ଉମରକୋଟ,୨୩।୧(ସ୍ବ.ପ୍ର.): ଗଛରେ ବସିଛି ଭାଲୁ। ଆତଙ୍କିତ ଗ୍ରାମବାସୀ। ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ସୁନାବେଡ଼ା ପଞ୍ଚାୟତର ନାୟକଗୁଡ଼ା ୟୁଭି ୧୧ ବଙ୍ଗୀୟ ଗ୍ରାମରେ।…
କଟକ ଅଫିସ,୨୩ା୧: ଭ୍ରୁଣ ନିରୂପଣ କରିଥିବା ଲ୍ୟାବ୍ ଲିଙ୍କ୍ରେ ଆଉ ଜଣଙ୍କୁ ଗିରଫ କରିଛି ମଙ୍ଗଳାବାଗ ପୋଲିସ। ଗିରଫ ବ୍ୟକ୍ତି ଜଣକ ହେଲେ ମାନସ ରଞ୍ଜନ ପଣ୍ଡା।…
ଦେବଗଡ଼,୨୩ା୧(ଡି.ଏନ୍.ଏ): ଦାବି ପୂରଣ ହେଉ ନ ଥିବାରୁ ଦେବଗଡ଼ ଜିଲା ତିଲେଇବଣି ବ୍ଲକ ପାଳକୁଦ ପଞ୍ଚାୟତବାସୀ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦେବଗଡ଼ ଜିଲା ସଦର…
ଝାରସୁଗୁଡ଼ା ଅଫିସ,୨୩।୧: ଝାରସୁଗୁଡା ଜିଲାର ୯ ଜିଲା ପରିଷଦ ଜୋନ୍ ପାଇଁ ୩୫ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଶନିବାର ନିର୍ବାଚନ ଅଧିକାରୀଙ୍କ ତରଫରୁ ଏହାର ଯାଞ୍ଚ…
କାଲିମେଳା/ଏମ୍ଭି-୭୯, ୨୩|୧(ଡି.ଏନ.ଏ.) ମାଲକାନଗିରି ଜିଲା କାଲିମେଳା ବ୍ଲକ ତଥା ଏମଭି- ୭୯ ଥାନା ଅନ୍ତର୍ଗତ ତେଳରାଇ ପଞ୍ଚାୟତର ଏମ୍ଭି-୧୨୬ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗୋଟିଏ ପୋଡ଼ିଯାଇଥିବା କାର୍ ପଡ଼ିରହିଥିବା…
ପାପଡ଼ାହାଣ୍ଡି, ୨୩ା୧(ଡି.ଏନ୍.ଏ.) ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ସଦର ଡାକବଙ୍ଗଳା ନିକଟରେ ଥିବା ଟ୍ରାନ୍ସଫର୍ମରକୁ ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଚୋରି କରି ନେଇଯାଇଛନ୍ତି। ଫଳରେ ନିକଟସ୍ଥ…
ନୟାଗଡ଼ ଅଫିସ,୨୩।୧: କରୋନା ଟିକା ନେବାର ୩ଘଣ୍ଟା ପରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ନୟାଗଡ଼ ଜିଲା ଓଡ଼ଗାଁ ବ୍ଳକ ଗୋତିସାହି ପଞ୍ଚାୟତ…
ରାୟଗଡା ଅଫିସ, ୨୩|୧: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକରେ ପୁଣି ମାତିଲେ ମାଓବାଦୀ। କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡ଼ା ଗାଁରେ ଏସ୍ଭିଏସ୍ଏମ୍ସି ଠିକା କମ୍ପାନୀର କ୍ୟାମ୍ପରେ ଥିବା ଟ୍ରକ୍ ସେମାନେ…
ନବରଙ୍ଗପୁର,୨୩|୧(ବି.ପ୍ର.) ଚାକିରି ଦେବା ନାଁରେ ଅର୍ଥ ଆଦାୟ। ଠକେଇର ଶିକାର ହୋଇଥିବା ଦେବକୀ ଜାନୀ (୨୦) ଓ ନିବେଦିତା ଭତରା ନବରଙ୍ଗପୁର ଥାନାର ଦ୍ୱାରସ୍ଥ ହୋଇଛନ୍ତି। କୋଡିଙ୍ଗା ଥାନା…
ବନ୍ତ,୨୩|୧(ସ୍ବ.ପ୍ର.) ଭଦ୍ରକ ଜିଲା ବନ୍ତ ବ୍ଲକ ଅଧୀନ ୨୫ ପଞ୍ଚାୟତର ପ୍ରାର୍ଥୀମାନଙ୍କ ନାମାଙ୍କନପତ୍ର ଦାଖଲ ପରେ ଶନିବାର ଯାଞ୍ଚ ପ୍ରକ୍ରିୟା ସରିଛି। ତେବେ ଓଡ଼ଙ୍ଗ ପଞ୍ଚାୟତରେ ଗୋଟିଏ…