କେନ୍ଦୁଝର, ୧୭ା୫ (ସ୍ବ.ପ୍ର.)-ଚୁଡି ନେବ, ଶଙ୍ଖା ନେବ। ପ୍ଲାଷ୍ଟିକ ବାଲତି ନେବ, କଂସା ପିତ୍ତଳ ବାସନ ନେବ। ଶାଢୀ ନେବ ରେଡିମେଡ ଡ୍ରେସ ନେବ। ଏଭଳି ସକାଳ…
ଭଣ୍ଡାରିପୋଖରୀ, ୧୭।୫ (ଡି.ଏନ.ଏ.)-ଗ୍ରୀଷ୍ମପ୍ରବାହ ଯୋଗୁ ବର୍ତ୍ତମାନ ଡହ ଡହ ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ଖରାଦିନେ ମଣିଷ ନିଜର ଆବଶ୍ୟକତା ପାଇଁ ପାଣି, ଖାଦ୍ୟ ଆଦି ଯୋଗାଡ଼…
ବରଗଡ ଅଫିସ,୧୭।୫- ବରଗଡ ଜିଲାରେ କରୋନା ସଂକ୍ରମଣ ଅଣାୟତ୍ତ ହୋଇପଡିଛି। ଏଠାରେ ଆକ୍ରାନ୍ତ, ମୃତକଙ୍କ ସଂଖ୍ୟା ବଢି ଚାଲିଛି। ଅନ୍ୟପଟେ ଜିଲାରେ କୋଭିଡ୍ ପରିଚାଳନା ଅବ୍ୟବସ୍ଥିତ ହୋଇ…
ଯାଜପୁର ଅଫିସ,୧୭ା୫:ଯାଜପୁର ଜିଲା ସୁକିନ୍ଦା ବ୍ଲକ ଓସ୍ତପାଳ ଫେକର ମାଇନ୍ସ କର୍ତ୍ତୃପକ୍ଷ ସୁରକ୍ଷା ନିୟମକୁ ଉଲ୍ଲଂଘନ କରିଛନ୍ତି। ଖଣି ଗର୍ତ୍ତ ଧାରଠାରୁ ପ୍ରାୟ ୧୦୦ ମିଟର ଦୂର…
କଟକ ସଦର,୧୭।୫(ଡି.ଏନ୍.ଏ.): ଓଡ଼ିଶା ସରକାର ନିକଟରେ ବ୍ୟାଙ୍କ, ବୀମା ଓ ରେଲଓ୍ବେ କର୍ମଚାରୀଙ୍କୁ ଆଗଧାଡ଼ିର କରୋନା ଯୋଦ୍ଧା ଭାବେ ଘୋଷଣା କରିଛନ୍ତି। ହେଲେ ସହର, ଗଁାରେ ଘର…
ମାଲକାନଗିରି,୧୬ା୫: ସବୁଠି ପହଞ୍ଚତ୍ୟାଉଛି କରୋନା। କେଉଁ ଅଞ୍ଚଳ ମଧ୍ୟ ଏହି ମହାମାରୀ ପାଇଁ ଆଉ ଅପହଞ୍ଚ ହୋଇ ରହିନାହିଁ। ମାଲକାନଗିରି ଜିଲାର ସୁଦୂର ବଣ୍ଡାଘାଟିରେ ମଧ୍ୟ ପହଞ୍ଚତ୍…
କେନ୍ଦୁଝର,୧୬ା୫: ସ୍ବାମୀ-ସ୍ତ୍ରୀ ମଧ୍ୟରେ ସାମାନ୍ୟ ଝଗଡାରୁ ଘଟିଛି ହତ୍ୟାକାଣ୍ଡ। ସବୁଦିନ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଲାଗି ରହୁଥିଲେ ମଧ୍ୟ ଶନିବାର ରାତିରେ ଏହା ଉଗ୍ରରୂପ ଧାରଣ କରିଥିଲା।…
ଲୋଇସିଂହା,୧୬।୫: ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅଧୀନ ନୁନିଆପାଲି ଗ୍ରାମରେ ରବିବାର ହାତୀ ଆକ୍ରମଣରେ ଜଣେ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ହେମେନ୍ତ ସାହୁ(୪୫)।…
ପୁରୀ,୧୬।୫: ଜୁନ ୧୫ ତାରିଖ ପର୍ଯ୍ୟନ୍ତ ଜଗା ଦର୍ଶନ ମିଳିପାରିବ ନାହିଁ। କୋଭିଡ୍-୧୯ ସଂକ୍ରମଣ ହାର ବଢ଼ୁଥିବାରୁ ରବିବାର ଶ୍ରୀମନ୍ଦିର ଏବଂ ଜିଲା ପ୍ରଶାସନର ସମ୍ମୀକ୍ଷା ବୈଠକରେ…
ଝାରସୁଗୁଡ଼ା ଅଫିସ,୧୬।୫: ଝାରସୁଗୁଡା ଜିଲାରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହି ସଂକ୍ରମଣ ଜିଲାର ବିଭିନ୍ନ ଅନୁଷ୍ଠାନରେ ବ୍ୟାପିବାରେ ଲାଗିଛି । ଏଭଳି…