ଆମ ଜିଲା ଖବର

ଦୁର୍ଦ୍ଦିନରେ ପଥର ଶିଳ୍ପୀ

ଯାଜପୁର ଅଫିସ,୪ା୧୦: କୁଟୀର ଶିଳ୍ପ ପାଇଁ ପ୍ରତିବର୍ଷ ଯୋଜନା ପରେ ଯୋଜନା ପ୍ରଣୟନ କରାଯାଉଛି।ହେଲେ ଗ୍ରାମାଞ୍ଚଳର କାରିଗରଙ୍କ ନିକଟରେ ଯୋଜନାର ସୁଫଳ ପହଞ୍ଚି ପାରୁନାହିଁ। ଫଳରେ ଯୋଜନା…

4 years ago

ଦୁର୍ନୀତିଖୋର ଅଧିକାରୀଙ୍କୁ ସୁରକ୍ଷା: ୧୫ ସୁଦ୍ଧା ରିପୋର୍ଟ ଦାଖଲ ନିର୍ଦ୍ଦେଶ

ଯାଜପୁର ଅଫିସ,୪ା୧୦: ଯାଜପୁର ଜିଲା ଯୋଗାଣ ବିଭାଗ କର୍ତ୍ତୃପକ୍ଷ ଅଡିଟ୍‌ ରିପୋର୍ଟର ଅନୁପାଳନ କରିବାରେ କୁନ୍ଥକୁନ୍ଥ ହେଉଛନ୍ତି। ବିପୁଳ ପରିମାଣର ସରକାରୀ ଅର୍ଥ ହରିଲୁଟ କରିଥିବା ମିଲର୍ସଙ୍କ…

4 years ago

ପଞ୍ଚାୟତ ନିର୍ବାଚନକୁ ସ୍କୁଲ ମିଶ୍ରଣ ଅଡୁଆ

କେନ୍ଦ୍ରାପଡ଼ା ଅଫିସ, ୪ା୧୦: ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ କେନ୍ଦ୍ରାପଡ଼ା ଜିଲାର ୨୧୭ଟି ସ୍କୁଲରେ କମ୍‌ ଶିକ୍ଷାର୍ଥୀ ଥିବା ଦର୍ଶାଇ ନିକଟସ୍ଥ ଅନ୍ୟ ସ୍କୁଲରେ ଏହାକୁ ମିଶ୍ରଣ…

4 years ago

ଚାଷୀଙ୍କୁ କରଜ ଶୁଝିବା ଚିନ୍ତା ଘାରିଛି

ପାଟକୁରା,୪ା୧୦(ଡି.ଏନ.ଏ.): ଲଗାଣ ବର୍ଷା ହେବାର ୨୨ ଦିନ ବିତିଯାଇଥିଲେ ସୁଦ୍ଧା ଖାଲ ପାଟ ଜମିରୁ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ପାଣି ଛାଡି ନାହିଁ। ପାଣିରେ ଦୀର୍ଘଦିନ ବୁଡି…

4 years ago

୮୩୧ ଭୋଟରଙ୍କୁ ପସନ୍ଦ ଆସିଲେନି କେହି

ପୁରୀ ଅଫିସ,୪।୧୦: ପିପିଲି ଉପନିର୍ବାଚନରେ ୧ ଲକ୍ଷ ୮୦ ହଜାର ୯୯ ଜଣ ଭୋଟର ମତଦାନ କରିଛନ୍ତି। ତନ୍ମଧ୍ୟରୁ ବିଜେଡିକୁ ୯୬ ହଜାର ୯୭୨ ଓ ଭାଜପାକୁ…

4 years ago

ନାବାଳିକାଙ୍କୁ ବଳାତ୍କାର କଲେ ନାବାଳକ

ପାଟଣା,୩।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ରବିବାର ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ଘଟଗାଁ ପୋଲିସ ଘଟଣାରେ ସମ୍ପୃକ୍ତ…

4 years ago

ଟ୍ରେନରେ ଯୁବତୀଙ୍କୁ ପିଟିବା ଘଟଣାର ତଦନ୍ତ ଆରମ୍ଭ

ରାଉରକେଲା ଅଫିସ, ୩।୧୦: ଗୀତାଞ୍ଜଳି ଏକ୍ସପ୍ରେସରେ ଯାଉଥିବା ବେଳେ ଜଣେ ମହିଳା ଇଞ୍ଜିନିୟରଙ୍କୁ ମାଡ଼ ଘଟଣାରେ ରାଉରକେଲା ଜିଆର୍‌ପିର ୫ଜଣିଆ ସ୍ବତନ୍ତ୍ର ଟିମ୍‌ ରବିବାର ଟାଟା ଗସ୍ତ…

4 years ago

ପୂର୍ବତନ କେନ୍ଦ୍ରମନ୍ତ୍ରୀ କରୋନା ପଜିଟିଭ୍‌

ବାଲେଶ୍ୱର ଅଫିସ,୩।୧୦: ବାଲେଶ୍ୱର ଏମ୍‌ପି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କରୋନା ସଂକ୍ରମିତ ହୋଇଛନ୍ତି। ସେ ଟ୍ବିଟ୍‌ କରି ରବିବାର ଏହି ସୂଚନା ଦେଇଛନ୍ତି।…

4 years ago

୫ ଘଣ୍ଟା ପରେ ଉଦ୍ଧାର ହେଲା ହାତୀ

ବାଙ୍ଗିରିପୋଷି,୩।୧୦(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ରେଞ୍ଜ ଅଧୀନ ଧୋବଣୀଶୋଳ ପଞ୍ଚାୟତ ଟେମ୍ବଟଲା ଗାଁରେ ଏକ ପରିତ୍ୟକ୍ତ କୂଅରେ ଖସିପଡ଼ିଥିବା ହାତୀକୁ ଉଦ୍ଧାର କରାଯାଇଛି। ଶିମିଳିପାଳ ଅଭୟାରଣ୍ୟରୁ କିଛି…

4 years ago

ହିନ୍ଦୁ ଦେବଦେବୀଙ୍କୁ ଗାଳି, ଗାଁରେ ତେଜୁଛି ଉତ୍ତେଜନା

ବାଲିଗୁଡ଼ା,୩ା୧୦(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଞ୍ଚଳର ଜଣେ ମୁସଲମାନ ଯୁବକ ହିନ୍ଦୁ ଦେବଦେବୀଙ୍କ ପ୍ରତି ସୋସିଆଲ ମିଡିଆରେ ଅଶ୍ଳୀଳ ମନ୍ତବ୍ୟ ପୋଷ୍ଟ କରିଥିବା ଅଭିଯୋଗ ହୋଇଛି।…

4 years ago