ଆମ ଜିଲା ଖବର

ଆଇପିଏଲ୍‌ ବେଟିଂ, ଜେଲଗଲେ ୬

ଦିଗପହଣ୍ଡି,୨୬ା୯(ଡି.ଏନ.ଏ.): ଗଞ୍ଜାମ ଜିଲା ପାଟପୁର ଥାନା ଅଞ୍ଚଳରେ ଆଇପିଏଲ ବେଟିଂରେ ସମ୍ପୃକ୍ତ ଥିବା ୬ ଅଭିଯୁକ୍ତଙ୍କୁ ପୋଲିସ ରବିବାର ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ…

4 years ago

ଅସ୍ତ୍ରୋପଚାର ସତ୍ତ୍ୱେ ଆଖି ବୁଜିଲା ହାତୀ

କେନ୍ଦୁଝର,୨୬।୯(ସ୍ବ.ପ୍ର): କେନ୍ଦୁଝର ଜିଲା ଚମ୍ପୁଆ ବନାଞ୍ଚଳରେ ତିନିଦିନ ଧରି ପ୍ରସବ କଷ୍ଟରେ ଛଟପଟ ହେଉଥିବା ମାଈହାତୀର ଶନିବାର ଅସ୍ତ୍ରୋପଚାର କରାଯାଇଥିଲା। ବନ ବିଭାଗ ଓ ପ୍ରାଣୀ ଚିକିତ୍ସିକଙ୍କ…

4 years ago

ଦୁର୍ଘଟଣାରେ ୨ ପରୀକ୍ଷାର୍ଥୀଙ୍କ ଜୀବନ ଗଲା

କେନ୍ଦୁଝର,୨୬ା୯(ସ୍ବ.ପ୍ର.): କେନ୍ଦୁଝର ଜିଲାର ପୃଥକ୍‌ ସ୍ଥାନରେ ରବିବାର ସଡ଼କ ଦୁର୍ଘଟଣାରେ ୨ପରୀକ୍ଷାର୍ଥୀଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଛି। ଟାଉନ ଥାନା ଅଧୀନ ରାମଚନ୍ଦ୍ରପୁର ନିକଟରେ ତେଲ…

4 years ago

ଜଳ ପ୍ରପାତକୁ ଡେଇଁଲେ ପ୍ରେମୀ ଯୁଗଳ

ନୂଆପଡ଼ା ଅଫିସ,୨୬।୯: ନୂଆପଡ଼ା ସଦର ବ୍ଲକ ଧରମବନ୍ଧା ଥାନା ଅଧୀନ ସୁନାବେଡା ଅଭୟାରଣ୍ୟ ଭିତରେ ଅବସ୍ଥିତ ଗୋଧ୍ୱସ ଜଳ ପ୍ରପାତକୁ ଡେଇଁ ପ୍ରେମୀଯୁଗଳ ନିଖୋଜ ଥିବା ଜଣାପଡ଼ିଛି।…

4 years ago

ଝିଆରୀଙ୍କୁ ବଳାତ୍କାର କରି ଜେଲ ଗଲେ କକା

ପାଟଣା,୨୬ା୯(ସ୍ବ.ପ୍ର.): ନାବାଳିକା ଝିଆରୀଙ୍କୁ ବଳାତ୍କାର ଅଭିଯୋଗରେ କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ପୋଲିସ ରବିବାର ସମ୍ପର୍କୀୟ କକାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୋଗ ଅନୁଯାୟୀ,…

4 years ago

୩୩୩ ଗର୍ଭବତୀଙ୍କୁ ସ୍ଥାନାନ୍ତର

ଛତ୍ରପୁର,୨୬।୯(ଡି.ଏନ୍‌.ଏ.): ସମ୍ଭାବ୍ୟ ଗୁଲାବକୁ ନେଇ ଗଞ୍ଜାମ ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି। ଜିଲାରେ ୩୩୩ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରି ସେମାନଙ୍କୁ ବିଭିନ୍ନ ଚିକିତ୍ସାଳୟ…

4 years ago

ଯୁବଚିତ୍ରକାରଙ୍କ କାନ୍‌ଭାସରେ ଅରିନ୍ଦମ ଦାସ

ପାଟଣା,୨୬।୯(ସ୍ବ. ପ୍ର.): କଟକ ମୁଣ୍ଡଳି ଜଳସ୍ରୋତରେ ଫସି ରହିଥିବା ହାତୀର ଖବର ସଂଗ୍ରହକୁ ଯାଇ ଖବର ପାଲଟି ଯାଇଥିବା ରିପୋର୍ଟର ଅରିନ୍ଦମ ଦାସଙ୍କ ମୃତ୍ୟୁ ସମସ୍ତଙ୍କୁ ମର୍ମାହତ…

4 years ago

ମା’ ବାପାଙ୍କ କଥା ସହିପାରିଲେନି ପୁଅ, ଶେଷରେ …

ପାଟଣା,୨୬।୯(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇପଶି ପଞ୍ଚାୟତ ବଡ଼ଗମ୍ଭାରିଆ ହାଟ ନିକଟରେ ଥିବା ଏକ ଗଛରୁ ରବିବାର ସକାଳୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ…

4 years ago

ଗଜପତିରେ ଧସିଲା ପାହାଡ଼

ପାରଳାଖେମୁଣ୍ଡି,୨୬।୯(ଡି.ଏନ୍‌.ଏ.): ଗଜପତି ଜିଲା ଗୁମ୍ମା ବ୍ଲକ ଅନ୍ତର୍ଗତ ନମାନଗଡ଼ ଓ ଅଜୟଗଡ଼ ରାସ୍ତାର ପାହାଡ ଧସିଥିବା ରବିବାର ଦେଖିବାକୁ ମିଳିଛି। ବର୍ଷା ଯୋଗୁ ଅତଡା ଖସିଥିବା ସୂଚନା…

4 years ago

ହରିଦାସପୁର ରେଳଷ୍ଟେଶନରେ ଗଣଧାରଣା

ଚଣ୍ଡିଖୋଲ,୨୬।୯(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ହରିଦାସପୁର ରେଳଷ୍ଟେଶନରେ ରବିବାର ଏକ ଶାନ୍ତିପୂର୍ଣ୍ଣ ଗଣ ଧାରଣା ଦିଆଯାଇଛି। ଓଡ଼ିଶାର ସମସ୍ତ ରୁଟ୍‌ରେ ଦୀର୍ଘ ଦେଢ଼ ବର୍ଷ…

4 years ago