ଆମ ଜିଲା ଖବର

ଜେଲରୁ ୨ କଏଦୀ ଫେରାର

ଆର.ଉଦୟଗିରି,୨୮।୨(ଡି.ଏନ୍‌.ଏ.): ଗଜପତି ଜିଲା ଆର.ଉଦୟଗିରି ସବ୍‌ଜେଲରୁ ଶନିବାର ୨ କଏଦୀ ଚମ୍ପଟ୍‌ ମାରିଥିଲେ। ସେମାନେ ହେଲେ ଅଡ଼ବା ଗ୍ରାମର କରୁଣାକର ଗମାଙ୍ଗ ଏବଂ ପୁରୀ ଜିଲା ବ୍ରହ୍ମଗିରିର…

5 years ago

କେବେ ସରିବ ଏହି ରାସ୍ତା ନିର୍ମାଣ, ବଢୁଛି ଅସନ୍ତୋଷ

ଗଞ୍ଜାମ,୨୮।୨(ଡି.ଏନ୍‌.ଏ.): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ୯ ନଂ ଓ୍ବାର୍ଡର ବରପଲି ଗ୍ରାମର ମୁଖ୍ୟ ରାସ୍ତା ନିର୍ମାଣ କାର୍ଯ୍ୟ ଅହେତୁକ ବିଳମ୍ବ ଯୋଗୁ ଗ୍ରାମବାସୀଙ୍କ ମଧ୍ୟରେ ଘୋର ଅସନ୍ତୋଷ…

5 years ago

ଗ୍ରାମବାସୀଙ୍କୁ କାଠପୋଲ ଭରସା

ଗଞ୍ଜାମ,୨୮।୨(ଡି.ଏନ୍‌‌.ଏ.) : ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ପୋଡ଼ମ ପେଟା ଗ୍ରାମର ୪୦୦ରୁ ଊର୍ଦ୍ଧ୍ୱ ମତ୍ସ୍ୟଜୀବୀ ପରିବାର ଯିବା ଆସିବା ପାଇଁ ଏକମାତ୍ର କାଠ ପୋଲ ଭରସା…

5 years ago

ବରଗଛରେ ଝୁଲୁଛି ମୃତଦେହ

ବଲାଙ୍ଗୀର ଅଫିସ,୨୮।୨: ବଲାଙ୍ଗୀର ରେଲଓ୍ବେ ଷ୍ଟେଶନ କ୍ଲବ ନିକଟ ଏକ ବରଗଛରେ ରବିବାର ସକାଳେ ଗାମୁଛାରେ ଫାଶୀ ଲଗାଇ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି।…

5 years ago

ବ୍ରାହ୍ମଣୀ ନଦୀ ପଠାରୁ ଚାଲିଛି ମାଟି, ବାଲି ଉଠାଣ

ପଟ୍ଟାମୁଣ୍ଡାଇ,୨୮।୨(ସ୍ବ.ପ୍ର.): କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀ ପଠାରୁ ପରିବେଶ କ୍ଲିୟରାନ୍ସ ପ୍ରମାଣ ପତ୍ର ନ ଥାଇ ବାଲି ଓ ମାଟି ଉଠାଣ…

5 years ago

ଆନ୍ଧ୍ର-ଓଡ଼ିଶାର ଅବହେଳିତ ସୀମା ବିବାଦ: କୋଟିଆର କାନ୍ଦ

ଉତ୍କଳର ଯୋଗ୍ୟ ସନ୍ତାନ ନିଜ ଜୀବନକୁ ବାଜି ଲଗାଇ ୧୯୩୬ ଏପ୍ରିଲ ୧ରେ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ଭାବେ ପରିଚୟ ଦେଇଥିଲେ। କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର,…

5 years ago

ଗୁରୁଜଙ୍ଗ ଗୁଳିକାଣ୍ଡ: ମୁଖ୍ୟ ଅଭିଯୁକ୍ତ ଗିରଫ

ଖୋର୍ଦ୍ଧା ଅଫିସ,୨୮।୨: ଗୁରୁଜଙ୍ଗ ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ କୁମାରବସ୍ତ ଗ୍ରାମର ଦୀପୁ ଓରଫ ଦୀପକ କୁମାର ପ୍ରଧାନଙ୍କୁ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଶନିବାର ଗିରଫ କରିଛି।…

5 years ago

ଆକର୍ଷଣ ପାଲଟିଛି ଅଲୋଡ଼ା କୁଞ୍ଜବନ ମଠ

ଖୋର୍ଦ୍ଧା ଅଫିସ,୨୮।୨: କୁହାଯାଏ ଇଚ୍ଛା ଓ ନିଷ୍ଠା ଥିଲେ ସବୁ କିଛି ସମ୍ଭବ। ସଫଳତା ଆପେ ଆପେ ମିଳିଥାଏ। ଏହାର ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି ଦୁଇ ଯୁବବନ୍ଧୁ…

5 years ago

ଅଲିଭ୍‌ ରିଡ୍‌ଲେ କଇଁଛ ମୃତ୍ୟୁ ଘଟଣା: ୩ଜଣିଆ କମିଟି ଗଠନ କଲେ ହାଇକୋର୍ଟ

କଟକ ଅଫିସ୍‌,୨୮।୨: କେନ୍ଦ୍ରାପଡ଼ା ଜିଲା ଗହୀରମଥା ମୁହାଣରେ ୮୦୦ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ମୃତ୍ୟୁ ଘଟଣାରେ ନିଜ ଆଡ଼ୁ ଜନସ୍ବାର୍ଥ ମାମଲା ରୁଜୁ କରିଥିବା ହାଇକୋର୍ଟ ଏବେ…

5 years ago

ଗୋଦାମ ଅଭାବରୁ ଅବ୍ୟବସ୍ଥା: ସ୍ବାଭାବିକ ହୋଇପାରୁନି ଧାନ ସଂଗ୍ରହ

ଯାଜପୁର ଅଫିସ,୨୮।୨: ରାଜ୍ୟରେ ୨୦୨୦-୨୧ ଖରିଫ ବର୍ଷର ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ତେବେ ଧାନସଂଗ୍ରହ ଠିକ୍‌ ଭାବେ ହେଉ ନ ଥିବାରୁ ବିଭିନ୍ନ ମଣ୍ଡିରେ ଶତାଧିକ…

5 years ago