ଆମ ଜିଲା ଖବର

ପୁଅ ଉପରେ ଏସିଡ୍‌ ଢାଳିଲେ ବାପା

ଶଙ୍କରାଖୋଲ,୨୩ା୪(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ଟିକାବାଲି ଥାନା କଇଁଝର ପଞ୍ଚାୟତ କୁଟିଗଡ ଗ୍ରାମରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ ନେଇ ସାନପୁଅ ଉପରେ…

6 years ago

ବାଲେଶ୍ୱରରେ ଆଉ ୨ କରୋନା ପଜିଟିଭ: ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୯ ଛୁଇଁଲା

ଭୁବନେଶ୍ୱର, ୨୩।୪(ବ୍ୟୁରୋ): ରାଜ୍ୟରେ ଗୁରୁବାର ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୯ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ୨…

6 years ago

କରୋନା ସତର୍କତା: ସାକ୍ଷୀଗୋପାଳରେ ବାହାର ରାଜ୍ୟରୁ ଆସିଥିବା ୩ ନଡ଼ିଆ ବୋଝେଇ ଟ୍ରକ୍‌କୁ କରାଗଲା ବିଶୋଧନ

ସାକ୍ଷୀଗୋପାଳ, ୨୩।୪(ଡି.ଏନ.ଏ.): ଆନ୍ଧ୍ର ଓ ତେଲେଙ୍ଗାନାରୁ ଗୁରୁବାର ପହଞ୍ଚି ଥିବା ୩ ଟି ନଡ଼ିଆ ବୋଝେଇ ଟ୍ରକ କୁ ବିଶୋଧନ କରାଯାଇଛି। କୃଷିଜାତ ଦ୍ରବ୍ୟ ଗୁଡ଼ିକ ଲକଡାଉନ୍‌ରୁ…

6 years ago

ପଶ୍ଚିମ ଓଡ଼ିଶା ଶ୍ରମିକଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖିଲା ପ୍ରଶାସନ

ଭଞ୍ଜନଗର,୨୩ା୪(ଡି.ଏନ୍‌.ଏ.): ଲକ୍‌ଡାଉନ୍‌ ଯୋଗୁ କାମ ମିଳୁନାହିଁ। ତେଣୁ ବ୍ରହ୍ମପୁରରେ ଅଟକି ରହିଥିବା ପଶ୍ଚିମ ଓଡ଼ିଶାର ୧୩ ଶିଶୁ ସମେତ ୬୦ଜଣ ଶ୍ରମିକ ଚାଲିଚାଲି ନିଜ ଭିଟାମାଟିକୁ ଫେରୁଥିଲେ।…

6 years ago

କଣ୍ଟେନମେଣ୍ଟ ଜୋନ -୧, ଜୋନ -୨ ରେ ସ୍ବାସ୍ଥ୍ୟ ବିଭାଗର ସର୍ଭେ

ଭଣ୍ଡାରିପୋଖରୀ, ୨୩।୪ (ଡି.ଏନ.ଏ.)-ଭଣ୍ଡାରିପୋଖରୀ ବ୍ଲକରେ ଦୁଇ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ଦୁଇ ପଞ୍ଚାୟତକୁ ଅବରୋଧ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ବୁଧବାର ଅଗ୍ନିଶମ ବିଭାଗ ଦାରା…

6 years ago

ନିର୍ଗୁଣ୍ଡି ପଞ୍ଚାୟତକୁ ବିଶୋଧନ କରାଗଲା

ଭଣ୍ଡାରିପୋଖରୀ, ୨୩।୪ (ଡି.ଏନ.ଏ.)-ଗୁରୁବାର ଭଣ୍ଡାରିପୋଖରୀ ବ୍ଲକ ନିର୍ଗୁଣ୍ଡି ପଞ୍ଚାୟତକୁ ଅଗ୍ନିଶମ ବିଭାଗ ପକ୍ଷରୁ ବିଶୋଧନ କରାଯାଇଛି। ସରପଞ୍ଚ ନମିତା ପାତ୍ରଙ୍କ ତତ୍ତ୍ୱାବଧାନରେ ପ୍ରଥମେ ମହୁରା ସ୍ଥିତ ସ୍କୁଲରେ…

6 years ago

ଟ୍ରକ୍‌କୁ ପିଟିଲା ଟ୍ରକ: ଜଣେ ମୃତ, ୨ ଆହତ

ସୋର, ୨୩।୪(ଡି.ଏନ.ଏ.)-ସୋର ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ତଳନଗର ଠାରେ ଏକ ଟ୍ରକରେ ମାଲବୋଝେଇ ସମୟରେ ଅନ୍ୟ ଏକ ଟ୍ରକ ଧକ୍କା ଦେଇଛି। ଘଟଣାସ୍ଥଳରେ…

6 years ago

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୪.୭୧ ଲକ୍ଷ ଟଙ୍କା ପ୍ରଦାନ

ବ୍ରହ୍ମପୁର ଅଫିସ,୨୩ା୪: କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଗଞ୍ଜାମ ଜିଲାର ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କ ପକ୍ଷରୁ ଗୁରୁବାର ୪ଲକ୍ଷ ୭୧ ହଜାର ୫୮୬…

6 years ago

ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ ଅଫିସ,୨।୪: କରୋନା ପାଇଁ ଚଳିତ ବର୍ଷ ରଥଯାତ୍ରାର ଆୟୋଜନକୁ ନେଇ ଆଶଙ୍କା ପ୍ରକାଶ ପାଇଥିବା ବେଳେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କୁ ଭେଟିଛନ୍ତି ଶ୍ରୀମନ୍ଦିର…

6 years ago

ଯାଜପୁର ୪ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୩ ମହିଳା: ସମସ୍ତେ ପଶ୍ଚିମବଙ୍ଗ ଫେରନ୍ତା ପୂର୍ବ ପଜିଟିଭ୍‌ଙ୍କ ପରିବାର ସଦସ୍ୟ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ଯାଜପୁରରେ ଚିହ୍ନଟ ହୋଇଥିବା ୪ ନୂଆ କରୋନା ପଜିଟିଭ୍‌ଙ୍କ ମଧ୍ୟରେ ୩ଜଣ ମହିଳା ଏବଂ ଜଣେ ଯୁବକ ରହିଛନ୍ତି। ରାଜ୍ୟ ସୂଚନା ଏବଂ ପ୍ରସାରଣ ବିଭାଗର…

6 years ago