ଆମ ଜିଲା ଖବର

‘ବୁଲ୍‌ବୁଲ୍‌’ ଛାଡ଼ିଗଲା ଦୁଃଖ: ପାଣିରେ ବୁଡ଼ିରହିଛି ପାଚିଲା ଧାନକ୍ଷେତ

ଉଦଳା,୧୧ା୧୧(ଡି.ଏନ୍‌.ଏ.)- ସାମୁଦ୍ରିକ ଝଡ଼ ବୁଲ୍‌ବୁଲ୍‌ ଚାଲିଯାଇଛି, ହେଲେ ଛାଡ଼ି ଯାଇଛି ଅସରନ୍ତି ଦୁଃଖ ା ବିଶେଷକରି ଚାଷୀଙ୍କ ଅଣ୍ଟାକୁ ଭାଙ୍ଗି ଦେଇଛି ଏହି ସର୍ବଗ୍ରାସୀ ବାତ୍ୟା। ଏହାର…

7 years ago

ଭଙ୍ଗା କାନ୍ଥ ତଳୁ ୩ ଉଦ୍ଧାର

ବେତନଟୀ,୧୧ା୧୧(ଡି.ଏନ୍‌.ଏ.)- ବାତ୍ୟା ‘ବୁଲ୍‌ବୁଲ୍‌’ ପ୍ରଭାବରେ କାନ୍ଥ ତଳେ ଚାପିହୋଇ ରହିଥିବା ଗୋଟିଏ ପରିବାରର ୩ ସଦସ୍ୟଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଛନ୍ତି। ଶନିବାର ରାତିରେ ମୟୂରଭଞ୍ଜ ଜିଲା…

7 years ago

ବାତ୍ୟା କ୍ଷୟକ୍ଷତି ସମୀକ୍ଷା କଲେ ବିଧାୟକ

ଭୋଗରାଇ, ୧୧ା୧୧(ଡି.ଏନ.ଏ.)-ସାମୁଦ୍ରିକ ଝଡ଼ ‘ବୁଲବୁଲ ଶୁକ୍ରବାରଠାରୁ ଶନିବାର ରାତି ପର୍ଯ୍ୟନ୍ତ ବାଲେଶ୍ୱର ଉପକୂଳବାସୀଙ୍କ ଆଖିରୁ ନିଦ ଉଡ଼ାଇ ଦେଇଥିଲା। ଶନିବାର ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ପବନର ବେଗ…

7 years ago

୯. ୯୧ ଲକ୍ଷ ମେଟ୍ରିକ ଟନ୍‌ ଖରିଫ ଧାନ ସଂଗ୍ରହ ଲକ୍ଷ୍ୟ

ବାରିପଦା ଅଫିସ,୧୧ା୧୧- ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ନିର୍ଦ୍ଦେଶ ମୁତାବକ, ଚଳିତ ବର୍ଷ ପାଇଁ ମୟୂରଭଞ୍ଜ ଜିଲାର ଚାଷୀମାନଙ୍କଠାରୁ ଧାନ କିଣାଯିବା ନେଇ…

7 years ago

ବିବାହିତା ମହିଳା ନିଖୋଜ; ସାଇଣ୍ଟିଫିକ୍‌ ଟିମ୍‌ ନେଇ ତଦନ୍ତ କଲା ପୋଲିସ

ବାହାନଗା,୧୧ା୧୧(ଡି.ଏନ.ଏ.)-ଜଣେ ବିବାହିତା ମହିଳା ନିଖୋଜ ହେବା ଘଟଣା ନେଇ ତାଙ୍କ ବାପା ବାଲେଶ୍ୱର ଜିଲା ସୋର ଥାନାରେ ଗତ ୭ ତାରିଖରେ ଅଭିଯୋଗ କରିଥିଲେ। ସେହିଦିନ ପୋଲିସ…

7 years ago

ଚାଷଜମି ବୁଲି ଦେଖିଲେ ମନ୍ତ୍ରୀ

ଖଇରା,୧୧।୧୧(ଡି.ଏନ.ଏ.)- ବାତ୍ୟା ବୁଲ୍‌ବୁଲ୍‌ ପ୍ରଭାବରେ ଖଇରା ବ୍ଲକର ୮୦ଭାଗ ଧାନ ପାଣିରେ ବୁଡିରହିଛି ା ପାଚିଲା ଧାନରେ ବର୍ଷା ମାଡ଼ ଚାଷୀଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି। ଚାଷୀଙ୍କର…

7 years ago

ଜନ୍ମଦିନରେ ବିଭିନ୍ନ ମହଲରୁ କେନ୍ଦ୍ରମନ୍ତ୍ରୀ ପ୍ରତାପଙ୍କୁ ଶୁଭେଚ୍ଛା; ବୃଦ୍ଧାଶ୍ରମର ଅନ୍ତେବାସୀ କଲେ ଆଶୀର୍ବାଦ

ବାଲେଶ୍ୱର ଅଫିସ, ୧୧।୧୧-ଭାରତର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ, ମତ୍ସ୍ୟ, ପ୍ରାଣୀବିକାଶ ଏବଂ ଗୋପାଳନ ରାଷ୍ଟ୍ରମନ୍ତ୍ରୀ ତଥା ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ୬୪ତମ…

7 years ago

କର୍ଲାମୁଣ୍ଡା ବ୍ଲକ: ୯ କେନ୍ଦ୍ରର ଘର ନାଁଇଁନ, ବିପଦ୍‌ ଅବସ୍‌ତାରେ ୩ କେନ୍ଦ୍ର

କର୍ଲାମୁଣ୍ଡା, ୧୧।୧୧(ଡି.ଏନ୍‌.ଏ.)- ସରକାର ଅଙ୍ଗନଓ୍ବାଡି କେନ୍ଦ୍ର ଜରିଆନେ ଜନସାଧାରନକୁଁ ଭିନେ ଭିନେ ସେବା ଯୁଗେଇ ଦେଉଛନ୍‌। ସେଥିରଲାଗି କେନ୍ଦ୍ରରେ ଝନେ କରମୀ ଆର ସହାୟିକାକୁଁ ନିଯୁକ୍ତ କରିଛନ୍‌।…

7 years ago

ସାହାଯ୍‌ ଆଶ୍‌ରେ ପକ୍ଷାଘାତ ରୁଗୀ ନିତ୍ୟାନନ୍ଦ

ଲାଠୋର, ୧୧।୧୧(ଡି.ଏନ୍‌.ଏ.)-  ସରକାର ଅନେକ ଯୋଜନା କାଯ୍‌କାରୀ କରି ଗରିବ୍‌ ଦୁଖିକୁ ମାହାଲିଆ ଚିକିଛା ସୁବିଧା, ଉଷୋକଷା ଯୁଗେଇ ଦେଉଛନ୍‌। ହେଲେ ପରଚାର ପରସାର ଅଭାବୁ ଅନେକ…

7 years ago

ଦାଦନ ଖଟିବାକୁ ଯାଇ ପୁଅ ନିଖୋଜ, ଫେରିବା ବାଟକୁ ଚାହିଁ ବସିଛନ୍ତି ମା’ବାପା

ଖପା୍ରଖୋଲ,୧୧।୧୧(ଡି.ଏନ୍‌.ଏ.)  ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଭାନପୁର ପଞ୍ଚାୟତ ଅନ୍ତର୍ଗତ ତୁର୍ଲା ଗାଁର ରଞ୍ଜିତ ଭୁଏଙ୍କ ପୁଅ ଯୁଗେନ୍ଦ୍ର ଭୁଏ(୨୧)। ଦେଢବର୍ଷ ତଳେ ଚେନ୍ନାଇକୁ ଦାଦନ ଖଟିବାକୁ…

7 years ago