ଭଦ୍ରକ ଅଫିସ,୧।୧୦-୯ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଗୁରୁବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଭଦ୍ରକ ଜିଲା ଶ୍ରମ ଅଧିକାରୀ କାର୍ଯ୍ୟାଳୟର କନିଷ୍ଠ କିରାଣି ସୁଧାକର ବାରିକ। ଏକ…
ଛେଣ୍ଡିପଦା,୧ା୧୦(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ତିପଦା ବ୍ଲକ ନୂଆଗାଁ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବୁଧବାର ସନ୍ଧ୍ୟାରେ ଜନୈକ ନାବାଳକଙ୍କୁ ନୂଆଗାଁର ଆପେକ୍ସ କମିଟିର ଏକ…
ଦିଗପହଣ୍ଡି,୧ା୧୦: ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଘରେ ପଶି ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଥିଲା। ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ ଅଙ୍ଗଦ…
ଚୌଦ୍ୱାର,୧ା୧୦: ୫୫ ନଂ. ଜାତୀୟ ରାଜପଥ ମଙ୍ଗୁଳିଠାରୁ ଧୂମାବତୀ ପର୍ଯ୍ୟନ୍ତ ରାଜପଥ ସଂପ୍ରସାରଣ କାର୍ଯ୍ୟ ଚାଲୁରହିଛି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱ ଖୋଳାଯାଇ ଥିବାବେଳେ ଅତ୍ୟନ୍ତ ଶୋଚନୀୟ…
କୋରାପୁଟ, ୧।୧୦(ସ୍ବ.ପ୍ର): କୋରାପୁଟ ଟାଉନ ଆଇଆଇସି ପୀତବାସ ଧାରୁଆ ଗୁରୁବାର ସକାଳେ କରୋନାରେ ମୃତ୍ୟୁବରଣ କରିଛନ୍ତି। ସେ ଭୁବନେଶରର ଏକ ବେସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ…
ରାଜନଗର,୧ା୧୦(ଡି.ଏନ୍.ଏ.): ଦୀର୍ଘ ୭ ମାସ ପରେ ଗୁରୁବାରଠାରୁ ଭିତରକନିକା ଜାତୀୟ ଉଦ୍ୟାନ ଖୋଲିଛି। ମାତ୍ର ଏବେ ସମସ୍ତ ପର୍ଯ୍ୟଟକଙ୍କୁ ଭିତରକନିକା ମଧ୍ୟକୁ ପ୍ରବେଶ ଅନୁମତି ମିଳିବ ନାହିଁ।…
ଆଳି, ୧।୧୦(ଡି.ଏନ.ଏ )-ବଲିଉଡ ଅଭିନେତ୍ରୀଙ୍କ ଡ୍ରଗ୍ସ କାରବାର୍କୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଳିରୁ ବ୍ରାଉନସୁଗାର ଜବତ ହେବା ଘଟଣା ସମଗ୍ର କେନ୍ଦ୍ରାପଡ଼ା ଜିଲାରେ ହଇଚଇ…
କଟକ ସଦର, ୧ା୧୦ (ଡି.ଏନ୍.ଏ.):କଟକ ସଦର ଥାନା ଅଧୀନ ଶ୍ରୀରାମ ଗ୍ରାମର ଜଣେ ମହିଳାଙ୍କ ଉପରକୁ ଏସିଡ୍ ଫିଙ୍ଗିବା ମାମଲାରେ ୪୨ମୌଜା ଫାଣ୍ଡି ପୋଲିସ ବୁଧବାର ୨ଅଭିଯୁକ୍ତଙ୍କୁ…
କଟକ ଅଫିସ, ୧ା୧୦:ରେଭେନ୍ଶା ବିଶ୍ୱବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷ ପାଇଁ ଯୁକ୍ତ ୩ ନାମଲେଖାର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ପ୍ରକାଶ…
ଚମ୍ପୁଆ/ଘାଗରବେଡା, ୧।୧୦(ଡି.ଏନ.ଏ)-ମୟୂରଭଞ୍ଜ ଜିଲା ରରୁଆଁ ବ୍ଲକ ବୁଢ଼ାମରା ପଞ୍ଚାୟତର ଶଙ୍କରପୁର ଗ୍ରାମରେ ଦେଖାଦେଇଛି ଏକ ଅଭାବନୀୟ ଘଟଣା। ଗୋଟିଏ ଘରେ ରହୁଛନ୍ତି ୧୪ ଆଦିବାସୀ ପରିବାର ସଦସ୍ୟ।…