୀ ମୃତ
ତାଳଚେର,୩।୫(ନି.ପ୍ର.): ଅନୁଗୋଳ ଜିଲାରେ ତାଳଚେରଠାରେ ଥିବା ଏମ୍ସିଏଲ୍ର ଅନନ୍ତ କୋଇଲା ଖଣିରେ ରବିବାର ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଖଣି କର୍ମଚାରୀଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ବେଣୁଧର ବିଶ୍ୱାଳ। ତାଙ୍କ ଘର ତାଳଚେର ବ୍ଲକ ହେଁସମୂଳ ଗ୍ରାମରେ। ବେଣୁଧର ଅନନ୍ତ…
ଶ୍ରମିକଙ୍କ ବିନା ପ୍ରଗତି ଅସମ୍ଭବ
ବଅଁରପାଳ, ୧।୫(ଡି.ଏନ.ଏ.)-ଶ୍ରମିକ ହେଉଛନ୍ତି ରାଷ୍ଟ୍ର ନିର୍ମାତା। ଶ୍ରମଜୀବୀ, ଚାଷୀଙ୍କୁ ବାଦ୍ ଦେଇ ଦେଶ ପ୍ରଗତିର ମୂଲ୍ୟାଙ୍କନ କରିବା ନିରର୍ଥକ। ବିକାଶର ସାରଥୀ ଏହି ଦୁଇ ଗୋଷ୍ଠୀଙ୍କୁ ସମ୍ମାନ ନ ମିଳିଲେ ରାଷ୍ଟ୍ରର ବିକାଶ ଠପ୍ ହୋଇଯିବ ବୋଲି କହିଛନ୍ତି ଅବସରପ୍ରାପ୍ତ କର୍ମଚାରୀ…
କାର୍ଯ୍ୟାଳୟ, ବାସଗୃହ ଉଦ୍ଘାଟିତ
ଛେଣ୍ଡିପଦା,୧।୫(ସ୍ବ.ପ୍ର.) – ଛେଣ୍ଡିପଦା ବ୍ଲକ କୋଶଳା ପଞ୍ଚାୟତରେ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ନିର୍ମିତ କୋଶଳା ବନପାଳ କାର୍ଯ୍ୟାଳୟ ଓ ବନରକ୍ଷୀଙ୍କ ବାସଗୃହ ଉଦ୍ଘାଟିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଅନୁଗୋଳ ଆଞ୍ଚଳିକ ମୁଖ୍ୟ ବନସଂରକ୍ଷକ ପ୍ରଦୀପ ରାଜ କରାଟ ଏହାକୁ…
ଅବକାରୀ ବିଭାଗ ରିପୋର୍ଟ ନେଇ ଚାଲିଛି ତର୍ଜମା
ଅନୁଗୋଳ ଅଫିସ, ୧।୫ – ଅନୁଗୋଳ ସହର ଉପକଣ୍ଠ କରଡ଼ାଗାଡ଼ିଆ ଭାଟିରେ ଚୋରା ମଦ କାରବାର ଅଭିଯୋଗରେ ଗିରଫ ହୋଇ ଜେଲ୍ରେ ଥିବା ଜଣାଶୁଣା ବ୍ୟବସାୟୀ ବିକ୍ରମ କିଶୋର ସାହୁଙ୍କ ସମ୍ପର୍କରେ ପ୍ରଶାସନ ପକ୍ଷରୁ ଅଧିକ ଖୋଳତାଡ଼ କରାଯାଉଛି। ଭାଟି ଲାଇସେନ୍ସ…
ମାଲ୍ ପରିବହନରେ ବାଧା ହଟାଅ
ଅନୁଗୋଳ ଅଫିସ, ୧।୫ – ଲକ୍ଡାଉନ୍ ସମୟରେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ସଫଳତାର ସହିତ କାର୍ଯ୍ୟକାରୀ କରିବାକୁ ନେଇ ଗୁରୁବାର ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ମହାମାରୀ କରୋନାର ଠିକ୍ ମୁକାବିଲା…
ପ୍ରବାସୀଙ୍କ ପାଇଁ ଚାଲିଛି ହୋଟେଲ ଖୋଜା: ଜିଲାପାଳଙ୍କ ଅନୁମୋଦନକୁ ଅପେକ୍ଷା
ଅନୁଗୋଳ ଅଫିସ, ୧।୫ – ରାଜ୍ୟ ଓ ଜିଲା ବାହାରୁ ଅନୁଗୋଳ ଜିଲାକୁ ଆସିବାକୁ ଥିବା ପ୍ରବାସୀମାନଙ୍କୁ ରଖିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଉଛି। ସେମାନଙ୍କ ମଧ୍ୟରୁ ଯେଉଁମାନେ ସରକାରୀ କ୍ବାରାଣ୍ଟାଇନ୍ ସେଣ୍ଟରରେ ନ ରହିବେ ସେମାନଙ୍କ ପାଇଁ ହୋଟେଲରେ…
ଛାତ୍ର କଂଗ୍ରେସ କଲା ଟୁଇଟ୍
ଅନୁଗୋଳ ଅଫିସ, ୧।୫ – ଲକ୍ଡାଉନ କଟକଣା ଉଲ୍ଲଂଘନ କରି ଡିସ୍ ସଫେଇ ବାହାନାରେ ଅନୁଗୋଳ କଳାକେନ୍ଦ୍ରରେ ବୁଧବାର ପୌରପାଳିକାର କେତେଜଣ କର୍ମଚାରୀ ଭୋଜିର ଆୟୋଜନ କରିବା ଘଟଣାର ତଦନ୍ତ ଆରମ୍ଭ କରିଛି ପୌରପରିଷଦ। ଗୁରୁବାର ଏ ନେଇ ‘ଧରିତ୍ରୀ’ରେ ପ୍ରକାଶିତ…
କ୍ୱାରାଣ୍ଟାଇନ୍ ନିୟମ ଉଲ୍ଲଂଘନ କଲେ ଡାକ୍ତର: ଜିଲା ବାହାରୁ ଆସି ରୋଗୀସେବା ଅଭିଯୋଗ
ଅନୁଗୋଳ ଅଫିସ, ୧।୫ – କରୋନା ପାଇଁ କଟକଣା ଲାଗିଥିବାରୁ ଜିଲା ବାହାରୁ ଆସିଥିଲେ କ୍ୱାରାଣ୍ଟାଇନ୍ରେ ରହିବାର ନିୟମ ରହିଛି। କିନ୍ତୁ ୩ ମାସ ଧରି ଛୁଟିରେ ଥିବା ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟର ଜଣେ ଡାକ୍ତର ଏହି ନିୟମ ଉଲ୍ଲଂଘନ…
ସରକାରୀ ଓକିଲ ଦେଲେ ୭୦ ହଜାର
ଅନୁଗୋଳ ଅଫିସ, ୩୦।୪- ଅନୁଗୋଳ କୋର୍ଟରେ କାର୍ଯ୍ୟରତ ସରକାରୀ ଓକିଲମାନେ କରୋନା ମୁକାବିଲା ପାଇଁ ସହଯୋଗର ହାତ ବଢ଼ାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଜିଲାପାଳଙ୍କ ଜରିଆରେ ୭୦ ହଜାର ଟଙ୍କା ପ୍ରଦାନ କରିଛନ୍ତି। ସରକାରୀ ଓକିଲ ପି.ପି. ପ୍ରଦୀପ କୁମାର ଦାଶ,…
ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ
ଅନୁଗୋଳ ଅଫିସ, ୩୦।୪- କରୋନାର ମୁକାବିଲା ପାଇଁ ଅନୁଗୋଳର ସାହିତି୍ୟକମାନେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ କରିଛନ୍ତି। ୨୦୧୮ କବି ଗଡ଼ନାୟକ ପୁରସ୍କାର ବିଜେତା ଗାଳ୍ପିକ ଗୌରହରି ବେହେରା ୫ ହଜାର ଓ ୨୦୧୯ ପବିତ୍ରମୋହନ ସ୍ମୃତି ସମ୍ମାନ ବିଜେତା…
Archives


