ଆମ ଜିଲା ଖବର

ପୁରରୁ ପୁରୀ

ଭାରତର ଅନେକ ସ୍ଥାନ ଅଛି, ଯାହାର ଶେଷରେ ରହିଛି ‘ପୁର’। ଗଁା ବି ଅଛି। ଓଡ଼ିଶାର କେତେକ ସହର ଓ ଗଁା ନାମର ଶେଷରେ ‘ପୁର’ ଶବ୍ଦ…

4 years ago

ହୀରାକୁଦରୁ ପ୍ରଥମ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୧୨ା୭(ବ୍ୟୁରୋ):ସମ୍ବଲପୁର ହୀରାକୁଦ ଡ୍ୟାମ୍‌ରୁ ରବିବାର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି। ପୂର୍ବାହ୍ନ ୧୧ଟା ସମୟରେ କୋଭିଡ୍‌ କଟକଣା ପାଳନ କରି ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା। ପରେ…

4 years ago

ଆଜି ପବିତ୍ର ରଥଯାତ୍ରା: ପହଣ୍ଡି ଆରମ୍ଭ

ପୁରୀ ଅଫିସ୍‌,୧୨।୭: ମହାପ୍ରଭୁଙ୍କ ଆଜି ରଥଯାତ୍ରା। ନବଦିନାତ୍ମକ ଯାତ୍ରାରେ ଭଉଣୀଭାଇଙ୍କୁ ସାଙ୍ଗରେ ଧରି ଗୁଣ୍ଡିଚା ଘରକୁ ବାହାରିଛନ୍ତି ପ୍ରଭୁ ଶ୍ରୀଜଗନ୍ନାଥ। ଗତବର୍ଷ ପରି ଏବର୍ଷ ମଧ୍ୟ ବିନା…

4 years ago

୩୫ଲକ୍ଷ ଠକେଇ କରି ଧରାପଡ଼ିଲେ ନାରୀନେତ୍ରୀ

ଝାରସୁଗୁଡ଼ା ଅଫିସ,୧୧।୭: ଝାରସୁଗୁଡ଼ା ଜିଲାରେ ସମାଜ ସେବିକା ମହିଳା ସଙ୍ଗଠନ ନାମରେ ମହିଳାଙ୍କୁ ୩୫ଲକ୍ଷ ଟଙ୍କାର ଚୂନା ଲଗାଇଛନ୍ତି। ଅଭିଯୁକ୍ତା ନାରୀନେତ୍ରୀଙ୍କୁ ଗିରଫ କରି ପୋଲିସ ରବିବାର…

4 years ago

ପରକୀୟା ପ୍ରୀତି ମହଙ୍ଗା ପଡ଼ିଲା, ଗଛରେ ବାନ୍ଧି ପିଟିଲେ

ଉଦଳା,୧୧ା୭(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଉଦଳା ଥାନା ଅଞ୍ଚଳରେ ପରକୀୟା ପ୍ରୀତିରେ ଲିପ୍ତ ଜନୈକା ବିବାହିତା ମହିଳା ଓ ଜଣେ ଯୁବକଙ୍କୁ ଲୋକେ ଗଛରେ ବାନ୍ଧି ବହେ ଛେଚିଛନ୍ତି।…

4 years ago

କାଳିଆ ଅପେକ୍ଷାରେ ନନ୍ଦିଘୋଷ

ପୁରୀ ଅଫିସ, ୧୧।୭: ରଥ, ପଥ, ସେବାୟତ ସମସ୍ତେ ପ୍ରସ୍ତୁତ। ସୋମବାର ରଥଯାତ୍ରା। ବଡ଼ଦାଣ୍ଡରେ ଗଡ଼ିବ ତିନିରଥ। ଏଥର କୋଭିଡ୍‌ କଟକଣା ଦୃଷ୍ଟିରୁ ବିନା ଭକ୍ତରେ ମହାପ୍ରଭୁଙ୍କ…

4 years ago

ଜମି ବିବାଦରୁ ସଂଘର୍ଷ: ୨ମୃତ, ୮ ଗୁରୁତର

ଦଶମନ୍ତପୁର, ୧୦ା୭: ଜମିଜମା ବିବାଦକୁ କେନ୍ଦ୍ରକରି ହାତୀମୁଣ୍ଡାରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ୮ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ…

4 years ago

ପ୍ରେମ ବିବାହକୁ ବିରୋଧ କରିବାରୁ ବଡ଼ଭାଇଙ୍କୁ ପିଟି ପିଟି ହତ୍ୟା କଲେ ୨ ସାନ ଭାଇ

ଟେନ୍‌ସା,୧୧ା୭: ସୁନ୍ଦରଗଡ଼ ଜିଲା କୋଇଡା ଥାନା ଅଧୀନ ବନ୍ଦଲ ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି। ବଡ଼ ଭାଇଙ୍କୁ ବାଡ଼ିରେ ପିଟି ୨ ସାନ ଭାଇ ହତ୍ୟା କରିଛନ୍ତି।…

4 years ago

ଗାଁକୁ ମାଡ଼ି ଆସିଲା ସମୁଦ୍ର ଜୁଆର

ଗୋପାଳପୁର,୧୧।୭: ଗତ କିଛି ବର୍ଷ ଧରି ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ରାମେୟାପାଟଣା ଗ୍ରାମରେ ସମୁଦ୍ର ଜୁଆର ମାଡ଼ିଆସି ବହୁ ଧନ ସମ୍ପତ୍ତି ନଷ୍ଟ କରୁଛି। ଗତ…

4 years ago

ରଥ ନେଲା ଦକ୍ଷିଣମୋଡ଼

ପୁରୀ ଅଫିସ,୧୧।୭: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ୩ ରଥର ଦକ୍ଷିଣମୋଡ଼ କରି ସିଂହଦ୍ୱାରକୁ ନିଆଯାଇଛି। ସେବାୟତମାନେ ରଥଟାଣି ସିଂହଦ୍ୱାରରେ ପହଞ୍ଚାଇଛନ୍ତି। ଘଣ୍ଟଘଣ୍ଟା, ଛତା ଓ ତୁରୀ ମଧ୍ୟରେ ମହାପ୍ରଭୁଙ୍କଠାରୁ…

4 years ago