ସୁନ୍ଦରଗଡ,୧୭।୧୨(ଡି.ଏନ୍.ଏ.): ବେଆଇନ ନିଯୁକ୍ତି ବନ୍ଦ କରିବା, କାର୍ଯ୍ୟରତ କର୍ମଚାରୀଙ୍କୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ପଦୋନ୍ନତି ଓ ଅନ୍ୟାନ୍ୟ ୫ ଦଫା ଦାବି ନେଇ ଓଡିଶା ରାଜ୍ୟ…
ସମ୍ବଲପୁର,୧୭।୧୨(ବ୍ୟୁରୋ): ସମ୍ବଲପୁର ଜିଲାରେ ଧାନ ବିକ୍ରି ସମସ୍ୟା ସମାଧାନ ନ ହେବାରୁ ପୁଣି ଚାଷୀମାନେ ମଙ୍ଗଳବାର ରାଜରାସ୍ତାକୁ ଓହ୍ଲାଇଛନ୍ତି । ସକାଳେ ଶତାଧିକ ଚାଷୀ ଅଇଁଠାପାଲି ଥାନା…
ଖୋର୍ଦ୍ଧା ଅଫିସ୍, ୧୭।୧୨: ଖୋର୍ଦ୍ଧା ଜିଲାର ଏକ କ୍ଲିନିକରେ ପଶି ଡାକ୍ତର ଏବଂ ଔଷଧ ଦୋକାନୀଙ୍କୁ ଗୁଳିମାଡ ଘଟଣାରେ ପୋଲିସ ହାତରେ ଠୋସ୍ ପ୍ରମାଣ ଲାଗିଛି। ପ୍ରାଥମିକ…
କାମାକ୍ଷାନଗର,୧୭।୧୨(ଡି.ଏନ୍.ଏ): ଢେଙ୍କାନାଳ ଜିଲା କଙ୍କଡାହାଡ଼ କରଡ଼ାପାଳ ଗ୍ରାମର ଜଣେ ବ୍ୟକ୍ତି ସୋମବାର ହାତୀ ଆକ୍ରମଣରେ ଗୁରୁତର ହୋଇଛନ୍ତି। ସେ ହେଲେ ମହାନ୍ତ ଦେହୁରୀ (୬୫)। ସନ୍ଧ୍ୟାରେ ସେ…
ଜଗନ୍ନାଥ ପ୍ରସାଦ,୧୭।୧୨ (ଡି.ଏନ.ଏ): ପୁଣି ଅଲୋଡା ଶିଶୁ କନ୍ୟା ଉଦ୍ଧାର। ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ ଅଲାଡ଼ି ପଞ୍ଚାୟତ କାଦପ ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି।…
ପୁରୀ ଅଫିସ୍, ୧୭।୧୨: ଶ୍ରୀମନ୍ଦିର ସୁରକ୍ଷା ଜୋନରୁ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ସୋମବାର ଦୋଳବେଦୀ କୋଣସ୍ଥିତ ଏକ ତିନି ମହଲା ଘରୋଇ କୋଠା ଭଙ୍ଗାଯାଇଥିବାବେଳେ ମଙ୍ଗଳବାର…
ବାରିପଦା ଅଫିସ,୧୭।୧୨: ବାରିପଦା ସହର ଉପକଣ୍ଠ ମଞ୍ଚାବନ୍ଧାସ୍ଥିତ ଏକ କାର୍ଟୁନ ଗୋଦାମରେ ସୋମବାର ବିଳମ୍ବିତ ରାତିରେ ନିଆଁ ଲାଗିଥିଲା। ଖବର ପାଇ ଅଗ୍ନିଶମ ବିଭାଗର ୩ଟି ଗାଡି…
ଧାମନଗର, ୧୭।୧୨(ଡି.ଏନ.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ଅଞ୍ଚଳରେ ଜଣେ ତୃତୀୟ ଶ୍ରେଣୀର ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ସୋମବାର ଅପରାହ୍ନରେ ଏକ ବିଦ୍ୟାଳୟ ପଛପଟରେ ଜଣେ…
ଯାଜପୁର ଅଫିସ,୧୭।୧୨: ତନ୍ତୀଘାଇ ନଦୀରେ ସେଲଫି ଉଠାଉଥିବାବେଳେ ଭାସିଯାଇଥିବା ଯାଜପୁର ଜିଲା ଏରବାଙ୍କ ଗ୍ରାମର ଛାତ୍ରୀ ସାଇତା ବେଗମ(୧୭)ଙ୍କ ମୃତଦେହକୁ ମଙ୍ଗଳବାର ସକାଳ ୮ଟାରେ ଉଦ୍ଧାର କରାଯାଇଛି।…
କଟକ ଅଫିସ,,୧୭ା୧୨: ଓଡ଼ିଶା ହାଇକୋର୍ଟର ନୂତନ ୱେବ୍ସାଇଟ୍ ସୋମବାର ଉଦ୍ଘାଟିତ ହୋଇଯାଇଛି। ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ କେ.ଏସ୍. ଝାବେରୀ ଅନ୍ୟ ବିଚାରପତିଙ୍କ ଉପସ୍ଥିତିରେ ଏହି ୱେବ୍ସାଇଟ୍କୁ…