ଆମ ଜିଲା ଖବର

ଛତ୍ରପୁରବାସୀଙ୍କୁ ଡରାଉଛି କରୋନା: ୱାର୍ଡ ବାସିନ୍ଦା, ଦୋକାନୀଙ୍କ ସ୍ବାବ ସଂଗ୍ରହ

ହଛତ୍ରପୁର,୧୪।୮(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଛତ୍ରପୁରବାସୀଙ୍କୁ କରୋନା ଡରାଇବାରେ ଲାଗିଛି । ଏଠାରେ ଦୈନିକ ପଜିଟିଭ୍‌ ସଂଖ୍ୟା ବୃଦ୍ଧି ପାଉଛି । ଗୁରୁବାର ଛତ୍ରପୁର ଏନ୍‌ଏସିର ୩ ନଂ.…

5 years ago

ରାସ୍ତା ସମ୍ପ୍ରସାରଣ ଆଳରେ ମାଛ ମାର୍କେଟ କମ୍ପ୍ଲେକ୍ସ ଭାଙ୍ଗିଲା, ରାସ୍ତାପାର୍ଶ୍ୱରେ ଚାଲିଛି ବ୍ୟବସାୟ

ଗଞ୍ଜାମ,୧୪ା୮(ଡି.ଏନ୍‌.ଏ.): ଗଞ୍ଜାମ ସହର ସୌନ୍ଦର୍ଯ୍ୟକରଣ ପାଇଁ ଜୟଶ୍ରୀ ଛକଠାରୁ ଦାମୋଦରପୁର ପର୍ଯ୍ୟନ୍ତ ଉଭୟ ପାର୍ଶ ରାସ୍ତା ନିର୍ମାଣ କାମ ଚାଲିଛି l ଏଥିପାଇଁ ବଜାରରେ ଥିବା ଦୋକାନ…

5 years ago

ଝାରସୁଗୁଡ଼ାରେ ନୂଆଁଖାଇ ପାଳନ କଟକଣା କୋହଳ: ଜାଣନ୍ତୁ କ’ଣ ରହିଛି ନିର୍ଦ୍ଦେଶାବଳୀ

ଝାରସୁଗୁଡ଼ା ଅଫିସ,୧୪ା୮: ଆସନ୍ତା ୨୩ ତାରିଖରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଳନ କରାଯିବ। ତେବେ ଏଥର ନୂଆଁଖାଇ ରବିବାର ପଡୁଥିବାରୁ ଏହିଦିନ ଶଟ୍‌ଡାଉନ୍‌ ନ କରିବା…

5 years ago

୬୦ ନଂ. ଜାତୀୟ ରାଜପଥରେ ଗ୍ୟାସ ଟ୍ୟାଙ୍କରରେ ଲାଗିଲା ନିଆଁ: ଜାଣନ୍ତୁ କ’ଣ ଘଟିଲା…

ବସ୍ତା, ୧୪।୮(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ୬୦ ନଂ. ଜାତୀୟ ରାଜପଥ ମଥାନୀଠାରେ ଏକ ଗ୍ୟାସ ଟ୍ୟାଙ୍କର ଇଞ୍ଜିନରେ ନିଆଁ ଲାଗିଯାଇଥିଲା। ମାତ୍ର ଏକ…

5 years ago

ଭଦ୍ରକରେ ୧୨୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୧୧୮ ପଜିଟିଭ୍‌ ଚିହ୍ନଟ

ଭଦ୍ରକ ଅଫିସ,୧୪ା୮: ଭଦ୍ରକ ଜିଲାରେ ଶୁକ୍ରବାର ୧୧୮ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି l ଏହାକୁ ମିଶାଇ ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୨୦୧ରେ ପହଞ୍ଚିଛି। ଏମାନଙ୍କ…

5 years ago

ସହରବାସୀଙ୍କୁ ଡେଙ୍ଗୁ, ମ୍ୟାଲେରିଆ ଭୟ

କେନ୍ଦ୍ରାପଡ଼ା ଅଫିସ, ୧୪।୮ - ୨୦୧୪ ଫେବୃୟାରୀ ୨୩ରୁ ରାଜ୍ୟରେ ଜାତୀୟ ସହରାଞ୍ଚଳ ସ୍ବାସ୍ଥ୍ୟ ମିଶନ ଆରମ୍ଭ ହେଲାଣି। ତେବେ କେନ୍ଦ୍ରାପଡ଼ା ସହରରେ ଏହି ମିଶନ ସମ୍ପୂର୍ଣ୍ଣ…

5 years ago

ବୁଡ଼ାଇଲା ବର୍ଷା: ବଡ଼ଦାଣ୍ଡ ଉବୁଟୁବୁ

ପୁରୀ ଅଫିସ,୧୪ା୮: ପୁରୀରେ ଗୁରୁବାର ଅପରାହ୍ନରେ ପ୍ରାୟ ଘଣ୍ଟାଏ ନିର୍ଦ୍ଧୁମ ବର୍ଷା ହୋଇଥିଲା। ଫଳରେ କିଛି ସମୟ ପାଇଁ ବଡ଼ଦାଣ୍ଡ ଏକପ୍ରକାର ବୁଡ଼ିଯାଇଥିଲା। ବର୍ଷା ଛାଡ଼ିିବା ପରେ…

5 years ago

କଟକ ଷ୍ଟେଶନରେ ଶହେ ଫୁଟ ଉଚ୍ଚରେ ଉଡ଼ିଲା ତ୍ରିରଙ୍ଗା

କଟକ ଅଫିସ,୧୪ା୮: କଟକ ରେଳଷ୍ଟେଶନ ନିକଟରେ ଗୁରୁବାର ଶହେ ଫୁଟ ଉଚ୍ଚରେ ଜାତୀୟ ପତାକା ଉଡ଼ିଛି। ହାଇକୋର୍ଟ ପରେ ରେଳଷ୍ଟେଶନଠାରେ ପ୍ରଥମ ଥର ପାଇଁ ଏହି ଉଚ୍ଚତମ…

5 years ago

ବର୍ଷେ ବଢ଼ାଯାଉ ମାନ୍ୟତା ବୈଧତା

କଟକ ଅଫିସ,୧୪ା୮: ଘରୋଇ କଲେଜଗୁଡ଼ିକର ମାନ୍ୟତା ବୈଧତା ଅନ୍ତତଃ ଏକବର୍ଷ ବଢ଼ାଇବା ପାଇଁ ଦାବି କରାଯାଇଛି। ଏନେଇ ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ହାଇକୋର୍ଟରେ ଅନଙ୍ଗ କୁମାର…

5 years ago

ନନ୍ଦିଘୋଷ ରଥ ଖୋଲା ଆରମ୍ଭ

ପୁରୀ ଅଫିସ,୧୪ା୮: ସିଂହଦ୍ୱାର ସମ୍ମୁଖରେ ଥିବା ତିନିରଥ ଖୋଲା କାମ ଜାରି ରହିଛି। ବୁଧବାର ବଡଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଖୋଲା ଶେଷ ପରେ ଗୁରୁବାରଠାରୁ ମହାପ୍ରଭୁ…

5 years ago