ବୌଦ୍ଧ,୧୯ା୫(ସ୍ବ.ପ୍ର.)- ବାହାର ରାଜ୍ୟର କେତେଜଣ ବ୍ୟକ୍ତିଙ୍କୁ ହୋଟେଲରେ ବସାଇ ଖାଇବାକୂୁ ଦେବାରୁ ବୌଦ୍ଧ ସହରର ଏକ ହୋଟେଲ ମାଲିକ ଓ ତାଙ୍କ ଭାଇଙ୍କୁ ସଙ୍ଗରୋଧ କେନ୍ଦ୍ରକୁ ଯିବାକୁ…
ରତ୍ନଗିରି,୧୯ା୫(ଡି.ଏନ.ଏ.)-ବରୀ ବ୍ଲକରୁ ମଙ୍ଗଳବାର ୧୦୦ ଜଣ ପ୍ରବାସୀ ଓଡିଆଙ୍କ ସ୍ବାବ୍ ଜିଲା ସ୍ବାସ୍ଥ୍ୟ ବିଭାଗ ସଂଗ୍ରହ କରିଛି। ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ବରୀ ଗ୍ରସ୍ତରେ ଆସି…
ଏମଭି-୭୯,୧୯ା୫(ଡି.ଏନ.ଏ.)-ପୁଅ ସହ କାମ କରିବାକୁ ଚେନ୍ନାଇ ଯାଇଥିଲେ। ଳକ୍ଡାଉନ ଯୋଗୁ ସବୁ ବନ୍ଦ ହୋଇଯିବାରୁ କିଛି ଦିନ ପରେ ସେ ଅସୁସ୍ଥ ହୋଇପଡିଲେ। ଏବେ ପୁଅ ଆମ୍ବୁଲାନ୍ସ…
ପଟ୍ଟାଙ୍ଗି,୧୯ା୫(ଡି.ଏନ.ଏ)-ବାପା ମୋବାଇଲ୍ କିଣି ନ ଦେବାରୁ ପୁଅ(୧୪) ଆତ୍ମହତ୍ୟା କରିବା ପରି ଘଟଣା କୋରାପୁଟ ଜିଲା ପଟାଙ୍ଗି ଥାନା ତଥା ସେମିଳିଗୁଡା ବ୍ଲକ ଅଞ୍ଚଳରେ ଘଟିଛି। ଖବରରୁ…
ଜଗତ୍ସିଂହପୁର ଅଫିସ,୧୯ା୫: କରୋନା ଭୂତାଣୁ ସଂକ୍ରମଣ ସାଙ୍ଗକୁ ବାତ୍ୟା ଅମ୍ଫନ୍ର ଭୟ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ତେଣୁ ଏବେ ଏହାର ମୁକାବିଲା ପାଇଁ…
ମନମୁଣ୍ଡା, ୧୯।୫ (ଡି.ଏନ.ଏ.)-ବୌଦ୍ଧ ଜିଲା ଅଧୀନ କଣ୍ଟାମାଳରୁ ଏକ ଟ୍ରକ ଯୋଗେ ମନମୁଣ୍ଡା ଦେଇ ଚୋରାଚାଲାଣ ହେଉଥିବା ୧୧ କୁଇଣ୍ଟାଲ ଗଞ୍ଜେଇ ଓ ୩୫ ବସ୍ତା ପିଆଜକୁ…
ବାରଙ୍ଗ,୧୯।୫(ଡି.ଏନ୍.ଏ.): ରାଜଧାନୀ ଉପକଣ୍ଠ ବରିମୁଣ୍ଢ ପଞ୍ଚାୟତର ବିଭିନ୍ନ ଜାଗାରେ ରହି ଇଟାଭାଟି, କମ୍ପାନି ସହ ଦିନମଜୁରିଆ ଭାବେ କାର୍ଯ୍ୟ କରୁଥିବା ୩୮ଜଣ ପ୍ରବାସୀ ଶ୍ରମିକ ମଙ୍ଗଳବାର ନିଜ…
ଗୋପ,୧୯।୫(ଡି.ଏନ୍.ଏ.): ପୁରୀ ଜିଲାରେ କରୋନା ସଂକ୍ରମିତ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏ ନେଇ ଜିଲାବାସୀ ଭୟରେ ଥିବାବେଳେ ଗୋପ ବ୍ଲକ ଅଞ୍ଚଳରେ…
କେନ୍ଦୁଝର, ୧୯ା୫(ଡି.ଏନ.ଏ.)-କେନ୍ଦୁଝର ଜିଲା ତେଲକୋଇ ଥାନା କାଳିଆହତା ଫାଣ୍ଡି ଅଞ୍ଚଳ ମାରଦା ଗଁାର ଟଙ୍କଧର ମହାନ୍ତଙ୍କ ଘରେ ସୋମବାର ବିଳମ୍ବିତ ରାତିରେ ୪ଜଣ ଲୁଟେରା ବିଭିନ୍ନ ମାରଣାସ୍ତ୍ର…
ମହାକାଳପଡ଼ା,୧୯।୫,(ଡି.ଏନ୍.ଏ.)- ଅମ୍ପନ୍ ପ୍ରଭାବରେ ମଙ୍ଗଳବାର ସନ୍ଧ୍ୟାରୁ ଉପକୂଳ ଅଞ୍ଚଳରେ ପବନର ବେଗ ବଢ଼ିବାରେ ଲାଗିଛି। ଏନେଇ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ବତୀଘର, ଖରିନାସୀ, ରାମନଗର, ପେଟଛେଲା,…