ରୂପ୍ସା,୬।୫(ଡି.ଏନ.ଏ.) କରୋନା ସ୍ଥିତି ଜଟିଳ ହେଉଥିବାରୁ କଡ଼ାକଡ଼ି ଭାବେ କଟକଣା ପାଳନ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ସ୍ଥିତିରେ ବାଲେଶ୍ୱର ସଦର ବ୍ଲକ ରୂପ୍ସା ଥାନା ଅଧୀନ…
ଚମ୍ପୁଆ, ୬।୫(ଡି.ଏନ.ଏ.) କେନ୍ଦୁଝର ଜିଲା ଚମ୍ପୁଆ ବନାଞ୍ଚଳକୁ ପୁଣି ଲେଉଟିଲେ ହାତୀ ପଲ। ୨ ଦିନ ହେବ ଏହି ହାତୀ ପଲ ଚମ୍ପୁଆ ଓ ଉଖୁଣ୍ଡା ସେକ୍ସନ ଅଞ୍ଚଳରେ…
ଖଇରା,୬।୫(ଡି.ଏନ.ଏ.): ସମଗ୍ର ଓଡ଼ିଶାରେ ଲକ୍ଡାଉନ୍ ଲାଗୁ ହୋଇଥିବା ବେଳେ ଖଇରାରେ କିଛି ବ୍ୟବସାୟୀ ଏହାର ଫାଇଦା ଉଠାଉଥିବା ଅଭିଯୋଗ ହୋଇଛି। ବିଶେଷ ଜରି ଆଳୁ ଦର ବୃଦ୍ଧି…
ସଜନାଗଡ଼,୬।୫(ଡି.ଏନ.ଏ.) ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ କରୋନା ସଂକ୍ରମଣ ବଢ଼ି ଚାଲିଛି। ନୀଳଗିରି ବ୍ଲକର ରାଧାକିଶୋରପୁର ଗ୍ରାମରେ ୧୫ରୁ ଅଧିକ ଓ ଏନ୍ଏସି ଅଧୀନ ମିରିଗିଣି ଗ୍ରାମରେ…
ବନ୍ତ,୬।୫ (ଡି.ଏନ.ଏ.): ଭଦ୍ରକ ଜିଲା ବନ୍ତ ବ୍ଲକର ପ୍ରାୟ ୯୦ ପ୍ରତିଶତ ପ୍ରାଥମିକ ଶିକ୍ଷକ ନିଜର ସମ୍ପତ୍ତି ତାଲିକା ଦେଇପାରି ନ ଥିବା ଜଣାଯାଇଛି। ଅନ୍ଲାଇନ ଯାନ୍ତ୍ରିକ…
ବାଲେଶ୍ୱର ଅଫିସ,୬।୫: ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ପ୍ଲାଜମା ଥେରାପି ଚିକିତ୍ସା ଉପରେ ଦିନକୁ ଦିନ ଭରସା ବଢୁଛି। ଗତ ୨୦୨୦ ଅଗଷ୍ଟ ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ଜିଲା…
ବାଲେଶ୍ୱର ଅଫିସ/ ସଜନାଗଡ଼,୬।୫(ଡି.ଏନ.ଏ.) ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ଘୋଷଣା ପରେ ଭାଜପା କାର୍ଯ୍ୟକର୍ତ୍ତା ଓ ସେମାନଙ୍କ ପରିବାର ସଦସ୍ୟଙ୍କ ଉପରେ ତୃଣମୂଳ କଂଗ୍ରେସ କର୍ମୀ ହିଂସାତ୍ମକ ଆକ୍ରମଣ…
ଝାରସୁଗୁଡ଼ା ଅଫିସ,୫ା୫: ଖାକିରେ ପୁଣି ଲାଗିଛି କଳଙ୍କର ଦାଗ। ଝାରସୁଗୁଡ଼ା ଜିଲାର ଜଣେ ପୋଲିସ ଅଧିକାରୀଙ୍କ ପ୍ରତାରଣା ସହି ନ ପାରି ମହିଳା ଷ୍ଟାଫ୍ନର୍ସ ଆତ୍ମହତ୍ୟା କରିଛନ୍ତି।…
ଝାରସୁଗୁଡ଼ା ଅଫିସ,୫ା୫: ଝାରସୁଗୁଡ଼ା ଜିଲାରେ କରୋନା ସଂକ୍ରମଣ ଦିନକୁ ଦିନ ବଢିଚାଲିଛି। ଏହାକୁ ମୁକାବିଲା କରିବା ପାଇଁ କରୋନା ଯୋଦ୍ଧା ଭାବେ ଜିଲା ପୋଲିସ ପ୍ରଶାସନ ଦିନରାତି…
କୋଷାଗୁମୁଡ଼ା,୫।୫: ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ ଟେମରା ଗ୍ରାମର ଦୁଇ ନାବାଳିକାଙ୍କର ବୁଧବାର ବଜ୍ରପାତରେ ମୃତ୍ୟୁ ହୋଇଛି। ମୃତକ ହେଲେ ଊର୍ମିଳା ଭତ୍ରା ଓ ହୀରାଦେଈ ଭତ୍ରା।…