ଆମ ଜିଲା ଖବର

୩୫୦ରୁ ଊର୍ଦ୍ଧ୍ୱ କଇଁଛ ଉଦ୍ଧାର

କାଲିମେଳା, ୨୪ା୮(ଡି.ଏନ.ଏ.): ଚୋରାରେ କଇଁଛ ବିକ୍ରି ଚାଲିଥିବା ବେଳେ ମାଲକାନଗିରି ଜିଲା କାଲିମେଳା ବନ ବିଭାଗ ଚଡାଉ କରି ବିପୁଳ ପରିମାଣର ଜିଅନ୍ତା କଇଁଛ ଜବତ କରିଛି…

4 years ago

ପରପାରିରେ ଗାନ୍ଧୀବାଦୀ ସମାଜସେବୀ ଘାସିରାମ

କୋକସରା,୨୩।୮(ଡି.ଏନ୍‌.ଏ): କଳାହାଣ୍ଡି ଜିଲା କୋକସରା ବ୍ଲକ ଅଞ୍ଚଳର ଚିର ପରିଚିତ ଗାନ୍ଧିବାଦୀ ଚିନ୍ତାଧାରାରେ ଅନୁପ୍ରାଣିତ ବରିଷ୍ଠ ସମାଜସେବୀ ଘାସିରାମ ପାଟ୍ଟଯୋଶୀଙ୍କ ମଙ୍ଗଳବାର ସନ୍ଧ୍ୟାରେ ନିଜ ବାସ ଭବନରେ…

4 years ago

ଖଣ୍ଡିଆକୁଦରେ ବୁଡ଼ିଲା ଡଙ୍ଗା

ଗୋପ,୨୩।୮(ବ୍ୟୁରୋ): ପୁରୀ ଜିଲା ଗୋପ ବ୍ଲକ ଖଣ୍ଡିଆକୁଦ ଠାରେ ମଙ୍ଗଳବାର ଅପରାହ୍ନରେ ଡ଼ଙ୍ଗା ବୁଡ଼ି ଯାଇଛି। ଡଙ୍ଗାରେ ୨୫ରୁ ୩୦ ବନ୍ୟାବିତ୍ପଣ୍ଣ ଯାତ୍ରୀ ଥିବା ବେଳେ ସେମାନେ…

4 years ago

ଭିଏଲ-ଏସଆରଏସଏଏମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ…

ନୂଆଦିଲ୍ଲୀ/ବାଲେଶ୍ୱର(ବ୍ୟୁରୋ), ୨୩।୮ : ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ଏବଂ ଭାରତୀୟ ନୌସେନା ମଙ୍ଗଳବାର ଭର୍ଟିକାଲ ଶର୍ଟ ରେଞ୍ଜ ସର୍ଫେସ ଟୁ ଏୟାର ମିଜାଇଲ…

4 years ago

ଫିରିଙ୍ଗିଆ ଗୁଳି କାଣ୍ଡ : ୪ ଗିରଫ

ଫୁଲବାଣୀ ଅଫିସ,୨୩।୮: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ବିଲୁପଦର ଗ୍ରାମରେ ଘଟିଥିବା ଗୁଳିକାଣ୍ଡ ମାମଲାରେ ପୋଲିସ ୪ ଅଭିଯୁକ୍ତଙ୍କୁ ମଙ୍ଗଳବାର ଗିରଫ କରିଛି। ସେମାନଙ୍କଠାରୁ ଏକ ଦେଶୀ…

4 years ago

୧୦ ଫୁଟର ଅଜଗର ଉଦ୍ଧାର

ପାଟଣା,୨୩।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ବେଗନା ଗ୍ରାମର ଛକ ନିକଟରୁ ବିଳମ୍ବିତ ରାତିରେ ଏକ ୧୦ ଫୁଟର ଅଜଗରକୁ ଉଦ୍ଧାର କରାଯାଇଛି। ରାତିରେ ସାପଟିକୁ ଗାଁ…

4 years ago

ପୋଖରୀ ହୁଡ଼ାରୁ ମିଳିଲା ନବଜାତ ଶିଶୁର ମୃତଦେହ

ଭବାନୀପାଟଣା,୨୩।୮(ସ୍ବ.ପ୍ର): ନବଜାତ ଶିଶୁକୁ ମାରି ଫିଙ୍ଗିଦେବା ଘଟଣା କଳାହାଣ୍ଡି ଜିଲାରେ ନୂଆନୁହେଁ l ଗତବର୍ଷ କଳାହାଣ୍ଡିର ବିଭିନ୍ନ ସ୍ଥାନରୁ ନଜଜାତ ଶିଶୁଙ୍କ ମୃତଦେହ ଠାବ ହୋଇଥିଲା l…

4 years ago

ହସ୍ପିଟାଲରୁ ଉଦ୍ଧାର ହେଲା ଅଜଗର

ଚିତ୍ରକୋଣ୍ଡା,୨୩।୮(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ ଷ୍ଟାଫ କ୍ୱାର୍ଟର୍ସ ପଛପଟୁ ସୋମବାର ରାତିରେ ଏକ ଅଜଗର ସାପ ଉଦ୍ଧାର କରାଯାଇଛି। ସାପଟି ରୁମ୍‌କୁ ପଶିବାକୁ ଚେଷ୍ଟା…

4 years ago

ଲାଞ୍ଚ ନେଇ ଧରାପଡ଼ିଲେ ଆଇନ ମହାବିଦ୍ୟାଳୟର ମୁଖ୍ୟ କିରାଣି

ଢେଙ୍କାନାଳ ଅଫିସ,୨୩।୮: ଢେଙ୍କାନାଳ ଆଇନ ମହାବିଦ୍ୟାଳୟର ମୁଖ୍ୟ କିରାଣି ଉତ୍ତମ କୁମାର ରାଉତ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ୮ ହଜାର ୫ ଶହ ଟଙ୍କା…

4 years ago

୨୮ ପଞ୍ଚାୟତର ୧୦ ହଜାର ଲୋକ ଜଳବନ୍ଦୀ

ଜଳେଶ୍ୱର, ୨୩ା୮(ଡି.ଏନ.ଏ.):ସୁବର୍ଣ୍ଣରେଖାରେ ବନ୍ୟା ଯୋଗୁ ଜଳେଶ୍ୱର ବ୍ଲକ ୨୮ଟି ପଞ୍ଚାୟତର ୧୪୯ ଗାଁ ପ୍ରଭାବିତ ହୋଇଛି ା ଏଥିରେ ୧୦ହଜାର ଲୋକ ଜଳବନ୍ଦୀ ହୋଇଥିବା ବେଳେ ୧୧୪ଟି…

4 years ago