ଲୋଇସିଂହା,୯।୩(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅଞ୍ଚଳରେ ଜଣେ ବିବାହିତା ମହିଳାଙ୍କୁ ବଳାତ୍କାର ହୋଇଥିବା ରବିବାର ପୀଡ଼ିତା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ପୋଲିସ ତଦନ୍ତ…
କୋଷ୍ଠା, ୯ା୩(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ଶୂଳିଆପଦା ବ୍ଲକର ବିଭିନ୍ନ ଗ୍ରାମରେ ଦୀର୍ଘବର୍ଷ ଧରି ବସବାସ କରିଆସୁଥିବା ମହିମା ଅଲେଖ ଧର୍ମାବଲମ୍ବୀମାନେ ପିତୃପୁରୁଷଙ୍କ ସମ୍ମାନାର୍ଥେ ପ୍ରତିବର୍ଷ ଫାଲଗୁନ ପୂର୍ଣ୍ଣିମା ଅବସରରେ…
ଖଣ୍ଡପଡ଼ା,୯ା୩(ସ୍ବ.ପ୍ର.): ଖଣ୍ଡପଡା ବ୍ଲକ କଣ୍ଟିଲୋ ନିକଟ ପଥରଚକଡା ତଳସାହି ଓ ବଡସାହି ଗୋପାଳ ସମାଜ ପକ୍ଷରୁ ବନ୍ଦାଣ ଉତ୍ସବ ପାଳନ କରାଯାଇଛି । ସମାଜର ବେହେରା କଣ୍ଡୁରୀ…
ପାଟଣା, ୯ା୩(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ଖିରେଇଟାଙ୍ଗିରି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ସୋମବାର ସକାଳେ ଟୁନା ମୁଣ୍ଡାଙ୍କ ୨ ବର୍ଷର ପୁଅ ଜଗା ଏକ…
ଭଣ୍ଡାରିପୋଖରୀ, ୯ା୩(ଡି.ଏନ.ଏ.)-ଭଦ୍ରକ ଜିଲା ଭଣ୍ଡାରିପୋଖରୀର ପୂର୍ବତନ ବିଧାୟକ ପୁରସ୍ତମ ସେଠୀଙ୍କ ସୋମବାର ସକାଳ ସାଢେ ୭ଟା ବେଳେ ପରଲୋକ ହୋଇଯାଇଛି। ସେ ଦୀର୍ଘ ଦିନ ଧରି ରୋଗରେ…
ବୁଗୁଡ଼ା,୯।୩(ଡି.ଏନ୍.ଏ.)- ବୁଗୁଡ଼ା ବ୍ଲକ ତାଳଶାକର ଗ୍ରାମରେ ଗତ ମାସ ୧୬ ତାରିଖରୁ ଆରମ୍ଭ ହୋଇଥିବା ମହାମାୟୀ କ୍ରିକେଟ ଟୁର୍ନାମେଣ୍ଟ ସୋମବାର ଉଦ୍ଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ୍ ବି.ବ୍ରହ୍ମପୁର…
ବିଜେପୁର୯।୩(ଡି.ଏନ୍.ଏ.): ନୂଆଁଖାଇ ପରି ଗୁଁଡିଖାଇ ପଶ୍ଚିମ ଓଡ଼ିଶାର ଏକ କୃଷିଭିତ୍ତିକ ପର୍ବ। ତେଣୁ ବରଗଡ଼ ଜିଲା ବିଜେପୁର ବ୍ଲକର ପୁରପଲ୍ଲୀରେ ଉତ୍ସାହ ଉଦ୍ଦୀପନା ମଧ୍ୟରେ ଗୁଁଡିଖାଇ ପର୍ବ…
ସୁନ୍ଦରଗଡ,୯।୩(ଡି.ଏନ୍.ଏ): ସାହିତ୍ୟ ଅନୁଷ୍ଠାନ ଅରଣ୍ୟା ଓ ନବଜୀବନ କ୍ଲବର ମିଳିତ ଆନୁକୂଲ୍ୟରେ ଫଗୁଣ ଆସର ଅନୁଷ୍ଠିତ ହୋଇଯାଇଛି । କବି ସୁବାସ ଦାଶ ଓ କବୟିତ୍ରୀ ସ୍ବର୍ଣ୍ଣମଞ୍ଜରୀ…
ପୁରୀ ଅଫିସ,୯।୩: ମହାପ୍ରଭୁଙ୍କ ୫୪୫ କୋଟି ଟଙ୍କା ୟେସ୍ ବ୍ୟାଙ୍କରେ ଜମା ରଖାଯିବା ଘଟଣାକୁ ବିରୋଧ ଜାରି ରହିଛି। ବିଭିନ୍ନ ସଙ୍ଗଠନ ଏବଂ ବ୍ୟକ୍ତିବିଶେଷ ଶ୍ରୀମନ୍ଦିର ପ୍ରଶାସନ…
ଭଞ୍ଜନଗର,୯।୩(ଡି.ଏନ.ଏ.)-ବେଲଗୁଣ୍ଠା ଫାଣ୍ଡି ଧୁମୁଛାଇର ସନ୍ତୋଷ ନାୟକ (୨୫)ଙ୍କୁ ତାଙ୍କର ୨ ସାଙ୍ଗ କୌଣସି କାରଣକୁ ନେଇ ଗତ ଜାନୁୟାରୀ ୨୫ ତାରିଖରେ ପେଟ୍ରୋଲ ଢାଳି ପୋଡ଼ି ଦେଇଥିଲେ।…