ଆମ ଜିଲା ଖବର

ଖେଳିବାକୁ ଯାଇ ପୋଖରୀରେ ବୁଡ଼ିଗଲେ ନାବାଳକ

ପାରଳାଖେମୁଣ୍ଡି,୧୬।୫(ଡି.ଏନ୍‌.ଏ.): ଗଜପତି ଜିଲା ମୋହନା ବ୍ଲକରେ ପୋଖରୀରେ ବୁଡ଼ି ଜଣେ ନାବାଳକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ଗଜପତି ଜିଲା ମୋହନା ଥାନା ଜିରାଙ୍ଗ ପଞ୍ଚାୟତ…

5 years ago

ଗଞ୍ଜାମକୁ ଫେରିଲେଣି ୨୮,୯୦୩ ପ୍ରବାସୀ

ଛତ୍ରପୁର,୧୬।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାକୁ ବର୍ତ୍ତମାନ ସୁଦ୍ଧା ୨୮ ହଜାର ୯୦୩ ଜଣ ପ୍ରବାସୀ ଫେରିଛନ୍ତି ଏଥିମଧ୍ୟରେ ଗ୍ରାମାଞ୍ଚଳକୁ ୨୭ ହଜାର ୩୨୦ ଓ ସହରାଞ୍ଚଳକୁ ୧ ହଜାର…

5 years ago

ଅସହାୟଙ୍କ ସାହା ପାଲଟିଛନ୍ତି ଜଳନ୍ଧର

ନିରାକାରପୁର,୧୬।୫(ଡି.ଏନ୍‌.ଏ.): ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବାରୁ ପ୍ରତିହତ କରିବା ପାଇଁ ସରକାର ଲକଡାଉନ ଓ ଶଟ୍‌ଡାଉନ ଘୋଷଣା କରିଛନ୍ତି। ଏଥିଯୋଗୁ ବିଭିନ୍ନ ଜାଗାରେ ନିରାଶ୍ରୟ,…

5 years ago

କାନ୍ଧ ଦେଲେନି ପଡ଼ୋଶୀ: କରୋନା ରୋଗୀଙ୍କ ମୃତଦେହ ସତ୍କାର କଲେ ବିଡିଓ

କେସିଙ୍ଗା,୧୬।୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ଉତ୍କେଲା ପଞ୍ଚାୟତର କୋକୋଡମାଲ ଗ୍ରାମର ଇନ୍ଦ୍ରମଣି ପଟ୍ଟନାୟକ କରୋନା ସଂକ୍ରମିତ ହୋଇ ଘରେ ଚିକିତ୍ସିତ ହେଉଥିଲେ। ରବିବାର ତାଙ୍କର…

5 years ago

ଡାକ୍ତରଙ୍କ ପରିବାର ଲୋକଙ୍କୁ ଦିଆଯାଉ କୋଭିଡ୍‌ ଟିକା

କଟକ ଅଫିସ, ୧୬ା୫: ପରିବାରଲୋକଙ୍କୁ କୋଭିଡ୍‌-୧୯ ଟିକା ଦେବା ପାଇଁ ଜୁନିୟର ଡାକ୍ତର ସଂଘ ପକ୍ଷରୁ ଶନିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ…

5 years ago

ଜମିବାଡ଼ିକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ, ଜଣେ ମୃତ

ବଲାଙ୍ଗୀର ଅଫିସ,୧୬।୫: ବଲାଙ୍ଗୀର ଜିଲା ସଇଁତଳା ଥାନା କୁମ୍ଭାରୀ ଗ୍ରାମରେ ଜମିବାଡ଼ି କଳହକୁ ନେଇ ଶନିବାର ରାତିରେ ଗୋଷ୍ଠୀ ସଂଘର୍ଷ ହୋଇଥିବା ଜଣାପଡ଼ିଛି। ଦୁଇ ଗୋଷ୍ଠୀ ମଧ୍ୟରେ…

5 years ago

ଭତ୍ତା ଚିନ୍ତାରେ ଭତ୍ତାଧାରୀ

ଭୁବନ, ୧୬।୫(ଡି.ଏନ.ଏ.)  କରୋନାର ଦ୍ୱିତୀୟ ଲହର ରାଜ୍ୟବାସୀଙ୍କ ପାଇଁ ସତର୍କ ଘଣ୍ଟି ବଜାଇଛି। ପ୍ରତିକାରମୂଳକ ପଦକ୍ଷେପ ସ୍ବରୂପ ଧନଜୀବନ ସୁରକ୍ଷାକୁ ଅଗ୍ରାଧିକାର ଦେଉଛନ୍ତି ରାଜ୍ୟ ସରକାର। ପଞ୍ଚାୟତ, ଏନ୍‌ଏସି…

5 years ago

ଗରାଏ ପାଣି ପାଇଁ ଘଣ୍ଟାଏ

ବଇଣ୍ଡା, ୧୬।୫:  ଗ୍ରାମାଞ୍ଚଳବାସୀଙ୍କୁ ହାତପାହାନ୍ତାରେ ବିଶୁଦ୍ଧ ପାଣି ଯୋଗାଇ ଦେବାକୁ ଅନେକ ଯୋଜନା କରିଛନ୍ତି ସରକାର। ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ ଲାଗି ‘ବସୁଧା’ ଯୋଜନାରେ ପ୍ରକଳ୍ପ…

5 years ago

ଖଣି ଜଗିବେ ସ୍ବତନ୍ତ୍ର ଫୋର୍ସ

ଖଇରା, ୧୬।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ ଶାରୀଶୂଆ ପାହାଡର ୯୭ ଖଣିରେ ୧୪୪ଧାରା ଲାଗୁ ସତ୍ତ୍ୱେ ପଥର ଚୋରା ଚାଲାଣ ଅବ୍ୟାହତ ରହିଛି। ଖଇରା ତହସିଲର…

5 years ago

ଅର୍ଥନୀତିଜ୍ଞ ସନାତନ ମହାନ୍ତିଙ୍କ ପରଲୋକ

ଭଦ୍ରକ ଅଫିସ,୧୬।୫:  ଭଦ୍ରକର ସାରସ୍ବତ ସାଧକ, ଅର୍ଥନୀତିଜ୍ଞ ପ୍ରଫେସର ଡ. ସନାତନ ମହାନ୍ତି (୯୪)ଙ୍କର ଶନିବାର ଜାନୁଗଞ୍ଜସ୍ଥିତ ବାସଭବନରେ ପରଲୋକ ଘଟିଛି। ଆଗରପଡ଼ାସ୍ଥିତ କୁଅଁାଶମଢ଼ିଆ ପୈତୃକ ବାସଭବନ…

5 years ago