ଆମ ଜିଲା ଖବର

ଲୋରେଶ ଗ୍ରାମକୁ ରାସ୍ତା ନାହିଁ

ଦଶମନ୍ତପୁର, ୧୫।୫( ଡି.ଏନ୍‌.ଏ.): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପିଣ୍ଡାପଦର ପଞ୍ଚାୟତର ଲୋରେଶ ଗ୍ରାମକୁ ରାସ୍ତା ନାହିଁ। ଏନେଇ ବହୁବାର ଜିଲା ଏବଂ ବ୍ଲକ ପ୍ରଶାସନକୁ ଅବଗତ…

4 years ago

ଶିକ୍ଷକ ନିଯୁକ୍ତି ପରେ ଖୋଲିଲା ତାଲା

ମାଲକାନଗିରି,୧୫।୫(ଡି.ଏନ.ଏ.): ମାଲକାନଗିରି ଜିଲା କୁର୍ସୁବାଡାରେ ଥିବା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବ ଯୋଗୁ ଛାତ୍ରୀଛାତ୍ରଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଥିବାରୁ ଶିକ୍ଷକ ନିଯୁକ୍ତି ଦାବିକରି ଶୁକ୍ରବାର ଅଭିଭାବକ…

4 years ago

ନଳକୂପରୁ ବାହାରୁଛି ଲୌହ ଅଂଶ, ଚୁଆପାଣି ଭରସା

ମାଲକାନଗିରି, ୧୫।୫ (ଡି.ଏନ.ଏ.): ମାଲକାନଗିରି ଜିଲା ସଦର ମହାକୁମାରେ ଏବେ ମଧ୍ୟ ଲୋକେ ଚୁଆପାଣି ପିଉଥିବା ଦେଖିବାକୁ ମିଳିଛି। ତାରିଣୀ ମନ୍ଦିର ସାହିରେ ପାନୀୟ ଜଳ ପାଇଁ ଥିବା…

4 years ago

ବିଡିଓ,ସହକାରୀ ଯନ୍ତ୍ରୀଙ୍କ ବାସଭବନରୁ କଟିଲା ବିଦ୍ୟୁତ୍‌

ସେମିଳିଗୁଡା/ସୁନାବେଡା, ୧୫।୫(ସ୍ବ.ପ୍ର.): ୨ଜଣ ସରକାରୀ ଅଧିକାରୀଙ୍କ କ୍ୱାର୍ଟସରେ ସ୍ବୀକୃତି ନ ଥାଇ ସଂଯୋଗ ହୋଇଥିବା ବିଦ୍ୟୁତ୍‌କୁ କାଟିଛି ବିଦ୍ୟୁତ୍‌ ବିଭାଗ। ସେମିଳିଗୁଡା ବ୍ଲକ ବିଡିଓ ଏବଂ ସହକାରୀ…

4 years ago

ରାୟଗଡ଼ା ଜିଲାରେ ସ୍କୁଲକୁ ଆସୁନାହାନ୍ତି ୬୩୯୨ ଛାତ୍ରୀଛାତ୍ର

ରାୟଗଡ଼ା ଅଫିସ,୧୫।୫: କରୋନା ସ୍ଥିତିରେ ସୁଧାର ଆସିବା ପରେ ସମସ୍ତ ସ୍କୁଲ ଖୋଲିବା ସହ ପାଠପଢ଼ା ସ୍ବାଭାବିକ ହୋଇଛି। ହେଲେ ରାୟଗଡ଼ା ଜିଲାରେ ପୂର୍ବଭଳି ପିଲାମାନେ ସ୍କୁଲ ଆସୁ…

4 years ago

୨୦ ବର୍ଷର ସ୍ବପ୍ନ ପୂରଣ ହେଲା: କାଦଦୋରା ଗାଁରେ ନଳକୂପ ଖନନ ହେଲା

ପାପଡ଼ାହାଣ୍ଡି/ମଇଦଲପୁର,୧୫।୫(ଡି.ଏନ୍‌.ଏ.): ଗ୍ରାମ ବସତିର ୨୦ ବର୍ଷ ପରେ ଗ୍ରାମବାସୀଙ୍କ ସ୍ବପ୍ନ ସାକାର ହୋଇଛି। ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ମଇଦଲପୁର ପଞ୍ଚାୟତ କାଦଦୋରା ଗ୍ରାମରେ ଶନିବାର ନଳକୂପ…

4 years ago

ପରଜା ମିନିଗୁଡ଼ିରେ ଭତ୍ତାରୁ ବଞ୍ଚିତ ଅନେକ ବୟସ୍କ

ନନ୍ଦାହାଣ୍ଡି,୧୫।୫(ଡି.ଏନ୍‌.ଏ.): ପରିଣତ ବୟସରେ ଆଖିକୁ ଭଲରେ ଦେଖାଯାଉନି। ଆଗଭଳି ଗୋଡ଼, ହାତ ମଧ୍ୟ କାମ କରୁନି। ତଥାପି ଅସହାୟ ଅବସ୍ଥାରେ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ପାଇଁ…

4 years ago

କଂସଙ୍କ ନିମନ୍ତ୍ରଣରେ ହାଜର ହେଲେ ରାଜନେତା

ଚନ୍ଦାହାଣ୍ଡି,୧୫।୫(ଡି.ଏନ୍‌.ଏ.): ଚନ୍ଦାହାଣ୍ଡି ବ୍ଲକ ସଦରଠାରେ ମଣ୍ଡଳ ବୀମା ବାଲିଯାତ୍ରାରେ ଚାଲିଥିବା ଧନୁଯାତ୍ରାର ୭ମ ରଜନୀରେ ମଥୁରା ନଗରୀରେ କଂସ ମହାରାଜ କୃଷ୍ଣଙ୍କୁ ହତ୍ୟାକରିବା ନିମନ୍ତେ ପୁତନାଙ୍କୁ ଗୋପପୁରକୁ ପ୍ରେରଣ…

4 years ago

୫୩ନଂ. ଜାତୀୟ ରାଜପଥ ଠପ୍‌

କାମାକ୍ଷାନଗର, ୧୫।୫(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଆଳତୁମା ଛକ ନିକଟରେ ଶୁକ୍ରବାର ରାତିରେ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ହେବା ପରେ ତାତିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ। ଏହାର…

4 years ago

ଗଛ ଗଡୁଛି, ତାତି ବଢୁଛି

ବଇଣ୍ଡା, ୧୫।୫(ଡି.ଏନ୍‌.ଏ.): ଚାଲିଛି ଅବାଧ ଗଛକଟା। ଶେଷହେବାକୁ ବସିଲାଣି ମୂଲ୍ୟବାନ ଜଙ୍ଗଲ ସମ୍ପଦ। ବିକାଶ ଆଳରେ ଦୈନିକ ଶତାଧିକ ଗଛ ବଳି ପଡୁଥିବାବେଳେ ଏହାର ଅଭାବ ପୂରଣ ନେଇ…

4 years ago