ଆମ ଜିଲା ଖବର

ସରିଲା ବଳଦଯାତ୍ରା

ଭୁବନ, ୧୭।୧୦(ଡି.ଏନ.ଏ.): କୋଭିଡ୍‌ କଟକଣା ମଧ୍ୟରେ ଶେଷ ହୋଇଛି ଭୁବନର ଐତିହାସିକ ବଳଦଯାତ୍ରା। ଶୁକ୍ରବାର ନିରାଡମ୍ବର ପରିବେଶରେ ଅନୁକୂଳ ଯାତ୍ରା ସମ୍ପନ୍ନ ହୋଇଥିବାବେଳେ ଶନିବାର ଘଣ୍ଟଘଣ୍ଟା, ହୁଳହୁଳି,…

5 years ago

ମେଲାଣି ନେଲେ ମା’

ଅନୁଗୋଳ ଅଫିସ, ୧୭।୧୦: ଆବଦ୍ଧ ମଣ୍ଡପରେ ପୂଜାର୍ଚ୍ଚନା ପରେ ମେଲାଣି ନେଇଛନ୍ତି ମା’ ଦୁର୍ଗା। ଘଣ୍ଟଘଣ୍ଟା, ଢୋଲ ବାଦ୍ୟର ତାଳେ ତାଳେ ନିରାଡମ୍ବର ଭାବେ ଦେବୀଙ୍କୁ ବିଦାୟ…

5 years ago

ପାରା ଦେହରେ ଆସ୍ଥାନକୁ ଫେରିଗଲେ ମା’ ଖିଲାମୁଣ୍ଡା

ରଣପୁର,୧୭ା୧୦ (ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁରର ବନ୍ଧମୁଣ୍ଡା ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ମାଳ ଜଙ୍ଗଲ ଭିତରେ ଆରାଧ୍ୟା ଦେବୀ ମା’ ଖିଲାମୁଣ୍ଡା ରଣପୁର ରାଜାଙ୍କ ନିମନ୍ତ୍ରଣରେ…

5 years ago

ନୟାଗଡ଼ ଜିଲା ପରିଷଦ ଅଧ୍ୟକ୍ଷ ଆସନ: ଅନୁସୂଚିତ ଜନଜାତି ମହିଳାଙ୍କ ଉପରେ ଭରସା

ନୟାଗଡ଼ ଅଫିସ,୧୭।୧୦: ନୟାଗଡ଼ ଜିଲା ପରିଷଦ ଅଧ୍ୟକ୍ଷ ଆସନ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷଣ କରାଯାଇଛି । ୨୦୧୭ ନିର୍ବାଚନରେ ଏହା ମହିଳାଙ୍କ ପାଇଁ ସଂରକ୍ଷଣ…

5 years ago

ମେଲାଣି ନେଲେ ମା’ ଜଗଜ୍ଜନନୀ

କଟକ ଅଫିସ,୧୭ା୧୦: କରୋନା କଟକଣା ମଧ୍ୟରେ ଶନିବାର କଟକର ଦେବୀଗଡା, ଚହଟା, ଯୋବ୍ରା ମ୍ୟୁଜିୟମ ନିକଟ, କାର୍ତ୍ତିକେଶ୍ୱର ଗଡା, ଘାଟକୁଳ ଆଦି ୬ ସ୍ଥାନରେ ହୋଇଥିବା ଅସ୍ଥାୟୀ…

5 years ago

ଧିମେଇଛି ଅପରେଶନ ମୁସ୍କାନ, ପରୀ

ପୁରୀ ଅଫିସ,୧୭।୧୦: ରାଜ୍ୟରେ ଯେପରି କେହି ଶିଶୁ ଶ୍ରମିକ ନ ରହିବେ, ସେଥିପାଇଁ ସରକାରଙ୍କ ପକ୍ଷରୁ ଅପରେଶନ ମୁସ୍କାନ ଓ ପରୀ ଯୋଜନା ହାତକୁ ନିଆଯାଇଛି। ହେଲେ…

5 years ago

ନାଲସିଂହରେ ୧୫ ଟିକିଆ ହାତୀପଲ

ନିରାକାରପୁର,୧୭ା୧୦(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଟାଙ୍ଗୀ ବନାଞ୍ଚଳରେ ହାତୀ ଉପଦ୍ରବ ଲାଗି ରହିଛି। ଶୁକ୍ରବାର ରାତିରେ ପଟିଆରୁ ୧୫ ଟିକିଆ ହାତୀପଲ୍ଲ ଆସି ଅଚ୍ୟୁତପୁର ପଞ୍ଚାୟତ ନାଲସିଂହ ଜଙ୍ଗଲରେ…

5 years ago

କିନ୍ନର ବେଶରେ ମାଗୁଥିଲେ ଚାନ୍ଦା

ରାଉରକେଲା ଅଫିସ,୧୭ା୧୦: ରାଉରକେଲା ସହରର ବିଭିନ୍ନ ସ୍ଥାନରେ କିଛି ଯୁବକ ନକଲି କିନ୍ନର ସାଜି ଭିକ୍ଷା ବୃତ୍ତି କରୁଥିବା ୧୫ ନଂ. ଥାନାରେ ଅଭିଯୋଗ ହୋଇଛି। ଏହି…

5 years ago

ଜଙ୍ଗଲରେ କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର

ବେତନଟୀ, ୧୬।୧୦(ସ୍ବ.ପ୍ର.): ବାଲେଶ୍ୱର-ବାରିପଦା ରାସ୍ତାର ୧୮ନଂ. ଜାତୀୟ ରାଜପଥର କଳମା ଛକ ନିକଟ ଜଙ୍ଗଲରେ ଜଣେ ଯୁକ୍ତ ୩ ଛାତ୍ରୀଙ୍କୁ ଗଣବଳାତ୍କାର କରାଯାଇଛି। ଛାତ୍ରୀଙ୍କ ସହ ଥିବା…

5 years ago

ଗାଡ଼ିରେ ଡାକି ନେଇ ମହିଳାଙ୍କୁ ଗଣବଳାତ୍କାର

ବାରିପଦା ଅଫିସ, ୧୬ା୧୦: ମୟୂରଭଞ୍ଜ ଜିଲା ରରୁଆଁ ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ଲିଫ୍ଟ ଦେବା ବାହାନାରେ ୨ଜଣ ଯୁବକ ନଦୀକୂଳକୁ ନେଇ ଗଣବଳାତ୍କାର କରିବା ଘଟଣା…

5 years ago