ଆମ ଜିଲା ଖବର

ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହାଣିଲେ

ନିମାପଡ଼ା,୧୯ା୩(ଡି.ଏନ୍‌.ଏ.): ପୁରୀ ଜିଲା କଣାସ ବ୍ଲକ ଗଡ଼ିଶାଗଦା ଥାନା ଜାଗୁଳାଇ ପଦର ଗାଁରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଗୋଡ଼ାଇ ଗୋଡ଼ାଇ ଗାଁ ଦାଣ୍ଡରେ ଫାର୍ସାରେ ମୁଣ୍ଡକୁ ହାଣିଛନ୍ତି…

5 years ago

ଗ୍ୟାସ ଟାଙ୍କି ଫାଟି ଜଳିଗଲା ୩ ପରିବାରର ୬ ବଖରା

ଭଦ୍ରକ ଅଫିସ,୧୯ା୩: ଜିଲା ମୁଖ୍ୟ ଡାକ୍ତରଖାନା ଛକ ନିକଟରେ ଥିବା ୩ ପରିବାରରେ ନିଆଁ ଲାଗି ୬ ବଖରା ଜଳିଯାଇଛି । ଗ୍ୟାସ ଟାଙ୍କି ଫାଟିବାରୁ ନିଆଁ…

5 years ago

ହୋଲି ଖେଳି ନଦୀରେ ବୁଡ଼ିଗଲେ ୨ ସାଙ୍ଗ

କୁଚିଣ୍ଡା,୧୯।୩(ଡି.ଏନ୍‌.ଏ.): ସମ୍ବଲପୁର ଜିଲା କୁଚିଣ୍ଡା ଉପକଣ୍ଠସ୍ଥିତ ସଇଡା ଭେଡେନ ନଦୀ ଝିଲି ଘାଟରେ ଗାଧୋଉଥିବା ବେଳେ ୨ ଯୁବକଙ୍କ ମୃତ୍ୟୁ ଘଟିଛି । ଉତ୍ତରପ୍ରଦେଶରୁ ଆସି କୁଚିଣ୍ଡାରେ…

5 years ago

ସ୍ବଚ୍ଛ ପୌର ନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ

କେନ୍ଦୁଝର,୧୯।୩(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ସ୍ବଚ୍ଛ ପୌର ନିର୍ବାଚନ ପାଇଁ ଦୁଇ ଜଣ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି। ସେମାନେ ହେଲେ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାବେ ବାଣିଜ୍ୟକର ଓ ଜିଏସ୍‌ଟିର…

5 years ago

ପାରଳାଖେମୁଣ୍ଡି ଗସ୍ତରେ ଭାଜପା ରାଜ୍ୟ ସଭାପତି: ହୋଲି ଖେଳ ସହ ଜମିଲା ନିର୍ବାଚନ ପ୍ରଚାର

ପାରଳାଖେମୁଣ୍ଡି:୧୯।୩(ଡି.ଏନ୍‌.ଏ.): ଗଜପତି ଜିଲାରେ ରଙ୍ଗର ପର୍ବ ହୋଲିକୁ ଅତି ଧୁମ୍‌ଧାମରେ ପାଳନ କରିଛନ୍ତି ପାରଳାଖେମୁଣ୍ଡିବାସୀ। ନିକଟରେ ପୌର ନିର୍ବାଚନ ରହିଥିବାରୁ ରାଜନୈତିକ ମହଲ ସରଗରମ ଥିବାବେଳେ ଉଷ୍ମତା…

5 years ago

ପୌର ନିର୍ବାଚନ ନେଇ ରାଜନୀତି ସରଗରମ: ପ୍ରଚାର ମଇଦାନରେ ଚେୟାରମ୍ୟାନ ପ୍ରାର୍ଥିନୀ

ଗଞ୍ଜାମ,୧୯।୩(ଡି.ଏନ୍‌.ଏ.): ପୌର ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସେତିକି ବଢୁଛି । ପୁଇଁତୋଳା, ଦାମୋଦରପୁର, ପଣ୍ଡାସାହି, ଦୁର୍ଗାଦେବୀ ସାହିରେ ବିଜେଡି ଚେୟାରମ୍ୟାନ ପ୍ରାର୍ଥିନୀ ଝୁଲି…

5 years ago

ଶାନ୍ତିଶୃଙ୍ଖଳାରେ ଶେଷହେଲା ଦୋଳଯାତ୍ରା: ମନ୍ଦିରକୁ ବାହୁଡ଼ିଲେ ଠାକୁର

ଗଞ୍ଜାମ,୧୯।୩(ଡି.ଏନ୍‌.ଏ.): ଗଞ୍ଜାମ ସହରରେ ୩ ଦିନ ଧରି ଚାଲିଥିବା ଐତିହାସିକ ଦୋଳଯାତ୍ରା ଶୁକ୍ରବାର ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି । ସମସ୍ତ ଠାକୁର ଦୋଳ ବିମାନରେ ସ୍ବମନ୍ଦିରକୁ…

5 years ago

ରାସ୍ତାରେ ବାଇକ୍‌ ରଖି ରଶି ଲଗାଇ ଝୁଲିପଡ଼ିଲେ ଯୁବକ

ପାରଳାଖେମୁଣ୍ଡି,୧୯।୩: ରଙ୍ଗର ପର୍ବ ହୋଲିରେ ଗଜପତି ଜିଲା ପାରଳାଖେମୁଣ୍ଡି ଉପକଣ୍ଠ ଗୁମ୍ମାଗଡା ନିକଟସ୍ଥ ରେଲ୍‌ୱେ ଇଲେକ୍ଟ୍ରି ପୋଲ୍‌ରେ ଜଣେ ଯୁବକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି।…

5 years ago

ହୋଲିରେ ଗଡ଼ିଲା ମୁଣ୍ଡ

ପୋଲସରା,୧୯।୩: ହୋଲିରେ ରକ୍ତ ରଞ୍ଜିତ ହେଲା ଗାଁ ଦାଣ୍ଡ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲା ପୋଲସରା ଥାନା ଅଧୀନ ବନ୍ଥପଲ୍ଲୀ ପଞ୍ଚାୟତ ମୁକ୍ତାମାଳଦେଇପୁର…

5 years ago

ସ୍କୁଟିରୁ ମିଳିଲା ୧୫ ଲକ୍ଷ, ୪୦ କେଜି ଗଞ୍ଜେଇ

ବ୍ରହ୍ମପୁର ଅଫିସ,୧୯।୩: ବଡ଼ବଜାର ଥାନା ପୋଲିସ ଗଞ୍ଜେଇ ଚାଲାଣ ମାମଲାରେ ଦୁଇ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଗଜପତି ଜିଲା ଆର୍‌ଉଦୟଗିରି ଥାନା ଅଧୀନ ସିନ୍ଦୂରଡ଼ାଙ୍ଗ…

5 years ago