କେନ୍ଦୁଝର, ୨୭ା୩(ଡି.ଏନ.ଏ.)-କରୋନାର ମୁକାବିଲା ପାଇଁ କେନ୍ଦୁଝରଗଡ ପୌରପାଳିକା ତରଫରୁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସହରକୁ ସମ୍ପୂର୍ଣ୍ଣ ପରିମଳ ରଖିବା ସହ ବିଭିନ୍ନ ସ୍ଥାନରେ ବ୍ଲିଚିଂ ପାଉଡର…
ଠାକୁରମୁଣ୍ଡା,୨୭ା୩(ଡ଼ି.ଏନ୍.ଏ.)-କରୋନା ସଂକ୍ରମଣ ରୋକିବା ଦିଗରେ ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ସାଲେଇବେଡା ପଞ୍ଚାୟତ ଅନ୍ତର୍ଗତ ସାନମହୁଲଡିହା ଗ୍ରାମବାସୀ ଅଭିନବ ପ୍ରୟାସ ଆପଣାଇଛନ୍ତି। ବାହାର ଅଞ୍ଚଳର ଯେଉଁ ବ୍ୟକ୍ତି…
କପ୍ତିପଦା,୨୭ା୩(ଡ଼ି.ଏନ୍.ଏ.)- ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅଧୀନ ଶାଳଚୁଆ ପଞ୍ଚାୟତ ସୋଲଗଡିଆ ଦେହୁରୀ ସାହି ପକ୍ଷରୁ ବରଛକ ଠାକୁରାଣୀ ନିକଟରେ ଶୁକ୍ରବାର ଡାଳକଟା ପୂଜା ଅନୁଷ୍ଠିତ ହେଉଥିଲା…
ଧାମନଗର,୨୭।୩(ଡି.ଏନ୍.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ପ୍ରଶାସନ ପକ୍ଷରୁ ଗୋଡ଼ିପୋଖରୀ ମସ୍ଜିଦରେ ନମାଜ ପାଠ ବନ୍ଦ କରାଯାଇଛି। ଲକ୍ଡାଉନ୍ ସମୟରେ ଲୋକେ ନମାଜ ପାଠ କରୁଥିବାବେଳେ ମାଜିଷ୍ଟ୍ରେଟ…
ଆରଡି,୨୭।୩(ଡି.ଏନ୍.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ସୁନ୍ଦରପୁର ପଞ୍ଚାୟତରେ ବିଭିନ୍ନ ବର୍ଗର ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଛି । ଶୁକ୍ରବାର ପଞ୍ଚାୟତର ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ସଞ୍ଜୟ…
ତିର୍ତ୍ତୋଲ, ୨୭।୩ (ଡି.ଏନ୍.ଏ.)- କରୋନା ପାଇଁ ସମସ୍ତ ଭତ୍ତା ହିତାଧିକାରୀଙ୍କୁ ଆଗୁଆ ୪ ମାସର ଭତ୍ତା ପ୍ରଦାନ ପାଇଁ ସରକାର ଘୋଷଣା କରିଛନ୍ତି। ଏ ନେଇ ତିର୍ତ୍ତୋଲ…
ତିର୍ତ୍ତୋଲ, ୨୭।୩ (ଡି.ଏନ୍.ଏ.)- ତିର୍ତ୍ତୋଲ ବ୍ଲକ ଅଞ୍ଚଳର ୪୪ ଜଣ ବାହାର ରାଜ୍ୟରୁ ନିକଟରେ ଗାଁକୁ ଫେରିଛନ୍ତି। ସେମାନେ ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନାମ ପଞ୍ଜୀକରଣ କରାଇଥିବା…
ଦାରିଙ୍ଗବାଡ଼ି,୨୭।୩(ଡି.ଏନ୍.ଏ.)- ପଶ୍ଚିମବଙ୍ଗରୁ ଦାରିଙ୍ଗବାଡ଼ି ଅଞ୍ଚଳକୁ ଆସି ବିଭିନ୍ନ ଲଜ୍, ବିଲ୍ଡିଂରେ କାର୍ଯ୍ୟ କରୁଥିବା ୧୫ଜଣ ରାଜମିସ୍ତ୍ରୀ ଓ ଶ୍ରମିକ ଦାରିଙ୍ଗବାଡ଼ିରେ ଫସି ରହିଛନ୍ତି। କାମ ବନ୍ଦ ଯୋଗୁ…
ପାରାଦୀପ, ୨୭।୩ (ସ୍ବ.ପ୍ର.)-ଦେଶରେ କରୋନା ଭୂତାଣୁ ସଂକ୍ରମଣ ରୋକିବା ସକାଶେ ଲକ୍ଡାଉନ୍ କରାଯାଇଛି। ହେଲେ ଲକ୍ଡାଉନ୍ ଯୋଗୁ ପାରାଦୀପ ମାଛଧରା ବନ୍ଦର ପରିସରରେ ଥିବା ହଜାରରୁ ଊର୍ଦ୍ଧ୍ୱ…
ପାଟଣା,୨୭।୩(ସ୍ବ.ପ୍ର.)-ମହାମାରୀ କରୋନା ଭୂତାଣୁ ସଂକ୍ରମଣରେ ବିଶ୍ୱ ପ୍ରଭାବିତ ହୋଇଥିବା ବେଳେ ଭାରତ ବି ଏଥିରୁ ବାଦ ପଡିନି। ସରକାର ଲକ୍ଡାଉନ କରି ଏଥିରେ ଅଙ୍କୁଶ ଲଗାବାକୁ ଚେଷ୍ଟା…