ଆମ ଜିଲା ଖବର

ନାମାଙ୍କନ ପ୍ରତ୍ୟାହାର କରିନେଲେ ସ୍ବାଧୀନ ପ୍ରାର୍ଥୀ

ଗୁଡ଼ଭେଲା,୧୪।୩(ଡି.ଏନ୍‌.ଏ.): ତୁଷୁରା ଏନ୍‌ଏସି କାର୍ଯ୍ୟାଳୟ ପରିସରରେ ସୋମବାର ପୌରପରିଷଦ ନିର୍ବାଚନର ନାମାଙ୍କନ ପତ୍ର ପ୍ରତ୍ୟାହାର କରାଯାଇଥିଲା। ୧୦ ନମ୍ବର ୱାର୍ଡର ସ୍ବାଧୀନ ପ୍ରାର୍ଥୀ ଓମ ପ୍ରକାଶ ରଣା…

5 years ago

ପୋଲ ତଳକୁ ଖସିଲା କାର: ଜଣେ ମୃତ, ୬ ଗୁରୁତର

ଗଜପତି,୧୪।୩(ଡିଏନ୍‌.ଏ.): ଗଜପତି ଜିଲା ଅଡ଼ବା ଥାନା ଅଧୀନ ଖାରିଗୁଡ଼ାଠାରେ ସୋମବାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗୋଟିଏ ପରିବାରର ୭ ଜଣଙ୍କୁ ଧରି ଯାଉଥିବା ଏକ…

5 years ago

ନିର୍ବାଚନ ନେଇ ରାଜନୀତି ସରଗରମ: ପ୍ରାର୍ଥିପତ୍ର ପ୍ରତ୍ୟାହାର କଲେ ୨ ସ୍ବାଧୀନ ପ୍ରାର୍ଥୀ

ଗଞ୍ଜାମ,୧୪।୩(ଡି.ଏନ୍‌.ଏ.): ଆଗାମୀ ୨୪ ତାରିଖରେ ପୌରନିର୍ବାଚନ ହେବ। ଏ ନେଇ ଗଞ୍ଜାମ ଏନ୍‌ଏସିରେ ଚୂଡାନ୍ତ ପାର୍ଥୀ ତାଲିକା ସୋମବାର ପ୍ରକାଶ ପାଇଛି। ସୋମବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ଶେଷ…

5 years ago

ନିରାଶ ହେଲେ ଆଶାୟୀ

ଫୁଲବାଣୀ ଅଫିସ, ୧୪ା୩: କନ୍ଧମାଳ ଜିଲା ପରିଷଦ ଅଧ୍ୟକ୍ଷ ପଦବୀ କିଏ ହାତେଇବେ ଏହାକୁ ନେଇ ଆଲୋଚନା ଜୋର ଧରିଥିଲା। ଶେଷରେ ବାଲିଗଡ଼ା ୧୫ ନମ୍ବର ଜୋନ…

5 years ago

ଭିଡିଓ କ୍ଲିପ ପାଇଁ କ୍ୟାମେରା ମ୍ୟାନ୍‌ଙ୍କୁ ଅପହରଣ ପରେ ହତ୍ୟା

ଚାନ୍ଦବାଲି,୧୪।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଅପହରଣ ପରେ ହତ୍ୟା ମାମଲାର ତଦନ୍ତ କରି ପୋଲିସ ଘଟଣାରେ ସମ୍ପୃକ୍ତ ଥିବା ୩ଜଣଙ୍କୁ…

5 years ago

ମାଲକାନଗିରି ଜିଲାରେ ବଢୁଛି ସାଇବର ଅପରାଧ

ମାଲକାନଗିରି,୧୪ା୩(ଡିଏନ.ଏ.): ରାଜ୍ୟରେ ସାଇବର ଠକେଇ ବଢିବାରେ ଲାଗିଛି। ନିରୀହ ଲୋକଙ୍କୁ ବିଭିନ୍ନ ବାହାନାରେ ଅର୍ଥ ଲୋଭ ଦେଖାଇ ସାଇବର ଅପରାଧୀମାନେ ଅର୍ଥ ଲୁଟ କରୁଛନ୍ତି। ମାଲକାନଗିରି ଭଳି ଆଦିବାସୀ…

5 years ago

ଦାମନଯୋଡିରେ ଦୋଳଉତ୍ସବ ଆରମ୍ଭ

ଦାମନଯୋଡି,୧୪ା୩(ଡି.ଏନ.ଏ.): ରବିବାର ପବିତ୍ର ଫଗୁ ଦଶମୀଠାରୁ ଶ୍ରୀ ରାଧାମାଧବଙ୍କ ଚାଚେରୀ ଯାତ୍ରା ଆରମ୍ଭ ହୋଇଛି। ସନ୍ଧ୍ୟାରେ ସେକ୍ଟର -୧ ଶ୍ରୀ ଜଗନ୍ନାଥ ମନ୍ଦିରରୁ ଶ୍ରୀ ରାଧାମାଧବଙ୍କୁ ଏକ ସୁସଜ୍ଜିତ…

5 years ago

ଦଳମତ ନିର୍ବିଶେଷରେ ଉତ୍ତମ ବ୍ୟକ୍ତିତ୍ୱ ବାଛିବୁ

ଉମରକୋଟ,୧୪ା୩(ସ୍ବ.ପ୍ର.): ପୌର ନିର୍ବାଚନକୁ ନେଇ ଏବେ ଉମରକୋଟ ପୌରାଞ୍ଚଳ ଚଳଚଞ୍ଚଳ ରହିଛି। କାଉନ୍‌ସିଲର ପ୍ରାର୍ଥୀମାନେ ଘରକୁ ଘର ଯାଇ ଭୋଟରଙ୍କୁ କୋଳେଇ ନେଉଛନ୍ତି। କିନ୍ତୁ ଭୋଟର ଠିକ୍‌…

5 years ago

ଗୁଣପୁର ପୌରାଧ୍ୟକ୍ଷ ଆସନ ହାତେଇବା ବିଜେଡି ପାଇଁ ଚ୍ୟାଲେଞ୍ଜ

ଗୁଣପୁର,୧୪ା୩(ଡି.ଏନ.ଏ): ରାୟଗଡ଼ା ଜିଲାର ଗୁଣପୁର ଏବଂ ରାମନାଗୁଡ଼ା ବ୍ଲକ ବିଜେଡି ହାତରୁ ଖସିଛିା ଦୁଇଟି ସ୍ଥାନରେ ବିଜେଡିକୁ ଅଧ୍ୟକ୍ଷ ଆସନ ହରାଇବାକୁ ପଡ଼ିଛି। ଗୁଣପୁର ବ୍ଲକ ଅଧ୍ୟକ୍ଷାଭାବେ ଝିଲି…

5 years ago

ନାଲ୍‌କୋନଗରରେ ଦୋଳ ଉତ୍ସବ

ବଅଁରପାଳ,୧୪ା୩(ଡି.ଏନ.ଏ.): ବଅଁରପାଳ ବ୍ଲକ ନାଲ୍‌କୋନଗର ଯାଦବ ସମାଜ ଆନୁକୂଲ୍ୟରେ ନାଲ୍‌କୋ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଦୋଳ ଉତ୍ସବ(ଫଗୁ ଦଶମୀ) ରବିବାର ଆରମ୍ଭ ହୋଇଛି। ସୁସଜ୍ଜିତ ବିମାନରେ ରାଧାକୃଷ୍ଣଙ୍କୁ ପୂଜାର୍ଚ୍ଚନା…

5 years ago