ଆରଡି,୨୫ା୪(ଡି.ଏନ୍.ଏ.)- ଭଦ୍ରକ ଜିଲାର ଆରଡି ପୀଠ ସମେତ ଏହାର ଆଖପାଖ ଅଞ୍ଚଳରେ ୬୦ ଘଣ୍ଟିିଆ ଶଟ୍ଡାଉନ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛିା ଗୁରୁବାର ଆରଡି ଫାଣ୍ଡି ପୋଲିସ ଆରଡି,…
ଭଦ୍ରକ ଅଫିସ, ୨୫ା୪- ଭଦ୍ରକ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବାରୁ ସବୁ ସ୍ତରରେ ଚିନ୍ତା ବଢିଛି। ଜିଲାବାସୀ ଏକ ପ୍ରକାର ଭୟ ଓ ଆତଙ୍କ…
ଠାକୁରମୁଣ୍ଡା,୨୫ା୪(ଡି.ଏନ୍.ଏ.)- ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ସାତକୋଶିଆ ରେଞ୍ଜ ଅନ୍ତର୍ଗତ ବାଲିଘାଟ ସଂରକ୍ଷିତ ଜଙ୍ଗଲର କମ୍ପାର୍ମେଣ୍ଟ ନଂ. ୧୨ ତଳବନ୍ଧ ନାଳ ନିକଟରୁ ଗୁରବାର ରାତିରେ ବନ…
ବାରିପଦା ଅଫିସ/ବେତନଟୀ,୨୫ା୪(ଡି.ଏନ୍.ଏ.)- ମୟୂରଭଞ୍ଜ ଜିଲା ବେତନଟୀ ଥାନା ଦହିକୁଟି ପଞ୍ଚାୟତ ଅନ୍ତର୍ଗତ ଖମାରି ଗ୍ରାମର କେତେକ ଲୋକଙ୍କ ମାଡ଼ରେ ଜଣେ ଚୋରର ମୃତ୍ୟୁ ଘଟିଛି। ଏନେଇ ପୋଲିସ…
ଲଖନପୁର,୨୫ା୪(ଡି.ଏନ୍.ଏ.)-ଦାୟିତ୍ୱରେ ଥିବା ଅଧିକାରୀଙ୍କ ଅବହେଳା ପାଇଁ କେତେକ ସ୍ଥାନରେ କରୋନା ସନ୍ଦିଗ୍ଧ ବ୍ୟକ୍ତିମାନେ ସରକାରୀ ସୁବିଧା ସୁଯୋଗରୁ ବଞ୍ଚତ୍ତ ହେଉଛନ୍ତି । ଏଥିସହିତ ସେମାନେ ଗ୍ରାମବାସୀଙ୍କ…
ଦେବଗଡ଼,୨୫ା୪(ଡି.ଏନ.ଏ.) ଗତ ଜାନୁୟାରୀ ୨୯ରେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇ ଗୁରୁତର ଆହତ ହୋଇଥିବା ମହିଳା କନ୍ଷ୍ଟେବଳ ସଂଯୁକ୍ତା ପାତ୍ର ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁସ୍ଥ…
ବୌଦ୍ଧ,୨୫ା୪(ସ୍ବ.ପ୍ର.)- ଶିଳ୍ପବିହୀନ ବୌଦ୍ଧ ଏକ କୃଷି ପ୍ରଧାନ ଜିଲା । ଏଠାକାର ୮୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରିଥାଆନ୍ତି । ଜିଲାରେ ଧାନ ଓ…
ବରଗଡ଼ ଅଫିସ୍,୨୫।୪ ବରଗଡ଼ ଜୀରନଦୀ କୂଳ ଅମ୍ବାପାଲିରେ ରହିଥିବା ବେଣୁବାବା ମଠର ମହନ୍ତ ହରିଚରଣ ଦାସଙ୍କ ଶୁକ୍ରବାର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ବର୍ଷ ହୋଇଥିଲା…
ଗଞ୍ଜାମ,୨୪ା୪(ଡି.ଏନ.ଏ.)- ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ଗୋଖରକୁଦା ଗ୍ରାମରେ ଶୁକ୍ରବାର ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ପହଞ୍ଚତ୍ ଆଇସୋଲେଶନ ହଲ୍ ବୁଲି ଅନୁଧ୍ୟାନ କରିଥିଲେ। ରାଜ୍ୟ ବାହାରୁ…
ପାତ୍ରପୁର,୨୪ା୪(ଡି.ଏନ୍.ଏ.)- ପାତ୍ରପୁର ବ୍ଲକ ଜୟନ୍ତିପୁର ସନ୍ତୋଷୀ ମା’ ମନ୍ଦିର ନିକଟରେ ଥିବା ପୂଜକ ନିଲାପୁ ଲୋକନାଥ ରେଡ୍ଡୀଙ୍କ ଘର ଶୁକ୍ରବାର ନିଅଁାଲାଗି ପୋଡି ଯାଇଛି। ପୂଜକଙ୍କ ବାସଭବନ…