ଆମ ଜିଲା ଖବର

ଉପନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋମଗାର୍ଡଙ୍କ ମୃତ୍ୟୁ

ଝାରସୁଗୁଡା ଅଫିସ୍‌,୩୧।୫: ବ୍ରଜରାଜନଗର ଉପନିର୍ବାଚନ ପାଇଁ ନିୟୋଜିତ ହୋଇଥିବା ଜଣେ ଅସୁସ୍ଥ ହୋମ୍‌ଗାର୍ଡଙ୍କ ଚିକିତ୍ସାଧିନ ଅବସ୍ଥାରେ ବୁର୍ଲା ବଡ ମେଡିକାଲ୍‌ରେ ମଙ୍ଗଳବାର ମୃତ୍ୟୁ ଘଟିଛି। ମୃତ ହୋମଗାର୍ଡଜଣଙ୍କ…

4 years ago

ବରଗଛରେ ପିଟି ହେଲା ଟ୍ୟାଙ୍କର, ଫସି ରହିଲେ ଡ୍ରାଇଭର

କୋକସରା,୩୧।୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ୨୬ ନଂ ଜାତୀୟ ରାଜପଥ ଚାରବାହାଲ ଶାନ୍ତି ନଗର ପଡା ନିକଟରେ ମଙ୍ଗଳବାର ଏକ ପେଟ୍ରୋଲ ଭର୍ତ୍ତି ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ ହୋଇଛି। ରାସ୍ତାକଡ଼ରେ…

4 years ago

ଦାବି ନେଇ ରେଳ ଧାରଣା ଉପରେ ଶହ ଶହ ଲୋକେ

କେସିଙ୍ଗା,୩୧।୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଅମ୍ବାଦଳା ରେଲୱେ ଷ୍ଟେଶନରେ ଦ୍ରୁତଗାମୀ ଟ୍ରେନ୍‌ ରହଣିକୁ ନେଇ ନାଗରିକ ମଞ୍ଚ ପକ୍ଷରୁ ମଙ୍ଗଳବାର ବିକ୍ଷୋଭ କରାଯାଇଛି। ଏହା…

4 years ago

ବ୍ରଜରାଜନଗର ଉପନିର୍ବାଚନ: ୩ଟା ସୁଦ୍ଧା ୫୭ % ମତଦାନ

ଝାରସୁଗୁଡ଼ା ଅଫିସ, ୩୧।୫: ବ୍ରଜରାଜନଗର ଉପନିର୍ବାଚନ ପାଇଁ ମତଦାନ ଚାଲିଛି । ଦିନ ୩ଟା ସୁଦ୍ଧା ୫୭ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି । ସେହିପରି ୯ଟା…

4 years ago

୧ଟା ସୁଦ୍ଧା ୪୮% ମତଦାନ

ଝାରସୁଗୁଡ଼ା ଅଫିସ, ୩୧।୫: ବ୍ରଜରାଜନଗର ଉପନିର୍ବାଚନ ପାଇଁ ମତଦାନ ଚାଲିଛି । ଦିନ ୧ଟା ସୁଦ୍ଧା ୪୮ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି । ସେହିପରି ଦିନ…

4 years ago

ପାଲା ଦେଖି ଯାଇଥିବା ନାବାଳିକାଙ୍କୁ ବଳାତ୍କାର ଘଟଣା: ୨ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ

କେନ୍ଦୁଝର,୩୧।୫(ସ୍ବ.ପ୍ର.): କେନ୍ଦୁଝର ଅତିରିକ୍ତ ଜିଲା ଓ ସତନ୍ତ୍ର ଜଜ୍‌ ଶୁଭଶ୍ରୀ ତ୍ରିପାଠୀ ମଙ୍ଗଳବାର ଏକ ୧୭ ବର୍ଷୀୟା ନାବାଳିକାଙ୍କୁ ଗଣ ବଳାତ୍କାର ମାମଲାର ଶୁଣାଣି କରିଛନ୍ତି। ଏଥିରେ…

4 years ago

ଗ୍ୟାସ ଗୋଦାମରେ ଅଗ୍ନିକାଣ୍ଡ: ଜିଅନ୍ତା ଜଳିଗଲେ କର୍ମଚାରୀ

ସମ୍ବଲପୁର,୩୧।୫(ବ୍ୟୁରୋ): ସମ୍ବଲପୁର ସହରର କାଇଁସିରଠାରେ ଥିବା ଏକ ବେଆଇନ ଗ୍ୟାସ ଗୋଦାମରେ ମଙ୍ଗଳବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଜଣେ କର୍ମଚାରୀ ଜୀବନ୍ତ ଜଳିଯାଇ ତାଙ୍କର ମୃତ୍ୟୁ…

4 years ago

ନାବାଳିକାଙ୍କୁ ଅସଦାଚରଣ କରି ଅବସରପ୍ରାପ୍ତ ସୈନିକ ଅଟକ

ବାଲେଶ୍ବର ଅଫିସ ୩୧।୫: ବାଲେଶ୍ବର ଜିଲା ବରପୁର ଥାନା ଅଧୀନ ଛତ୍ରପୁର ଅଞ୍ଚଳରେ ଜଣେ ଅବସରପ୍ରାପ୍ତ ସୈନିକ ନାବାଳିକାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏନେଇ ବରହମ୍‌ପୁର…

4 years ago

ସ୍ନାନ ପୂର୍ଣ୍ଣିମା ପୂର୍ବରୁ ମରାମତି ହେବ ସ୍ନାନବେଦୀ

ପୁରୀ ଅଫିସ,୩୧।୫: ସ୍ନାନ ପୂର୍ଣ୍ଣିମା ପୂର୍ବରୁ ସ୍ନାନବେଦୀର ମରାମତି ହେବ। ତେବେ ମରାମତି ହେବା ନେଇ ଏଏସ୍‌ଆଇ ସହ ଆଲୋଚନା ହୋଇଛି ବୋଲି ପୁରୀ ଜିଲାପାଳ ସମର୍ଥ…

4 years ago

ଦୀପ ଜାଳିଲେ, ସ୍ବାମୀଙ୍କ ଦୀର୍ଘାୟୁ ମାଗିଲେ

ଭଦ୍ରକ ଅଫିସ, ୩୧ା୫ ଭଦ୍ରକ ଜିଲା ବନ୍ତ ବ୍ଲକର ତୋଟାସାହିସ୍ଥିତ ସାବିତ୍ରୀପୀଠରେ ସୋମବାର ସାବିତ୍ରୀ ଓଷା ଅବସରରେ ସଧବାଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ୫ ହଜାରରୁ ଊର୍ଦ୍ଧ୍ୱ…

4 years ago