ଛତ୍ରପୁର,୨୫ା୭(ଡି.ଏନ.ଏ.) - ଗଞ୍ଜାମ ଜିଲାରେ ମିଶନ ଶକ୍ତି କାର୍ଯ୍ୟକ୍ରମକୁ ଆହୁରି କ୍ରିୟାଶୀଳ କରିବା ସହ ମହିଳା ସଂଘ ସଦସ୍ୟାମାନଙ୍କୁ ଆମତ୍ନିର୍ଭରଶୀଳ କରାଯିବ। ବୁଧବାର ଏ ନେଇ ଛତ୍ରପୁରସ୍ଥିତ…
ଭଞ୍ଜନଗର,୨୫।୭(ଡି.ଏନ୍.ଏ.)-ଭଞ୍ଜନଗର ସରକାରୀ ମସତ୍ୟ ଯାଅଁ।ଳ ଉପତ୍ାଦନ କେନ୍ଦ୍ରରୁ ଚଳିତ ବର୍ଷ ପାଇଁ ବୁଧବାର ଠାରୁ ବିଭିନ୍ନ କିସମର ଯାଅଁ।ଳ ବିକ୍ରି ଆରମ୍ଭ ହୋଇଛି। ଆସିକା କେନ୍ଦ୍ର ସମବାୟ…
ତେଲକୋଇ, ୨୫।୭(ଡି.ଏନ.ଏ.)-ସ୍ବଳ୍ପ ବୃଷ୍ଟି ପାତ ଯୋଗୁଁ ତେଲକୋଇ ବ୍ଲକରେ ଚାଷ ଜମି ଫାଟି ଆଁ କଲାଣି। ଧାନ ରୁଆ, ବିହୁଡା ଠପ ହୋଇଥିବା ବେଳେ ଧାନ ତଳି…
ଚମ୍ପୁଆ,୨୫ା୭(ଡି.ଏନ.ଏ.)-ଚମ୍ପୁଆ ରେଞ୍ଜରେ ହାତୀ ଉପଦ୍ରବ ଦିନକୁ ଦିନ ବଢି ଚାଲିଥିବା ବେଳେ ବନ ବିଭାଗର ନାଚର ପଣିଆ ଗ୍ରାମବାସୀଙ୍କୁ ରାତ୍ରୀ ଅନିଦ୍ରା ହେବାକୁ ବାଧ୍ୟ କରୁଛି। ବର୍ଷା…
କେନ୍ଦୁଝର, ୨୫ା୭(ଦୀପକ ମିଶ୍ର): କେନ୍ଦୁଝରର ଓଡ଼ିଶା ପ୍ରସିଦ୍ଧ ବଡ଼ି କଥା କିଏ ନ ଜାଣେ। ଏହି ବଡିକୁ ନେଇ ଆଦର ବଢୁଥିଲେ ମଧ୍ୟ ସେପରି ଭାବେ ସରକାରୀ…
ଭଦ୍ରକ ଅଫିସ, ୨୫।୭ - ଆଧୁନିକତା ଦୌଡ଼ରେ ଛାତ୍ରୀଛାତ୍ରଙ୍କୁ ତାଳ ଦେଇ ସାମିଲ କରାଇବା ପାଇଁ କମ୍ପ୍ୟୁଟର ପ୍ରଶିକ୍ଷଣ ଶିକ୍ଷା ବ୍ୟବସ୍ଥାର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇପଡ଼ିଛି।…
ବାରିପଦା ଅଫିସ,୨୫।୭- ରାଜ୍ୟରେ କ୍ରମାଗତ ଭାବେ ଶିଶୁ, ନାବାଳିକା ଓ ନାରୀ ନିର୍ଯାତନା, ବଳାତ୍କାର, ଅପହରଣ ଓ ନିଖୋଜ ଘଟଣା ବଢ଼ି ଚାଲିିଛି। ଏହାର ପ୍ରତିବାଦରେ ତଥା…
ବାରିପଦା ଅଫିସ,୨୫।୭- ସହରବାସୀ ନିଜ ବ୍ୟସ୍ତ ବହୁଳ ଜୀବନରୁ କିଛି ସମୟ ପାଇଲେ ବୁଲିବାକୁ ଭଲ ପାଆନ୍ତି। ପ୍ରକୃତିକ ପରିବେଶ ହୋଇଥିଲେ ଲୋକେ ଭିଡ଼ ଜମାଇଥାନ୍ତି। ଲୋକଙ୍କ…
ରୂପ୍ସା/ବସ୍ତା,୨୫।୭(ଡି.ଏନ.ଏ./ସ୍ବ.ପ୍ର.)- - ବାଲେଶ୍ୱର ଜିଲା ସଦର ବ୍ଲକ ଅନ୍ତର୍ଗତ ବାହାବଳପୁର ନିକଟ ସମୁଦ୍ରରେ ବୁଧବାର ଏକ ଦେଶୀଡଙ୍ଗା ବୁଡ଼ି ଯିବାରୁ ଜଣେ ମତ୍ସ୍ୟଜୀବୀ ନିଖୋଜ ଥିବା ଜଣାପଡ଼ିଛି।…
ଜଳେଶ୍ୱର,୨୫।୭(ଡି.ଏନ.ଏ.)- ବାଲେଶ୍ୱର ଜିଲା ଜଳେଶ୍ୱର ସହର ନୂଆବଜାର ସ୍ଥିତ ଜଳେଶ୍ୱର ମହିଳା ମହାବିଦ୍ୟାଳୟର ମୁଖ୍ୟ କିରାଣି ତରଣୀ କୁମାର ଭୂୟଁା ଓରଫ୍ ମଣ୍ଟୁଙ୍କ ବାସ ଭବନ ସମେତ…